Skip to content
The Believer's Library

Desiya Bible

Genesis 3 Saa25

Show Saa25 only
Verse × ×
1 The serpent was shrewder than any field animal our Father had made. He asked the woman, "Did God really say, 'You must not eat from any tree in the garden'?" ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ତିଆର୍‌କଲା ବୁଏଁ ରାଙ୍ଗ୍‌ବା ଜିବ୍‌ଜନ୍ତୁମନର୍‌ ବିତ୍‌ରେ ସାଁପ୍‌ବେସି ଚାଲାକି ରଇଲା, ସାଁପ୍‌ ମାଇଜିକେ କଇଲା, ଏଟା କାଇସତ୍‌, ବାଡର୍‌ କନ୍‌ମିସା ଗଚର୍‌ ପଲ୍‌ କାଇବାକେ ପର୍‌ମେସର୍‌ ତମ୍‌କେ ମନା କରିଆଚେ କି ?
2 The woman said to the serpent, "We may eat the fruit from the trees in the garden, ମାଇଜି ସାଁପ୍‌କେ କଇଲା, ଆମେ ବାଡର୍‌ ସବୁ ଗଚର୍‌ପଲ୍‌ କାଇବୁ,
3 but God said, 'Don't eat the tree's fruit in the garden's middle, or touch it, or you'll die.'" ମାତର୍‌ ବାଡର୍‌ ମଜାଇ ରଇଲା ଗଚର୍‌ ପଲ୍‌ ବିସଇରେ ପର୍‌ମେସର୍‌ କଇଲା ଆଚେ, ତମେ ସେଟା କାଆନାଇଁ, କି ଚିଆନାଇଁ, ନଇଲେ ମର୍‌ସା।
4 But the serpent said to the woman, "You will certainly not die. ସାଁପ୍‌ ମାଇଜିକେ କଇଲା, ତମେ କେବେମିସା ନ ମରାସ୍‌;
5 God knows that when you eat from it, your eyes will open and you'll be like God, knowing good and evil." ପର୍‌ମେସର୍‌ ଜାନ୍‌ସି, ତମେ ଜନ୍‌ ଦିନେ ସେଟା କାଇସା, ସେଦିନେ ତମର୍‌ ଆକିଦେକି ପାର୍‌ସା, ତାର୍‌ପଚେ ତମେ ପର୍‌ମେସରର୍‌ ପାରା ବଲ୍‌ମନ୍ଦ୍‌ ଗିଆନ୍‌ ପାଇସା ।
6 The woman saw the tree was good for food, delightful to the eyes, and desirable for wisdom. She took its fruit, ate, gave some to her husband with her, and he ate. ତାର୍‌ପଚେ ସେ ମାଇଜି ସେ ଗଚ୍‌କେ ନିକକାଦି ଆରି ଆକିର୍‌ ବଲ୍‌ ଆରି ଗିଆନ୍‌ ମିଲ୍‌ସି ବଲି ଦେକିକରି ସିତିର୍‌ ପଲ୍‌ ତଲିକାଇଲା, ଆରି ତାର୍‌ ମୁନୁସ୍‌କେ ମିସା ଦେଲାକେ ସେ ମିସା କାଇଲା ।
7 Then the eyes of both of them were opened, and they knew they were naked; they sewed fig leaves together and made themselves coverings. ତାର୍‌ପଚେ ସେମନର୍‌ ଆଁକି ଡିସ୍‌ଲାକେ, ସେମନ୍‌ ନିଜର୍‌ ଡୁମ୍‌ଣ୍ଡା ଆଚୁବଲି ଜାନିକରି ଡୁମ୍‌ରି ଗଚର୍‌ ପତର୍‌କେ ସିଇକରି ଗାଗ୍‌ରା ତିଆର୍‌କରି ପିନ୍ଦ୍‌ଲାଇ ।
8 They heard the sound of our Father walking in the garden in the cool of the day, and the man and his wife hid from his presence among the garden's trees. ଗଟେକ୍‌ଦିନ୍‌ ସଞ୍ଜ୍‌ବେଲାଇ ଏଦନ୍‌ବାଡେ ବୁଲ୍‌ତେ ରଇବାବେଲେ ସବୁବେଲର୍‌ ମାପ୍‌ରୁ ପର୍‌ମେସରର୍‌ ଡାକ୍‌ବା ସବଦ୍‌ ସୁନିକରି ଆଦମ୍‌ ଆରି ତାର୍‌ ମାଇଁଜି ଅବା ପର୍‌ମେସରର୍‌ ତେଇଅନି ଉଦିଆନ୍‌ ବାଡର୍‌ ଗଚ୍‌ମନର୍‌ ମଜାଇ ଲୁଚିଦେଲାଇ ।
9 But our Father called to the man and said to him, "Where are you?" ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଆଦମ୍‌କେ ଡାକି କଇଲା, ତମେ କନ୍‌ନ୍ତେଇ ଆଚାସ୍‌ ?
