Skip to content
The Believer's Library

Desiya Bible

2 Corinthians 9 Saa25

Show Saa25 only
Verse × ×
1 About serving the Lord's people, I don't need to write you, ଜିଉଦାଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ଦାନ୍‌ ଦେଇ ପାଟାଇତେରଇବା ଡାବୁ ବିସଇ ତମ୍‌କେ ଆରି ମୁଇ ନ ଲେକି ।
2 for I know your eagerness, and I boast about you to the Macedonians, that Achaia has been ready since last year, and your zeal has stirred up most of them. କାଇକେବଇଲେ ମୁଇ ଜାନି ଆଚି, ତମେ ସବୁବେଲେ ସାଇଜ କର୍‌ବାକେ ସାର୍‌ଦା ଅଇଲାସ୍‌ନି । ଆରି ମୁଇ ବଡ୍‌ପନ୍‌ ଅଇ ତମର୍‌ ବିସଇନେଇ ମାକିଦନିଆର୍‌ ଲକ୍‌ମନ୍‌କେ କଇ ଆଚି । ମୁଇ କଇଲି “ଆକାୟାର୍‌ ବାଇବଇନିମନ୍‌ ପରୁଅନି ସାଇଜ କର୍‌ବାକେ ଜାଗିଆଚତ୍‌ ।” ସେମନ୍‌ ଏଟା ସୁନ୍‌ଲାବେଲେ ତାକର୍‌ ବିତ୍‌ରେ ଅନି ବେସି ଲକ୍‌ ଦେବାକେ ମନ୍‍ କଲାଇ ।
3 So I'm sending the brothers, that our boast about you not prove empty in this case—that you'd be ready, as I said. ଏବେ ମୁଇ ଏ ବାଇବଇନିମନ୍‌କେ ପାଟାଇଲିନି । ଜେନ୍ତିକି ତମର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କଇଲାଟା ଅବ୍‌କା କାତାଇ ନ ରଅ । ମାତର୍‌ ମୁଇ କଇଲାପାରା ତମେ ଦାନ୍‌ ଦେବା ଡାବୁସଙ୍ଗ୍‌ ଜାଗ୍‌ରତ୍‌ ଅଇ ରୁଆ ।
4 Otherwise, if Macedonians come with me and find you unprepared, we—not to mention you—would be ashamed for such confidence. ମାତର୍‌ ମାକିଦନିଆର୍‌ ଲକ୍‌ମନ୍‌ ଜଦି ମର୍‌ ସଙ୍ଗ୍ ଆସି ତମେ ଜାଗ୍‌ରତ୍‌ ନ ଅଇଲାଟା ଦେକ୍‌ଲେ, ତାକର୍‌ ମୁଆଟେ ଆମେ ଲାଜ୍‌ ଅଇଜିବାର୍‌ ଅଇସି । ଆରି ତମେ ମିସା ଲାଜ୍‌ ଅଇଜାଇସା । କାଇକେବଇଲେ ଆମେ ତମ୍‌କେ ବେସି ଆସାକରି ରଇଲୁ ।
5 So I thought it necessary to urge the brothers to go on ahead to you and arrange in advance for the generous gift you had promised, so that it would be ready as a willing gift, not as something grudgingly given. ତେବେ ମୁଇ ବାବ୍‌ଲି, ଏ ବାଇବଇନିମନ୍‌, ମୁଇ ଜିବା ଆଗ୍‌ତୁ ସେମନ୍‌ ଜାଇକରି ଜନ୍‌ ଦାନ୍‌ ତମେ ଦେବୁ ବଲି କଇତେରଇଲାସ୍‌, ସେଟା ଜମାଇକରି ସଙ୍ଗଇବାକେ ସେମନ୍‌କେ ବାବୁଜିଆ କର୍‌ବି । ଜଦି ଆମେ ସେନ୍ତାରି କର୍‌ବୁ ବଇଲେ, ଦାନ୍‌ ଦେବା ଡାବୁ ମୁଇ ଆଇଲା ବେଲେ, ଜାଗ୍‌ରତ୍‌ ଅଇରଇସି । ଆରି ସେଟା ତମେ ନିଜେ ମନ୍‍ କରି ଦେଲାସ୍‌ । ବାଦିଅ କଲାକେ ଦିଆସ୍‌ ନାଇ ବଲି ଜାନାପଡ୍‌ସି ।
6 Remember this: whoever sows sparingly will also reap sparingly, and whoever sows generously will also reap generously. ତମର୍‌ ମନେ ର । ଜଦି ଗଟେକ୍‌ ଚାସି ଉନା ବିଅନ୍‌ ବୁନ୍‌ସି, ସେ ଉନା ପସଲ୍‌ ପାଇସି । ଆରି ଜନ୍‌ ଚାସି ବୁତେକ୍‌ ବିଅନ୍‌ ବୁନ୍‌ସି, ସେ ବୁତେକ୍‌ ପସଲ୍‌ ପାଇସି ।
7 Each should give as he has decided in his heart, not reluctantly or under compulsion, for our Father loves a cheerful giver. ଦାନ୍‌ ଦେବାକେ ତମେ ଜେନ୍ତି କାତାବାର୍‌ତା ଅଇଆଚାସ୍‌, ସେନ୍ତାରି ଦେବାର୍‌ଆଚେ । ଦୁକ୍‌ ଅଇକରି ନାଇ କି କେ ବାଇଦ କଲାର୍‌ପାଇ ନାଇ । କାଇକେବଇଲେ ତମେ ସାର୍‌ଦା ସଙ୍ଗ୍‌ ଦେଲେ ପର୍‌ମେସର୍‌ ସେଟା ମନ୍‍ କର୍‌ସି ।
