Skip to content
The Believer's Library

Desiya Bible

Genesis 6 Saa25

Show Saa25 only
Verse × ×
1 When humanity began to multiply on the earth and daughters were born to them, ତାର୍‌ପଚେ ପୁର୍‌ତିବି ଲଗେ ନର୍‌ଲକ୍‌ ବଡ୍‌ବାକେ ଲାଗ୍‌ଲାଇ , ଆରି ସେମନ୍‌କେ ବେସି ଟକିମନ୍‌ ଜାତ୍‌ ଅଇଲାଇ ,
2 the sons of divine origin saw the daughters of human origin were beautiful, and took as wives any they chose. ସେ ବେଲେ ପର୍‌ମେସରର୍‌ ପିଲାମନ୍‌ ନର୍‌ ଲକର୍‌ ସୁନ୍ଦର୍‌ ସୁନ୍ଦର୍‌ ଟକି ମନ୍‌କେ ଦେକିକରି , ଜାକେ ମନ୍‌ କଲେ ତାକେ , ବିବା ଅଇତେ ରଇଲାଇ ।
3 Then our Father said, "My Spirit will not wrestle with humanity forever, for they are flesh; their days will be 120 years." ସେଟାର୍‌ ପାଇ ସବୁବେଲର୍‌ ମାପ୍‌ରୁ କଇଲା, ଆମର୍‌ ଆତ୍‌ମା ନର୍‌ ଲକର୍‌ ଲଗେ ସବୁବେଲେ ବାସାଅଇ ନ ରଏ , କାଇକେ ବଇଲେ ସେମନ୍‌ ବିପଦ୍‌ ବାଟେ ମାତି ଗାଲାଇ ଆଚତ୍‌, ସେଟାର୍‌ ପାଇ ସେମନର୍‌ ବରସ୍‌ ସଏ କଡେ ବରସ୍‌ ଅଇସି ।
4 The Nephilim were on the earth in those days, and afterward too, when the sons of divine origin came to the daughters of human origin, who bore them children. These were the mighty men of old, men of renown. ସେବେଲେ ପୁର୍‌ତିବି ଲଗେ ବେସି ବପୁ ଲକ୍‌ମନ୍‌ ରଇଲାଇ, ଆରି ତାର୍‌ ପଚେ ପର୍‌ମେସରର୍‌ ପିଲାମନ୍‌ ନର୍‌ ଲକର୍‌ ଟକି ମନ୍‌କେ ସୁଆବସା କଲାକେ ସେମନର୍‌ ଲଗେ ଅନି ପିଲାମନ୍‌ ଜନମ୍‌ ଅଇଲାଇ, ସେମନ୍‌ ମିସା ପୁର୍‌ବ କାଲର୍‌ ଡାକ୍‌ପୁଟା ବିରମନ୍‌ ରଇଲାଇ ।
5 Our Father saw how great human wickedness had become on the earth—every thought and desire of their hearts only evil all the time. ତାର୍‌ ପଚେ ପର୍‌ମେସର୍‌ ଦେକ୍‌ଲା ଜେ , ପୁର୍‌ତିବି ଲଗେ ନର୍‌ ଲକର୍‌ କରାପ୍‌ କାମ୍‌ ବେସି ବଡିଗାଲା , ଆରି ତାକର୍‌ ମନର୍‌ ବାବ୍‌ନା ବେସି କରାପ୍‌ ମାତର୍‌ ।
6 He was grieved he had made humanity on the earth, and his heart filled with pain. ସେଟାର୍‌ ପାଇ ପର୍‌ମେସର୍‌ ପୁର୍‌ତିବିର୍‌ ନର୍‌ ଲକ୍‌କେ ତିଆର୍‌ କର୍‌ବାଟା ଆକା ବୁଲ୍‌ ବଲି ଏତାଇ କରି ମନେ ମନେ ଦୁକ୍‌ କଲା ,
