Skip to content
The Believer's Library

Desiya Bible

Exodus 40 Saa25

Show Saa25 only
Verse × ×
1 Then our Father spoke to Moses, saying: ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା,
2 "Set up the tabernacle, the tent of meeting, on day one of month one. ତମେ ପର୍‌ତୁମ୍‌ ମାସର୍‌ ପର୍‌ତୁମ୍‌ ଦିନେ ସମାଗମ୍‌ ତୁମ୍‌ ତିଆର୍‌ କର୍‌ସା
3 Place in it the ark of the testimony, and shield the ark with the veil. ଆରି ତେଇ ସାକିପେଡି ସଙ୍ଗଇ ବସ୍‌ତର୍‌ ଅଚାଇ ସେ ପେଡିକେ ଡାବାଇସା ।
4 Bring in the table, arrange its setup, bring in the lampstand, and light its lamps. ତାର୍‌ପଚେ ଟେବୁଲ୍‌ ବିତ୍‌ରେ ଆନି, ତାର୍‌ ଉପ୍‌ରେ ଦାଡି ଦାଡି କରି ତେଇର୍‌ ଜିନିସ୍‌ ସଙ୍ଗଇସା; ଆରି ଦିପ୍‌କୁଟ୍‌ ବିତର୍‌କେ ଆନି ତେଇର୍‌ ସରାଇ ବତି ଡସାଇଲାଇ ।
5 Put the gold incense altar before the ark of the testimony, and put the screen at the tabernacle's entrance. ସାକି ପେଡିର୍‌ ମୁଆଟେ ସୁନାର୍‌ ଦୁପ୍‌ବେଦି ସଙ୍ଗଇଲାଇ, ଆରି ସମାଗମ୍‌ ତୁମ୍‌ ଦୁଆରର୍‌ ଡାବାଇବା ବସ୍‌ତର୍‌ ଡାବାଇଲାଇ ।
6 Place the altar of burnt offering before the entrance to the tabernacle, the tent of meeting, ସମାଗମ୍‌ ତୁମ୍‌ ମୁଆଟେ ଅମ୍‌ ବେଦି ସଙ୍ଗଇଲାଇ ।
7 and place the basin between the tent of meeting and the altar, and put water in it. ସମାଗମ୍‌ ତୁମ୍‌ ଆରି ବେଦି ପୁର୍‌ବା ଆଗ୍‌ତୁ ଆତ୍‌ ଗଡ୍‌ ଦଇବା କୁଣ୍ଡେ ପାନି ସଙ୍ଗଇସା ।
8 Set up the courtyard all around, and hang the screen at the gate of the courtyard. ଆରି ଚାରିବେଟ୍‌ତି ପାଚୁରି ତିଆର୍‌ କରା, ଆରି ପାଚୁରିର୍‌ ବାଟେ ଡାବ୍‌ବା ବସ୍‌ତର୍ ଅଲାଇସା ।
9 "Take the anointing oil and anoint the tabernacle and everything in it; dedicate it and all its furnishings, and it will be holy. ତାର୍‌ପଚେ ଅବିସେକ୍‌ କର୍‌ବା ଚିକନ୍‌ ନେଇ ସମାଗମ୍‌ ତୁମ୍‌ ଆରି ସର୍‌ତେ ଜିନିସ୍‌କେ ଅବିସେକ୍‌ କରି ସୁକଲ୍‌ କରା, ସେଟା ସୁକଲ୍‌ ଅଇସି ।
10 Anoint the burnt offering altar and all its utensils; dedicate the altar, and the altar will be most holy. ଆରି, ତମେ ଅମ୍‌ ବେଦି ଆରି ତେଇର୍‌ ସର୍‌ତେ ଜିନିସ୍‌କେ ଅବିସେକ୍‌ କରି ସୁକଲ୍‌ କର୍‌ସା; ସେଟା ଅଦିକ୍‌ ସୁକଲ୍‌ ଅଇସି ।
11 Anoint the basin and its stand, and dedicate it. ଆରି ତମେ ଦଇବା କୁଣ୍ଡିକେ ଆରି ବାଉନିକେ ଅବିସେକ୍‌ କରି ସୁକଲ୍‌ କର୍‌ସା ।
