Skip to content
The Believer's Library

Desiya Bible

Acts 19 Saa25

Show Saa25 only
Verse × ×
1 While Apollos was in Corinth, Paul crossed the inland region and reached Ephesus, where he found some disciples. ଆପଲ୍‌ କରନ୍ତିଏ ରଇଲାବେଲେ, ପାଉଲ୍‌ ସେ ରାଇଜର୍‌ ଉପର୍‌ ବାଗେ ବୁଲି ସାରାଇ, ଏପିସିଏ କେଟ୍‌ଲା । ତେଇ ସେ କେତେଟା ସିସ୍‌ମନ୍‌କେ ବେଟ୍‌ ଅଇଲା ।
2 He asked them, "Did you receive the Holy Spirit when you believed?" They replied, "No, we haven't even heard there is a Holy Spirit." ସେମନ୍‌କେ ପାଚାର୍‌ଲା “ତମେ ବିସ୍‌ବାସି ଅଇବା ବେଲାଇ ସୁକଲ୍‌ ଆତ୍‌ମା ପାଇରଇଲାସ୍‌ କି ?” ସେମନ୍‌ କଇଲାଇ, “ସୁକଲ୍‌ ଆତ୍‌ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
3 So he asked, "Into what then were you baptized?" "Into John's baptism," they said. ପାଉଲ୍‌ ପାଚାର୍‌ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍‌ ନେଇ ଆଚାସ୍‌ ?” ସେମନ୍‌ କଇଲାଇ “ଡୁବନ୍‌ ଦେଉ ଜଅନର୍‌ ଡୁବନ୍‌ ।”
4 Paul said, "John baptized with a baptism of repentance, telling people to believe in the one coming after him—Jesus." ପାଉଲ୍‌ କଇଲା, “ଜନ୍‌ ଲକ୍‌ମନ୍‌ ପାପେଅନି ବାଉଡି ରଇଲାଇ, ଜଅନର୍‌ ଡୁବନ୍‌ ସେମନର୍‌ ପାଇ ଟିକ୍‌ ରଇଲା । ମାତର୍‌ ତାର୍‌ପଚେ ଜେ ଆଇବାର୍‌ ରଇଲା, ଜନ୍‌ଟା କି, ଜିସୁ, ତାର୍‍ ଲଗେ ବିସ୍‌ବାସ୍‌ କର୍‌ବାକେ, ଜଅନ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ କଇରଇଲା ।”
5 On hearing this, they were baptized in the name of the Lord Jesus. ଏଟା ସୁନି ସେମନ୍‌ ମାପ୍‌ରୁ ଜିସୁର୍‌ ନାଉଁ ଦାରି ଡୁବନ୍‌ ନେଲାଇ ।
6 When Paul laid hands on them, the Holy Spirit came on them; they spoke in tongues and prophesied. ପାଉଲ୍‌ ସେମନର୍‌ ଉପ୍‌ରେ ଆତ୍‌ ଚିଇଲା ଆରି ସୁକଲ୍‌ ଆତ୍‌ମା ତାକର୍‌ଟାନେ ଉତର୍‌ଲା । ସେମନ୍‌ ବିନ୍‌ ବିନ୍‌ ବାସାଇ କାତା କଇଲାଇ ଆରି ପରମେସରର୍‌ ସୁବ୍‌ କବର୍‌ ଜାନାଇଲାଇ ।
7 There were about twelve men in all. ସେମନ୍‌ ମୁନୁସ୍‌ ପିଲା ବାର ଲକ୍‌ ରଇଲାଇ ।
8 Paul entered the synagogue, speaking boldly three months, reasoning and persuading about our Father's kingdom. ତାର୍‌ ପଚେ ପାଉଲ୍‌ ତିନ୍‌ ମାସ୍‌ ଜାକ ନ ଡର୍‌ତେ ପାର୍‌ତନା ଗରେ କାତାବାର୍‌ କରି ପରମେସରର୍‌ ରାଇଜ୍‌ ବିସଇ ସେମନର୍‌ ମନେ ବିସ୍‌ବାସ୍‌ ଜନ୍‌ମାଇବାକେ ଚେସ୍‌ଟା କଲା ।