7 So our Father said, "I will wipe out humanity, whom I created, from the face of the earth—people, animals, crawling things, and birds of the sky—for I regret making them." ତାର୍‌ପଚେ ପର୍‌ମେସର୍‌ କଇଲା, ମୁଇ ଦର୍‌ତନିର୍‌ ତିଆର୍‌ କଲା ନର୍‌ଲକ୍‌ ମନ୍‌କେ ଆରି ନର୍‌ ସଙ୍ଗ୍‌ ଜିବ୍‌ଜନ୍ତୁ ଆରି ପେଟ୍ ସଙ୍ଗେ ରାଙ୍ଗ୍‌ବା ଜନ୍ତ୍‌ ଆରି ଦର୍‌ତନିର୍‌ ଚଡଇମନ୍‌କେ ମରାଇଦେବି କାଇକେ ବଇଲେ ଆମେ ସେମନ୍‌କେ ତିଆର୍‌ କରି ବୁଲ୍‌ କରିଆଚୁ ।
8 But Noah found favor in the eyes of our Father. ମାତର୍‌ ନଅ ପର୍‌ମେସରର୍‌ ଆଁକିତେଇ ଆସିର୍‌ବାଦ୍‌ ପାଇଲା ,
9 This is Noah's account. Noah was a righteous man, blameless among the people of his time, and Noah walked faithfully with our Father. ନଅର୍‌ ବଁ‌ସର୍‌ ତାଲିକା ଏଟା , ନଅ ନିଜର୍‌ ସମଏଁ ଲକମନର୍‌ ବିତ୍‌ରେ ଅନି ଦରମ୍‌ ଆରି ସାଦୁ ଲକ୍‌ ରଇଲା , ନଅ ପର୍‌ମେସରର୍‌ ସଙ୍ଗେ ଇଣ୍ଡାବୁଲା କର୍‌ତେ ରଇଲା ।
10 And Noah had three sons: Shem, Ham, and Japheth. ନଅ, ସେମ ଆରି ଆମ ଆରି ଜେପତ୍‌, ଏ ତିନ୍‌ଟା ପିଲାକେ ଜାତ୍‌କଲା ।
11 The earth was corrupt before our Father, and filled with violence. ସେ ବେଲେ ପୁର୍‌ତିବି ପର୍‌ମେସର୍‌ର୍‌ ମୁଆଟେ କରାପ୍‌ ଟାନେ ବୁଡି ରଇଲା ,ଆରି ପୁର୍‌ତିବି ପାପ୍‌ କାମେ ପୁରାପୁରୁନ୍‌ ଅଇ ରଇଲା ,
12 Our Father saw the earth was corrupt, for all flesh had corrupted their ways on the earth. ପଚେ ପର୍‌ମେସର୍‌ ପୁର୍‌ତିବିକେ ନିକ କରି ଆଁକି ବୁଲାଇ ଦେକ୍‌ଲା ଜେ , ସେଟା କରାପ୍‌ ଟାନେ ବୁଡି ଗାଲାଆଚେ , କାଇକେ ବଇଲେ ପୁର୍‌ତିବିର୍‌ ସବୁ ନର୍‌ ଆରି ଜନ୍ତ୍‌ଜିଆତ୍‌ କରାପ୍‌ ଟାନେ ବୁଡିଜାଇ ଆଚତ୍‌,
13 Then our Father said to Noah, "The end of all flesh has come before me, for the earth is full of violence because of the people. I am going to destroy them with the earth. ସେଟାର୍‌ ପାଇ ପର୍‌ମେସର୍‌ ନଅକେ କଇଲା , ଆମର୍‌ ଲଗେ ଗୁଲାଇ ଜଗତର୍‌ ନର୍‌ ଆରି ଜନ୍ତ୍‌ଜିଆତର୍‌ ମର୍‌ବା ବେଲା କେଟ୍‌ଲାବେ , କାଇକେ ବଇଲେ ସେମନର୍‌ ଲଗେ ଅନି ପୁର୍‌ତିବି କାରାପ୍‌ କାମେ ପୁରାପୁରୁନ୍‌ ଅଇଆଚେ ,ଆରି ଦେକା ,ଆମେ ପୁର୍‌ତିବି ସଙ୍ଗ୍‌ ସେମନ୍‌କେ ମରାଇ ଦେବି ।
14 Build yourself an ark of cypress wood; make rooms in it and coat it inside and out with pitch. ତମେ ନିଜର୍‌ ପାଇ ବଲି ଦେବ୍‌ଦାରୁ କାଟ୍‌ ସଙ୍ଗେ ଗଟେକ୍‌ ଜାଜ୍‌ ତିଆର୍‌ କର୍‌, ସେ ବିତ୍‌ରେ ବିନ୍‌ବିନ୍‌ ବାକ୍‌ରା ତିଆର୍‌ କରି ସେ ବିତ୍‌ରେ ଆରି ବାଇରର୍‌ ମଉଡ୍‌ ବାଟେ ଲାକ୍ ସଙ୍ଗେ ଲିପା,