12 "Then bring Aaron and his sons to the tent of meeting's entrance and wash them with water. ତାର୍‌ପଚେ ତମେ ଆରଣକେ ଆରି ତାର୍‌ ପିଲାମନ୍‌କେ ସମାଗମ୍‌ ତୁମ୍‌ ଦୁଆରେ ଆନି ପାନି ତେଇ ଗାଦୁଆଇସା ।
13 Clothe Aaron in holy garments, anoint and dedicate him, to serve me as priest. ଆରି, ଆରଣକେ ମର୍‌ ନାଅଁରେ ଜାଜକ୍‌ କାମ୍‌ କର୍‌ବାକେ ସୁକଲ୍‌ ବସ୍‌ତର୍‌ ପିନ୍ଦାଇ ଅବିସେକ୍‌ କରି ଟିଆ କର୍‌ସା
14 Bring his sons; dress them in tunics. ଆରି ତାର୍‌ ପିଲାମନ୍‌କେ ଆନି ବସ୍‌ତର୍‌ ପିନ୍ଦାଇସା ।
15 Anoint them as you anointed their father, so they may serve me as priests. Their anointing gives them a lasting priesthood for all generations." ଆରି ତାକର୍‌ ବାବାକେ ଜେନ୍ତାର୍‌ ଅବିସେକ୍‌ କଲାସ୍‌, ସେନ୍ତାରି ସେମନ୍‌କେ ଅବିସେକ୍‌ କର୍‌ସା; ତାର୍‌ପଚେ ସେମନ୍‌କେ ଜାଜକ୍‌ କାମ୍‌ କର୍‌ବାକେ ଅବିସକ୍‌ କର୍‌ସା, ସେ ଅବିସେକ୍‌ କଲାଟା ତାକର୍‌ ଜାତିର୍‌ ଅନନ୍ତ୍‌ କାଲ୍‌ ଜାକ ଜାଜକ୍‌ ପଦର୍‌ ମୁଲ୍‌ ରଇସି ।
16 Moses did everything just as our Father commanded him. ମସା ଏମତି କଲାସି, ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ମସା କଲା ।
17 In the first month of the second year, on the first day of the month, the tabernacle was raised up. ତାର୍‌ପାଚେ ମସାକେ ସବୁବଲର୍‌ ମାପୁରୁର୍‌ ଆଦେସ୍‌ ଇସାବେ ଦୁତିଅ ବର୍‌ସର୍‌ ପର୍‌ତୁମ୍‌ ମାସର୍‌ ପର୍‌ତୁମ୍‌ ଦିନେ ମାପ୍‌ରୁର୍‌ ସମାଗମ୍‌ ତୁମ୍‌ ବାନ୍ଦ୍‌ଲାଇ ।
18 Moses raised the tabernacle: he put its bases, set its frames, put its bars, and raised its pillars. ଆରି, ମସାକେ ସମାଗମ୍‌ ତୁମ୍‌ ତିଆର୍‌ କରି ତେଇ କୁଟି ଦେଇ ପାଟା ବସାଇ ଗାଡା ଚିଙ୍ଗ୍‌ଲା ତେଇର୍‌ କୁଟ୍‌ ଟିଆ କଲାଇ ।
19 He spread the tent over the tabernacle and put its covering over it, as our Father had commanded Moses. ଆରି ମସା ସମାଗମ୍‌ ତୁମ୍‌ ତିଆର୍ କଲାଇ ଆରି ତାର୍ ଉପ୍‌ରେ ଚାତ୍‌ ପାକାଇଲା।
20 He took the testimony, put it in the ark, set poles on the ark, and put the mercy seat on top of the ark. ତାର୍‌ପଚେ ମସା ସବୁବଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସାକିଅ ପାଟା ପେଡି ବିତ୍‌ରେ ସଙ୍ଗ୍‌ଇଲା ଆରି ପେଡିର୍‌ କୁଟି ଲାଗାଇ ପେଡି ଉପ୍‌ରେ ପାପ୍ ଡାବ୍‌ନା ସଙ୍ଗଇଲାଇ।
