Skip to content
The Believer's Library

Desiya Bible

Exodus 14 Saa25

Show Saa25 only
Verse × ×
1 Then our Father said to Moses, ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା,
2 "Tell the Israelites to turn back, camp before Pi-hahiroth, between Migdol and the sea, before Baal-zephon—camp by the sea, opposite it. ତମେ ଇସ୍‌ରାଏଲର୍ ଲକ୍‌ମନ୍‌କେ କୁଆ, ତମେ ବାଉଡି ପିଅଇରତର୍ ପୁରୁବ୍ ଦିଗର୍ ମିଗ୍‌ଦାଲର୍‌ ଆରି ‌ ସମ୍‌ଦୁର୍‌ ପାକେ କୁଡିଆ କରତ୍, ଆରି ତମେ ବାଲ୍‌ସପନ୍‌ର୍‌ ମୁଆଟର୍‌, ଆରି ସମୁଦର୍‌ ଲଗେ କୁଡିଆ କରି ରଅତ୍ ।
3 For Pharaoh will say of the Israelites: 'They are lost in the land; the wilderness shuts them in.' ତାର୍‌ପଚେ ପାର ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନର୍‌ ବିସଇରେ କଇସା, ଦେସ୍‌ ବିତ୍‌ରେ ବାୟା ବିକଲ୍ ଅଇବାଇ ଆରି ମରୁବାଲି ବୁଏଁ ସେମନ୍‌ ବାଟ୍‌ ଗାଟ୍‌ ନ ମିଲେ ।
4 I will harden Pharaoh's heart, and he will chase them; I will gain glory through Pharaoh and his whole army, and Egypt will know I am the Father." And they did so. ଆରି ମାପ୍‌ରୁ ପାର ରାଜାର୍‌ ମନ୍‌କେ ଆଟ୍‌ କର୍‌ସି, ତାର୍‌ପଚେ ସେ ରିସା ଅଇ ତାକର୍‌ ପଚ୍‌ ପଚ୍‌ କେଦ୍‌ସି, ଆରି ପାର ରାଜା ଆରି ତାର୍‌ ସନିଅ ମନର୍‌ ତେଇ ଅନି ମୁଇ ମଇଁମା ପାଇବି । ତାର୍‌ପଚେ ମୁଇଁ ସବୁବେଲର୍ ମାପ୍‌ରୁ, ଏଟା ମିସରର୍ ଲକ୍‌ମନ୍ ଜାନି ପାର୍‌ବାଇ ତାର୍‌ପଚେ ସବୁବେଲର୍ ମାପ୍‌ରୁର୍ ଆଦେସ୍ ଇସାବ୍‌ରେ ସେମନ୍ କଲାଇ ।
5 Told Egypt's king the people had fled, Pharaoh and his officials turned against them: "What have we done, letting Israel go from serving us?" ତାର୍‌ପଚେ ଲକ୍‌ମନ୍ ବାରଇ ଗାଲାଇ ଆଚତ୍, ବଲି ମିସରର୍ ରାଜା ପାର ସୁନି ସେ ଆରି ତାର୍‌ ଦାଙ୍ଗ୍‌ଡାମନ୍‌ ବାବ୍‌ଲାଇ, ଆରି ସେମନ୍ କଇଲାଇ, ଆମେ ଏଟା କାଇ କାମ୍ କଲୁ ଆଚୁ? କାଇକେ ଇସ୍‌ରାଇଲର୍ ଲକ୍‌କେ ଗତିଦାଙ୍ଗ୍‌ଡା ତେଇ ଅନି ଚାଡି ଦେଇ ଆଚୁ ଦେଲୁ ?