8 Our Father can make all grace overflow to you, so that always having all you need in everything, you overflow in every good work. ଆରି ତମ୍‌କେ ଜେତ୍‌କି ଲଡା ଆଚେ, ତାର୍‌ତେଇଅନି ଅଦିକ୍‌ ପର୍‌ମେସର୍‌ ଦେଇ ପାର୍‌ସି । ଜେନ୍ତାରିକି ନିଜର୍‌ପାଇ ଜେତ୍‌କି ଦର୍‌କାର୍‌, ସେତ୍‌କି ତମର୍‌ଟାନେ ସବୁ ବେଲେ ରଇସି ଆରି ବିନ୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ମିସା ଜବର୍‌ ରଇସି ।
9 As it is written: "He has scattered abroad his gifts to the poor; his righteousness endures forever." ସାସ୍‌ତର୍‌ କଇଲାପାରା ଲଡାକେ ଆଇବା ଲକ୍‌ମନ୍‌କେ ସେ ଜବର୍‌ ଦେଇସି ଆରି ତାର୍‌ ଜିବନ୍‍ ଦୁକାଇଲାଟା କେବେ ମିସା ନ ସାରେ ।
10 He who supplies seed to the sower and bread to eat will supply and multiply your seed, and increase the harvest of your righteousness. ଆରି ପର୍‌ମେସର୍‌ ଜେ କି ବୁନ୍‌ବାକେ ବିଅନ୍‌ ଆରି କାଇବାକେ କାଦି ଦେଇସି, । ସେ ତମ୍‌କେ ଜେତ୍‌କି ବିଅନ୍‌ ଦର୍‌କାର୍‌ ସେତ୍‌କି ଦେଇସି । ଆରି ସେଟା ବଡିକରି ବେସି ପସଲ୍‌ ଅଇସି । କାଇକେବଇଲେ ତମେ ଜବର୍‌ ଦେଲାସ୍‌ନି ।
11 You will be enriched in everything, for all generosity, which produces thanksgiving to our Father through us. ସେ ତମ୍‌କେ ସାଉକାର୍‌ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍‌ ଦେଇପାରାସ୍‌ । କାଇକେବଇଲେ ଆମର୍‌ଟାନେଅନି ପାଇରଇବା, ତମେ ଦେଲା ଦାନର୍‌ପାଇ ବେସି ଲକ୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେବାଇ ।
12 This service you perform not only meets the needs of the Lord's people, but overflows in many acts of thanksgiving to our Father. ତମେ କର୍‌ବା ଏ ନିକ କାମର୍‌ ଲାଗି ପର୍‌ମେସରର୍‌ ଲକ୍‌ମନ୍‌କେ ଲଡାକେ ଆଇବା ବିସଇ ପୁରାପୁରୁନ୍‌ ଅଇଲାନି । ଆରି ପର୍‌ମେସର୍‌ଟାନେ ଦନିଅବାଦ୍‌ ଆଜାଡି ଅଇଲାପାରା ମିସା ଅଇଲାନି ।
13 Proved by this service, others will praise our Father for your submission in confessing the gospel of Christ, and for your generous sharing with them and everyone else. ତମେ କର୍‌ବା ଏ ନିକ କାମ୍‌ ଦେକିକରି ଲକ୍‌ମନ୍‌ ପର୍‌ମେସର୍‌କେ ମଇମା କର୍‌ବାଇ । କାଇକେବଇଲେ ବିସ୍‌ବାସ୍‌ କରିରଇବା କିରିସ୍‌ଟର୍‌ ସୁବ୍‍କବର୍‍ ତମେ ମାନ୍‌ଲାସ୍‌ନି । ଆରି ସେମନ୍‌କେ ଆରି ବିନ୍‌ଲକ୍‌ମନ୍‌କେ ମିସା ଜବର୍‌ ଦେଲାସ୍‌ନି ।
14 In their prayers for you, they will yearn for you, because of the surpassing grace our Father has given you. ପର୍‌ମେସର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଇଲାର୍‌ପାଇ ସେମନ୍‌ ବେସି ଆଲାଦ୍‌ ଅଇକରି ତମର୍‌ପାଇ ପାର୍‌ତନା କର୍‌ବାଇ ।
15 Thanks be to our Father for his indescribable gift! ପର୍‌ମେସରର୍‌ ବେସି ମୁଲିଅ ରଇବା ଦାନର୍‌ପାଇ ଆମେ ତାକେ ଦନିଅବାଦ୍‌ ଦେଉଁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]