Skip to content
The Believer's Library

Desiya Bible

Ecclesiastes 10 Saa25

Show Saa25 only
Verse × ×
1 Dead flies make the perfumer's oil stink and ferment; so a little foolishness outweighs wisdom and honor. ମଲା ମଚିମନ୍ କାଚ୍‌ ବିତ୍‌ରେ ପୁରିକରି ବାସ୍‌ନା ଚିକନ୍‌କେ ଗନ୍ଦ୍ କରିଦେବାଇ ଆରି ଅଲପ୍‌ ଗିଆନି ବେସି ଗିଆନ୍ ରଇଲା ବିସଇକେ କାରାପ୍ କରିଦେବାଇ।
2 The heart of the wise inclines to his right, but the heart of a fool to his left. ଗିଆନି ଲକର୍ ବୁଦି ବଲ୍‌ ବାଟେ ନେଇଁସି; ମାତର୍ କାରାପ୍ ଲକର୍ ବୁଦି ସବୁବେଲେ କାରାପ୍‌ ବାଟେ ରଇସି।
3 Even when the fool walks along the road, he lacks sense, and he shows everyone that he is a fool. ଆରି, କାରାପ୍ ଲକ୍ କେନେ ଜିବାର୍ ଆଲେ ବାଟ୍ ବାନା ଅଇ ଜିବାଇ, ଆରି ସେ ଜାକେ ଦେକ୍‌ଲେ ତାକେ କଇତେ ରଇସି, ସେ କାରାପ୍ ଲକ୍ ବଲିକରି।
4 If the ruler's anger rises against you, do not leave your post, for calmness lays great offenses to rest. ତମ୍‌କେ ସାସନ୍ କରୁମନର୍ ସଙ୍ଗେ ଲାଗାଜଡା କଲେ, ନିଜର୍‌ ଜାଗାକେ ଚାଡା ନାଇଁ; କାଇକେବଇଲେ ନିଜେ ଡାଣ୍ଟ୍‌ ଅଇ ରଇଲେ ବଡ୍‌ବଡ୍ ପାପ୍‌ ଉନା ଅଇସି।
5 There is an evil I have seen under the sun, the kind of error that comes from a ruler: ମୁଇଁ ଏ ଆକାସ୍ ତଲେ ବେସି କାରାପ୍ ବିସଇମନ୍ ଦେକ୍‌ଲି ଆଚି, ସେଟା ସାସନ୍‌ କରୁମନର୍ ଟାନେଅନି ଜାତ୍ ଅଇ ବୁଲ୍ ପାରା ଡିସ୍‌ସି;
6 foolishness is set in many high places, while the rich sit in low positions. କାରାପ୍‌ ଲକ୍ ସବୁ ଲକର୍ ଉପ୍‌ରେ ଜାଇକରି ମଜାଇ ବସ୍‌ସି, ଆରି ସାଉକାର୍‌ ଲକ୍ କେନ୍‌ତା ଜାଗାଇ ମିସା ବସି ଦେଇସି।
7 I have seen slaves on horseback, and princes walking on foot like slaves. ମୁଇଁ ଗତିଦାଙ୍ଗ୍‌ଡାମନ୍‌କେ ଗଡା ଉପ୍‌ରେ ଆରି ସାଉକାର୍‌ମନ୍ ଗତି ଦାଙ୍ଗ୍‌ଡାମନର୍ ପାରା ଇଣ୍ଡି ଇଣ୍ଡି ବୁଲ୍‌ବାଟା ମୁଇଁ ଦେକ୍‌ଲି।
8 Whoever digs a pit may fall into it, and whoever breaks through a wall may be bitten by a snake. ଜେ ଅଲ୍‌ଗା ଲକ୍‌କେ କାଲେ ଅଦ୍‌ରାଇବାକେ ଚେସ୍‌ଟା କର୍‌ସି ବଇଲେ, ସେ ନିଜେ କାଲେ ଅଦର୍‌ସି ଆରି ଜେ ଜଦି ସାପ୍‌ବିଲେ ଅଗ୍‌ସି‌, ତାକେ ସାଁପ୍‌ ଟକ୍‌ସି।
9 Whoever quarries stones may be hurt by them, and whoever splits logs is endangered by them. ଜନ୍‌ଲକ୍‌ ଜଦି ପାକାନ୍ କୁଆଁରି ଟାନେ କାମ୍ କଲାସ୍‌ନି ବଇଲେ, ପାକ୍‌ନା ତମ୍‌କେ କସ୍‌ଟ ଦେଇସି ଆରି ଜେ ଦାରୁ ପୁଟାଇସି ସେ ଦାରୁ ପୁଟାଇବା ଟାନେ କସ୍‌ଟ ପାଇସି।
10 If the axe is dull and its edge is not sharpened, you have to use more strength; but wisdom brings success. କଡ୍‌କି କି କାଟ୍‌ରା ଜଦି ମଟ ଅଇଲେ କେ ଜଦି ନ ପାଜାଏ, ସେନ୍‌ତାର୍ ଆଲେ ସେ କଡ୍‌କିକେ ଦାତ୍‌ମୁଣ୍ଡ୍ ଚାବିକରି ମାର୍‌ବାର୍ ଆଚେ; ମାତର୍ ନିଜର୍ କାମ୍‌କରି ଦେକାଇବାର୍ ଆଚେ ବଇଲେ ଗିଆନ୍‌ ରଇବାର୍ ଆଚେ।