21 He brought the ark into the tabernacle, hung the screening veil, and covered the ark of the testimony, as our Father commanded Moses. ଆରି ସମାଗମ୍‌ ତୁମ୍‌ ବିତ୍‌ରେ ପେଡି ଆନ୍‌ଲାଇ ଆରି ଡାବ୍‌ବା ବସ୍‌ତର୍‌ ନେଇ ସାକି ପେଡିକେ ଡାବ୍‌ଲାଇ।
22 He set the table in the tent of meeting, on the tabernacle's north side, outside the veil, ତାର୍‌ପଚେ ମସାର୍‌ ଲଗେ ସବୁବଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସମାଗମ୍‌ ତୁମ୍‌ ବିତ୍‌ରେ ପେଡି ଆନ୍‌ଲାଇ ଆରି ଡାବାଇଅଚାଇବା ବସ୍‌ତର୍‌ ଅଚାଇଲାଇ ଆରି ସାକିପେଡି ଡାବ୍‌ଲାଇ ।
23 and arranged the bread on it before our Father, as our Father had commanded Moses. ଆରି ସେ ସବୁବେଲର୍‌ ମାପ୍‌ରୁର୍‌ ମୁଆଟେ ଦାରା ଅନୁସାରେ ଟେବୁଲ୍‌ ତେଇ ରୁଟି ସଙ୍ଗଇଲାଇ ।
24 He put the lampstand in the tent of meeting, opposite the table, on the tabernacle's south side, ମସାକେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ଗରର୍‌ ଟେବୁଲ୍‌ ସଙ୍ଗଇଲା ମୁଆଟେ ଦକିନ୍‌ ତାଡେ ଦିପ୍‌ ଲାଗାଇବା କୁଟ୍‌ ସଙ୍ଗଇଲାଇ ।
25 and set up the lamps before our Father, as our Father had commanded Moses. ଆରି ସବୁବେଲର୍‌ ମାପ୍‌ରୁର୍‌ ପାଇ ସରାଇ ବତି ଡସାଇଲାଇ ।
26 He placed the golden altar in the tent of meeting in front of the veil, ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସମାଗମ୍‌ ତୁମ୍‌ ଡାବ୍‌ବା ବସ୍‌ତର୍ ଅଚାଇଲା ମୁଆଟେ ସୁନାର୍‌ ବେଦି ସଙ୍ଗଇଲାଇ ।
27 and burned fragrant incense on it, as our Father had commanded Moses. ଆରି ତାର୍‌ ଉପ୍‌ରେ ବାସ୍‌ନା ଦୁପ୍‌ ପଡାଇଲାଇ ।
28 Then he put up the screen at the entrance to the tabernacle. ଆରି ସେ ସମାଗମ୍‌ ତୁମ୍‌ ବାଟ୍‌ଡିଆଗଡି ଆଡୁକା କର୍‌ବାକେ ପର୍‌ଦା ଅଲାଇଲାଇ ।
29 He placed the altar of burnt offering at the tabernacle's entrance, the tent of meeting, and offered on it the burnt offering and grain offering, as our Father commanded Moses. ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସମାଗମ୍‌ ତୁମ୍‌ର୍‌ ବାଟ୍‌ଡିଆଗଡି ଲଗେ ଅମ୍‌ ବେଦି ସଙ୍ଗଇ, ତାର୍‌ ଉପ୍‌ରେ ଅମ୍‌ପୁଜା ଆରି ନଇବେଦ୍‌ ସରପ୍‌ଲାଇ ।
30 He set the basin between the tent of meeting and the altar, putting water in it for washing, ମସାକେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସମାଗମ୍‌ ତୁମ୍‌ର୍‌ ବେଦିର୍‌ ଲଗେ ଆତ୍‌ ଗଡ୍‌ ଦଇବା କୁଣ୍ଡି ତିଆର୍‌ କରି ପାନି ସଙ୍ଗଇଲାଇ ।
