Skip to content
The Believer's Library

Desiya Bible

Ezra 6 Saa25

Show Saa25 only
Verse × ×
1 Then King Darius issued a decree, and a search was made in Babylon's archive house, where the treasures were stored. ସେଡ୍‌କିବେଲେ ଦାରିଆବସ୍‌ ରାଜା ଆଦେସ୍‌ କଲାକେ, ବାବିଲର୍‌ ଜନ୍‌ ଜାଗା ଲଗେ ସଁପତି ବିସଇରେ ଲେକା ଅଇ ରଇଲା ବଇ ସଙ୍ଗଇ ରଇଲାଇ, ସେଟା ଜାଇକରି କଜ୍‌ଲାଇ ।
2 A scroll was found at Ecbatana, in the fortress in Media's province, with this record written in it: ଆରି, ମାଦିଅ ପର୍‌ଦେସେ ଅକ୍‌ମତା ନାଉଁର୍‌ ରାଜାର୍‌ ଗରେ ଗଟେକ୍‌ ପୁସ୍‌ତକ୍‌ ମିଲାଇଲା, ସେଟା ଜାନ୍‌ବାକେ ଏନ୍ତାରି ଲେକା ଅଇରଇଲା ।
3 In the first year of King Cyrus, King Cyrus issued a decree: the house of God in Jerusalem is to be rebuilt, a place for sacrifices, its foundations retained, ninety feet high and ninety feet wide, କରସ୍‌ ରାଜାର୍‌ ସାସନ୍‌ କର୍‌ବା ପର୍‌ତୁମ୍‌ ବର୍‌ସେ କରସ୍‌ ରାଜା ଜିରୁସାଲାମର୍‌ ପର୍‌ମେସରର୍‌ ପାର୍‌ତନା ଗର୍‌ ବିସଇରେ ଏ ଆଦେସ୍‌ କଲା, ଲକ୍‌ମନର୍‌ ବଲିଦେବା ଜାଗା ସେ ଗର୍‌ ତିଆର୍‌ ଅ ଆରି ତେଇର୍‌ କୁନାଦି ମଜ୍‌ବୁତ୍‌ ପାରା ତିଆର୍‌ ଅ, ତେଇର୍‌ ଉଚା ସାଟେ ଆତ୍‌, ଅସାର୍‌ ସାଟେ ଆତ୍‌;
4 three layers of large stones and one of timber; pay the cost from the king's treasury. ସେଟା ତିନ୍‌ ଦାଡି ବଡ୍‌ ବଡ୍‌ ପାକ୍‌ନା ସଙ୍ଗେ ଆରି ଗଟେକ୍‌ ଦାଡି ନୁଆ ଦୁଲାମ୍ ସଙ୍ଗେ ଜଡି, ଆରି, ରାଜାର୍‌ ଗରେଅନି ତେଇର୍‌ କୁଲି ଦିଆଜାଅ,
5 Also, return the gold and silver vessels of the house of God that Nebuchadnezzar took from the Jerusalem temple and brought to Babylon—bring them back to the Jerusalem temple, each to its place, and put them in the house of God. ଆରି, ପର୍‌ମେସରର୍‌ ଗରର୍‌ ଜାଇଟା ସବୁ ସୁନା ଆରି ରୁପାର୍‌ ମୁତା ନବୁକଦ୍‌ନିତ୍‌ସର୍‌ ଜିରୁସାଲାମର୍‌ ଗରେ ବେଟି ନେଇ ବାବିଲେ ଆନି ରଇଲା, ସେଟା ସବୁ ବାଉଡାଇ ଦେଅତ୍‌, ଆରି ସବୁ ମୁତା ଆରି ତରେକ୍‌ ଜିରୁସାଲାମର୍ ଗରେ ନିମାନ୍ ଜାଗାଇ ସଙ୍ଗ୍‌ଅତ୍‌, ଆରି ତମେ ପର୍‌ମେସରର୍‌ ପାର୍‌ତନା ଗରେ ସେଟା ସବୁ ସଙ୍ଗଆ ।
6 Now then, Tattenai governor of the province Beyond the River, Shethar-bozenai, and your fellow officials there—stay far from that place. ସେଟାର୍‌ପାଇଁ ଏ ତତନଇ, ଗାଡ୍‌ ସେପାଟର୍‌ ଦେସର୍‌ ମୁକିଅ, ଏ ସତର୍‌ବସନିଅ, ତମେ ଆରି ତମର୍‌ ସଙ୍ଗ୍‌ ସେପାଟର୍‌ ଅପସର୍‌କିଅମନ୍‌, ସେ ଲଗେ ଅନି ଦୁର୍‌କେ ରୁଆ;
