Skip to content
The Believer's Library

Desiya Bible

Exodus 13 Saa25

Show Saa25 only
Verse × ×
1 Our Father spoke to Moses: ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ମସାକେ କଇଲା,
2 "Dedicate to me every firstborn. The first to open every womb among the Israelites is mine, whether human or animal." ଇସ୍‌ରାଏଲ୍ ଦେସର୍ ଲକ୍ ବିତ୍‌ରେ ଅନି ଅଅ କି ପସୁର୍ ଅଅ, ପର୍‌ତୁମ୍‌ ଜନମ୍‌ ଅଇଲାଟା ମର୍‌ ନାଉଁରେ ଆନି ସର୍‌ପି ଦେଇସା, ସେଟା ମର୍‌ଟା ।
3 Moses told the people, "Remember this day you came out of Egypt, out of the house of slavery, for with a mighty hand our Father brought you out of this place. Eat no bread made with yeast. ତାର୍‌ପଚେ ମସା ଲକ୍‌ମନ୍‌କେ କଇଲା, ତମେ ଏ ଦିନେ ମନେ ସଙ୍ଗାଆ , ତମେ ମିସର୍‌ ଦେସେ ଗତି ଦାଙ୍ଗ୍‌ଡା ଅଇ ରଇଲାସ୍‌, ମାତର୍‌ ସବୁବେଲର୍‌ ମାପ୍‌ରୁ ତାର୍‌ ବପୁ ସଙ୍ଗ୍‌ ମିସର୍‌ ଦେସେ ଅନି ବାର୍‌କରାଇ ଆନ୍‌ଲା, ସେଟାର୍‌ପାଇଁ ତମେ ତାଡି ମିସି ରଇଲା ରୁଟି ନ କାଆସ୍ ।
4 Today, in the month of Abib, you are going out. ତମେ ଆବିବ୍‌ ମାସର୍‌ ଏ ଦିନେ ମିସର୍‌ ଦେସେ ଅନି ବାରଇଲାସ୍‌ ।
5 When our Father brings you into Canaanite, Hittite, Amorite, Hivite, and Jebusite country—the land he promised your ancestors to give you, flowing with milk and honey—keep this observance this month. ଆରି କିଣାନ୍, ଇତିଅ, ଇମରିଅ, ଇଦିଅ ଆରି ଜିବୁସିଅ ଲକ୍‌ମନର୍ ଆନିଦାଦିମନର୍ ଲଗେ ଜନ୍ ଦେସ୍ ଦେବାକେ ସବୁବେଲର୍ ମାପ୍‌ରୁ କାତା ଦେଇ ରଇଲା, ସେ ଉର୍‌ବର୍ ଜମି , ଜେଡେବଲ୍ ତମ୍‌କେ ତେଇ ଆନ୍‌ସି, ତମେ ସେ ମାସର୍ ସେ ଦିନେ କାମ୍‌ ସିଦ୍ ଅଇସି ।
6 Seven days you are to eat bread without yeast, and on the seventh day a feast to our Father. ସାତ୍ ଦିନ୍‌ ଜାକ ତାଡି ନ ମିସ୍‌ଲା ରୁଟି କାଇସା ଆରି ସାତ୍ ଦିନ୍‌ ଜାକ ସବୁବେଲର୍ ମାପ୍‌ରୁର୍ ନାଅଁରେ ପରବ୍‌ କର୍‌ସା ।
7 Eat bread without yeast the seven days. No bread with yeast may be found among you, no yeast in all your borders. ଆରି ସେ ସାତ୍‌ଦିନ୍ ଜାକ ତାଡି ନ ମିସ୍‌ଲା ରୁଟି କାଇସା, ଆରି ତାଡି ମିସ୍‌ଲା ରୁଟି ନ କାଆସ୍, ଦେସ୍‌ଜାକ ତାଡିରୁଟି ଦେକାଇ ନ ଅଏ ।
8 That day tell your son, "This is because of what our Father did for me when I came out of Egypt." ଆରି ସେ ଦିନେ ତମର୍ ପିଲାକେ ଜାନାଇସା ମିସର୍‌ ଦେସେ ଅନି ବାର୍‌କରାଇ ଆନ୍‌ବାବେଲେ ସବୁବେଲର୍ ମାପ୍‌ରୁ ଜାଇ ଜାଇ କାବାଅଇଜିବା କାମ୍ କଲା, ସେ ଦିନେ ତମର୍‌ ପିଲାମନ୍‌କେ ଏତାଇବାକେ ଜାନାଇସା ।