9 When some grew stubborn, refusing to believe and slandering the Way before the crowd, he withdrew from them, took the disciples, and reasoned daily in Tyrannus's lecture hall. ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକର୍‌ ମନ୍‌ ଡାଟ୍‌ ରଇଲା । ସେମନ୍‌ ବିସ୍‌ବାସ୍‌ କରତ୍‌ନାଇ । ଦଲର୍‌ ସବୁ ଲକର୍‌ ମୁଆଟେ ସେମନ୍‌ ମାପ୍‌ରୁର୍‌ ବାଟ୍‌ ବିସଇନେଇ, ତିପୁଲ୍‌ କାତା କଇଲାଇ । ସେଟାର୍‌ପାଇଁ ପାଉଲ୍‌ ସେମନ୍‌କେ ଚାଡି, ବିସ୍‌ବାସିମନ୍‌କେ ନେଇ, ସବୁ ଦିନ୍‌ ଟିରାନସ୍‌ ନାଉଁର୍‌ ଗରେ ନିଆଇ କର୍‌ବାର୍‌ ଦାର୍‌ଲାଇ ।
10 This continued two years, so all living in Asia, both Jews and Greeks, heard the word of the Lord Jesus. ଏଟା ଦୁଇ ବରସ୍‌ ଦାରି ଚାଲ୍‌ଲା । ରମ୍‌ ଦେସର୍‌ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍‌ ଲକ୍‌ ମିସା ମାପ୍‌ରୁର୍‌ ବାକିଅ ସୁନ୍‌ଲାଇ ।
11 Our Father did extraordinary miracles through the hands of Paul, ପର୍‌ମେସର୍‌ ପାଉଲର୍‌ତେଇଅନି ବେସି ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ କଲା ।
12 so even handkerchiefs and aprons that touched his skin were carried to the sick, and diseases left them and evil spirits went out of them. ଏନ୍ତି କି ପାଉଲ୍‌ ପୁଚିଅଇବା ଉର୍‌ମାଲ୍‌ ଆରି ବସ୍‌ତର୍‌ ରଗିମନର୍‌ ଲଗେ ନେଲେ, ସେମନ୍‌ ନିମାନ୍‌ ଅଇତେ ରଇଲାଇ । ସେମନର୍‌ ଗାଗ୍‌ଡେଅନି କାରାପ୍‌ ଆତ୍‌ମାମନ୍‌ ସବୁ ବାରଇଜାଇତେ ରଇଲାଇ ।
13 Some traveling Jewish exorcists also tried invoking the name of the Lord Jesus over those with evil spirits, saying, "I command you by the Jesus Paul preaches." କେତେଟା ଏନେତେନେ ବୁଲ୍‌ବା ଡୁମା ଚାଡାଇବା ଜିଉଦିମନ୍‌ ମିସା, ଜିସୁର୍‌ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍‌ଟା କଲାଇ । ସେମନ୍‌ କାରାପ୍‌ ଆତ୍‌ମାମନ୍‌କେ କଇତେ ରଇଲାଇ, “ପାଉଲ୍‌ ଜାନାଇବା ଜିସୁର୍‌ ନାଉଁ ଦାରି ତକେ ଆଦେସ୍‌ ଦେଲିନି ।”
14 Seven sons of a Jewish high priest named Sceva were doing this. ଏସ୍‌କେବା ନାଉଁର୍‌ ଗଟେକ୍‌ ଜିଉଦି, ବଡ୍‌ ପୁଜାରିର୍‌ ସାତ୍‌ଟା ପିଲାମନ୍‌, ଏ ରକାମ୍‌ କର୍‌ତେ ରଇଲାଇ ।
15 But the evil spirit answered them, "Jesus I know, and Paul I recognize, but who are you?" ମାତର୍‌ କାରାପ୍‌ ଆତ୍‌ମା ସେମନ୍‌କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍‌କେ ଚିନ୍‌ଲି ଆଚି, ମାତର୍‌ ତମେ କେ ?”
