Skip to content
The Believer's Library

Desiya Bible

Ezra 5 Saa25

Show Saa25 only
Verse × ×
1 Then the prophets Haggai and Zechariah son of Iddo prophesied to the Jews in Judah and Jerusalem, in the name of our Father, the God of Israel, over them. ତାର୍‌ପଚେ ଆଗଇ ବବିସତ୍‌ବକ୍‌ତା ଆରି ଇଦର୍‌ ପିଲା ଜିକରିଅ ଏ ବବିସତ୍‌ ବକ୍‌ତାମନ୍‌ର୍‌ ଲଗେ ଆତ୍‌ମା ଜାନାଇଲାକେ ଜିଉଦା ଆରି ଜିରୁସାଲାମର୍‌ ଜିଉଦିଲକ୍‌ମନର୍‌ ଲଗେ ବବିସତ୍‌ ବାକିଅ ପର୍‌ଚାର୍‌ କଲାଇ, ସେମନ୍‌ ଇସ୍‌ରାଏଲର୍‌ ପର୍‌ମେସରର୍‌ ନାଉଁରେ ସେମନର୍‌ ଲଗେ ବବିସତ୍‌ ବାକିଅ ପର୍‌ଚାର୍‌ କଲାଇ ।
2 Then Zerubbabel son of Shealtiel and Jeshua son of Jozadak rose and began rebuilding our Father's house in Jerusalem, the prophets of our Father with them, supporting them. ତାର୍‌ପଚେ ସଲ୍‌ଟିଏଲର୍‌ ପିଲା ଜିରୁବାବିଲ୍ ଆରି ଜସାଦକର୍ ପିଲା ଜେସୁଅ ବାରଇ କରି ଜିରୁସାଲାମ୍‌ ତେଇ ପର୍‌ମେସରର୍‌ ପାଇଁ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ ଆରାମ୍ କଲାଇ, ଆରି ପର୍‌ମେସରର୍‌ ବବିସତ୍‌ ବକ୍‌ତାମନ୍‌ ସେମନର୍‌ ସଙ୍ଗେ ରଇ ସେମନ୍‌କେ ସାଇଜ କଲାଇ ।
3 Then Tattenai, governor of Beyond-the-River, Shethar-bozenai, and their associates came and asked, "Who authorized you to build this house and finish this structure?" ସେବେଲେ ତତନଇ, ଗାଡ୍‌ ସେପାଟର୍‌ ଦେସ୍ ସାସନ୍ କାରିଆ ଆରି ସତର ବସନିଅ, ଆରି ସେମନର୍‌ ସାଙ୍ଗମନ୍‌ ଆସି ସେମନ୍‌କେ ପାଚାର୍‌ଲାଇ, ଏ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ ଆରି ଏ ପାଚୁରି ସାରାଇବାକେ କେ ତମ୍‌କେ ଆଗିଆଁ ଦେଲା ?
4 They also asked, "What are the names of the men who are constructing this building?" ସେଡ୍‌କିବେଲେ ଆମେ ସେମନ୍‌କେ ସେ ଇସାବେ ଉତର୍‌ ଦେଲୁ, ସେମନ୍‌ ପାଚାର୍‌ଲାଇ, ପାର୍‌ତନା ଗର୍ ତିଆର୍ କର୍‌ବା ଲକ୍‌ମନର୍‌ ନାଉଁ କାଇ ନାଉଁ ?