9 It will be a sign for you on your hand and a reminder on your forehead, so our Father's instruction is on your lips; for with a mighty hand our Father brought you out of Egypt. ଆରି, ସବୁବେଲର୍‌ ମାପ୍‌ରୁର୍‌ ନିଅମ୍‌ ଜେନ୍‌ତାର୍‌ କି ତମର୍‌ ଟଣ୍ଡେ ରଇସି, ସେଟାର୍‌ ପାଇ ଏଟା ଚିନ୍ ପାରା ଅଇସି ଆରି ଆତେ ଆରି ଏତାଆ, ଆଁକି ମନର୍‌ ଲଗେ ରଇସା, ଜେନ୍‌ତାର୍‌ କି ସବୁବେଲର୍‌ ମାପ୍‌ରୁ ବପୁ ସଙ୍ଗ୍‌ ମିସର୍ ଦେସେ ଅନି ବାର୍ କରାଇ ଆନ୍‌ଲା ।
10 So you are to keep this statute at its appointed time, year after year. ଏନ୍‌ତାରି ସବୁ ବରସେ ସମାନ୍‌ ବେଲାଇ ନିଅମ୍ ପାଲନ୍ କର୍‌ସା ।
11 When our Father brings you into the land of the Canaanites and gives it to you, as he swore to you and to your ancestors, ସବୁବେଲର୍ ମାପ୍‌ରୁ ତମର୍‌ ଆନିଦାଦିମନ୍‌କେ ଜନ୍‌ ପର୍‌ମାନ୍‌ କରି ଆଚେ, ସେ ଇସାବେ କିଣାନ୍‌ ଦେସ୍‌ ତମ୍‌କେ ଦେଇସି ।
12 set apart for our Father every first to open the womb; every firstborn male of your livestock belongs to our Father. ସେଡ୍‌କି ବେଲେ ତମର୍‌ ପର୍‌ତୁମ୍ ଜନମ୍ ଅଇଲା ପିଲା ଆରି ପସୁର୍‌ ପର୍‌ତୁମ୍ ଜନମ୍‌ କଲା ସବୁବେଲର୍ ମାପ୍‌ରୁର୍‌ ନାଅଁରେ ସର୍‌ପି ଦେଇସା, ସେଟା ସର୍‌ତେ ସବୁବେଲର୍‌ ମାପ୍‌ରୁର୍‌ଟା ।
13 Redeem every firstborn donkey with a lamb, but if you don't, break its neck. Redeem every firstborn among your sons. ଆରି ସେ ମେଣ୍ଡା ପିଲାର୍ ଲାଗି ପର୍‌ତୁମ୍ ଜନମ୍‌ ଅଇଲା ଗଦକେ ମୁକ୍‌ଲାଇସା; ଜଦି ନ ମୁକ୍‌ଲାଇଲାସ୍‌, ଜିଇବାଇ, ସେଟା ନ କଲେ ତାର୍‌ ଗାଲା ବାଙ୍ଗାଇ ଦେଇସା, ମାତର୍‌ ତମର୍ ଲକ୍‌ମନର୍ ପର୍‌ତୁମ୍ ଜନମ୍‌ ଅଇବା ସର୍‌ତେ ପିଲାକେ ଉଦାର୍ କର୍‌ସା ।
14 When your son later asks, "What does this mean?" tell him, "With a mighty hand our Father brought us out of Egypt, out of the house of slavery. ଜଦି ଆଇବା ଦିନ୍ ମନ୍‌କେ ତମର୍ ପିଲାଟକି ପାଚାର୍‌ଲେ କଇସା, ଆମେ ମିସର୍‌ ଦେସେ ଗତି ଦାଙ୍ଗ୍‌ଡା ଅଇ ରଇଲୁକେ ସବୁବେଲର୍ ମାପ୍‌ରୁ ତାର୍‌ ବପୁ ସଗତ୍‌ ସଙ୍ଗ୍ ଆମ୍‌କେ ବାର୍ କରାଇ ଆନ୍‌ଲା ।
15 When Pharaoh stubbornly refused to let us go, our Father killed every firstborn in Egypt, from firstborn people to firstborn animals. So I sacrifice to our Father every male that first opens the womb, but redeem every firstborn son." ସେଡ୍‌କିବେଲେ ପାର ରାଜା ଆମ୍‌କେ ନ ଚାଡତେ ରଇଲାକେ, ସବୁବେଲର୍‌ ମାପ୍‌ରୁ ମିସରିଅ ଲକର୍‌ ଆରି ପାର ରାଜାର୍ ପର୍‌ତୁମ୍ ପିଲା ଆରି ପସୁର୍ ପର୍‌ତୁମ୍ ପାକାଇଲା ପିଲାକେ ମରାଇଲା, ସେଟାର୍‌ପାଇଁ ପର୍‌ତୁମ୍ ପିଲା ଆରି ପସୁର୍ ପର୍‌ତୁମ୍ ପକାଇଲାଟା ସର୍‌ପି ଦେବାକେ ଅଇସି, ସେ ପର୍‌ତୁମ୍ ପିଲା ସର୍‌ତେ ଲକ୍‌କେ ଉଦାର୍ କର୍‌ସି ।