15 Make it like this: the ark about 450 feet long, seventy-five feet wide, forty-five feet high. ସେଟା ଏ ରକାମ୍‌ ତିଆର୍‌ କର୍‌ସା, ଲମା ତିନିସ ଆତ୍‌, ଅସାର୍‌ ପଚାସ୍‌ ଆତ୍‌, ଉଁଚା ତିରିସ୍‌ ଆତ୍‌ ଅଇସି ।
16 Make a roof for the ark, finishing it eighteen inches from the top. Put a door in its side, and build it with lower, middle, and upper decks. ଉପ୍‌ରେ ଅନି ଗଟେ ଆତ୍‌ ଚାଡି ଜର୍‌କା ଚାଡା, ଆରି ସିତି ଦୁଆର୍‌ ଚାଡା , ଗଟେକ୍‌ ଦୁଇଟା ଆରି ତିନ୍‌ଟା ଉପ୍‌ରେ ଉପ୍‌ରେ ତିଆର୍‌ କରା ।
17 I myself am bringing floodwaters on the earth to destroy all flesh with the breath of life in it under the heavens; everything on the earth will die. ଆରି ଆକାସ୍‌ ତଲେ ରଇବା ଜେତେକ୍‌ ପୁଣ୍ଡା ଦାରି ରଇବା ନର୍‌ ଆରି ଜନ୍ତ୍‌ ଜିଆତ୍‌ ଆଚତ୍‌, ସେ ସବୁକେ ମରାଇ ଦେବାକେ, ମୁଇ ପୁର୍‌ତିବି ଉପ୍‌ରେ ବଡ୍‌ ପାନି ମାରାଇବି, ସେଡ୍‌କି ବେଲେ ପୁର୍‌ତିବିର୍‌ ସବୁ ଜନ୍ତ୍‌ ଜିଆତ୍‌ ମରିଜିବାଇ ।
18 But I will establish my covenant with you, and you will enter the ark—you, your sons, your wife, and your sons' wives with you. ମାତର୍‌ ଆମେ ତମର୍‌ ସଙ୍ଗ୍‌ ଗଟେକ୍‌ ନିଅମ୍‌ ତିଆର୍‌ କର୍‌ବି, ସେଡ୍‌କି ବେଲେ ତମେ ନିଜର୍‌ ମାଇଁଜି ଆରି ପିଲା ବୁଆରି ମନ୍‌କେ ସଙ୍ଗେ ନେଇ କରି ଜାଜ୍‌ ବିତ୍‌ରେ ପୁରା ।
19 Bring two of every living creature into the ark to keep alive with you—a male and a female. ଆରି ଜିବନ୍ ବଚାଇବାକେ ସବୁ ରକାମର୍‌ ଜନ୍ତ୍‌ଜିଆତର୍‌ ଗଟେ ଗଟେ ମାଇଁ ଆଣ୍ଡ୍‌ରା ମାଇ ଆଣ୍ଡ୍‌ରା ଜାଇ କରି ଜାଜ୍‌ ବିତ୍‌ରେ ପୁରା ,
20 Of the birds by kind, the animals by kind, every crawling thing of the ground by kind, two of each will come to you to be kept alive. ସବୁ ରକାମର୍‌ ଚଡଇ ଆରି ସବୁ ରକାମର୍‌ ଜନ୍ତ୍‌ ଆରି ସବୁ ରକାମର୍‌ ପେଟ୍‌ ସଙ୍ଗ୍‌ ରାଙ୍ଗ୍‌ବା ଜିବ୍‌ଜନ୍ତ୍‌ ସବୁ ଜାତି ଇସାବ୍‌ରେ ଗଟେ ଗଟେ ମାଇ ଆଣ୍ଡ୍‌ରା ଜିବନ୍‌ ରକିଆ କର୍‌ବାକେ ତମର୍‌ ଲଗେ ଆଇବାଇ ।
21 Take every kind of food that can be eaten and store it up; it will be food for you and for them." ଆରି ତୁଇ ନିଜର୍‌ ଆରି ସେମନର୍‌ କାଇବାକେ ସବୁ ରକାମର୍‌ କାଦିକଣ୍ଡା ଆନି ନିଜର୍‌ ପାକେ ସଙ୍ଗ୍‌ଇ ରଇସା ।
22 Noah did everything just as our Father commanded him. ସେଟାର୍‌ ପାଇ ନଅ ସେ ରକାମ୍‌ କଲା , ପର୍‌ମେସର୍‌ର୍‌ ଆଗିଆଁ ଅନୁସାରେ ସେ ସବୁ ରକାମ୍‌ କାମ୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]