5 But their Father's eye watched over the Jewish elders, so no one stopped them until the matter reached Darius and a written answer returned. ମାତର୍‌ ଜିଉଦିଅ ପାର୍‌ଚିନ୍‌ମନ୍‌ ତେଇ ସେମନର୍‌ ପର୍‌ମେସରର୍‌ ଆଁକି ରଇଲାକେ ଦାରିଆବସର୍‌ ଲଗେ ଏ କାତା ନ କେଟ୍‌ଲା ଆରି ଚିଟିର୍ ଲାଗି ସେ ବିସଇର୍‌ ଉତର୍‌ ଆରି ତରେକ୍‌ ନ ଆଇବା ଜାକ ସତ୍‌ରୁମନ୍‌ ସେମନ୍‌କେ ଚାଡତ୍‌ ନାଇ ।
6 Copy of the letter Tattenai, governor of Beyond the River, and Shethar-bozenai with his fellow officials of Beyond the River, sent to King Darius. ତତନଇ, ଗାଡ୍‌ ସେପାଟ୍‌ ଦେସର୍‌ ମୁକିଅ ଆରି ସତରବସନିଅ ଆରି ଗାଡ୍‌ ସେପାଟର୍‌ ତାର୍‌ ସାଙ୍ଗରି ଅପରସକିଅମନର୍‌ ଦାରିଆବସ୍‌ ରାଜାର୍‌ ଲଗେ ପାଟାଇଲା ଚିଟି,
7 They sent him a report reading: To King Darius, complete peace. ସେମନ୍‌ ତାର୍‌ ଲଗେ ଜନ୍‌ ଚିଟି ପାଟାଇଲାଇ, ତେଇ ଏନ୍ତାରି ଲେକା ଅଇରଇଲା, ମଆ ରାଜା ଦାରିଆବସର୍‌ ସବୁ ମଙ୍ଗଲ୍‌ ଅ ।
8 Know, king: we went to Judah's province, to the great God's house. It's being built with huge stones, timber laid in the walls. The work proceeds diligently and thrives in their hands. ମଆ ରାଜାର୍‌ ଲଗେ ଜାନାଇଲାଟା ଏଟା ଜେ, ଆମେ ଜିଉଦା ପର୍‌ଦେସେ ମଆନ୍‌ ପର୍‌ମେସରର୍‌ ପାର୍‌ତନା ଗରେ ଜାଇରଇଲୁ, ସେଟା ବଡ୍‌ ବଡ୍‌ ପାକ୍‌ନା ସଙ୍ଗେ ତିଆର୍‌ ଅଇଲାନି ଆରି କୁଡେ ଦୁଲାମ୍ ବସାଅଇଲାନି, ଆରି ଏ କାମ୍‌ ଜତନ୍‌ ସଙ୍ଗ୍‌ ଅଇଲାନି ଆରି ସେମନର୍‌ ଆତେ ସପଲ୍‌ ଅଇଲାନି ।
9 So we asked the elders, "Who authorized you to build this house and finish this structure?" ତାର୍‌ପଚେ ଆମେ ସେ ପାର୍‌ଚିନ୍‌ମନ୍‌କେ ପାଚାରି କଇଲୁ, ଏ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ ଆରି ଏ ପାଚୁରିର କାମ୍ ସାରାଇବାକେ କେ ତମ୍‌କେ ଆଦେସ୍‌ ଦେଲା ?
10 We also asked their names, to inform you, and to record the leaders' names. ଆରି ଆମେ ତମ୍‌କେ ଜାନାଇବାକେ ସେମନର୍‌ ମୁକିଅ ଲକ୍‌ମନର୍‌ ନାଉଁ ଲେକି ନେବାକେ ସେମନର୍‌ ନାଉଁ ପାଚାର୍‌ଲୁ ।
11 They answered us, "We are servants of our Father, the God of heaven and earth, and we are rebuilding the house built and finished many years ago by a great king of Israel. ତାର୍‌ପଚେ ସେମନ୍‌ ଆମ୍‌କେ ଏନ୍ତାରି ଉତର୍‌ ଦେଲାଇ, ଆମେ ସରଗ୍‌ ଆରି ପୁର୍‌ତିବିର୍‌ ପର୍‌ମେସରର୍‌ ଦାସ୍‌ମନ୍‌, ଆରି ଏ ଜନ୍‌ ପାର୍‌ତନା ଗର୍‌ ତିଆର୍‌ କଲୁନି, ଏଟା ବେସି ବରସ୍‌ ଆଗେ ତିଆର୍‌ ଅଇରଇଲା, ଇସ୍‌ରାଏଲର୍‌ ଗଟେ ମଆ ରାଜା ଏଟା ତିଆର୍‌ କରି ସାରାଇ ରଇଲା ।