16 It will be a sign on your hand and a band on your forehead, for with a mighty hand our Father brought us out of Egypt." ଏଟା ଚିନ୍‌ ପାରା ତମର୍ ଆତେ ଆରି କାପାଲେ ତୁଆଲ୍ ପାରା ତମର୍‌ ଆଁକି ରୁଦୟ୍‌ ଜାଗା ଲଗେ ରଇସି, ତେବେ ସବୁବେଲର୍ ମାପ୍‌ରୁ ମିସର୍‌ ଦେସେ ଅନି ତାର୍‌ ବପୁ ଦେକାଇ ବାର୍‌ କରାଇ ଆନ୍‌ଲା ।
17 When Pharaoh let the people go, our Father did not lead them along the road through Philistine land, though it was near; for our Father said, "If they face war, they may change their minds and return to Egypt." ତାର୍‌ପଚେ ପାରରାଜା ଲକ୍‌ମନ୍‌କେ ଚାଡି ଦେଲା ପଚେ, ପଲେସ୍‌ଟିଅ ଦେସେ କେଟ୍‌ବାକେ ଲଗେ ରଇଲା ମାତର୍‌ ପର୍‌ମେସର୍‌ ସେ ବାଟେ ଜିବାକେ ପାଟାଏ ନାଇ, କାଇକେବଇଲେ ପର୍‌ମେସର୍ କଇଲା, ଏ ବାଟେ ଗାଲେ ମାରା ମାରି ଅଇବାଟା ଦେକ୍‌ଲେ ଆର୍‌ତରେକ୍ ବାଉଡି ମିସର୍‌ ଦେସେ ଉଟି ଜିବାଇ ।
18 So our Father led the people around by the desert road toward the Red Sea. The Israelites went up from Egypt dressed for battle. ସେଟାର୍‌ପାଇଁ ପର୍‌ମେସର୍ ସେମନ୍‌କେ ବାଙ୍କ୍‌ ଟେଙ୍କ୍ ବାଟ୍ ବୁଲାଇ ସୁପ୍‌ ସାଗର୍ ବାଟେ ଇଣ୍ଡାଇଲା ଆରି ଇସ୍‌ରାଇଲର୍ ଲକ୍ ସେ ବାଟେ ତିଆର୍‌ ଅଇ ମିସର୍‌ ଦେସେ ଅନି ବାରଇ ଇଣ୍ଡ୍‌ଲାଇ ।
19 Moses took Joseph's bones, for Joseph had made Israel's sons swear, "Our Father will surely come for you, and you must carry my bones up from here with you." ଆରି ମସା ଜସେପ୍‌ର ଆଡ୍‌ ଦାରି ଆଇଲା, କାଇକେବଇଲେ ଇସ୍‌ରାଇଲର୍ ଲକ୍‌ମନ୍‌କେ ଡାଣ୍ଟ୍ ସଙ୍ଗେ ପର୍‌ମାନ୍ କରାଇ କରି କଇ ରଇଲା, ପର୍‌ମେସର୍ ଗଟେକ୍‌ ଦିନ୍‌ ମିସର୍ ଦେସେ ଅନି ବାର୍ କରାଇ ନେଇସି, ସେଡ୍‌କିବେଲେ ମର୍ ଆଡ୍ ଦାରି ଜାଇସା
20 They set out from Succoth and camped at Etham, on the edge of the wilderness. ତାର୍‌ପଚେ ଇସ୍‌ରାଏଲର୍‌ ଲକ୍ ସୁକ୍‌ତ ତେଇ ଅନି ଇଣ୍ଡ୍‌ବାର୍ ଆରାମ୍‌ କରି ଗଟେକ୍ ଡଙ୍ଗର୍‌ ପାଲିର୍‌ ଏତେମ୍ ବଲବା ଗାଏଁ କୁଡିଆ କଲାଇ ।
21 And our Father went ahead of them by day in a pillar of cloud to lead the way, and by night in a pillar of fire to give them light, so they could travel day and night. ତେଇଅନି ସେମନ୍‌ ଜେନ୍‌ତାର୍‌ କି ରାତି ଦିନ୍ ଇଣ୍ଡି ପାରତ୍‌, ଏଟାର୍‌ ପାଇ ସବୁବେଲର୍ ମାପ୍‌ରୁ ଦିନ୍ ବେଲା ଇଣ୍ଡ୍‌ବାକେ ମେଗୁଆ ପାଗ୍‌ ଆରି ରାତିଆ ଇଣ୍ଡ୍‌ବାକେ ଜଇ ଅଲାପାରା ଉଜଲ୍‌ ଅଇ ଆଗତୁ ଆଗ୍‌ତୁ ଗାଲା ।
22 The pillar of cloud by day and the pillar of fire by night never left its place before the people. ସବୁବେଲର୍‌ ମାପ୍‌ରୁ ସେ ଲକ୍‌ମନର୍‌ ତେଇଅନି ଦିନ୍‌ ବେଲା ମେଗୁଆ ପାଗ୍‌ ଆରି ରାତିଆର୍‌ ଜଇ ଉଜଲ୍ ଗୁଚାଏ ନାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]