Skip to content
The Believer's Library

Desiya Bible

Genesis 2 Saa25

Show Saa25 only
Verse × ×
1 So the heavens and the earth were completed in all their vast array. ଏ ରକାମ୍‌ ଆକାସ୍‌ ଆରି ପୁର୍‌ତିବି ତେଇ ରଇବା ସବୁଜାକକେ ତିଆର୍‌ କରି ସାରାଇଲା ।
2 By the seventh day our Father had completed his work, and he rested on the seventh day from everything he had made. ପର୍‌ମେସର୍‌ ସାତ୍‌ ନମର୍ ଦିନେ ନିଜର୍‌ କାମ୍‌ ସାରାଇକରି ସେ ସାତ୍‌ ନମର୍‌ ଦିନେ ନିଜର୍‌ ସର୍‌ତେ କାମ୍‌ ସାରାଇକରି ପୁଣ୍ଡ୍‌ଲା ।
3 And our Father blessed the seventh day, making it holy, because on it he rested from all the work of creation he had done. ଆରି ପର୍‌ମେସର୍‌ ସାତ୍‌ ନମର୍‌ ଦିନ୍‌କେ ଆସିର୍‌ବାଦ୍‌ କରି ସୁକଲ୍‌ କଲା, କାଇକେ ବଇଲେ ସେ ଦିନ୍‌ ପର୍‌ମେସର୍‌ ନିଜେ ତିଆର୍‌ କଲା ସବୁ ରକାମର୍‌ କାମ୍‌ ତେଇ ଅନି ପୁଣ୍ଡ୍‌ଲା ।
4 This is the history of the heavens and the earth when they were created, when our Father made earth and heavens. ତିଆର୍‌ କଲାବେଲେ ଆକାସ୍‌ ଆରି ପୁର୍‌ତିବିର୍‌ ଲେକା ଏଟା । ଜନ୍‌ବେଲାଇ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଆକାସ୍‌ ଆରି ପୁର୍‌ତିବି ତିଆର୍‌ କଲା,
5 No shrub of the field yet existed on the earth, no plant of the field had yet sprouted, for our Father had not sent rain on the earth, and there was no man to work the ground, ସେବେଲେ ଦର୍‌ତନିଟାନେ ଗାଁସ୍‌ପତର୍‌ ନରଇଲା, ଆରି କାଇ ଗଚ୍‌କୁଟ୍‌ ମିସା ନ ରଇଲା, କାଇକେବଇଲେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ପୁର୍‌ତିବି ତେଇ ବର୍‌ସା ମାରାଇ ନରଇଲା। ଆରି ଚାସ୍‌ କାମ୍‌ କର୍‌ବାକେ ମିସା ନର୍‌ଲକ୍‌ ନ ରଇଲାଇ।
6 but springs came up from the earth and watered the whole surface of the ground. ଆରି ପୁର୍‌ତିବି ଲଗେଅନି ଦୁଉଁରି ଆନ୍ଦାର୍‌ ଜାତ୍‌ଅଇଲା ଆରି ସବୁ ଜମିଟାନେ ସସିର୍‌ ପାକାଇଲା ।
7 Then our Father formed the man from dust of the ground, breathed into his nostrils the breath of life, and the man became a living person. ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଦର୍‌ତନିର୍‌ ଦୁଲି ସଙ୍ଗେ ନର୍‌ଲକ୍‌କେ ତିଆର୍‌ କରି ତାର୍‌ନାକେ ପୁକିକରି ଜିବନ୍‌ ଦେଲା,ତାର୍‌ପଚେ ନର୍‌ଲକ୍ ‌ଜିବନ୍‌ ପାଇଲା ।
8 Then our Father planted a garden in Eden, in the east, and put there the man he had formed. ଆରି ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ପୁରୁବ୍‌ ଦିଗର୍‌ ଏଦନ୍‌ ନାଉଁର୍‌ ଜାଗାଇ ଗଟେକ୍‌ ବାଡ୍‌ ତିଆର୍‌ କରି ସିତି ନିଜେ ଗଡ୍‌ଲା ନର୍‌ଲକ୍‌କେ ଚାଡ୍‌ଲା ।