31 and with it Moses, Aaron, and his sons washed their hands and feet. ତାର୍‌ପଚେ ମସା, ଆରଣକେ ଆରି ତାର୍‌ ପିଲାମନ୍‌ ଆତ୍‌ ଗଡ୍‌ ଦଇଲାଇ ।
32 Whenever they entered the tent of meeting or neared the altar, they washed, as our Father commanded Moses. ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ, ଜେଡେବଲ୍‌ ସମାଗମ୍‌ ତୁମ୍‌ ବିତ୍‌ରେ ପୁର୍‌ବାଇ, ଆରି ବେଦିର୍‌ ପାକେ ଆଇଲେ, ସେଡ୍‌କିବେଲ ସେମନ୍‌ ନିଜର୍‌ ନିଜର୍‌ ଆତ୍‌ ଗଡ୍‌ ଦଇ ପୁର୍‌ବାଇ ।
33 He set up the courtyard around the tabernacle and altar, and put up the screen at the courtyard gate. So Moses finished the work. ଆରି ସମାଗମ୍‌ ତୁମ୍‌ ଚାରିବେଟ୍‌ତି ପାଚୁରି ତିଆର୍‌ କଲାଇ, ଆରି ସମାଗମ୍‌ ତୁମ୍‌ ପୁର୍‌ବାକେ ବାଟ୍‌ ଚାଡ୍‌ଲାଇ ପାଚୁରିବାଟେ ପର୍‌ଦା ଅଲାଇଲାଇ , ଏ ଇସାବେ ମସା କାମ୍‌ ସାରାଇଲା ।
34 Then the cloud covered the tent of meeting, and the glory of our Father filled the tabernacle. ତାର୍‌ପଚେ ସବୁବେଲର୍‌ ମାପ୍‌ରୁର୍‌ ଉଜଲ୍‌ ବାଦଲ୍‌ ପାରା ଅଇ ଆସି ମାସ ମାଗମ୍‌ ତୁମ୍‌ ଚାରିବେଟ୍‌ତି ଡାବି ଦେଲା ଆରି ମାପ୍‌ରୁର୍‌ ଉଜଲ୍‌ ସମାଗମ୍‌ ତୁମ୍‌ଲଗେ ପୁରୁନ୍‌ ଅଇଲା।
35 Moses could not enter the tent of meeting, for the cloud settled on it, and our Father's glory filled the tabernacle. ତାର୍‌ପଚେ ମସା ସମାଗମ୍‌ ତୁମ୍‌ ତେଇ ପୁରି ନାପାର୍‌ଲା, କାଇକେବଇଲେ ସବୁବେଲର୍‌ ମାପ୍‌ରୁର୍‌ ଉଜଲର୍‌ ବାଦଲ୍‌ ଆସି ଗର୍‌କେ ଡାବିଦେଲା ଆରି ମାପ୍‌ରୁର୍‌ ଉଜଲ୍‌ ସମାଗମ୍‌ ତୁମ୍‌ଲଗେ ପୁରୁନ୍‌ ଅଇଲା ।
36 Whenever the cloud lifted from over the tabernacle, the Israelites set out on each stage of their journey; ଆରି ଜେଡେବଲ୍‌ ସମାଗମ୍‌ ତୁମ୍‌ ଉପ୍‌ରର୍‌ ଉଜଲର୍‌ ବାଦଲ୍‌ ଜିବାର୍‌ ଦାର୍‌ଲା, ସେଡ୍‌କିବେଲେ ଇସ୍‌ରାଏଲର୍‌ ଲକ୍‌ ଇଣ୍ଡ୍‌ବାକେ ଦାର୍‌ଲାଇ ।
37 but if the cloud did not lift, they did not set out until the day it lifted. ମାତର୍‌ ଜେଡେବଲ୍‌ ଜାକ ଉଜଲର୍‌ ବାଦଲ୍‌ ଗୁଚି ଉପ୍‌ରେ ଜାଏ ନାଇ, ସେ ଲକ୍‌ ଇଣ୍ଡ୍‌ତେ ସେ ରଇଲାଇ ।
38 For the cloud of our Father covered the tabernacle by day, with fire in it by night, visible to all the house of Israel throughout all their journeys. କାଇକେବଇଲେ ଇସ୍‌ରାଏଲର୍‌ ଲକର୍‌ ବଁସର୍‌ ଆଁକି ତେଇ ସେମନର୍‌ ସବୁ ଇଣ୍ଡ୍‌ବା ବାଟେ ସବୁବେଲର୍ ମାପ୍‌ରୁ ଦିନ୍‌ ବେଲାଇ ସିତ୍‌ଲି ବାଦଲ୍‌ ଆରି ରାତିଆଇ ଉଜଲର୍‌ ବାଦଲ୍‌ ଦେଇତେ ରଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]