10 The man said, "I heard you in the garden and was afraid, for I was naked, so I hid." ଆଦମ୍ କଇଲା, ମୁଇଁ ଉଦିଆନ୍‌ ବାଡେ ତର୍‌ଡାକ୍‌ବା ସବଦ୍‌ ସୁନି ମୁଇଁ ଡୁମ୍‌ଣ୍ଡାଆଚି ବଲି ଡରିକରି ଲୁଚ୍‌ଲିଆଚି ।
11 Our Father said, "Who told you you're naked? Did you eat from the tree I forbade you to eat from?" ପର୍‌ମେସର୍‌ କଇଲା, ତମେ ଡୁମ୍‌ଣ୍ଡାଆଚାସ୍‌, ବଲି କେ ତମ୍‌କେ କଇଲା? ମୁଇଁ ଜନ୍‌ ଗଚର୍‌ ପଲ୍‌ କାଇବାକେ ମନା କରି ରଇଲି, ସେଟା କାଇ ତମେ କାଇ ଆଚାସ୍‌ କି ?
12 The man said, "The woman you put with me gave me fruit from the tree, and I ate." ଆଦମ୍‌ କଇଲା, ଜନ୍‌ ମାଇଜିକେ ମର୍‌ ସଙ୍ଗିନି ଅଇବାକେ ଦେଇଆଚୁସ୍‌, ସେ ମାଇଜି ମକେ ସେ ଗଚର୍‌ପଲ୍‌ ଦେଲା, ତେବର୍‌ ପାଇ ମୁଇଁ କାଇଲି ।
13 Then our Father asked the woman, "What have you done?" She said, "The serpent deceived me, and I ate." ସେଡ୍‌କି ବେଲେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଅବାକେ କଇଲା, ଏଟା କାଇ କାମ୍‌ କଲୁସ୍‌ ? ମାଇଜି କଇଲା, ସାଁପ୍‌ ମକେ ବୁଲ୍‌କାଇ କରି କାଇବାକେ କଇଲା, ସେଟାର୍‌ ପାଇଁ ମୁଇଁ କାଇଲି।
14 So our Father said to the serpent, "Because you have done this, cursed are you above all livestock and above all wild animals; on your belly you will go, and dust you will eat all the days of your life. ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ସାଁପ୍‌କେ କଇଲା, ଏକାମର୍‌ ପାଇଁ ତୁଇ ସବୁ ଜିବ୍‌ଜନ୍ତୁ ତେଇଅନି ଅଦିକ୍‌ ଅବିସାପ୍‌ ପାଇସୁ, ତୁଇନିଜର୍‌ ପେଟ୍‌ସଙ୍ଗ୍‌ ରାଙ୍ଗ୍‌ସୁ ଆରି ଦୁଲି କାଇସୁ ।
15 And I will put enmity between you and the woman, and between your offspring and her offspring; he will crush your head, and you will strike his heel." ଆରି ମୁଇ ସାଁପ୍‌ ଆରି ମାଇଜିବିତ୍‌ରେ, ଆରି ତମର୍‌ ବଁସ୍‌ ଆରି ତାକର୍‌ ବଁସ୍‌ ବିତ୍‌ରେ ବେର୍‌ ରଇସି, ସେ ତମର୍‌ ମୁଣ୍ଡ୍‌କେ କାଁଚ୍‌ସି, ଆରି ତମେ ମାଇଜିର୍‌ ରେଡିତେଇ ମାର୍‌ସୁ ।
16 To the woman he said, "I will greatly increase your pain in childbirth; in pain you will give birth to children. Your desire will be for your husband, and he will rule over you." ତାର୍‌ପଚେ ପର୍‌ମେସର୍ ମାଇଜିକେ କଇଲା, ମୁଇ ମାଇଜିମନର୍‌ ପିଲା ଜନମ୍‌ ଅଇବା ବେଲର୍‌ କସ୍‌ଟ ବେସି ବଡାଇବି, ତମେ କସ୍‌ଟ ସଙ୍ଗେ ପିଲା ଜନମ୍‌ କର୍‌ସା, ଆରି ମୁନୁସର୍‌ ଲଗେ ତମର୍‌ ଆସା ବର୍‌ସା ରଇସି, ଆରି ସେ ତମର୍‌ ଉପ୍‌ରେ ସାସନ୍‌ କର୍‌ସି ।
