Skip to content
The Believer's Library

Desiya Bible

2 Timothy 1 Saa25

Show Saa25 only
Verse × ×
1 Paul, apostle of Christ Jesus by the will of our Father, by the promise of life in Christ Jesus, ମୁଇ ପାଉଲ୍‌ ଏ ଚିଟି ଲେକ୍‌ଲିନି । ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇବାକେ ପର୍‌ମେସର୍‌ ମକେ ବାଚ୍‌ଲା ଆଚେ । ନ ସାର୍‌ବା ଜିବନ୍‌ ପାଇବା ଜନ୍‌ ସୁବ୍‌ କବର୍‌ ପର୍‌ମେସର୍‌ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍‌ କିରିସ୍‌ଟର୍‌ ସଙ୍ଗ୍‍ ମିସିରଇବା ଜିବନ୍‌ ।
2 to Timothy, my beloved child: Grace, mercy, and peace from our Father and Christ Jesus our Lord. ଏ ଚିଟି ତିମତି ମୁଇ ତକେ ଲେକ୍‌ଲିନି । ତୁଇ ମର୍‌ ଆଲାଦର୍‌ ପଅ ପାରା ଅଇ ଆଚୁସ୍‌ । ଆମର୍‌ ବାବା ପର୍‌ମେସର୍‌ ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ, ତକେ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
3 I thank our Father, whom I serve with a clear conscience as my ancestors did, remembering you constantly in my prayers, night and day. ମୁଇ ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । ମର୍‌ ଆନିଦାଦିମନ୍‌ ଜେନ୍ତାର୍‌ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍‌ ବିବେକ୍‌ ମକେ ଦସ୍‌ ଦେଏ ନାଇ । ମୁଇ ତର୍‌ପାଇ ଦିନ୍‌ରାତି ପାର୍‌ତନା କଲିନି ।
4 Remembering your tears, I long to see you, so that I may be filled with joy. ଆମେ ଦୁଇ ଲକ୍‌ ବେଗଲ୍‌ଲାବେଲେ ତୁଇ ଦୁକ୍‌ ଅଇ ଆଁସୁ ଜରାଇଲୁସ୍‌, ସେଟା ମର୍‌ ମନେଆଚେ । ତେବର୍‌ପାଇ ତକେ ଦେକ୍‌ବି ବଲି ମୁଇ ବେସି ମନ୍‍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍‌ ସାର୍‌ଦା ଅଇବି ।
5 I recall your sincere faith—alive first in your grandmother Lois and mother Eunice, and now, I'm convinced, in you too. ତୁଇ ସତଇସେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କରିଆଚୁସ୍‌ ବଲି ମର୍‌ ମନେଆଚେ । ତୁଇ ବିସ୍‌ବାସ୍‌ କର୍‌ବା ଆଗ୍‌ତୁ ତର୍‌ ଆମା ଲଇ ଆରି ତର୍‌ ଆୟା ଉନିସ୍‌ ତାକେ ବିସ୍‌ବାସ୍‌ କର୍‌ତେରଇଲାଇ । ସେନ୍ତାରିସେ ତୁଇ ବିସ୍‌ବାସ୍‌ କର୍‌ବାଟା ଡାଁଟ୍‌ ଆଚେବଲି ମୁଇ ଜାନ୍‌ଲିନି ।
6 So I remind you to fan into flame the gift of our Father in you, through the laying on of my hands. ତେବର୍‌ପାଇ ମୁଇ ମର୍‌ ଆତ୍‌, ତର୍‌ ମୁଣ୍ଡେ ସଙ୍ଗଇ ପାର୍‌ତନା କଲାବେଲେ, ଜନ୍‌ ଆତ୍‌ମାର୍‌ ଦାନ୍‌ ପର୍‌ମେସର୍‌ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି ।