16 And the man who had the evil spirit leaped on them, overpowered them all, and prevailed against them, so that they fled out of that house naked and wounded. କାରାପ୍‌ ଆତ୍‌ମା ଦାରିରଇଲା ଲକ୍‌, ସେମନ୍‌କେ ଦାରି ଚାବ୍‌କାତର୍‌ କରି ପାକାଇଲା । ସେମନର୍‌ ଲୁଗାପଚିଆ ଚିରି ଡୁମ୍‌ଣ୍ଡା କରିଦେଲା । ସେମନ୍‌ କଣ୍ଡିଆ ବଣ୍ଡିଆ ଅଇ ତାର୍‌ ଗରେଅନି ବାରଇ ପାଲାଇଲାଇ ।
17 All Jews and Greeks living in Ephesus learned of this. Fear seized them all, and the name of the Lord Jesus was highly praised. ଏପିସେ ବାସାଅଇରଇବା ଜିଉଦି ବିସ୍‌ବାସିମନ୍‌ ଆରି ଗିରିକ୍‌ ଲକ୍‌ମନ୍‌, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍‌ରୁ ଜିସୁର୍‌ ନାଉଁ ଅଦିକ୍‌ ଡାକ୍‌ପୁଟା ଅଇଲା ।
18 Many of those who had become believers also came, confessing and disclosing their practices. ବିସ୍‌ବାସିମନର୍‌ ବିତ୍‌ରେଅନି ବେସି ଲକ୍‌ ସବୁର୍‌ ମୁଆଟେ ନିଜେ କଲା କାରାପ୍‌ କାମ୍‌ ମାନ୍‌ଲାଇ ।
19 Many who had practiced sorcery brought their scrolls together and burned them before everyone. They added up the price and found it worth 50,000 days' wages. ପାଙ୍ଗନ୍‌ ବିଦିଆ ଅବିଆସ୍‌ କର୍‌ତେରଇବା ବେସି ଲକ୍‌ମନ୍‌ ତାକର୍‌ ବଇମନ୍‌ ଆନି ଟୁଲିଆଇକରି ସବୁ ଲକର୍‌ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍‌ ବଇର୍‌ ଦାମ୍‌ ପଚାସ୍‌ ଅଜାର୍‌ ରୁପାଟାଙ୍ଗା ଏତ୍‌କି ରଇଲା ।
20 So the word of the Lord Jesus continued to grow mightily and prevail. ଏନ୍ତିବାବ୍‌ରେ ପରମେସରର୍‌ ବାକିଅ ଅଦିକ୍‌ ଅଦିକ୍‌ ଗୁଲାଇବାଟେ ଉଡ୍‌ରା ଅଇଜାଇ ଅଦିକ୍‌ ବପୁ ଅଇବାର୍‌ ଦାର୍‌ଲା ।
21 When this was done, Paul decided in his spirit to go through Macedonia and Achaia to Jerusalem, saying, "After I've been there, I must see Rome too." ଏ ସବୁ ଗଟ୍‍ନା ପଚେ ପାଉଲ୍‌ ମାସିଦନିଆ ଆରି ଆକାୟା ବାଟ୍‌ ଦେଇ ଜିରୁସାଲମେ ଜିବାକେ ଟିକ୍‌ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍‌ ଦେସେ ମିସା ଜିବାର୍‌ ଆଚେ ।”
22 He sent two of his assistants, Timothy and Erastus, to Macedonia, while staying in Asia himself a while longer. ସେଟାର୍‌ପାଇଁ ସେ ତାର୍‌ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍‌ତସ୍‌କେ ମାସିଦନିଆଇ ପାଟାଇଲା, ମାତର୍‌ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍‌ ରଇଲା ।