7 Leave the work on this house of God alone; let the governor of the Jews and elders of the Jews rebuild this house of God on its site. ପର୍‌ମେସରର୍‌ ପାର୍‌ତନା ଗରର୍‌ କାମ୍ କର୍‌ବାକେ ଆତ୍‌ ଦିଆସ୍‌ନାଇଁ, ଜିଉଦିମନର୍‌ ମୁକିଅ ଆରି ଜିଉଦିମନର୍‌ ପାରଚିନ୍‌ମନ୍‌ ପର୍‌ମେସରର୍‌ ପାର୍‌ତନା ଗର୍‌ ସେ ନିମାନ୍‌ ଜାଗାଇ ତିଆର୍‌ କରତ୍‌ ।
8 I decree this for these Jewish elders rebuilding God's house: pay their full costs from the royal treasury, from the taxes of the province Beyond the River, so the work does not stop. ଆରି,ପର୍‌ମେସରର୍‌ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ ତମର୍‌ ଏ ଜିଉଦି ପାର୍‌ଚିନ୍‌ ମନର୍‌ ଲଗେ ଜାଇଟା କର୍‌ବାଟା, ସେଟା ଆମେ ଆଦେସ୍‌ କଲୁନି, ସେମନର୍‌ ବାଦା ଜେନ୍ତାରି କି ନ ଅଏ, ସେଟାର୍‌ପାଇଁ ସେ ଲକ୍‌ମନ୍‌କେ ରାଜାର୍‌ ସଁପତି ଅନି, ଆରି, ଗାଡ୍‌ ସେପାଟର୍‌ ରାଜାର୍‌ ଗରେଅନି ନିକ ସଙ୍ଗ୍‌ କୁଲି ଦେଅତ୍ ।
9 Give the priests in Jerusalem whatever they need daily, without fail: young bulls, rams, lambs for burnt offerings to the God of heaven, and wheat, salt, wine, oil, ଆରି ସର୍‌ଗର୍‌ ପର୍‌ମେସରର୍‌ ଅମ୍‌ବଲିର୍‌ ପାଇଁ ଜିରୁସାଲାମର୍ ଜାଜକ୍‌ମନର୍‌ ବାକିଅ ଅନୁସାରେ ବେଣ୍ଡିଆ ପସୁ ଆରି ମେଣ୍ଡା ଆରି ମେଣ୍ଡାପିଲା ଆରି ଗମ୍‌, ନୁନ୍‌, ଅଙ୍ଗୁର୍‌ ରସ୍‌ ଆରି ଚିକନ୍ , ଜାଇ ଜାଇଟା ସେମନର୍‌ ଦର୍‌କାର୍‌, ସେଟା ସବୁ ଦିନ୍‌କେ ଦିନ୍‌ ବାଦା ନଇତେ ସେମନ୍‌କେ ଦିଆସ୍‌,
10 to offer sacrifices pleasing to the God of heaven, and pray for the king and his sons' life. ତାର୍‌ପଚେ ସେମନ୍‌ ସରଗର୍‌ ପର୍‌ମେସରର୍‌ ଉଦେସେ ନିମାନ ଲାଗ୍‌ଲା ପାରାଟା ବଲି ଚଗାଇବାଇ, ଆରି ରାଜାର୍‌ ଆରି ତାର୍‌ ପିଲାମନର୍‌ ଜିବନ୍‌ ପାଇଁ ପାର୍‌ତନା କର୍‌ବାଇ ।
11 I also decree: whoever alters this edict, a beam is torn from his house, he is raised up and impaled on it, and his house is turned into a rubble heap for it. ଆରି ମୁଇଁ ଆଦେସ୍‌ କଲିନି ଜେ, କେ ଜଦି ଏ ବାକିଅ ନ ସୁନେ, ତାର୍‌ ଗରେଅନି ଗଟେକ୍ ପାଟିଆ ବାର୍‌କରାଇ ସେ ପାଟିଆ ସଙ୍ଗ୍ ବାନ୍ଦି ଜୁଲାଇ, ତାର୍‌ପଚେ, ତାର୍‌ ଗର୍‌କେ କତ୍‌ଗାଦି ପାରା କରତ୍‌ ।
