Skip to content
The Believer's Library

Desiya Bible

Exodus 2 Saa25

Show Saa25 only
Verse × ×
1 Now a man from the house of Levi went and married a daughter of Levi. ତାର୍‌ପଚେ ଲେବି ଜାତିର୍ ଗଟେକ୍‌ ଦାଙ୍ଗ୍‌ଡା ନିଜର୍ ଜାତିର୍ ଦାଙ୍ଗ୍‌ଡିକେ ବିବା ଅଇଲା।
2 The woman conceived and bore a son; seeing he was healthy, she hid him three months. ତାର୍‌ପଚେ ସେ ମାଇଜି ଗାଗ୍‌ଡେ ଅଇ ଗଟେକ୍ ପିଲା ଜନମ୍‌ କଲା, ଆରି, ସେ ପିଲା ବେସି ସୁନ୍ଦର୍‌ ରଇଲାଜେ ସୁନ୍ଦର୍‌କେ ଦେକିନାପାରି କରି, ତିନ୍ ମାସ୍ ଜାକ ଲୁଚାଇ କରି ସଙ୍ଗଇ ରଇଲାଇ ।
3 Unable to hide him longer, she got a papyrus basket, coated it with tar and pitch, put the child in, and set it among the reeds on the Nile's bank. ଆରି ସେ ପିଲା କେ ଲୁଚାଇ ନାପାରି, ଗଟେକ୍ ଜୁଡି ଚାଟ୍‌ନା ତିଆର୍ କରି ଦୁପ୍ ଆରି ଚିକଟ୍ ମାଟି ଲିପି, ପିଲାକେ ଚାଟ୍‌ନା ବିତ୍‌ରେ ଡୁଲାଇ କରି ନିଲିଆ ନାଅଁର୍‌ ଗାଡ୍‌ ତେଇ ନେଇକରି ବଁଙ୍ଗ୍‌ଲାଇ ଦେଲା ।
4 His sister stood at a distance to see what would happen to him. ଆରି ପିଲା କେନ୍‌ତାର୍‌ ଅଇସି ବଲିକରି ତାର୍ ବଇନି ଦୁରିକେ ଅନି ଲୁଚିକରି ଦେକ୍‌ତେ ରଇଲା ।
5 Pharaoh's daughter went down to bathe at the Nile, her maids walking along the Nile. She saw the basket among the reeds, sent her maid to get it. ତାର୍‌ପଚେ ପାର ରାଜାର୍ ଟକିମନ୍‌ ଗାଡେ ପାନି ଦଇବାକେ ଜାଇ ରଇଲାଇ, ଜୁଡି ଚାଟ୍‌ନା ବଙ୍ଗ୍‌ଲି ଆଇବାଟା ଦେକ୍‌ଲା ଆରି ଦାଙ୍ଗଡି ମନ୍‌କେ ବେଟି ଆନ୍‌ବାକେ କଇଲା ।
6 She opened it, saw the child—a baby boy, crying. Her heart went out to him, and she said, "This is one of the Hebrew children." ରାଜ୍ କୁମାରି ଜୁଡି ଚାଟ୍‌ନା ଉଗାଡି କରି ଦେକ୍‌ଲାଜେ, ବିତରେ ଗଟେକ୍ ପିଲା କାନ୍ଦ୍‌ଲାନି; ରାଜ୍‌କୁମାରି ମନଦୁକ୍ ଅଇକରି କଇଲା, ଏଟାତା ଗଟେକ୍ ଏବ୍‌ରିଅ ପିଲା ।
7 His sister asked Pharaoh's daughter, "Should I call a Hebrew woman to nurse the child for you?" ସେଡ୍‌କିବେଲେ ପିଲାର୍ ଆୟାର୍‌ ସାନ୍ ବଇନି ପାଲାଇ ଆସି ପାରର୍‌ ଟକିକେ କଇଲା, ମୁଇ ଗଟେକ୍ ଏବ୍‌ରିଅ ମାଇଜିକେ ଡାକି ଆନ୍‌ବି କି? ପିଲାକେ ଦୁଦ୍‌ କୁଆଇ କରି ବଡ୍‌କର୍‌ସି?