17 And to Adam he said, "Because you listened to your wife and ate from the tree that I commanded you, saying, 'You must not eat from it,' cursed is the ground because of you; through painful toil you will eat from it all the days of your life. ଆରି ସେ ଆଦମ୍‌କେ କଇଲା, ଜନ୍‌ ଗଚର୍‌ ପଲ୍‌ କାଇବା ବିସଇରେ ମୁଇ ତମ୍‌କେ ଆଗିଆଁ ଦେଇ ରଇଲି, ସେଟା କାଆନାଇ ବଲିକରି, ତୁଇ ନିଜର୍‌ ମାଇଜିର୍‌ କାତାକେ ଦାରି ସେଟା କାଇଆଚୁସ୍‌, ସେଟାର୍‌ ପାଇଁ ଦର୍‌ତନି ଅବିସାପ୍‌ ପାଇଲା, ସେଟାର୍‌ପାଇଁ ତମେ ମର୍‌ବାଜାକ ଦୁକ୍‌କସ୍‌ଟ ସଙ୍ଗେ ମିଲାଇ ଜାଚାଇ କାଇସା ।
18 It will produce thorns and thistles for you, and you will eat the plants of the field. ସେଟାର୍‌ ପାଇଁ କାଟା ଗଚ୍‌ ଆରି ଗାଁସ୍‌ ଜାତ୍‌ ଅଇବାଇ, ଆରି ପାଦର୍ ସାଗ୍‌ଡାଲ୍‌ କାଇସା ।
19 By the sweat of your brow you will eat your bread until you return to the ground, since from it you were taken; for dust you are, and to dust you will return." ତମେ ଜନ୍‌ ମାଟିଲଗେ ଅନି ତିଆର୍‌ ଅଇଲାସ୍‌, ତମେ ନ ମର୍‌ବାଜାକ କାପାଲର୍‌ ଜାଲ୍ ଚୁତ୍‌ଡେ ମାରି କାମ୍‌କଲେ ସେ କାଇବାକେ ମିଲ୍‌ସି, କାଇକେ ବଇଲେ ତମେ ମାଟିର୍‌ ଲକ୍‌ ମାଟି ତେଇସେ ମିସି ଜାଇସା ।
20 The man named his wife Eve, because she would become the mother of all the living. ଆଦମ୍‌ ତାର୍‌ ମାଇଁଜିକେ ଅବା ବଲିକରି ନାଉଁ ଦେଲା, କାଇକେ ବଇଲେ ସେ ଜିଇ ରଇଲା ଲକ୍‌ମନର୍‌ ଆୟା ଅଇସି ।
21 Our Father made garments of skin for Adam and his wife, and he clothed them. ଆରି ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ପସୁର୍‌ ଚାମର୍‌ ବସ୍‌ତର୍‌ ତିଆର୍‌ କରି ଆଦମ୍‌କେ ଆରି ତାର୍‌ ମାଇଜିକେ ପିନ୍ଦାଇଲା ।
22 Then our Father said, "Look, the man has become like one of us, knowing good and evil. Now, so he doesn't reach out, take from the tree of life too, eat, and live forever…" ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ କଇଲା, ଦେକା, ନର୍‌ଲକ୍‌ ବଲ୍‌ମନ୍ଦ୍‌ ଗିଆନ୍‌ ପାଇ ଆମର୍‌ ପାରା ଗଟେକ୍‌ ଲକ୍‌ ଅଇଆଚେ, ଆରି ଏବେ ସେ ଜେନ୍ତାର୍‌ ଆତ୍‌ ଲାମାଇ ନ ମର୍‌ବା ଗଚର୍‌ ପଲ୍‌ ମିସା ତଲିକାଇ ନ ସାର୍‌ବା ଜିବନ୍‌ ପାଇସି,
23 So our Father sent him out of the garden of Eden to work the ground he was taken from. ସେଟାର୍‌ ପାଇଁ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଏଦନ୍‌ ବାଡେଅନି ସେମନ୍‌କେ ବାର୍‌କରାଇ ଦେଲା, ଆରି ସେ ଜନ୍‌ ମାଟି ଲଗେଅନି ତିଆର୍‌ ଅଇ ରଇଲା, ସେ ଜାଗାଇ ଚାସ୍‌କାମ୍‌ କରି କାଇବାକେ ଆଦେସ୍ ଦେଲା ।
24 He drove out the man and placed cherubim and a whirling, flaming sword east of Eden's garden, guarding the way to the tree of life. ଏନ୍ତାରି ଆଦମ୍‌କେ କେଦିଦେଲା; ଆରି ନ ମର୍‌ବା ଗଚର୍‌ ବାଟ୍‌ ରକିଆ କର୍‌ବାକେ ଏଦନ୍‌ ବାଡର୍‌ ପୁରୁବ୍‌ ଦିଗର୍‌ ଚାରିବେଟ୍‌ତି ଦୁତ୍‌ମନ୍‌ ବୁଲିବୁଲି କରି ଜଗ୍‌ଜଗି ଜିବା କାଣ୍ଡା ତିଆର୍‌ କଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]