9 From the ground our Father grew every tree lovely to see and good to eat, with the tree of life in the garden's center and the tree of knowing good and evil. ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ସେ ଦର୍‌ତନିଟାନେ ବିନ୍‌ବିନ୍‌ ରକାମର୍‌ ନିମାନ୍ ଜାଗା ଆରି ନିମାନ୍‌ କାଇବା ଗଚ୍‌ ଆରି ସେ ବାଡର୍‌ ମଜାଇ ଗଟେକ୍‌ ଅମର୍‌ ରଇବା ଗଚ୍‌ ଆରି ବଲ୍‌ମନ୍ଦ୍‌ ଗିଆନ୍‌ ପାଇବା ଗଟେକ୍‌ ଗଚ୍‌ ଆକ୍‌ରାଇଲା ।
10 A river flowed from Eden to water the garden; from there it divided into four rivers. ଏଦନ୍‌ ବାଡେ ପାନି ଡାବାଇବାକେ ଗଟେକ୍‌ ଗାଡ୍‌ ଆସି ସେ ବାଡେ ଅନି ବିନେବିନେ ଅଇକରି ଚାର୍‌ବାଟେ ଚାର୍‌ଟା ନାଲ୍‌ ଗାଲା ।
11 The first is named Pishon; it flows around all the land of Havilah, where gold is found. ପର୍‌ତୁମ୍‌ ନାଲର୍‌ ନାଉଁ ପିସନ୍‌, ସେଟା ସୁନା ତିଆର୍‌ ଅଇବା ଅବିଲା ଦେସର୍‌ ଚାରିବେଟ୍‌ତି କିନ୍ଦ୍‌ରି ଗାଲା ଆଚେ।
12 The gold of that land is good; aromatic resin and onyx are also there. ସେ ଦେସର୍‌ ସୁନା ବେସି ନିମାନ୍‌,ଆରି ସିତିର୍‌ ବାସ୍‌ନା ବେସିନିକ ଆରି ବେସି ମୁଲିଅର୍‌ ପାକ୍‌ନା ତିଆର୍‌ ଅଇସି।
13 The name of the second river is the Gihon; it winds through the entire land of Cush. ଦୁଇ ନମର୍‌ ନାଲର୍‌ ନାଉଁ ଗିଅନ୍‌, ଏଟା ସବୁ କୁସ୍‌ ଦେସ୍‌ ବାଟେ କିନ୍ଦ୍‌ରି ଗାଲା ଆଚେ।
14 The third river's name is Tigris, flowing east of Assyria. The fourth river is the Euphrates. ତିନ୍‌ ନମର୍‌ ନାଲର୍‌ ନାଉଁ ଇଦେକଲ୍‌, ଏଟା ପୁରୁବ୍‌ ଦିଗର୍‌ ଅସୁରିଆ ଦେସର୍‌ ମୁଆଟ୍‌ ବାଟେ କିନ୍ଦ୍‌ରି ଗାଲାନି,ଚାରି ନମର୍‌ ଗାଡର୍‌ ନାଉଁ ପରାତ୍‌ ।
15 Our Father took the man and set him in the garden of Eden to work it and guard it. ଆରି ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ସେ ତିଆର୍‌ କଲା ନର୍‌ ଲକ୍‌କେ ନେଇଁ ଏଦନ୍‌ ବାଡ୍‌କେ ନିକସଙ୍ଗେ ଦେକ୍‌ପାଲ୍‌ କର୍‌ବାକେ ଚାଡ୍‌ଲା ।
16 And our Father commanded the man, "You are free to eat from any tree in the garden; ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ସେ ନର୍‌ ଲକ୍‌କେ ଆଦେସ୍‌ ଦେଇକରି କଇଲା, ତୁଇ ବାଡର୍‌ ସବୁ ଗଚର୍‌ ପଲ୍‌ ନିଜର୍‌ ମନ୍‌କରି କାଇ ପାରୁସ୍‌ ।
17 but you must not eat from the tree of knowledge of good and evil, for you will surely die the day you eat from it." ମାତର୍‌ ସତ୍‌ ଗିଆନ୍ ରଇବା ଗଚର୍‌ ପଲ୍‌ ନ କାଉସ୍‌, କାଇକେ ବଇଲେ ଜନ୍‌ ଦିନେ କାଇସୁ, ସେଦିନେ ମର୍‌ବାଟା ମର୍‌ସୁ ଆକା ।
