Skip to content
The Believer's Library

Desiya Bible

Exodus 39 Saa25

Show Saa25 only
Verse × ×
1 From the blue, purple, and scarlet yarn they made finely woven garments for serving in the holy place; they made the holy garments for Aaron, as our Father commanded Moses. ତାର୍‌ପଚେ ଲକ୍‌ମନ୍‌ ମସାକେ ପର୍‌ମେସରର୍‌ ଆଦେସ୍‌ ଇସାବେ ନିଲିଆ ରଙ୍ଗ୍‌, ବାଇଗନ୍ ରଙ୍ଗ୍‌, ଆରି ସିନ୍ଦୁର୍‌ ରଙ୍ଗର୍‌ ସୁନା ସଙ୍ଗେ ସୁକଲ୍‌ ଜାଗାର୍‌ ସେବା କର୍‌ବାକେ ସୁନ୍ଦର୍‌ ବସ୍‌ତର୍‌ ତିଆର୍‌ କଲାଇ, ଆରି ଆରଣର୍‌ ପାଇ ମିସା ସୁକଲ୍‌ ବସ୍‌ତର୍‌ ତିଆର୍‌ କଲାଇ ।
2 He made the ephod of gold, of blue, purple, and scarlet yarn, and of finely woven linen. ଆରି ସେ ସୁନା ସଙ୍ଗେ ନିଲିଆ ରଙ୍ଗ୍‌, ବାଇଗନ୍‌ ରଙ୍ଗ୍‌, ସିନ୍ଦୁର୍‌ ରଙ୍ଗ୍‌ ଆରି ସୁକଲ୍‌ ଦବ୍‌ଲା ସୁତା ସଙ୍ଗେ ଏପଦ୍‌ ବସ୍‌ତର୍‌ ତିଆର୍‌ କଲାଇ ।
3 They hammered gold into sheets, cut it into threads, and worked them into the blue, purple, and scarlet yarn and fine linen—the work of a skilled designer. ଜନ୍‌ଟା କି, ସେମନ୍‌ ସୁନାକେ ପାକ୍‌ନା ଲଗେ ଚପି ପାତଲ୍‌ କରି ତସ୍‌ରି ତିଆର୍‌ କଲାଇ ଆରି ତସ୍‌ରିକେ ନିଲିଆ ରଙ୍ଗ୍‌, ବାଇଗନ୍‌ ରଙ୍ଗ୍‌ ଆରି ସୁକଲ୍‌ ଦବ୍‌ଲା ସୁତା ସଙ୍ଗେ ବାନ୍ଦ୍‌ବାକେ ପାତଲ୍‌ କଲାଇ ।
4 They made shoulder pieces for it, joined together at its two edges. ଏପଦ୍‌କେ ଜଡ୍‌ବାକେ ଦୁଇଟା କନ୍ଦର୍‌ ପାଇ ବାନ୍ଦ୍‌ବାଟା ବନାଇଲାଇ, ସେଟା ଦୁଇଟା ମୁଣ୍ଡେ ଜଡି ରଇଲାଇ ।
5 The ephod's woven band was one piece with it, made the same way: gold, blue, purple, and scarlet yarn, and finely twisted linen, as our Father commanded Moses. ମସାକେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଅନୁସାରେ ଏପଦର୍‌ ଉପ୍‌ରର୍‌ ବାନା ରଇଲା, ସେଟା କର୍‌ବା ଇସାବେ ସୁନା ରଙ୍ଗ୍‌, ନିଲିଆ ରଙ୍ଗ୍‌, ବାଇଗନ୍‌ ରଙ୍ଗ୍‌, ସିନ୍ଦୁର୍‌ ରଙ୍ଗ୍‌ ଆରି ସୁକଲ୍‌ ଦବ୍‌ଲା ସୁତା ସଙ୍ଗେ ତିଆର୍‌ କଲାଇ ।
6 They made the onyx stones, mounted in gold filigree settings, engraved like seal engravings, with the names of Israel's sons. ଆରି ସେମନ୍‌ ଇସ୍‌ରାଏଲର୍‌ ଲକର୍‌ ନାଅ ଇସାବେ ମୁଦ୍‌ରା ଗଦ୍‌ବାଟା ତିଆର୍‌ କଲାଇ ଆରି ସୁନା ସଙ୍ଗେ ବନାଇଲା, ଦୁଇଟା ଗମେସଦକ ମଣି ତିଆର୍‌ କଲାଇ ।
7 He put them on the ephod's shoulder pieces as memorial stones for Israel's sons, as our Father had commanded Moses. ଆରି ମସା ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ଏପଦର୍‌ ଦୁଇଟା କନ୍ଦ୍‌ ଉପ୍‌ରେ ଇସ୍‌ରାଏଲର୍‌ ପିଲାମନ୍‌କେ ଏତାଇବାକେ ସେଟା ମଣି ପାରା ଡସାଇଲାଇ ।