8 "Yes, go," Pharaoh's daughter answered. So the girl went and called the child's mother. ତାର୍‌ପଚେ ପାର ରାଜାର୍ ଟକି କଇଲା, “ଜା” ଡାକି ଆନ୍; ତାର୍‌ପଚେ ଟକି ପାଲାଇ ଜାଇ ପିଲାର୍‌ ଆୟାକେ ଡାକି ଆନ୍‌ଲା ।
9 Pharaoh's daughter told her, "Take this child and nurse him for me; I'll pay your wages." The woman took the child and nursed him. ତାର୍‌ପଚେ ପାର ରାଜାର୍ ଟକି ତାକେ କଇଲା, ତୁଇ ଏ ପିଲାକେ ନେଇକରି ମର୍‌ ପାଇ ଦୁଦ୍‌ କୁଆ; ମୁଇ ତମ୍‌କେ ଡାବୁଦେବି, ତାର୍‌ପଚେ ସେ ପିଲାକେ ନେଇକରି ସେ ପିଲାକେ ଦୁଦ୍‌ କୁଆଇଲା।
10 The boy grew; she brought him to Pharaoh's daughter, who adopted him, naming him Moses: "Because I drew him from the water." ତାର୍‌ପଚେ ପିଲା ବଡ୍‌ ଅଇଲାକେ, ସେ ନେଇକରି ପାର ରାଜାର୍ ଟକିକେ ଦେଲା, ତାର୍‌ପଚେ ପିଲା ତାର୍‌ ନିଜର୍‌ ଅଇଲା, ଆରି ତାର୍‌ ନାଉଁ ମସା ବଲିକରି ଦେଲା; କାଇକେବଇଲେ ଏ ପିଲାକେ ମୁଇଁ ଗାଡେ ଅନି ବେଟି ଆନ୍‌ଲି ଆଚି ।
11 In those days Moses grew up, went out to his people, saw their burdens, and saw an Egyptian striking a Hebrew, one of his relatives. ତାର୍‌ପଚେ ମସା ବଡ୍‌ ଅଇଲା, ଆରି ନିଜର୍‌ ଲକ୍‌ମନ୍‌କେ ଜାଇ କରି ଦେକ୍‌ଲାଜେ, ସେମନ୍‌କେ ବେସି କସ୍‌ଟର୍‌ କାମ୍ କରାଇତେ ରଇଲାଇ; ଗଟେଦିନ୍‌ ମିସରିଅ ଲକ୍‌ ଏବ୍‌ରିଅ ଲକ୍‌କେ ମାର୍‌ବାଟା ଦେକ୍‌ଲା।
12 He glanced around and, seeing no one, killed the Egyptian and hid him in the sand. ସେଟାର୍‌ପାଇଁ ମସା ଏନେତେନେ ଦେକିକରି କାକେ ନ ଦେକି କରି ସେ ମିସିରିଅକେ ମାରିକରି ବାଲିପଟାଇ ତପି ଦେଲା।
13 Next day he went out, saw two Hebrews fighting, and asked the offender, "Why hit your companion?" ତାର୍‌ ଆରି ଗଟେ ଦିନେ ଦୁଇଟା ଏବ୍‌ରିଅ ଲକ୍‌ ମାରା ମାରି ଅଇବାଟା ଦେକି ବୁଲ୍‌ କଲା ଲକ୍‌କେ କଇଲା, ତମେ ବାଇ ବାଇ ବିତ୍‌ରେ କାଇକେ ମାରା ମାରି ଅଇଲାସ୍‌ନି ?
14 He said, "Who made you ruler and judge over us? Are you thinking of killing me as you killed the Egyptian?" Moses was afraid and thought, "Indeed, the matter is known." ତାର୍‌ପଚେ ବୁଲ୍‌ କଲା ଲକ୍‌ କଇଲା, ମିସରର୍‌ ଲକ୍‌କେ ମାର୍‌ଲା ପାରା ମକେ ମିସା ମାର୍‌ସୁକି? ତକେ କେ ବଡ୍ କରି ଆଚେ ଜେ ,ମୁଇ ବଡ୍‌ ଲକ୍‌ ବଲି ବଡ୍‌ପନ୍‌ ଦେକାଇଲୁସ୍‌ନି ? ତାର୍‌ପଚେ ଏ କାତା ଜାନିକରି ମସା ଡରିଜାଇକରି କଇଲା, ଏ କାତାତା ସବୁବାଟେ ଉଡ୍‌ରା ଅଇ ଜାଇଆଚେ।
15 Pharaoh heard and sought to kill Moses; he fled from Pharaoh, settled in the land of Midian, and sat by a well. ତାର୍‌ପଚେ ପାର ରାଜା ଏ କାତାକେ ସୁନିଦେଇକରି ମସାକେ ମାର୍‌ବାକେ କଜିବୁଲ୍‌ଲା, ମାତର୍, ମସା ଜାନିକରି ତେଇ ଅନି ମିଦିଅନ୍‌ ଦେସେ ଉଟି ଗାଲା, ଆରି ଗାଅଁ ମୁଣ୍ଡର୍‌ କୁଇଁକାଲେ ଜାଇ ବସି ରଇଲା ।
16 Midian's priest had seven daughters; they came to draw water and fill the troughs to water their father's flock. ମିଦିଅନ୍‌ ଦେସର୍‌ ଜାଜକର୍‌ ସାତ୍‌ଟା ଟକିମନ୍‌ ରଇଲାଇ; ସେ ଟକିମନ୍ ଚେଲିମନ୍‌କେ ପାନି କୁଆଇବାକେ କୁଇଁକାଲେ ଅନି ପାନି ଜିକିକରି କୁଣ୍ଡେ ବର୍‌ତି କଲାଇ ।
17 When the shepherds came and drove them away, Moses got up, rescued them, and watered their flock. ତାର୍‌ପଚେ ମେଣ୍ଡାଚାରାଉମନ୍‌ ଆସି ସେମନ୍‌କେ କେଦିନେବାକେ କଇଲାଇ, ମାତର୍‌ ମସା ଉଟିକରି ସେମନ୍‌କେ ସାଇଜ କରି ସେମନର୍‌ ମେଣ୍ଡା ରାସିକେ ପାନି କୁଆଇଲା ।
18 When they returned to their father Reuel, he asked, "Why have you come back so early today?" ତାର୍‌ପଚେ ସେମନ୍‌ ତାକର୍‌ ବାବା ରୁଏଲର୍ ଲଗେ ଗାଲାଇ, ତାର୍‌ପଚେ ତାକର୍‌ ବାବା ସେମନ୍‌କେ ପାଚାର୍‌ଲା, ତମେ ଆଜି କେନ୍ତି ଏଡେକ୍‌ ଦାପ୍‌ରେ ଆଇଲାସ୍‌ ?