23 About that time there arose a serious disturbance concerning the Way. ଏତ୍‌କି ବିତ୍‌ରେ ମାପ୍‌ରୁ ଦେକାଇରଇବା ବାଟ୍‌ ବିସଇ ନେଇ, ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ ଅଇବାଟା ଉବଜ୍‌ଲା ।
24 For a man named Demetrius, a silversmith who made silver shrines of Artemis, kept many craftsmen busy. ଦିମିତିରିୟ ନାଉଁର୍‌ ଗଟେକ୍‌ ରୁପାର୍‌ ପୁତ୍‌ଲା ତିଆର୍‌ କରୁ, ଆର୍‌ତେମି ଦେବିର୍‌ ମନ୍ଦିରେ ପୁତ୍‌ଲା ତିଆର୍‌ କର୍‌ତେ ରଇଲା । ଏନ୍ତାରି ବେବାର୍‌କରି ପୁତ୍‌ଲା ତିଆର୍‌ କରୁମନ୍‌, ବେସି ଲାବ୍‌ ପାଇତେ ରଇଲାଇ ।
25 He gathered them and workers in similar trades and said, "Men, you know our wealth comes from this trade. ସେଟାର୍‌ପାଇଁ ସେ ତାର୍‌ ସଙ୍ଗର୍‌ ବେବାରିମନ୍‌କେ ରୁଣ୍ଡାଇକରି କଇଲା, “ଆଗିଆମନ୍‌, ଏ ବେବାର୍‌ ଆମ୍‌କେ ସାଉକାର୍‌ କଲାଆଚେ ବଲି ସବୁ ଲକ୍‌ ଜାନାସ୍‌ ।
26 You see and hear that this Paul has persuaded and turned away a great many people—not only in Ephesus but nearly all of Asia—telling them gods made by hands aren't gods at all. ଏବେ, ଏ ଲକ୍‌ ପାଉଲ୍‌ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି । ସେ କଇଲାନି, ଲକର୍‌ ଆତେ ତିଆର୍‌ କଲା ଦେବ୍‌ତା ସବୁ ବିଲ୍‌କୁଲ୍‌ ଦେବ୍‌ତା ନଅତ୍‌ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍‌ମନ୍‌କେ ଏ ବିସଇ କଇ ଉସ୍‌କାଇଲାନି ।
27 The risk isn't just that our trade loses its good name, but that the temple of the great goddess Artemis will count for nothing, and she, worshiped by all Asia and the world, will be stripped of her greatness." ସେଟାର୍‌ପାଇଁ ଆମର୍‌ ବେବାର୍‌ ବୁଡିଜିବାର୍‌ ଉପ୍‌ରେ ଆଚେ । କାଲି ସେତ୍‌କି ନଏଁ, ଜନ୍‌ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍‌ଟାନେଅନି ପୁଜାପାଇସି, ସେ ଡାକ୍‌ପୁଟା ଆର୍‌ତେମି ଦେବି, ମନ୍ଦିରର୍‌ ଡାକ୍‌ପୁଟା ଆରି ନ ରଏ, ଆରି ଆର୍‌ତେମି ଦେବିର୍‌ ମର୍‌ଜିତା ନସ୍‌ଟ ଅଇସି ।”
28 Hearing this, they were enraged and shouted, "Great is Artemis of the Ephesians!" ଲକ୍‌ମନ୍‌ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍‌ ଆର୍‌ତେମି ବଡ୍‌ଦେବିର୍‌ ଡାକ୍‌ପୁଟା ଅ !”
