Skip to content
The Believer's Library

Desiya Bible

Genesis 5 Saa25

Show Saa25 only
Verse × ×
1 This is the written record of Adam's descendants. When our Father created humankind, he made them in the likeness of God. ଆଦମର୍‌ କୁଟୁମର୍‌ ତାଲିକାର୍‌ ଗଟ୍‌ନା ଏଟା, ଜନ୍‌ଦିନେ ପର୍‌ମେସର୍‌ ନର୍‌ ଲକ୍‌କେ ଗଡ୍‌ଲା, ସେ ଦିନେ ପରମେସରର୍‌ ବାନିମୁର୍‌ତି ସଙ୍ଗେ ସେ ତାକେ ଗଡ୍‌ଲା।
2 He created them male and female, blessed them, and named them Humankind when they were created. ମୁନୁସ୍‌ ଆରି ମାଇଜି କରି ପର୍‌ମେସର୍‌ ସେମନ୍‌କେ ଗଡ୍‌ଲା, ଆରି ସେମନ୍‌ ଗଡ୍‌ଲା ଦିନେ ସେମନ୍‌କେ ଆସିର୍‌ବାଦ୍‌ କରି ଆଦମ୍‌ ବଲି ନାଉଁ ଦେଲା,
3 At 130, Adam fathered a son in his likeness, after his image, and named him Seth. ଆଦମ୍‌ ସଏ ତିରିସ୍‌ ବରସ୍‌ ବଇଁସେ ନିଜର୍‌ ପାରା ଆରି ନିଜର୍‌ ବାନିମୁର୍‌ତି ସଙ୍ଗେ ଗଟେକ୍‌ ପିଲା ପାଇକରି ସେତ ବଲିକରି ନାଉଁ ଦେଲାଇ ।
4 After he fathered Seth, Adam lived 800 years and had other sons and daughters. ସେତ ଜନମ୍‌ ଅଇଲା ପଚେ ଆଦମ୍‌ ଆଟ୍‌ସ ବରସ୍‌ ଜାକ ବଁଚିକରି, ଆରି ପିଲାଜିଲାମନ୍‌ ଜନମ୍‌ କଲା ।
5 Altogether, Adam lived 930 years, and then he died. ଆଦମର୍‌ ବରସ୍‌ ସବୁ ମିସିକରି ନଅ ସ ତିରିସ୍‌ ବରସ୍‌ ଜିଇଲା କାଇଲା, ପଚେ ସେ ମଲା ।
6 When Seth had lived 105 years, he fathered Enosh. ସେତ ସଏ ପାଁଚ୍‌ ବରସ୍‌ ବଇସେ ଇନସ୍‌କେ ଜାତ୍‌କଲା,
7 After he fathered Enosh, Seth lived 807 years and had other sons and daughters. ଇନସର୍‌ ଜନମ୍‌ ଅଇଲା ପଚେ ସେତ ଆଟ୍‌ସ ସାତ୍‌ ବରସ୍‌ ଜିଇଲା ଆରି ପିଲାଟକିମନ୍‌ ଜାତ୍‌ କଲା ।
8 Altogether, Seth lived 912 years, and then he died. ସେତର୍‌ ବରସ୍‌ ସବୁ ମିସି ନଅ ସ ବାର ବରସ୍‌ ଅଇ ରଇଲା ତାର୍‌ ପଚେ ମଲା ।
9 When Enosh had lived ninety years, he fathered Kenan. ଇନସ୍‌ ନବେ ବରସ୍‌ ବଇସେ କଇନାନ୍‌କେ ଜନମ୍‌ ଦେଲା ।
10 After he fathered Kenan, Enosh lived 815 years and had other sons and daughters. ଆରି କଇନାର୍‌ ଜନମ୍‌ ଅଇଲା ପଚେ ସେ ଆଟ୍‌ସ ପନ୍ଦ୍‌ର ବରସ୍‌ ଜିଇଲା,ଆରି ପିଲାଟକିମନ୍‌କେ ଜନମ୍‌ ଦେଲା,
