Skip to content
The Believer's Library

Desiya Bible

Hebrews 4 Saa25

Show Saa25 only
Verse × ×
1 Since the promise to enter his rest still stands, let us be careful that none of you seems to have missed it. ପର୍‌ମେସର୍‌ ଆମ୍‌କେ କାତା ଦେଇରଇଲାଜେ, ସେ ଆମର୍‌ପାଇଁ ଗଟେକ୍‌ ପୁଣ୍ଡ୍‌ବା ଜାଗା ତିଆର୍‌ କଲାଆଚେ । ତେବର୍‌ ପାଇ ଆମେ ଜାଗରତ୍‌ ରଇବାକେ ପଡ୍‌ସି । ଜେନ୍ତିକି ଆମର୍‌ ବିତ୍‌ରେ ସେନ୍ତାରି କେ ନ ରଅତ୍‌, ଜେ କି ସେ ଜାଗାଇ ପୁରିନାପାରତ୍‌ ।
2 We too had good news preached to us, as they did. But the message heard didn't benefit them, since they didn't combine it with faith, as those who listened did. କାଇକେବଇଲେ ଆମର୍‌ ଆନିଦାଦିମନର୍‌ପାରା ଆମେ ମିସା ସୁବ୍‌କବର୍‌ ସୁନିଆଚୁ । ମାତର୍‌ ସେମନ୍‌ ସେଟା ସୁନିକରି ମିସା ମାନତ୍‌ ନାଇ, କାଇକେବଇଲେ ସେଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
3 We who believed enter that rest, as he said: "In my wrath I swore, they will never enter my rest." Yet his works were finished since the foundation of the world. ଆମେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବୁ, ଆମେସେ ସେ ପୁଣ୍ଡ୍‌ବା ଜାଗାଇ ପୁର୍‌ବୁ । କାଇକେବଇଲେ ତାକର୍‌ ବିସଇନେଇ ପର୍‌ମେସର୍‌ କଇଲାଆଚେ, “ମର୍‌ ରିସାଇ ମୁଇ ସପତ୍‌ କରିଆଚି । ମୁଇ ତିଆର୍‌ କରିରଇବା ପୁଣ୍ଡ୍‌ବା ଜାଗାଇ ସେମନ୍‌କେ ନ ପୁରାଇ ।” ଜଗତ୍‌ ତିଆର୍‌ ଅଇଲା ବେଲେଅନି ସେ ପୁଣ୍ଡ୍‌ବା ଗର୍‌ ତିଆର୍‌ ଅଇରଇଲା । ଏଲେ ମିସା ପର୍‌ମେସର୍‌ ସେନ୍ତାରି କଇରଇଲା ।
4 For somewhere he says of the seventh day: "And our Father rested on the seventh day from all his works." କାଇକେବଇଲେ ଆଟର୍‌ ସାରାସାରି ଦିନର୍‌ ବିସଇ ସାସ୍‌ତରେ ଏନ୍ତାରି ଲେକାଅଇଲାଆଚେ, “ପର୍‌ମେସର୍‌ ସବୁଜାକ କାମ୍‌ସାରାଇ କରି ଆଟର୍‌ ସାରାସାରି ଦିନେ, ଅଲପ୍‌ ପୁଣ୍ଡ୍‌ଲା ।”
5 And again in the same passage he says, "They will never enter my rest." ଆରି ଏ ବିସଇ ବିନ୍‌ଟାନେ ଲେକାଅଇଆଚେ । “ସେମନ୍‌ ମର୍‌ ପୁଣ୍ଡ୍‌ବା ଜାଗାଇ କେବେ ମିସା ପୁରିନାପାରତ୍‌ ।”
6 Since it remains that some enter it, and those first given the good news failed to enter through their disobedience, ପର୍‌ତମେ ଜେତ୍‌କିଲକ୍‌ ସୁବ୍‌କବର୍‌ ସୁନିରଇଲାଇ, ନିଜେ ବିସ୍‌ବାସ୍‌ କରତ୍‌ ନାଇ ଆରି ସେମନ୍‌ ସେ ପୁଣ୍ଡ୍‌ବା ଜାଗା ପାଅତ୍‌ ନାଇ । ତାର୍‌ପଚେ ପର୍‌ମେସର୍‌ ବିନ୍‌ ଲକ୍‌ମନ୍‌ ପୁର୍‌ବାକେ ଆଦେସ୍‌ ଦେଲା ।
7 so again he sets a day, "Today," speaking through David much later, as already said: "Today, if you hear his voice, do not harden your hearts." ଲକ୍‌ମନ୍‌ ତେଇ ପୁର୍‌ବାକେ ପର୍‌ମେସର୍‌ ଆରି ଗଟେକ୍‌ ବେଲା ବାଚ୍‌ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍‌ ପଚେ ପର୍‌ମେସର୍‌ ମୁଇ କଇଲା ବିସଇ ଦାଉଦର୍‌ ସାସ୍‌ତରେ ଲେକାଅଇରଇଲା, “ଆଜି ଜଦି ପର୍‌ମେସରର୍‌ ସବଦ୍‍ ସୁନ୍‌ଲେ ତମର୍‌ ମନ୍‌ ଆଁଟ୍‌ କରା ନାଇ ।”
8 For if Joshua had given them rest, our Father would not have spoken later about another day. ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍‌ମେସର୍‌ ଜନ୍‌ ବିସ୍‌ରାମ୍‌ ଜାଗାର୍‌ ପାଇ ସପତ୍‌ କରିରଇଲା, ସେ ଜାଗା ଜିଅସୁଆ ଆମର୍‌ ଆନିଦାଦିମନ୍‌କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍‌ମେସର୍‌ ଆରି ଗଟେକ୍‌ ପୁଣ୍ଡ୍‌ବା ଦିନର୍‌ କାତା ନ କଇତା ।