7 For our Father gave us no spirit of fear, but the Spirit of power, love, and self-control. କାଇକେବଇଲେ ଜନ୍‌ ଆତ୍‌ମା ପର୍‌ମେସର୍‌ ଆମ୍‌କେ ଦେଲାଆଚେ, ସେଟା ଆମ୍‌କେ ଡର୍‌ବାକେ ନ ଦେଏ । ତାର୍‌ ବାଦୁଲେ ଆତ୍‌ମାଇ ବପୁ ଦେଇସି, ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ସିକାଇସି ଆରି ନିଜ୍‌କେ ଜାଗରତ୍‌ ରଇବାକେ ସିକାଇସି ।
8 So don't be ashamed of our Lord's testimony, nor of me his prisoner, but share in suffering for the gospel by our Father's power. ତେବର୍‌ପାଇ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ, ବିନ୍‌ ଲକ୍‌କେ ଜାନାଇବାକେ ଲାଜ୍‌ ଅ ନାଇ । ତାର୍‍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍‌ପାଇ ମିସା ଲାଜ୍‌ ଅ ନାଇ । ମାତର୍‌ ସୁବ୍‌ କବରର୍‌ ଲାଗି ଦୁକ୍‌ କସ୍‌ଟ ପାଇବାକେ ମର୍‌ସଙ୍ଗ୍‍ ମିସ୍‌ । ସେନ୍ତି କର୍‌ବାକେ ପର୍‌ମେସର୍‌ ତକେ ବପୁ ଦେଇସି । ପର୍‌ମେସର୍‌ ଆମ୍‌କେ ନ ସାର୍‌ବା ମରନେଅନି ବଁଚାଇକରି ଗଟେକ୍‌ ସୁକଲ୍‌ ଚଲାଚଲ୍‌ତି କର୍‌ବାକେ ଡାକିନେଲା ଆଚେ ।
9 He saved and called us with a holy calling, not by our works but by his own purpose and grace, given us in Christ Jesus before time began, ନିକ କାମ୍‌ କଲାର୍‌ ପାଇ ସେ ଆମ୍‌କେ ବାଚେନାଇ । ମାତର୍‌ ତାର୍‌ ନିଜର୍‌ ଜଜ୍‌ନା ଇସାବେ ସେ ଆମ୍‌କେ ବାଚିକରି ତାର୍‌ ଦୟା ଦେକାଇଲା ଆଚେ । ଏ ଜଗତ୍‌ ତିଆର୍‌ ନ ଅଇତେ ପର୍‌ମେସର୍‌ ଜିବନ୍‌ ଦୁକାଇ, ଜିସୁକିରିସ୍‌ଟକେ ଆମର୍‌ଲାଗି ଏ ଜଗତେ ପାଟାଇଲା ।
10 and now made known through the appearing of our Savior Christ Jesus, who ended death and illuminated life and immortality through the gospel. ଆରି ଏବେ ସେ ଜିବନ୍‌ ଦୁକାଇ ଦୟା ଦେକାଇଲାଟା, ପର୍‌ମେସର୍‌ ଆମ୍‌କେ ଜାନାଇଆଚେ । ଏଟା ଆମର୍‌ ରକିଆକାରି ଜିସୁକିରିସ୍‌ଟ ଜେ କି ଆମର୍‌ଟାନେ ଆଇଲା । ମରନର୍‌ ବପୁକେ ସେ କୁରୁପ୍‌ନାସ୍‌ କଲା । ଆରି ସୁବ୍‌ କବର୍‌ ଜାନ୍‌ଲାର୍‌ପାଇ ନ ସାର୍‌ବା ଜିବନ୍‌ ପାଇବାକେ ସେ ଆମ୍‌କେ ବାଟ୍‌ ଦେକାଇଲା ।
11 For this gospel I was appointed a preacher and an apostle and a teacher. ଜିସୁକିରିସ୍‌ଟର୍‌ ବିସଇ ରଇବା ଏ ସୁବ୍‌ କବର୍‌ ପର୍‌ମେସର୍‌ ମକେ ଜାନାଇବାକେ କଇଆଚେ । ଗଟେକ୍‌ ସିକାଇବା ଲକ୍‌ ଆରି ପେରିତ୍‌ ଇସାବେ, ସେ ମକେ ବାଚିଆଚେ ।