8 He made the breastpiece—skilled work like the ephod's—of gold, blue, purple, scarlet yarn, and finely twisted linen. ତାର୍‌ପଚେ ଏପଦର୍‌ କାମର୍‌ ପାଇ ସୁନା ରଙ୍ଗ୍‌, ନିଲିଆ ରଙ୍ଗ୍‌, ବାଇଗନ୍‌ ରଙ୍ଗ୍‌, ସିନ୍ଦୁର୍‌ ରଙ୍ଗ୍‌ ଆରି ସୁକଲ୍‌ ଦବ୍‌ଲା ସୁତା ସଙ୍ଗେ ବୁକୁପଟା ତିଆର୍‌ କଲାଇ ।
9 Square and doubled, they made the breastpiece—about nine inches long and nine inches wide, doubled. ସେଟା ଚାର୍‌ କନିଆ ରଇଲା, ସେମନ୍‌ ସେ ବୁକୁପଟାକେ ଅସାର୍‌ କରି ତିଆର୍‌ କଲାଇ, ଗଟେ ବିତା ଲମ୍‌ ଆରି ଗଟେ ବିତା ଅସାର୍‌ କଲାଇ ।
10 They set in it four rows of stones. The first row was carnelian, topaz, and emerald; ଆରି ସେଟା ଚାର୍‌ ଦାଡିର୍‌ ମଣି ସଙ୍ଗେ ତିଆର୍‌ କଲାଇ, ପର୍‌ତୁମ୍‌ ପର୍‌ତୁମ୍‌ ଦାଡି ଚୁଣି, ପିତମଣି, ଆରି ମରକତ୍‌,
11 the second row, turquoise, sapphire, and emerald; ଦୁତିଅ ଦାଡି ପଦମ୍‌ରାଗ୍‌, ନିଲକାନ୍ତ୍‌ ମଣି, ଇରା,
12 the third row, jacinth, agate, and amethyst; ତିନ୍ ନମର୍‌ ଦାଡି ପେରଜ୍‌, ଜିସ୍‌ମ, କଟାଏଲା,
13 the fourth row, beryl, onyx, and jasper. They were enclosed in gold filigree settings. ଆରି ଚତୁର୍‌ତ ଦାଡି ବଇଦୁରୁଜ୍‌, ଗମେଦକ, ସୁରଜ୍‌ କାନ୍ତ ମଣି ରଇଲା ଏ ସବୁ ମଣି ସୁନା ସଙ୍ଗ୍‌ଇ ବସାଇଲାଇ,
14 Twelve stones, one per name of Israel's sons, each engraved like a seal with its own name, for the twelve tribes. ଆରି ଇସ୍‌ରାଏଲର୍‌ ବଁସ୍‌ ଏଜ୍‌ବା ଇସାବେ ଗଟେ ଗଟେ ମଣି ଗଟେ ଗଟେ ବଁସ୍‌ କେ ଇସାବ୍‌ ଅଇଲା, ଏନ୍ତାର୍‌ ବାର୍‌ଟା ବଁସ୍‌କେ ବାର୍‌ଟା ମଣି ଡସାଇଲାଇ ।
15 For the breastpiece they made braided chains of pure gold, like cords. ତାର୍‌ପଚେ ସେମନ୍‌ ବୁକୁପଟା ତେଇ ନିର୍‌ମଲ୍ ସୁନା ସଙ୍ଗେ ମାଲା ପାରା ଗୁତି ସିକ୍‌ଲି ତିଆର୍‌ କଲାଇ ।
16 They made two gold filigree settings and two gold rings, fastening the two rings to the breastpiece's two ends. ଦୁଇଟା ସୁନାଦାର୍‌ ଆରି ଦୁଇଟା ସୁନାର୍‌ କଡୁ ତିଆର୍‌ କରି ବୁକୁପଟାର୍‌ ଦୁଇ ପାଲିକେ ସେ ଦୁଇଟା କଡୁ ଲାଗାଇଲାଇ ।
17 They fastened the two gold cords to the two rings at the ends of the breastpiece. ଦୁଇଟା ସୁନାଦାର୍‌ ପୁଲ୍‌ ଆରି ଦୁଇଟା ସୁନାର୍‌ ନାଙ୍ଗୁଲ୍‌ ତିଆର୍‌ କରି ବୁକୁପଟାର୍‌ ଦୁଇ ପାଲିକେ ସେ ଦୁଇଟା କଡୁ ଲାଗାଇଲାଇ ।