9 So then, there remains a Sabbath rest for the people of our Father. ସେଟାର୍‌ପାଇଁ ଏଟା ସତ୍‌ ଆକା । ଆଟର୍‌ ସାରାସାରି ଦିନେ ପର୍‌ମେସର୍‌ ପୁଣ୍ଡ୍‌ଲାପାରା ତାକର୍‌ ଲକ୍‌ମନର୍‌ ପାଇ ଗଟେକ୍‌ ପୁଣ୍ଡ୍‌ବା ବେଲା ସଙ୍ଗଇଆଚେ ।
10 Whoever has entered our Father's rest has also rested from his works, as our Father did from his own. କାଇକେବଇଲେ ପର୍‌ମେସର୍‌ ସପତ୍‌ କରିରଇବା ବିସ୍‌ରାମେ ଜେତ୍‌କିଲକ୍‌ ପୁର୍‌ବାଇ, ସେ ବିସ୍‌ରାମ୍‌ କଲାପାରା, ତାକର୍‌ କାମେଅନି ବିସ୍‌ରାମ୍‌ କର୍‌ବାଇ ।
11 So let's strive to enter that rest, so no one falls by the same pattern of disobedience. ସେଟାର୍‌ପାଇଁ ଆମେ ସବୁଲକ୍‌ ମନ୍‌ ଦିଆନ୍‌ ଦେଇକରି, ସେ ବିସ୍‌ରାମ୍‌ ଜାଗାଇ ପୁର୍‌ବାକେ ଚେସ୍‌ଟା କରୁ । ଆମର୍‌ ଆନିଦାଦିମନର୍‌ପାରା ନ ଅଇବାକେ ଆମେ ଜାଗ୍‌ରତ୍‌ ରଉଁ । ପର୍‌ମେସର୍‌ କଇଲାଟା ବିସ୍‌ବାସ୍‌ ନ କଲାର୍‌ପାଇ, ସେମନ୍‌ ସେଜାଗାଇ ପୁରି ନାପାର୍‌ଲାଇ ।
12 For the word of our Father is alive and active, sharper than any two-edged sword, piercing to divide soul and spirit, joints and marrow, discerning the heart's thoughts and intentions. ପର୍‌ମେସରର୍‌ ବାକିଅ ଜିବନ୍‌ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍‌ରଇବା ଗଟେକ୍‌ ଲାଗନ୍‌ କାଣ୍ଡା ପାରା । ସେଟା ଆଡର୍‌ ଗଁଟି ଆରି ଆଡ୍‌ ବିତ୍‌ରେ ରଇବାଟା କାଟ୍‍ସି । ଗଟେକ୍‌ ଲକର୍‌ ମନ୍‌ ବିତ୍‌ରେ ରଇବା ସବୁ ବିସଇ ବିଚାର୍‌ କରିପାର୍‌ସି । ମନ୍‌ ବିତ୍‌ରେ ଲୁଚିରଇବା ସବୁ ବିସଇ ମିସା ।
13 No creature is hidden from his sight; all lies naked and exposed to the eyes of the one we must answer to. ପର୍‌ମେସର୍‌ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍‌ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍‌ ନ ଚାଡିକରି, ସବୁ ଜାନେ । ଆରି ତାର୍‌ ଲଗେ ଆମେ ଆମର୍‌ ନିଜର୍‌ ବିସଇର୍‌ ଇସାବ୍‌ ଦେବାର୍‌ ଆଚେ ।
14 So since we have a great high priest who has passed through the heavens—Jesus, Son of our Father—let's hold firmly to the faith we profess. ଜିସୁ ପର୍‌ମେସରର୍‌ ପଅ ଅଇଲାକେ, ସେ ଆମର୍‌ ମନେ ଜନ୍‌ ବଡ୍‌ ପୁଜାରି ବଲି ବିସ୍‌ବାସ୍‌ କରି ଦାରିକରି ଆଚୁ, ସେଟା ଡାଟ୍‌ କର୍‌ବୁ ।
15 We have no high priest unable to sympathize with our weaknesses, but one tested in every way as we are, yet without sin. ସେ ଆମର୍‌ ବାଦୁଲେ ବଡ୍‌ ପୁଜାରିଅଇ ପର୍‌ମେସରର୍‌ ମୁଆଟେ ଗାଲାଆଚେ । ଆରି ଜେତ୍‌କି ରକାମ୍‌ ପରିକା, ଜେତେକ୍‌ କସ୍‌ଟ ଆମେ ପାଇଲୁନି, ସେଟା ଆମର୍‌ ବଡ୍‌ ପୁଜାରି ସବୁବେଲେ ଆମର୍‌ ସଙ୍ଗ୍‍ ମିସିକରି କଲାନି । କାଇକେବଇଲେ ଜେତ୍‌କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍‌ ସେ କେଡେବେଲେ ମିସା ପାପ୍‌ କରେ ନାଇ ।
16 Let us then approach the throne of grace boldly, so we may receive mercy and find grace to help us in time of need. ତେବର୍‌ପାଇ ତମେ ସାଆସ୍‌ ସଙ୍ଗ୍‍ ପର୍‌ମେସରର୍‌ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍‌ଲେ ସେ ଜିବନ୍‌ ଦୁକାଇ ଆମ୍‌କେ ଦୟା କର୍‌ସି ଆରି ସାଇଜ ଦର୍‌କାର୍‌ ରଇବାବେଲେ, ଆମ୍‌କେ ସାଇଜ କର୍‌ସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]