11 Altogether, Enosh lived 905 years, and then he died. ଇନସର୍‌ ବଇଁସ୍‌ ସବୁ ମିସିକରି ନଅ ସ ପାଁଚ୍‌ ବରସ୍‌ ଅଇ ରଇଲା, ତାର୍‌ପଚେ ସେ ମଲା ।
12 When Kenan had lived seventy years, he fathered Mahalalel. କଇନାନ୍‌ ସତୁରି ବରସ୍‌ ବଇସେ ମଅଲ୍‌ଲେଲ୍‌କେ ଜନମ୍‌ ଦେଲା,
13 After he fathered Mahalalel, Kenan lived 840 years and had other sons and daughters. ମଅଲ୍‌ଲେଲ୍‌ ଜନମ୍‌ ଅଇଲା ପଚେ ସେ ଆଟ୍‌ସ ଚାଲିସ୍‌ ବରସ୍‌ ଜିଇକରି ଆରି ପିଲାଟକି ମନ୍‌କେ ଜନମ୍‌ ଦେଲା।
14 Altogether, Kenan lived 910 years, and then he died. ଆରି କଇନାନର୍‌ ବରସ୍‌ ସବୁମିସି ନଅ ସ ଦସ୍‌ ବରସ୍‌ ଅଇରଇଲା; ତାର୍‌ପଚେ ସେ ମଲା ।
15 When Mahalalel had lived sixty-five years, he fathered Jared. ମଅଲ୍‌ଲେଲ୍‌ ସାଟେ ପାଁଚ୍‌ ବରସ୍‌ ବଇସେ ଜେରଦ୍‌କେ ଜନମ୍‌ ଦେଲା,
16 After he fathered Jared, Mahalalel lived 830 years and had other sons and daughters. ଜେରଦ ଜନମ୍‌ ଅଇଲା ପଚେ ସେ ଆଟ୍‌ ସ ତିରିସ୍‌ ବରସ୍‌ ଜିଇ କରି ଆରି ପିଲାଟକିମନ୍ ଜନମ୍‌ଦେଲା;
17 Altogether, Mahalalel lived 895 years, and then he died. ମଅଲ୍‌ଲେଲର୍‌ ବରସ୍‌ ସବୁ ମିସିକରି ଆଟ୍‌ସ ନବେ ପାଁଚ୍‌ ବରସ୍‌ ଅଇରଇଲା; ତାର୍‌ପଚେ ସେ ମଲା ।
18 When Jared had lived 162 years, he fathered Enoch. ଜେରଦ୍‌ ସଏ ସାଟେ‌ ଦୁଇ ବଇସେ ଅନକ୍‌କେ ଜନମ୍‌ ଦେଲା,
19 After he fathered Enoch, Jared lived 800 years and had other sons and daughters. ଅନକ୍‌ ଜନମ୍‌ ଅଇଲାପଚେ ସେ ଆଟ୍‌ ସ ବରସ୍‌ ଜିଇଲା ଆରି ପିଲାଟକି ମନ୍‌କେ ଜନମ୍‌ଦେଲା ।
20 Altogether, Jared lived 962 years, and then he died. ଜେରଦର୍‌ ବଇଁସ୍‌ ସବୁମିସି କରି ନସ ସାଟେ ଦୁଇ ବରସ୍‌ ଅଇ ରଇଲା; ତାର୍‌ପଚେ ସେ ମଲା ।
21 When Enoch had lived sixty-five years, he fathered Methuselah. ଅନକ୍‌ ସାଟେ‌ ପାଁଚ୍‌ ବରସ୍‌ ବଇସେ ମତୁସେଲକେ ଜନମ୍‌ ଦେଲା,
22 After fathering Methuselah, Enoch walked with our Father 300 years, and had other sons and daughters. ମତୁସେଲଅର୍‌ ଜନମ୍‌ ଅଇଲା ପଚେ ଅନକ୍‌ ତିନ୍‌ସ ବରସ୍‌ ଜାକ ପର୍‌ମେସର୍‌ର୍‌ ସଙ୍ଗେ ଇଣ୍ଡାବୁଲା କର୍‌ତେ ରଇଲା; ଆରି ପିଲାଟକି ମନ୍‌କେ ଜନମ୍‌ ଦେଲା।