6 So he harnessed his chariot and took his people with him. ତାର୍‌ପଚେ ରାଜା ରତ୍ ବାର୍‌କରାଇଲା ଆରି ତାର୍‌ ଲକ୍‌ମନ୍‌କେ ଦାରି ବାରଇଲା।
7 He took 600 chosen chariots, all the other chariots of Egypt, with officers over all of them. ଆରି ଚଅ ସଅ ବାଚ୍‌ଲା ରତ୍‌ ‌ଆରି ମିସରର୍‌ ସର୍‌ତେ ଲକର୍‌ ରତ୍‌ ଆରି ବପୁବପୁ ଲକ୍‌କେ ରତେ ବସାଇ ନେଲାଇ ।
8 Our Father hardened Pharaoh king of Egypt's heart, so he chased the Israelites marching out boldly. ଆରି ସବୁବେଲର୍ ମାପ୍‌ରୁ ମିସରର୍‌ ପାର ରାଜାର୍ ମନ୍‌କେ ଆଟ୍‌ କରୁକରୁ, ଇସ୍‌ରାଏଲର୍‌ ଲକର୍‌ ପଚେ ପଚେ କେଦ୍‌ଲାଇ, ସେଡ୍‌କିବେଲେ ଇସ୍‌ରାଏଲର୍ ଲକ୍‌ମନ୍‌ ଉପ୍‌ରେ ଆତ୍‌ ଟେକି ଇଣ୍ଡ୍‌ତେ ରଇଲାଇ ।
9 Egypt pursued and overtook them camped by the sea—all Pharaoh's horses, chariots, horsemen, and army—near Pi-hahiroth, facing Baal-zephon. ତେବେ ମିସରର୍‌ ଲକ୍‌ ଆରି ପାର ରାଜାର୍‌ ସର୍‌ତେ ଗଡା ଆରି ରତ୍‌ ଆରି ଗଡାଚାଲାଉମନ୍ ଆରି ସନିଅମନ୍‌ ପଚେପଚେ କେଦି ନେଇ ବାଲ୍‌ସପନ୍ ମୁଆଟର୍‌ ପିଅଇରତ୍‌ ସମ୍‌ଦୁରର୍‌ ବାଲିପଟା ଲଗେ ଇସ୍‌ରାଏଲ୍‌ ଲକ୍‌ମନ୍‌ କୁଡିଆ କର୍‌ବାବେଲେ କେଟାଇଲାଇ ।
10 As Pharaoh neared, Israel looked up and saw Egyptians closing in behind them. Terrified, they cried to our Father. ସେଡ୍‌କିବେଲେ ଇସ୍‌ରାଏଲ୍‌ ଲକ୍‌ମନ୍‌ ପାର ରାଜା ପାକେ ଆଇବାଟା ଦେକି ଆରି ତାର୍‌ ପଚେପଚେ ତାର୍‌ ମିସ୍‌ରିଅ ଲକ୍‌ମନ୍‌କେ କେଦି ଆନ୍‌ବାଟା ଦେକି ବେସି ଡରିଗାଲାଇ, ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌ ସବୁବେଲର୍ ମାପ୍‌ରୁକେ ପାର୍‌ତନା କଲାଇ ।
11 They told Moses, "Had Egypt no graves, that you took us to die in the wilderness? What have you done to us, bringing us out of Egypt? ଆରି, ମସାକେ କଇଲାଇ, ମିସର୍‌ ଦେସେ ମଲେ ତପ୍‌ବାକେ ଜାଗା ନ ରଇଲାକି ଆମ୍‌କେ ଏ ମରୁବାଲି ପାଟାଇ ମରାଇବାକେ ଆନି ଆଚୁସ୍‌ ? ଏନ୍ତାର୍‌ କରି କଇ କାଇକେ ଆମ୍‌କେ ମିସର୍‌ ଦେସେ ଅନି ବାର୍‌କରାଇ ଆନ୍‌ଲୁସ୍‌ନି ?
12 Didn't we tell you in Egypt: 'Stop bothering us, let us serve the Egyptians'? Serving them beats dying in the wilderness." ଆମ୍‌କେ ରଇବାକେ ଦେ, ଆମେ ମିସର୍‌ ଦେସେ ଗତିଦାଙ୍ଗ୍‌ଡା ଅଇ ଜିଇବୁ, କାଇକେକି ଏ ମରୁବାଲି ପଟାଇ ମର୍‌ବା ବାଦୁଲ୍ ମିସର୍‌ ଦେସର୍‌ ଲକର୍ ସେବା କରି ଜିଇବାଟା ବଲ୍, ଆମେ କାଇ ଏ କାତା ମିସର୍‌ ଦେସେ ତକେ କଇ ନ ରଇଲୁକି?