19 They said, "An Egyptian saved us from the shepherds, even drew us water and watered the flock." ତାର୍‌ପଚେ ଟକିମନ୍‌ କଇଲାଇ, ଗଟେକ୍ ମିସରର୍‌ ଲକ୍‌ ଆସିକରି ଆମର୍‌ପାଇଁ ବଲି ମେଣ୍ଡାମନ୍‌କେ ପାନି ଜିକି କୁଆଇଲା ।
20 "Where is he?" he asked his daughters. "Why did you leave the man? Call him to eat." ତେବେ ଜାଜକ୍‌ ଟକିମନ୍‌କେ ପାଚାର୍‌ଲା, ସେ କନ୍‌ତେଇ ଆଚେ ? ତମେ ତାକେ କାଇକେ ଚାଡି କରି ଆଇଲାସ୍‌ ? ତାକେ ଜାଇ ଡାକି ଆନା; ସେ ଆମର୍ ସଙ୍ଗେ ବସିକରି କାଇସି ।
21 Moses agreed to stay with the man, who gave his daughter Zipporah to Moses in marriage. ତାର୍‌ପଚେ ମସା ସେ ଗରେ ରଇବାକେ ରାଜି ଅଇଲା; ତାର୍‌ପଚେ ଜାଜକ୍‌ ତାର୍ ଟକି ସିପ୍‌ପରାକେ ବିବା କରି ଦେଲା ।
22 She bore a son; Moses named him Gershom, saying, "I have been a foreigner in a foreign land." ତାରପଚେ ସେ ମାଇଜି ଗରବେ ଅଇ ପିଲା ଗଟେକ୍‌ ଜନମ୍‌ କଲା, ମସା ତାର୍‌ ନାଉଁ ଗେର୍‌ସମ୍‌ ବଲିକରି ଦେଲା; କାଇକେବଇଲେ ମୁଇ ଗଟେକ୍‌ ପର୍‌ଦେସି ଲକ୍‌ପାରା ଅଇ ଆଚି।
23 Long after, Egypt's king died. Israel's sons groaned from slavery, cried out; their cry rose to our Father from slavery. ବେସି ବର୍‌ସ ଗାଲାପଚେ ମିସରର୍‌ ରାଜା ମରି ଗାଲା, ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌ ଦାସ୍‌ କାମ୍‌ କରିକରି ବେସି ଦୁକ୍‌ କସ୍‌ଟ ଅଇ କାନ୍ଦ୍‌ବାକେ ଦାର୍‌ଲାଇ ସେମନ୍‌ କାନ୍ଦବାଟା ପର୍‌ମେସରର୍‌ ଲଗେ କେଟ୍‌କା ।
24 Our Father heard their groaning, and he remembered his covenant with Abraham, with Isaac, and with Jacob. ସେଟାର୍‌ପାଇଁ ପର୍‌ମେସର୍‌ ତାକର୍‌ ଦୁକ୍ ଆରି କାନ୍ଦବାଟା ସୁନ୍‌ଲା, ଆରି ଅବ୍‌ରାଆମ୍‌, ଇସାକ୍ ଆରି ଜାକୁବ୍‌କେ କଇରଇଲା କାତା ଏତାଇ,
25 Our Father looked on the Israelites, and he understood. ସବୁବେଲର୍ ମାପ୍‌ରୁ ଇସ୍‌ରାଏଲର୍‌ ଲକ୍‌କେ ଦେକ୍‌ଲା ଆରି ସେମନର୍‌ ଦୁକ୍‌ କସ୍‌ଟକେ ଜାନ୍‌ଲା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]