12 May the God who settled his name there overthrow any king or people who lifts a hand to change this order or destroy this house of God in Jerusalem. I, Darius, issue this order—let it be done promptly. ଆରି, ଜେ ଜେ ରାଜା ଆରି କୁଲର୍‌ ଲକ୍‌ମନ୍‌ ପର୍‌ମେସରର୍‌ ଜିରୁସାଲାମର୍‌ ପାର୍‌ତନା ଗର୍‌ ବିନାସ୍‌ କରି ଏ ବାକିଅ ଅଲ୍‌ଗା କର୍‌ବାକେ ବାଦା କର୍‌ବାଇ, ସେମନ୍‌କେ ଜିରୁସାଲାମେ ନିଜର୍‌ ନାଉଁରେ ତିଆର୍‌ କଲା ପର୍‌ମେସରର୍‌ ଦସି କରଅ । ମୁଇଁ ଦାରିଆବସ୍‌ ଏ ଆଦେସ୍‌ ଦେଇଆଚି, ଏଟା ବେସି ଜତନ୍‌ ସଙ୍ଗ୍‌ କରା ।
13 Then Tattenai, governor of Beyond the River, Shethar-bozenai, and their colleagues did exactly as King Darius had ordered, promptly. ତାର୍‌ପଚେ ଦାରିଆବସ୍‌ ରାଜାଏ ଆଗିଆଁ ପାଟାଇଲାକେ ତତନଇ, ଗାଡ୍‌ ସେପାଟର୍ ଦେସର୍ ମୁକିଅ ଆରି ସତର୍‌ବସନିଅ ଆରି ସେମନର୍‌ ସାଙ୍ଗମନ୍ ବେସି ଜତନ୍‌ସଙ୍ଗ୍ ସେ ଇସାବେ କାମ୍ କଲାଇ ।
14 The elders of the Jews kept building and prospering through the prophecy of Haggai the prophet and Zechariah son of Iddo. They finished building by command of our Father, the God of Israel, and by decree of Cyrus, Darius, and Artaxerxes king of Persia. ତାର୍‌ପଚେ ଆଗଇ ବବିସ୍‌ତବକତାର ଇଦର୍ ପିଲା ଜିକରିଅର୍ ବବିସତ୍ ବାକିଅସଙ୍ଗ୍ ଜିଉଦିଅ ପାର୍‌ଚିନ୍‌ ମନ୍‌ ପାର୍‌ତନା ଗର୍ ତିଆର୍‌ କଲାଇ ଆରି କଲାକାମ୍ ବଲବାବେ ଅଇଲା । ଆରି, ସେମନ୍‌ ଇସ୍‌ରାଏଲର୍‌ ପର୍‌ମେସରର୍ ଆଗିଆଁ ଇସାବେ ଆରି ପାରସ୍‌ ରାଜା କରସ୍‌ ଆରି ଦାରିଆବସ୍‌ ଆରି ଅର୍‌ତକିଅସତର୍ ଆଗିଆଁ ଇସାବେ ତିଆର୍‌ କରିସାରାଇଲାଇ ।
15 This house was finished on the third of Adar, in the sixth year of King Darius's reign. ଦାରିଆବସ୍‌ ରାଜାର୍‌ ଅଦିକାରର୍ ଚଅ ବରସେ ଅଦର୍‌ ନାଅର୍‌ ମାସର୍‌ ତିନ୍‌ଦିନ୍‌ ଗାଲାପଚେ ଏଗରର୍ କାମ୍ ସାର୍‌ଲା ।
16 Then Israel's people—priests, Levites, and the rest of the returned exiles—celebrated the dedication of this house of our Father with joy. ତାର୍‌ପଚେ ଇସ୍‌ରାଏଲର୍‌ ପିଲାମନ୍‌ ଜାଜକ୍‌ମନ୍ ଆରି ଲେବିଅମନ୍‌ ଆରି ବନ୍ଦି ଅଇରଇଲା ପିଲାମନ୍‌ ସାର୍‌ଦା ସଙ୍ଗେ ପର୍‌ମେସରର୍ ପାର୍‌ତନା ଗର୍‌ ପର୍‌ତିସ୍‌ଟା ପାଲନ୍‌ କଲାଇ ।
17 For the dedication of this house of our Father they offered one hundred bulls, 200 rams, 400 lambs, and twelve male goats as a sin offering for all Israel, one per tribe. ଆରି, ପର୍‌ମେସରର୍‌ ପାର୍‌ତନା ଗରର୍‌ ପର୍‌ତିସ୍‌ଟା କଲାବେଲେ ସେମନ୍‌ ସଏଟା ପସୁ, ଦୁଇସଟା ମେଣ୍ଡା, ଚାର୍‌ସଟା ମେଣ୍ଡାପିଲାମନ୍‌ ବଲି ଦେଲାଇ , ଆରି ସବୁ ଇସ୍‌ରାଏଲର୍‌ ପାପ୍‌ ବଲିଦାନର୍‌ ପାଇଁ ଇସ୍‌ରାଏଲିଅ ଗସ୍‌ଟିର୍‌ ଏଜ୍‌ବା ଅନୁସାରେ ବାର୍‌ଟା ଚେଲି ବଲି ଦେଲାଇ।