12 That's why I suffer this way. But I'm not ashamed, for I know whom I've believed, and am convinced he can guard what's entrusted to me until the day he returns. ଏଟାର୍‌ ଲାଗି ମୁଇ ଏ ବନ୍ଦିଗରେ ଦୁକ୍‌ କସ୍‌ଟ ପାଇଲିନି । ପାଇଲେ ମିସା ଲାଜ୍‌ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍‌ବାସ୍‌ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍‌ଟା ସର୍‌ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍‌ ଜାକ, ଜତନ୍‌ କରି ସଙ୍ଗଇବାକେ ତାର୍‌ ବପୁ ଆଚେ । ଏଟା ମୁଇ ଡାଟ୍‌ ସଙ୍ଗ୍‌ ବିସ୍‌ବାସ୍‌ କଲିନି ।
13 Hold the pattern of sound words you heard from me, in faith and love in Christ Jesus. ତୁଇ ମର୍‌ଟାନେଅନି ସତ୍‌ ସିକିଆ ସୁନିଆଚୁସ୍‌ । ସେନ୍ତାରିସେ ଚଲାଚଲ୍‌ତି କର୍‌ । ଜିସୁକିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ଏଟା ବିସ୍‌ବାସ୍‌ ଆରି ଆଲାଦ୍‌ ସଙ୍ଗ୍‍ କର୍‌ ।
14 Guard the good deposit entrusted to you, through the Holy Spirit who lives within us. ଜନ୍‌ ସୁବ୍‌କବର୍‌ ପର୍‌ମେସର୍‌ ତକେ ଦେଇଆଚେ, ସେଟାକେ ଦେକାରକା କର୍‌ । ଆମର୍‌ ବିତ୍‌ରେ ରଇବା ସୁକଲ୍‌ ଆତ୍‌ମାର୍‌ ବପୁସଙ୍ଗ୍‍ ସେଟା ଦେକାରକା କର୍‌ ।
15 You know this: everyone in the province of Asia turned away from me, including Phygelus and Hermogenes. ଆସିଆ ଦେସେ ରଇବା ବେସି ବିସ୍‌ବାସିମନ୍‌ ମକେ ଚାଡିକରି ଗାଲାଇ ଆଚତ୍‌ ବଲି ତୁଇ ଜାନିଆଚୁସ୍‌ । ତେଇ ପୁଗେଲ୍‌ ଆରି ଅର୍‌ମଗେନା ମିସା ମକେ ଚାଡି ଉଟିଗାଲାଇ ।
16 May our Lord Jesus grant mercy to Onesiphorus's household, for he often refreshed me and wasn't ashamed of my chains. ଅନିସିପର୍‌ ଆରି ତାର୍‌ କୁଟୁମ୍‌କେ ମାପ୍‌ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍‌ବାକେ ଲାଜ୍‌ ଅଏନାଇ । ତାର୍‌ ବାଦୁଲେ ସେ ତର୍‌କେ ତର୍‌ ଆସି ମକେ ସାର୍‌ଦା କରାଇଲା ।
17 On the contrary, when he arrived in Rome he searched eagerly for me until he found me. ସେ ରମ୍‌ ଦେସେ ଆଇଲା ଦାପ୍‌ରେ ମକେ ବେଟ୍‌ ଅଇବାଜାକ ସବୁ ଜାଗାଇ କଜ୍‌ଲା ।
18 May our Lord Jesus grant that he finds mercy from the Lord on that day. You know very well how much he served in Ephesus. ବଡ୍‌ ବିଚାର୍‌ନା ଦିନେ ତାକେ ଜେନ୍ତି ମାପ୍‌ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍‌ ଏପିସିତେଇ ସେ ମକେ କେତେକ୍‌ ସାଇଜ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]