29 The city filled with confusion; together they rushed into the theater, dragging along Gaius and Aristarchus, Macedonians, Paul's traveling companions. ଏ ଗଣ୍ଡ୍‍ଗଲ୍‌ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍‌ମନ୍‌ ପାଉଲ୍‌ ସଙ୍ଗ୍‍ ରଇବା ମାକିଦନିଆର୍‌ ଗାୟ ଆରି ଆରିସ୍‌ତାକସ୍‌, ଦୁଇଲକ୍‌କେ ଦାରି, ଦାପ୍‌ରେ ଜୁଇଦ୍‌ ବାଟେ ପାଲାଇଲାଇ ।
30 When Paul wanted to go in among the crowd, the disciples would not let him. ତେଇ ପାଉଲ୍‌ ଏକ୍‌ଲାସେ ଲକ୍‌ମନର୍‌ ବିତ୍‌ରେ ଜିବାକେ ମନ୍‌କଲା । ମାତର୍‌ ବିସ୍‌ବାସିମନ୍‌ ତାକେ ବିତ୍‌ରେ ଜିବାକେ ଚାଡତ୍‌ନାଇ ।
31 Even some officials of the province, his friends, sent word urging him not to risk entering the theater. ଆସିଆ ରାଇଜର୍‌ କେତେଟା ମୁକିଅ ସାସନ୍‌ କାରିଆମନ୍‌ ମିସା ପାଉଲର୍‌ ମଇତର୍‌ ରଇଲାଇଜେ, ପାଉଲ୍‌କେ ଜୁଇଦ୍‌ ପଡିଆଇ ନ ଜାଅ ବଲି, କବର୍‌ ପାଟାଇଲାଇ ।
32 Meanwhile some shouted one thing, others another—the assembly was in confusion, and most didn't know why they'd gathered. ଏତ୍‌କି ବିତ୍‌ରେ ରୁଣ୍ଡିରଇବା ସବୁ ଲକ୍‌ ରିସା ଅଇଜାଇରଇଲାଇ । ଲକ୍‌ମନ୍‌ ଦଲ୍‌ଦଲ୍‌ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌, କାଇକେ ରୁଣ୍ଡିଆଚତ୍‌ ବଲି ନାଜାନିରଇଲାଇ ।
33 Some in the crowd coached Alexander, whom the Jews pushed forward; motioning with his hand, he wanted to defend himself before the people. ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଏଟାର୍‌ପାଇ ଆଲେକ୍‌ଜାଣ୍ଡାର୍‌କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍‌ମନ୍‌, ଆଗ୍‌ତୁ ତାକେ ଟିଆ କରାଇରଇଲା । ଆଲେକ୍‌ଜାଣ୍ଡାର୍‌ ଲକ୍‌ମନ୍‌କେ ଆତ୍‌ଟେକି ଚିମ୍‌ରାଇଅଇ ରଇବାକେ କଇଲା ଆରି ତାର୍‌ ବାସନ୍‌ଟାନେ ବିସ୍‌ବାସିମନର୍‌ ବାଟେ ଅଇକରି ବୁଜାଇବାକେ ଚେସ୍‌ଟା କଲା ।
34 Realizing he was a Jew, they shouted as one for about two hours, "Great is Artemis of the Ephesians!" ମାତର୍‌ ସେ ଗଟେକ୍‌ ଜିଉଦିଲକ୍‌ ବଲି ଜାନିକରି ଲକ୍‌ମନ୍‌ ଏକାତରେକ୍‌ ଆଉଲିଅଇକରି “ଆର୍‌ତେମି ଦେବିର୍‌ ଜୟ ଜୟ ଅ !” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