18 They put the two ends of the two cords on the two filigree settings, and put them on the ephod's shoulder pieces, at its front. ଦୁଇମୁଣ୍ଡର୍‌ ଦୁଇପାଲିକେ ଡାବିକରି ଏପଦ୍‌ ବସ୍‌ତର୍‌ ଦୁଇଟା କନ୍ଦ୍‌ ଉପ୍‌ରେ ସଙ୍ଗଇଲାଇ ।
19 They made two gold rings and put them on the breastpiece's two ends, on its inner edge facing the ephod. ଆରି ସେମନ୍‌ ଦୁଇଟା ସୁନା ମୁଦି ସଙ୍ଗେ ତିଆର୍‌ କରି ବୁକୁପଟାର ବିତର୍‌ ବାଟର୍‌ ଦୁଇ ପାଲିକେ ଏପଦ୍ ପଚିଆ ତେଇ ଲାଗାଇଲାଇ ।
20 They made two gold rings and put them on the two shoulder pieces of the ephod, low on the front, near the seam above its woven band. ସେମନ୍‌ ବୁକୁପଟା ଉପ୍‌ରେ ଏପଦର୍‌ ବାନାପଚିଆ ନ ଅଦର ବଲି ବୁକୁପଟାର୍‌ କଡୁ ନିଲିଆ ସୁତାସେ ମନ୍‌ ଆର୍‌ ଦୁଇଟା କଡୁ କରି ଏପଦର୍‌ ଦୁଇ କନ୍ଦେ ମୁଆଟ୍‌ ବାଟେ ଜଡି ଏପଦର୍‌ ବାନା ଉପ୍‌ରେ ସଙ୍ଗଇଲାଇ
21 They fastened the breastpiece's rings to the ephod's rings with a blue cord, so it would rest on the ephod's woven band and not come loose from the ephod, as our Father commanded Moses. ଆରି ବୁକୁପଟା ଜେମ୍‌ନ୍ତା ଏପଦର୍‌ ଚିତ୍‌ରା କାବ୍‌ରା ପଟ୍‌କା ଉପ୍‌ରେ ରଇ ଏପଦ୍‌ଲଗେ ଅନି କସ୍‌ରି ନ ଜାଏ, ସେଟାର୍‌ ପାଇ ସେମନ୍‌ ବୁକୁ ପଟାକେ ନିଜର୍‌ କଡୁତେଇ ନିଲିଆ ସୁତା ସଙ୍ଗ୍‌ ଏପଦର୍ କଡୁ ସଙ୍ଗ୍ ଡାବି କରି ସଙ୍ଗଇଲାଇ; ମସାର୍‌ ଲଗେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଅନୁସାରେ ଏଟା କଲାଇ ।
22 Bezalel made the robe of the ephod entirely of blue, the work of a weaver. ମସାକେ ସବୁବେଲର୍ ମାପ୍‌ରୁର୍‌ ଆଦେସ୍‌ ଇସାବେ ଏପଦ୍‌ ପଚିଆ ନିଲିଆ ରଙ୍ଗର୍‌ ସୁତା ସଙ୍ଗେ ବାନ୍ଦ୍‌ଲାଇ ।
23 Its opening was in the center, like a collar's opening, with a woven binding around it so it wouldn't tear. ଜାମାର୍‌ ତଲେଅନି ଉପ୍‌ରର୍‌ ଗାଲା ଜାକ ମଜାକେନ ଉଗ୍‌ଡା ରଇଲା, ସେଟା ଜେନ୍ତାର୍‌ କି ଚିରି ନ ଅଏ, ସେଟର୍‌ ପାଇ ଗାଲାର୍‌ ଚାରିବେଟ୍‌ତି ସିଲାଇ ରଇଲାଇ ।
24 They made pomegranates of blue, purple, and scarlet yarn and twisted linen on the robe's hem. ଆରି କାମିଜର୍‌ ଚାରିବେଟ୍‌ତି ନିଲିଆ ରଙ୍ଗ୍‌, ବାଇଗନ୍‌ ରଙ୍ଗ୍‌, ଆରି ସିନ୍ଦୁର୍‌ ରଙ୍ଗର୍‌ ସୁତା ସଙ୍ଗେ ଡାଲିମ୍‌ ତିଆର୍‌ ବାନାଇ କରି ରଇଲାଇ ।
25 They made pure gold bells and set them between the pomegranates on the robe's hem, all around between the pomegranates. ଆରି କାମିଜର୍‌ ଚାରିବେଟ୍‌ତି ଡାଲିମ୍‌ ପଲର୍‌ ବାନା କରି ମଜାଇମଜାଇ ନିର୍‌ମଲ୍‌ ସୁନାର୍‌ ଗଁଟ୍ କରି ଅଲାଇଲାଇ ।