23 Altogether, Enoch lived 365 years. ଅନକର୍‌ ବରସ୍‌ ସବୁମିସି ତିନ୍‌ସ ସାଟେ ପାଁଚ୍‌ ବରସ୍‌ ଜିଇ ରଇଲା;
24 Enoch walked faithfully with our Father; then he was gone, because our Father took him. ଅନକ୍‌ ପର୍‌ମେସରର୍‌ ସଙ୍ଗେ ଇଣ୍ଡାବୁଲା ଅଇଲା, ଆରି ସେ ମାୟା ଅଇଲା, କାଇକେ ବଇଲେ ପର୍‌ମେସର୍‌ ତାକେ ନିଜର୍‌ କଲା ।
25 When Methuselah had lived 187 years, he fathered Lamech. ମତୁସେଲଅ ସଏ ଅସେ ସାତ୍‌ ବରସ୍‌ ବଇଁସେ ଲେମକ୍‌କେ ଜନମ୍‌ ଦେଲା,
26 After he fathered Lamech, Methuselah lived 782 years and had other sons and daughters. ଲେମକର୍‌ ଜନମ୍‌ ଅଇଲାକେ ମତୁସେଲଅ ସାତ୍‌ସ ଅସେ ଦୁଇ ବରସ୍‌ ଜିଇଲା ଆରି ପିଲାଟକି ମନ୍‌କେ ଜନମ୍‌ ଦେଲା,
27 Altogether, Methuselah lived 969 years, and then he died. ମତୁସେଲଅର୍‌ ବଁଇସ୍‌ ସବୁମିସି ନଅସ ସାଟେ ନ ବରସ୍‌ ଅଇ ରଇଲା; ତାର୍‌ପଚେ ମଲା ।
28 When Lamech had lived 182 years, he fathered a son. ଲେମକ୍‌ ସଏ ଅସେ ଦୁଇ ବରସ୍‌ ବଇସେ ସେ ଗଟେକ୍‌ ପିଲା ଜନମ୍‌ ଦେଲା,
29 He named him Noah, saying, "He will comfort us in our work and painful toil of our hands, from the ground our Father cursed." ଆରି ତାର୍‌ ନାଉଁ ନଅ ବଲିକରି ଦେଲା କାଇକେ ବଇଲେ ସେ କଇଲା, ସବୁବେଲର୍‌ ମାପ୍‌ରୁର୍‌ ଲଗେ ଅନି ଅବିସାପର୍‌ ବୁଏଁ ଆମର୍‌ କସ୍‌ଟ ଆରି ଆତର୍‌ ଦୁକ୍‌ ବିସଇରେ ଏ ପିଲା ଆମ୍‌କେ ସୁକ୍‌ ଦେଇସି।
30 After he fathered Noah, Lamech lived 595 years and had other sons and daughters. ନଅର୍‌ ଜନମ୍‌ ଅଇଲା ପଚେ ଲେମକ୍‌କେ ପାଁଚ୍‌ସ ନବେ ପାଁଚ୍‌ ବରସ୍‌ ଜିଇ କରି ଆରି ପିଲାଟକି ମନ୍‌କେ ଜନମ୍‌ ଦେଲା,
31 Altogether, Lamech lived 777 years, and then he died. ଲେମକର୍‌ ବଁଇସ୍‌ ସବୁ ମିସିକରି ସାତ୍‌ସ ସତୁରି ସାତ୍‌ ବରସ୍‌ ଅଇରଇଲା, ତାର୍‌ପଚେ ସେ ମଲା।
32 When Noah was 500 years old, he fathered Shem, Ham, and Japheth. ଆରି ନଅକେ ପାଁଚ୍‌ସ ବରସ୍‌ ବଁଇସ୍‌ ଅଇ ରଇଲା ବେଲେ, ନଅ ସେମ,ଆମ, ଆରି ଜେପତ୍‌କେ ଜନମ୍‌ ଦେଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]