13 Moses said to the people, "Don't be afraid. Stand firm and see our Father save you today; for the Egyptians you see today, you'll never see again, ever. ତାର୍‌ପଚେ ମସା ଲକ୍‌ମନ୍‌କେ କଇଲା, ତମେ ଡରା ନାଇ, ମୁନ୍ଦା ଅଇ ରୁଆ, ସବୁବେଲର୍‌ ମାପ୍‌ରୁ ତମ୍‌କେ ଆଜି କେନ୍ତାର୍‌ ଉଦାର୍ କର୍‌ସି ଦେକ୍‌ସା, ତମେ ମିସରର୍‌ ଲକ୍‌କେ ଜେନ୍ତାରି ଆଜି ଦେକ୍‌ଲାସ୍‌ନି, ସେନ୍ତାରି କେବେ ମିସା ଦେକି ନାପାରାସ୍ ।
14 Our Father will fight for you; you need only to be still." ତମେ ମୁନ୍ଦା ଅଇ ରୁଆ, ପର୍‌ମେସର୍‌ ତମର୍ ପାଇ ଜୁଇଦ୍‌ କର୍‌ସି ।
15 Then our Father said to Moses, "Why cry out to me? Tell the Israelites to move forward. ସେଡ୍‌କିବେଲେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ତୁଇ କାଇକେ ମକେ ଡାକ୍‌ଲୁସ୍‌ନି ? ଇସ୍‌ରାଏଲର୍‌ ଲକ୍‌କେ ଇଣ୍ଡ୍‌ବାକେ ତିଆର୍‌ ଅଇବାକେ କଅ ।
16 Lift your staff, stretch your hand over the sea and split it; let the Israelites cross the sea's midst on dry ground. ତାର୍‌ପଚେ, ତମେ ନିଜର୍‌ ଡାଙ୍ଗ୍‌ ଟେକ୍ ଆରି ସମ୍‌ଦୁରର୍ ପାନିତେଇ ଚିଆଉଁ, ପାନି ଦୁଇ ବାଗ୍ଅଇସି, ତାର୍‌ପଚେ ଇସ୍‌ରାଏଲର୍‌ ଲକ୍‌ମନ୍‌ ସୁକ୍‌ଲା ବାଟ୍‌ ଦେଇ ଇଣ୍ଡ୍‌ବାଇ ।
17 I am hardening Egypt's heart, so they follow them in; I will gain glory through Pharaoh, his whole army, his chariots and his horsemen. ଆରି ଦେକା, ଆମେ ମିସରର୍‌ ଲକ୍‌ମନର୍‌ ଅଦିକ୍ ମନ୍‌ ଆଟ୍‌ କର୍‌ବାଇ, ସେମନ୍‌ ପଚେପଚେ ଆଇବାଇ, ତାର୍‌ପଚେ ପାର ଆରି ତାର୍‌ ସବୁ ସନିଅମନ୍‌, ରତ୍ ଆରି ଗଡା ଚାଲାଉମନର୍‌ ତେଇଅନି ମୁଇ ମଇଁମା ପାଇବି।
18 Egyptians will know I am the Father when I gain glory over Pharaoh, his chariots, and horsemen." ପାର ରାଜାର୍‌ ସନିଅ ଆରି ରତ୍‌, ଗଡାମନର୍ ତେଇ ଅନି ଜିତି କରି ମଇଁମା ପାଇଲା ପଚେ, ମିସରର୍‌ ଲକ୍ ଜାନିପାର୍‌ବାଇ ଜେ ଆମେ ସବୁବେଲର୍ ମାପ୍‌ରୁ ବଲି ।
19 The messenger of our Father, who went ahead of Israel's camp, moved behind them; the pillar of cloud moved from before them and stood behind them. ସେଡ୍‌କିବେଲେ ଇସ୍‌ରାଏଲ୍‌ ଲକର୍‌ ଦଲ୍ ଆଗେ ଆଗେ ପର୍‌ମେସରର୍‌ ଦୁତ୍ ବାଦଲ୍ ପାରା ଅଇ ସେମନର୍‌ ପଚେ ପଚେ ଅଇଲା, ଆରି ମେଗ୍‌ ବାଦଲ୍‌ ସେମନର୍ ଲଗେ ଅନି ଅଲ୍‌ଗା ଅଇ ସେମନର୍‌ ପଚେ ଟିଆ ଅଇଲା ।