26 Bell and pomegranate, bell and pomegranate, around the robe's hem for serving, as our Father commanded Moses. ଜେନ୍ତାର୍‌ କି ଜାଜକ୍‌ କାମ୍‌ କର୍‌ବାକେ ପିନ୍ଦ୍‌ବା ବସ୍‌ତର୍ ଚାରିବେଟ୍‌ତି ଗଟେକ୍‌ ଗଣ୍ଟି ଲଗେ ଗଟେକ୍ ଡାଲିମ୍‌ ପଲ୍‌ ଆରି ଗଟେକ୍‌ ଗଣ୍ଟି ଲଗେ ଗଟେକ୍‌ ଡାଲିମ୍‌ ପଲ୍‌ ।
27 For Aaron and his sons they made the tunics of fine linen, the work of a weaver, ମସାକେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ଆରଣକେ ଆରି ତାର୍‌ ପିଲାମନ୍‌ର୍‌ ପାଇ ସୁକଲ୍‌ ଲାଇଲେନ୍‌ ସୁତା ସଙ୍ଗେ କାମିଜ୍‌ ସିଲାଇଲାଇ ।
28 the fine-linen turban, the beautiful fine-linen caps, and linen undergarments of finely twisted linen. ଆରି ନିର୍‌ମଲ୍‌ ସୁତା ସଙ୍ଗେ ପଗ୍‌ଡି, ଆରି ଉଲ୍ ସୁତା ସଙ୍ଗେ ମୁକୁଟ୍‌ ଆରି ଦବ୍‌ଲା ବସ୍‌ତର୍‌ ତିଆର୍‌ କଲାଇ ।
29 The sash: finely woven linen, blue, purple, and scarlet yarn, embroidered work, as our Father commanded Moses. ଆରି ଦବ୍‌ଲା ସୁତା ନିଲିଆ ରଙ୍ଗ୍‌ ଆରି ବାଇଗନ୍‌ ରଙ୍ଗ୍‌ ଆରି ସିନ୍ଦୁର୍‌ ରଙ୍ଗର୍‌ ସୁକଲ୍‌ ଲାଇଲେନ୍‌ ସୁତା ସଙ୍ଗେ ଗଟେକ୍‌ ଆଁଟାଇ ବାନ୍ଦ୍‌ବାଟା ସିଲାଇଲାଇ ।
30 They made the holy crown's plate from pure gold, engraved like a seal: "Holy to our Father." ତାର୍‌ପଚେ ମସାକେ ସବୁବେର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ସେମନ୍‌ ସୁକଲ୍‌ ମୁକୁଟ୍‌ ତେଇ ପତର୍‌ ଡସାଇ ଗଦ୍‌ବା ସିଲ୍‌ ତାରେ ଉପ୍‌ରେ ସବୁବେଲର୍‌ ମାପ୍‌ରୁ ସୁକଲ୍‌ ବଲି ଲେକ୍‌ଲାଇ ।
31 They tied a blue cord to it, fastening it on the turban above, as our Father commanded Moses. ଆରି ପାଗ୍‌ ଉପ୍‌ରେ ଲାଗାଇବାକେ ନିଲିଆ ସୁତା ସଙ୍ଗେ ବାନ୍ଦ୍‌ଲାଇ ।
32 All the work of the tabernacle, the tent of meeting, was finished. Israelites did everything our Father commanded Moses—so they did. ମସାକେ ସବୁବେଲର୍‌ ମାପ୍‌ରୁର୍‌ ଆଦେସ୍‌ ଇସାବେ ତମୁ ପାରା ଗର୍‌ ଇସ୍‌ରାଏଲର୍‌ ଲକ୍‌ କରି ସାରାଏଲାଇ
33 They brought Moses the tabernacle: the tent, all its furnishings, clasps, frames, crossbars, posts, and bases; ଆରି ସେମନ୍‌ ମସାର୍‌ ଲଗେ ସେ ଗର୍‌ ଆନ୍‌ଲାଇ, ଜରି ଆରି ତେଇର୍‌ ସର୍‌ତେ ଜିନିସ୍‌ ଗୁଣ୍ଡି, ପାଟା, ଗାଡା, କୁଟି, ଆରି କୁଟ୍‌;