18 They installed the priests in their divisions and the Levites in their divisions for our Father's service in Jerusalem, as written in the book of Moses. ଆରି, ସେମନ୍‌ ମସାର୍‌ ପୁସ୍‌ତକର୍‌ ଲେକା ଅନୁସାରେ ଜିରୁସାଲାମେ ପର୍‌ମେସରର୍‌ ସେବାକର୍‌ବାକେ ଜାଜକ୍‌ମନ୍‌କେ ସେମନର୍‌ ପାଲି ଇସାବେ ଆରି ଲେବିଅ ମନ୍‌କେ ସେମନର୍‌ ପାଲି ଇସାବେ ଟିଆ କଲାଇ ।
19 The returned exiles kept the Passover on the fourteenth day of the first month. ତାର୍‌ ପଚେ ପର୍‌ତୁମ୍‌ ମାସର୍‌ ଉଦଚଦିନ୍‌ ଅଇଲାକେ ଜଇଲ୍‌ ବିତ୍‌ରେ ବନ୍ଦି ଅଇରଇଲା ପିଲାମନ୍‌ ନିସ୍ତାର୍ ପରବ୍‌ ପାଲନ୍‌ କଲାଇ ।
20 Priests and Levites had purified themselves together, all clean. They killed the Passover lamb for all returned exiles, their brother priests, and themselves. କାଇକେବଇଲେ ଜାଜକ୍‌ମନ୍‌ ଆରି ଲେବିଅମନ୍‌ ଗଟେକ୍‌ ଲଗେ ତମ୍‌କେ ସୁଚି କଲାଇ, ସେ ସବୁଲକ୍‌ ସୁଚି ଅଇ ରଇଲାଇ, ସେଟାର୍ ପାଇଁ ସେମନ୍‌ ବନ୍ଦି ଅଇଲା ସବୁ ପିଲାମନର୍‌ ପାଇଁ, ନିଜର୍‌ ଜାଜକ୍ ବାଇମନର୍‌ ପାଇଁ ଆରି ତମର୍‌ ପାଇଁ ନିସ୍‌ତାର୍‌ ପରବ୍‌ର ବଲି ମାର୍‌ଲାଇ ।
21 Israelites returned from exile ate it, with all who had separated themselves from the impurity of the land's nations to seek our Father, the God of Israel. ଆରି, ବନ୍ଦି ଗରେ ଅନି ଇସ୍‌ରାଏଲର୍‌ ପିଲାମନ୍‌ ଆରି ଜନ୍ ଲକ୍‌ମନ୍‌ ସେମନର୍‌ ବାଟେ ଅଇ ଇସ୍‌ରାଏଲର୍‌ ପର୍‌ମେସରର୍ ସବୁବେଲର୍‌ ମାପ୍‌ରୁକେ କଜ୍‌ବାକେ ଦେସର୍‌ ଲକ୍‌ମନ୍ ବିନ୍‌ ଦେସର୍‌ ଲକ୍‌ମନର୍‌ ଅସୁଚି ଲକର୍‌ ତେଇଅନି ନିଜ୍‌କେ ବିନେ ଅଇ କରି ରଇଲାଇ, ସେ ସବୁ ଲକ୍‌ ମିସିକରି କାଇଲାଇ ।
22 They kept the Feast of Unleavened Bread seven days with joy, for our Father had filled them with joy and turned the Assyrian king's heart toward them, to strengthen their hands in the work of the house of our Father, the God of Israel. ଆରି, ସାତ୍‌ଦିନ୍‌ ସାର୍‌ଦା ସଙ୍ଗେ ସଡା ନ ମିସ୍‌ଲା ରୁଟିର୍‌ ପରବ୍‌ ପାଲନ୍‌ କଲାଇ, କାଇକେବଇଲେ ସବୁବେଲର୍‌ ମାପ୍‌ରୁ ସେମନ୍‌କେ ସାର୍‌ଦାକରାଇ ରଇଲାଇ ଆରି ଇସ୍‌ରାଏଲର୍‌ ପର୍‌ମେସର୍‌ ପର୍‌ମେସରର୍‌ ଗରର୍‌ କାମ୍ କର୍‌ବାକେ ସେମନର୍ ଆତ୍‌ ଡାଟ୍ କରି ସେମନର୍‌ ବାଟେ ଅସୁରିଅର୍ ରାଜାର୍‌ ମନ୍‌ ବାଉଡାଇ ରଇଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]