20 It came between Egypt's camp and Israel's camp—cloud and darkness, yet it lit the night—and neither came near the other all night. ସେ ବାଦଲ୍ ମିସରର୍ ଲକର୍‌ ଆରି ଇସ୍‌ରାଏଲ୍‌ ଲକର୍‌ ମଜାଇ ଆଇଲା, ଆରି ବାଦଲ୍ ଆରି ଆନ୍ଦାର୍‌ ଅଇ ଗାଲଲେ ମିସା ସେଟା ରାତି ଆସି ଉଜଲ୍‌ ଦେଲା, ସେଟାର୍‌ପାଇଁ ସବୁ ରାତି ଗଟେ ଦଲ୍‌ ଅଲ୍‌ଗା ଦଲ୍‌ ଲଗେ ଆସି ନା ପାର୍‌ଲା ।
21 Moses stretched his hand over the sea. All night our Father drove it back with a strong east wind, making it dry land. The waters split. ସେଡ୍‌କିବେଲେ ମସା ସମ୍‌ଦୁର୍‌ ଉପ୍‌ରେ ନିଜର୍‌ ଆତ୍‌ ଚିଇଲାକେ, ସବୁବେଲର୍‌ ମାପ୍‌ରୁର୍‌ ନାଅ ଦାରି ଡାଙ୍ଗ୍‌ ପାନି ତେଇ ଚିଆଇଲାକେ, ରାତି ସାରା ପୁରୁବ୍‌ ଦିଗେ ଅନି ପବନ୍‌ ଆସି ପାନିକେ ଦୁଇ ବାଗ୍‌ କରି ସୁକାଇ ଦେଲା ।
22 The Israelites walked through the middle of the sea on dry ground, the waters a wall to them, right and left. ତାର୍‌ପଚେ ଇସ୍‌ରାଏଲର୍ ଲକ୍ ସମ୍‌ଦୁର୍‌ ଦୁଇ ବାଗ୍‌ ଅଇଲା ସୁକ୍‌ଲା ମାଟି ତେଇ ଇଣ୍ଡ୍‌ଲାଇ ଆରି ତାକର୍ ଉଜାବାଟେ ଆରି ଡେବ୍‌ରି ବାଟେ କୁଡ୍ ପାରା ପାନି ଟେକି ଅଇ ରଇଲା।
23 The Egyptians chased them into the middle of the sea—all Pharaoh's horses, his chariots, and his horsemen. ତାର୍‌ପଚେ ମିସରର୍‌ମନ୍‌ ଆରି, ପାର ରାଜାର୍‌ ସବୁ ସନିଅମନ୍‌, ଗଡା ଚାଲାଉମନ୍‌ ଆରି ରତ୍‌ ଚାଲାଉ ମନ୍‌ ସର୍‌ତେ ଲକ୍‌ ତାକର୍‌ ପଚେ ପଚେ କେଦି ଦୁଇ ବାଗ୍ ଅଇଲା ସମ୍‌ଦୁର୍‌ ବାଟେ ଗାଲାଇ।
24 Just before dawn, our Father looked down on the Egyptian army through the pillar of fire and cloud, throwing the Egyptian army into panic. ମାତର୍‌ ସବୁବେଲର୍ ମାପ୍‌ରୁ ମଜାରାତି ବେଲାଇ ଉଜଲ୍‌ ଅଇବେଲେ ସବୁବେଲର୍‌ ମାପ୍‌ରୁ ଜଇଆଲା ଆରି ମେଗ୍‌ ଆଲା, ମିସରର୍‌ ସନିଅମନ୍‌କେ ଦକ୍‌ଲାଇ, ଆରି ମିସରର୍‌ ସନିଅମନ୍‌କେ ଏନେତେନେ କରାଇଲା ।
25 He clogged their chariot wheels so they drove with difficulty. The Egyptians said, "Let's flee Israel—God fights for them against Egypt!" ତାକର୍‌ ରତର୍‌ ଚକ୍ ଦବି ଗାଲାକେ ଚକ୍ କୁସ୍‌ଲାଇ ବେସି କସ୍‌ଟ ସଙ୍ଗ୍‌ ରତ୍‌ ଚାଲାଇ, ଆରି ସେଡ୍‌କିବେଲେ ମିସରର୍‌ ଲକ୍‌ କଇଲାଇ, ଆସା ଆମେ ବାଉଡି ଉଟିଜୁ, ସବୁବେଲର୍‌ ମାପ୍‌ରୁ ଇସ୍‌ରାଏଲ୍‌ ଲକର୍ ସଙ୍ଗ୍‌ ରଇ ଆମର୍ ବିରୁଦେ ଜୁଇଦ୍‌ କଲାନି ।