34 the covering of red-dyed ram skins, the covering of fine leather, and the screening curtain, ଆରି ବନି ରଙ୍ଗର୍‌ ଚେଲିଚାମ୍‌ ସଙ୍ଗେ ତିଆର୍‌ କଲା ଡାବ୍‌ବା ଚାଉନି, ମେଣ୍ଡା ପିଲାର୍‌ କଉଁଲ୍‌ ଚାମ୍‌ ପାପର୍‌ ଅଚାଇବା ବସ୍‌ତର୍‌;
35 the ark of the testimony with its poles and the mercy seat; ସାକି ପେଡି, ବଇବାକନା, ପାପ୍‌ଡାବ୍‌ଲାଟା ଡାବ୍‌ନା,
36 the table with all its utensils and the bread of the Presence; ଟେବୁଲ୍‌ ଆରି ତେଇ ସଙ୍ଗଇବା ଜିନିସ୍‌, ଆରି ଦର୍‌ସନିଅ ରୁଟି,
37 the pure gold lampstand, its arranged lamps, all its utensils, and oil for the light; ନିର୍‌ମଲ୍‌ ଦିପ୍‌କୁଟ୍‌, ତେଇର୍‌ ଦିପ୍‌, ଆରି ଦିପର୍‌ ଆରି ସବୁ ଗିନା ଆରି ଦିପର୍‌ ଚିକନ୍
38 the gold altar, anointing oil, fragrant incense, and the tent entrance screen; ଆରି ସୁନାର୍‌ ବେଦି, ଅବିସେକ୍‌ କର୍‌ବା ଚିକନ୍‌, ବାସ୍‌ନା ଦୁପ୍‌,ବାଟ୍‌ ଡିଆଗଡି ଅଚାଇବା ବସ୍‌ତର୍‌,
39 the bronze altar with its bronze grate, poles, and all its utensils, the basin and its stand; ପତଲ୍‌ବେଦି, ତେଇର୍‌ ପିତଲ୍‌ ସିକ୍‌ଲି, ତେଇର୍‌ କନା ଆରି ସର୍‌ତେ ଜିନିସ୍‌, ପାନି ଦଇବା କୁଣ୍ଡି, ତେଇର୍‌ ବାଇନି;
40 the courtyard's curtains, posts, and bases, the courtyard entrance screen, ropes, pegs, and all the equipment for the tabernacle's service, the tent of meeting; ପାଚୁରିର୍‌ ପର୍‌ଦା, ତେଇର୍‌ କୁଟ୍‌, କୁଟି, ପାଚୁରିର୍‌ ଦୁଆରର ବାଟେ ଅଚାଇବା ପଚିଆ ଆରି ଡର୍‌ ଆରି କୁଟି ଆରି ସମାଗମ୍ ତୁମ୍‌ ଲଗେ ରଇବା ସର୍‌ତେ ଜିନିସ୍‌;
41 and the finely woven garments for serving in the holy place, the holy garments for Aaron the priest, and his sons' garments for priestly service. ସୁକଲ୍‌ ଜାଗାଇ ସେବା କର୍‌ବାକେ ସୁନ୍ଦର୍‌ ବସ୍‌ତର୍‌, ଆରନର୍‌ ଜାଜକ୍ ସୁକଲ୍‌ ବସ୍‌ତର୍‌ ଆରି ତାର୍‌ ପିଲାମନର୍‌ ଜାଜକ୍ କାମ୍‌ କର୍‌ବା ବସ୍‌ତର୍‌,
42 The people of Israel had done all the work just as our Father had commanded Moses. ଜନ୍ ଜନ୍ କାମ୍ କର୍‌ବାକେ ମସାକେ ସବୁବେଲର୍‌ ମାପ୍‌ରୁ ଆଦେସ୍‌ ଦେଇ ରଇଲା, ସେଟା ଇସ୍‌ରାଲର୍‌ ଲକ୍‌ କାମ୍‌ କରି ସାରାଇଲାଇ ।
43 Moses inspected all the work: they had done it as our Father commanded—so they had done it. Moses blessed them. ତାର୍‌ପଚେ ମସା ସବୁ କାମ୍‌ କଲଟା ଦେକଲା, ଆରି ଦେକ୍, ସେମନ୍‌ ସବୁ କାମ୍‌ କଲାଇ, ସବୁବେଲର୍‌ ମାପ୍‌ରୁ ଜେନ୍ତାର୍‌ ଆଦେସ୍‌ ଦେଇ ରଇଲା, ସେନ୍ତାର୍‌ କଲାଇକେ, ସର୍‌ତେ ଲକ୍‌କେ ମସା ଆସିର୍‌ବାଦ୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]