12 But because our ancestors angered our Father, the God of heaven, he handed them to Nebuchadnezzar the Babylonian, king of Babylon, who destroyed this house and exiled the people to Babylon. ମାତର୍‌ ଆମର୍‌ ଆନିଦାଦିମନ୍‌ ସର୍‌ଗର୍‌ ପର୍‌ମେସର୍‌କେ ରିସା କଲାକେ ସେ ସେମନ୍‌କେ ବାବିଲ୍‌ ରାଜା କଲ୍‌ଦିଅ ନବୁକଦ୍‌ନିସ୍‌ଚର୍‌ ଆତେ ସର୍‌ପି ଦେଲାକେ, ସେ ଏ ପାର୍‌ତନା ଗର୍‌ ବିନାସ୍‌ କରି ଲକ୍‌ମନ୍‌କେ ବାବିଲ୍‌ ଦେସେ ଦାରିଗାଲା ।
13 But in Cyrus king of Babylon's first year, Cyrus the king decreed this house of our Father be rebuilt. ମାତର୍‌ ବାବିଲର୍‌ ରାଜା କରସର୍‌ ସାସନ୍‌ କଲା ପର୍‌ତୁମ୍‌ ବର୍‌ସେ ପର୍‌ମେସରର୍‌ ଏ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ କରସ୍‌ ରାଜା ଆଦେସ୍‌ କଲା ।
14 Cyrus the king also brought from the temple of Babylon the gold and silver vessels of the house of our Father that Nebuchadnezzar took from the temple in Jerusalem and carried to the temple of Babylon. He gave them to one named Sheshbazzar, whom he appointed governor, ଆରି, ରାଜା ନବୁକଦ୍‌ନିସ୍‌ଚର୍‌ ପର୍‌ମେସରର୍‌ ପାର୍‌ତନା ଗରର୍‌ ଜନ୍‌ ସବୁ ସୁନାର୍‌ଟା ଆରି ରୁପାର୍‌ଟା ମୁତା ଜିରୁସାଲାମର୍‌ ମନ୍ଦିରେ ଅନି ନେଇଁ ବାବିଲର୍‌ ମନ୍ଦିରେ ଆନି ରଇଲା, ସେଟା ସବୁ କରସ୍‌ ରାଜା ବାବିଲର୍‌ ମନ୍ଦିରେ ଅନି ବାର୍‌କରାଇ ଦେଲା, ଆରି ସେଟା ସବୁ ସେସବସର୍‌ ନାଉଁର୍‌ ସେ ବାଚି ରଇଲା ସାସନ୍‌ କାରିଆର୍‌ ଆତେ ସରପ୍‌ମାନ୍ କଲା,
15 saying to him, 'Take these vessels, go put them in Jerusalem's temple, and let the house of God be rebuilt on its site.' ଆରି ରାଜା ତାକେ କଇଲା, ଏ ସବୁ ଜିନିସ୍‌ ନେଇଁ କରି ଜିରୁସାଲାମର୍‌ ପର୍‌ମେସରର୍ ଗରେ ସଙ୍ଗୁଆ ତାର୍‌ପଚେ ପର୍‌ମେସରର୍‌ ପାର୍‌ତନା ଗର୍‌ ନିମାନ୍‌ ଜାଗାଇ ତିଆର୍‌ କରା ।
16 Then this Sheshbazzar came and laid the foundations of our Father's house in Jerusalem; from then until now it has been under construction, still unfinished." ତାର୍‌ପଚେ ସେ ସେସବସର୍‌ ଜିରୁସାଲାମେ ବାଉଡି ଆସି ପର୍‌ମେସରର୍‌ ଗରର୍‌ କୁନାଦି କରି ପାର୍‌ତନା ଗର୍ ଆରାମ୍ କଲା, ଆରି ସେବେଲେ ଅନି ଏବେ ଜାକ ସେଟା ତିଆର୍‌ ଅଇଲାନି, ଏଲେ ମିସା ସେଟା ପୁରାପୁରୁନ୍‌ ଅଏନାଇଁ ।
17 So, if the king agrees, let a search be made in the royal records in Babylon, to see if King Cyrus ordered this house of God in Jerusalem rebuilt. Then let the king send us his decision on this matter. ସେଟାର୍‌ପାଇଁ କେବେ ଜଦି ମଆରାଜାକେ ନିମାନ୍‌ ଦେକା ଜାଇସି, ତେବେ କରସ୍‌ ରାଜା ଜିରୁସାଲାମେ ପର୍‌ମେସରର୍‌ ପାର୍‌ତନା ଗର୍‌ ତିଆର୍‌ କର୍‌ବାକେ ଆଦେସ୍‌ ଦେଇ ରଇଲା କି ନାଇଁ, ସେଟା ବାବିଲର୍‌ ମଆରାଜାର୍‌ ଗୁଦାମ୍ ଗରେ କଜି ଦେକତ୍‌, ଆରି ଏ ବିସଇରେ ମଆରାଜା ଆମର୍‌ ଲଗେ ନିଜର୍‌ ଇସାବେ ଜାନାଉଁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]