18 Then our Father said, "It is not good for the man to be alone. I will make a helper matching him." ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ କଇଲା, ନର୍‌ଲକ୍‌ ଏକ୍‌ଲା ରଇବାଟା ଟିକ୍‌ ନାଇ, ମୁଇ ତାର୍‌ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍‌ ମାଇଜି ଟକି ତିଆର୍‌ କର୍‌ବି ।
19 From the ground our Father formed every field animal and every sky bird, then brought each to the man to see what he'd name it. Whatever the man named each living creature, that was its name. ଆରି ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଦର୍‌ତନି ତେଇ ରଇବା ପସୁ ଆରି ଚଡଇ ଚିଡିଙ୍ଗ୍‌ ମନ୍‌କେ ତିଆର୍ କରି ଆଦମ୍‌ ସେମନ୍‌କେ କାଇ ନାଉଁ ଦେଇସି, ସେଟା ଜାନ୍‌ବାକେ ସର୍‌ତେକେ ତାର୍‌ଲଗେ ଆନ୍‌ଲା, ତାର୍‌ପଚେ ଆଦମ୍‌ ସେ ଜିବ୍‌ଜନ୍ତୁ ପସୁ ପକିକେ ଜାକେ ଜନ୍‌ ନାଉଁ ଦେଲା, ତାକେ ସେ ନାଉଁ ଅଇଲା ।
20 The man named all livestock, birds of the sky, and all wild animals, but for Adam no helper matching him was found. ଏ ରକାମ୍‌ ଆଦମ୍‌ ପସୁ ପକିମନ୍‌କେ ଆରି ଜିବ୍‌ଜନ୍ତୁ ମନ୍‌କେ ନାଉଁ ଦେଲା । ମାତର୍‌ ଆଦମର୍‌ ପାଇଁ ରଇବାକେ ଗଟେକ୍‌ ମାଇଜିସେ ଡିସେନାଇ।
21 So our Father made the man fall into a deep sleep, and while he slept, took one of his ribs and closed the flesh over it. ସବୁଦିନର୍‌ ମାପ୍‌ରୁ ପର୍‌ମେସର୍‌ ଆଦମ୍‌କେ ମଲାପାରା ସୁଆଇ ଦେଇକରି ତାର୍‌ ଗଟେକ୍‌ ପାଞ୍ଜ୍‌ରାଆଡ୍‌ ନେଇକରି ସେ ଜାଗା ଲଗେ ମାଉଁସ୍‌ ଜଡିଦେଲା ।
22 Then our Father built a woman from the rib he took from the man, and brought her to the man. ଆରି ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଆଦମର୍‌ ଲଗେଆନି ଜନ୍‌ ପାଞ୍ଜ୍‌ରାଆଡ୍‌ ନେଇରଇଲା ସେଟା ସଙ୍ଗେ ଗଟେକ୍‌, ମାଇଜି ତିଆର୍‌ କରି ଆଦମର୍‌ ଲଗେ ଆନ୍‌ଲା ।
23 The man said, "At last! This is bone of my bones and flesh of my flesh; she will be called 'woman,' for she was taken out of man." ତେବର୍‌ପାଇ ଆଦମ୍ କଇଲା, ଏତର୍‌ ଅଇଲା, ଏଟା ମର୍‌ ଆଡର୍‌ ଆଡ୍‌ ଆରି ମାଉଁସର୍‌ ମାଉଁସ୍, ଆର୍‌ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍‌ ଲକ୍‌ ତେଇ ଅନି ନେଇ ତିଆର୍‌ ଅଇଆଚେ ।
24 So a man leaves his father and mother, joins his wife, and they become one flesh. ସେଟାର୍‌ ପାଇଁ ମୁନୁସ୍‌ ନିଜର୍ ଆୟା ବାବାକେ ଚାଡି କରି ନିଜର୍‌ ମାଇଜିର୍‌ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍‌ ଗଟେକ୍ ଅଇ ରଇବାଇ ।
25 The man and his wife were both naked, and they were not ashamed. ଆଦମ୍‌ ଆରି ତାର୍‌ ମାଇଜି, ଦୁଇଲକ୍‌ ନାଙ୍ଗ୍‌ଲା ନାଙ୍ଗ୍‌ଲି ଅଇ ରଇଲେ ମିସା ସେମନ୍‌ ଲାଜ୍‌ ନ ଅଇତେ ରଇଲାଇ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]