11 If the snake bites before it is charmed, the charmer gains nothing. ସାଁପ୍‌ ମତର୍ ନ କର୍‌ବା ଆଗ୍‌ତୁ ସାଁପ୍‌ ଟକ୍‌ଲେ ଦସାରିର୍ ବୁଦି କାଇ ଲାବ୍‌କେ ନାଇଁ।
12 A wise man's words bring him favor, but the lips of a fool consume him. ଗିଆନି ଲକର୍ ବାକିଅ ସୁନ୍‌ଲେ ସରି ଆସିର୍‌ବାଦ୍ ପାଇଲା ପାରା ଲାଗ୍‌ସି, ମାତର୍ କାରାପ୍‌ ଲକର୍ ଟଣ୍ଡେଅନି ସୁନ୍‌ଲେ ସରି ବିନାସ୍ ଅଇସି ।
13 The beginning of his words is foolishness, and the end of his talk is wicked madness. ତାର୍‌ ଟଣ୍ଡେଅନି ଅଗିଆନି ବଲି ପଡ୍‌ସି, ସେ ବଲ୍‌ ଲକ୍‌ କି କାରାପ୍ ଲକ୍ ଆରି ସେ ବେସି କାତା ବାର୍‌ତା କରି ଦୁକ୍ ଦେଇସି।
14 Yet the fool keeps on talking. No one knows what is coming, and who can tell anyone what will happen after him? କାରାପ୍‌ ଲକ୍ ବେସି କାତା କଇବାଇ; ଅଇଲେ ମିସା କାଇଟା ଅଇସି, ସେ ନିଜ୍‌କେ ନାଜାନେ; ଆରି ତାର୍‌ପାଇଁ ଜାଇଟା ଗଟ୍‌ସି, ସେଟା ତାକେ କେ ଜାନାଇ ଦେବାଇ?
15 Fools wear themselves out with their work, for they do not even know the way to town. ଜେତ୍‌କି କାରାପ୍ ଲକ୍ କାମ୍‌ କଲେ ମିସା ସେ କାମ୍ କରୁକେ କସ୍‌ଟ ଦେଇସି, କାଇକେବଇଲେ କନ୍‌ବାଟେ ସେ ନଅଁରେ ଜିବାର୍ ଅଇସି, ସେ ବାଟ୍ ସେ ନାଜାନେ।
16 Woe to you, land, when your king is a child and your princes feast in the morning. ଏ ଦେସ୍‌, ତମର୍ ରାଜା ଜଦି ସାନପିଲା ଅଇସି ଆରି ତମ୍‌କେ ସାସନ୍‌ କର୍‌ବା ଲକ୍ ଜେବେ ସାକ୍‌ଲିଆ କାଇବାଇ, ସେନ୍ତାର୍‌ ଆଲେ ତମେ କେଡେ ଦୁକର୍‌ ଲକ୍।
17 Blessed are you, land, when your king is the son of nobles and your princes feast at the proper time—for strength, and not for drunkenness. ଏ ଦେସ୍‌, ରାଜବଁସର୍‌ ପିଲାମନ୍ ତମ୍‌କେ ସାସନ୍ କର୍‌ବାକେ ରାଜା ଅଇବାଇ ଆରି ତମର୍ ମୁକିଆମନ୍ ଜେବେ ନିଜ୍‌କେ ମାତୁଆଲ୍ ନ ଅଇ ରଇବାଇ, ମାତର୍ ବଲବାନ ଅଇକରି ରଇବାକେ ନିଜେ ସମାନ୍ ସମୟରେ କାଇବାଇ, ସେ କେଡେ କରମର୍ ଲକ୍ !
18 Through laziness the rafters sag, and through idle hands the house leaks. ସେ ଅଲସ୍‌ରେ ଚାତ୍ ବସିଜାଇସି, ଆରି ଆତର୍ ସିତଲ୍ କାମ୍‌ରେ ଗରେ ପାନି ଜର୍‌ସି,
19 Bread is made for laughter, and wine gladdens life, and money answers everything. ଆସ୍‌ବାକେ ବଜି ଅଇ ରଇସି, ଆରି ଅଙ୍ଗୁର୍‌ରସ୍ କାଇଲେ ନିଜର୍ ମନ୍‌କେ ସାର୍‌ଦା କର୍‌ସି; ଦନ୍‌ସପତି ନିଜର୍ କାମ୍‌କେ ଆଇସି।
20 Do not curse the king even in your thoughts, and do not curse the rich even in your bedroom, for a bird of the sky may carry your words, and a winged creature may report what you say. ରାଜାକେ ଅବିସାପ୍ ଦିଆସ୍‌ନାଇଁ, ଆରି ମନେ ମନେ ମିସା ଦିଆସ୍‌ନାଇଁ, ଆରି ଦନିକେ ନିଜର୍ ସଇଲା ଗରେ ଅବିସାପ୍ ଦିଆସ୍ ନାଇଁ; କାଇକେବଇଲେ ଆକାସର୍ ଚଡଇ ସେ କାତା ଦାରି ଜାଇସି ଆରି ସେ କାତା ଜାନାଇ ଦେଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]