26 Then our Father said to Moses, "Stretch your hand over the sea so the waters return over the Egyptians, over their chariots, over their horsemen." ତାର୍‌ପଚେ‌ ସବୁବେଲର୍‌ ମାପ୍‌ରୁ ମସାକେ କଇଲା, ଏବେ ତର୍ ଆତ୍‌ ସମ୍‌ଦୁର୍‌ ତେଇ ଚିଆଇ ଦେସ୍, ତାର୍‌ପଚେ ମିସରର୍‌ ଲକର୍‌ ଆରି ରତ୍‌ ଚାଲାଉମନର୍‌ ଆରି ଗଡା ଚାଲାଉ ମନର୍‌ ଉପ୍‌ରେ ପାନି ଡାବି ଅଇସି ।
27 Moses stretched his hand over the sea; by daybreak it returned to full depth. The Egyptians fled toward it, and our Father flung the Egyptians into the sea's midst. ତାର୍‌ପଚେ ମସାର୍ ଆତେ ରଇଲା ଡାଙ୍ଗ୍‌ ସମ୍‌ଦୁରର୍‌ ପାନିତେଇ ଆତ୍‌ ଚିଆଇଲାକେ, ସାକାଲ୍ ପାଇବାକେ ପାନି ବର୍‌ତି ଅଇଲା, ତାର୍‌ପଚେ ପାନି ଆଇଲାକେ ମିସରର୍‌ ଲକ୍‌ମନ୍‌ ବାଉଡି ପାଲାଇବାବେଲେ ସବୁବେଲର୍‌ ମାପ୍‌ରୁ ସେମନ୍‌କେ ପାନିତେଇ ବୁଡାଇଲା ।
28 The water returned and covered chariots and horsemen, all Pharaoh's army that chased them into the sea. None survived. ଆରି ପାର ରାଜାର୍ ସନିଅ ଆରି ଗଡା, ରତ୍‌ ଚାଲାଉମନ୍‌ ଜେତେକ୍‌ ଲକ୍ ତାକର୍ ପଚେ ପଚେ ଜାଇତେ ରଇଲାଇ ସର୍‌ତେ ଲକ୍ ପାନିତେଇ ବୁଡି ମଲାଇ ଗଟେକ୍‌ ଲକ୍ ମିସା ଜିଅତ୍ ନାଇ ।
29 The Israelites walked through the sea's middle on dry ground, waters a wall on their right and left. ମାତର୍‌ ଇସ୍‌ରାଏଲର୍‌ ଲକ୍ ସୁକ୍‌ଲା ମାଟିତେଇ ଇଣ୍ଡିଗାଲାଇ, ପାନି ସେମନର୍‌ ଉଜା ବାଟେ ଆରି ଡେବ୍‌ରି ବାଟେ କୁଡ୍ ପାରା ଟେକି ଅଇରଇଲା ।
30 That day our Father saved Israel from Egypt's hand, and Israel saw Egyptians dead on the seashore. ଏନ୍ତାର୍‌ କରି ସେ ଦିନେ ଇସ୍‌ରାଏଲର୍‌ ଲକ୍‌କେ ମିସର୍‌ ଦେସର୍ ଲକର୍ ତେଇଅନି ଉଦାର୍‌ କରି ଆନ୍‌ଲା ଆରି ତାକର୍ ମୁଆଟେ ମିସରର୍‌ ଲକ୍‌କେ ପାନିତେଇ ମଲାଟା ଦେକ୍‌ଲାଇ ।
31 Israel saw the great power our Father used against Egypt; they feared him, and trusted him and his servant Moses. ସବୁବେଲର୍‌ ମାପ୍‌ରୁ ମିସରର୍‌ ଲକ୍‌ର ବିରୁଦେ ଏ ଜନ୍‌ କାବା କାମ୍‌ କଲାଇ, ସେଟା , ଇସ୍‌ରାଏଲର୍‌ ଲକ୍‌ ଦକ୍‌ଲାଇ, ତାର୍‌ପଚେ ଲକ୍‌ମନ୍‌ ସବୁବେଲର୍‌ ମାପ୍‌ରୁକେ ଡରି କରି ତାର୍‌ ସବୁବେଲର୍‌ ତେଇ ଆରି ତାର୍‌ ଦାସ୍ ମସାର୍‌ ଉପରେ ବିସ୍‌ବାସ୍ କରି ଇଣ୍ଡ୍‌ଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]