35 When the town clerk had quieted the crowd, he said, "Men of Ephesus, who doesn't know the Ephesians' city is temple keeper of the great Artemis and of the image that fell from heaven? ପଚେ ନଅରର୍‌ ଅଦିକାରେ ରଇବା ଗଟେକ୍‌ କାମ୍‌କରୁ, ଲକ୍‌ମନ୍‌କେ ବୁଜା ସୁଜା କରି ଚିମ୍‌ରା କଲା ଆରି କଇଲା, “ଏ ଏପିସିୟର୍‌ ବାଇମନ୍‌, ଏପିସିସ୍‌ ନଅରେ ବଡ୍‌ଦେବି ଆର୍‌ତେମିର୍‌ ମନ୍ଦିର୍‌ ଆରି ଆକାସେଅନି କସ୍‌ରି ଆଇଲା ସୁକଲ୍‌ ପାକ୍‌ନା ରକିଆ କର୍‌ବା ଦାଇତ୍‌, ଏପିସିୟ ନଅରେ ରଇବା ଲକ୍‌ମନର୍‌ ।
36 Since these things cannot be denied, you ought to keep calm and do nothing rash. କେ ମିସା ଏଟା ନଏଁ ବଲି କଇନାପାରତ୍‌ । ସେଟାର୍‌ ପାଇ ତମେ ସବୁ ଲକ୍‌ ଚିମ୍‌ରାଇ ଉଆ । କାଇକାମ୍‌ ମିସା ବକୁଆପାରା କରାନାଇ ।
37 For you have brought these men here who are neither temple robbers nor blasphemers of our goddess. ଏ ଲକ୍‌ମନ୍‌ ମନ୍ଦିରେଅନି କାଇଟା ଚରି କରତ୍‌ ନାଇ, କି ଆମର୍‌ ଦେବିର୍‌ ବିରଦେ, କାଇମିସା କାରାପ୍‌ କାତା କଅତ୍‌ ନାଇ, ଏଲେମିସା ତମେ ଏମନ୍‌କେ ଦାରି ଆନିଆଚାସ୍‌ ।
38 So if Demetrius and his fellow craftsmen have a charge against anyone, courts are in session and proconsuls are available—let them accuse each other there. ଜଦି ଦିମିତିରିୟ ଆରି ତେଇର୍‌ ପୁତ୍‌ଲା ତିଆର୍‌କରୁମନ୍‌କେ, କାର୍‌ ବିରଦେ ଦାବାକର୍‌ବାଟା ଆଚେ, ସେଟା ବିଚାର୍‌ କର୍‌ବାକେ ଆମର୍‌ ଲକ୍‌ମନ୍‌ ଆଚତ୍‌ । ଆରି ବିଚାର୍‌ ଅଇବା ଗଟେକ୍‌ ଦିନ୍‌ ଆଚେ । ତେଇ ସେ ଦାବା ବିସଇ କଇପାରାସ୍‌ ।
39 But if you are seeking anything further, it will be settled in the regular assembly. ଜଦି ଆର୍‌ତେଇଅନି ଆରି ଅଦିକ୍‌ କାଇଟା ଜାନ୍‌ବାକେ ମନ୍‌ କଲାସ୍‌ନି, ତେବେ ଲକ୍‌ମନ୍‌ ଟିକ୍‌କଲା ନିୟମର୍‌ ସବାଇ, ସେଟା ଟିକ୍‌ କରାଅଇସି ।
40 We risk being charged with today's riot, since we have no reason to justify this uproar." ଆଜି ଜାଇଟା ଗଟ୍‌ଲା ଆଚେ, ତେଇ ଗଣ୍ଡ୍‍ଗଲ୍‌ କର୍‌ବା ଆରି ଦାବା କର୍‌ବା ବିସଇ ଆମର୍‌ ବିରଦେ କାତା ଉଟିପାରେ । ଏ ଗଣ୍ଡ୍‍ଗଲର୍‌ କାଇମିସା କାରନ୍‌ ଦେକାଇ ନାପାରୁ ।”
41 And when he had said this, he dismissed the assembly. ଏ ସବୁ କାତା କଇ ସେ ଲକ୍‌ମନ୍‌କେ ଚିମ୍‌ରା କରାଇ ସବା ସେସ୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]