Skip to content
The Believer's Library

Desiya Bible

2 Corinthians 6 Saa25

Show Saa25 only
Verse × ×
1 As his co-workers, we urge you not to receive our Father's grace in vain. ତେବେ ପର୍‌ମେସରର୍‌ ଏ କାମେ, ଆମେ କାମ୍‌କରୁମନ୍‌ ଅଇଲୁଆଚୁ ଜେ, ତମ୍‌କେ ଆମେ ବାବୁଜିଆ କଲୁନି । ତମେ ତାର୍‌ ଜିବନ୍‌ ଦୁକାଇଲାଟା ମିଲାଇ ଆଚାସ୍‌ । ସେଟା ଚୁଚାଇ ନ ଅ ।
2 For he says, "At the right time I heard you; on the day of salvation I helped you." Look, now is the right time; look, now is the day of salvation. ପର୍‌ମେସର୍‌ କଇବାଟା ସୁନା । “ ତମ୍‌କେ ଦୟା ଦେକାଇବା ବେଲା ସମାନ୍‌ ଅଇଲାକେ, ମୁଇ ତମେ ଗୁଆରି କଲାଟା ସୁନ୍‌ଲି । ଜନ୍‌ ଦିନେ ମୁଇ ମୁକ୍‌ଲାଇବା ଦିନ୍‌ ବଲି ଟିକ୍‌ କଲି, ସେ ଦିନେ ମୁଇ ତମ୍‌କେ ସାଇଜ କଲି ।” ସୁନା ! ପର୍‌ମେସର୍‌ ତମ୍‌କେ ତାର୍‌ ଆଲାଦ୍‌ ଦେକାଇବି ବଲି, ଟିକ୍‌ କଲା ଦିନ୍‌ ଆଜିସେ । ତମର୍‌ ପାପର୍‌ ଡଣ୍ଡେ ଅନି ସେ ତମ୍‌କେ ରକିଆ କର୍‌ବା ଦିନ୍‌ ଆଜି ସେ ।
3 We put no obstacle in anyone's way, so that no fault may be found with our ministry. ଜେନ୍ତିକି ଆମର୍‌ ସେବା କାମେ ଲକ୍‌ମନ୍‌ ଆମ୍‌କେ ଦସ୍‌ ନ ଦାରତ୍‌ ବଲି ଆମେ ମନ୍‍ କରୁନାଇ । ସେଟାର୍‌ପାଇଁ କିରିସ୍‌ଟର୍‌ ପଚେ ଜିବା ଲକ୍‌ମନ୍‌କେ ଆମ୍‌କେ ଆଗ୍‌ଟୁ ନାଇ ।
4 Instead, we commend ourselves in everything as servants of our Father: with great endurance, in sufferings, in hardships, in distresses, ତାର୍‌ ବାଦୁଲେ ଆମେ ଜାଇଟା କଲେ ମିସା ପର୍‌ମେସରର୍‌ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍‌ଟର୍‌ ଲାଗି ଉଡାସୁନ୍‌ବା ଟାନେ, ଦୁକ୍‌ କସ୍‌ଟ ଟାନେ, ଆମେ ସାଆସ୍‌ ଅଇ ମୁର୍‌ଚିକରି ଆଚୁ ।
5 in beatings, in imprisonments, in riots, in labors, in sleepless nights, in hunger; ଆମେ କର୍‌ଡା ମାଡ୍‌ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍‌ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍‌ କାମ୍‌ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍‌ ଦିନ୍‌ ଦାରି ନ କାଇ ନ ପିଇ କରି ରଇଆଚୁ ।
6 by purity, by knowledge, by patience, by kindness, by the Holy Spirit, by genuine love, ଆମର୍‌ ସୁକଲ୍‌ କାମେ, ଆମର୍‌ ଗିଆନେ, ଆମର୍‌ ମୁର୍‌ଚି ରଇବାଟାନେ, ଆମର୍‌ ଦୟା ଦେକାଇବାଟାନେ, ସୁକଲ୍‌ଆତ୍‌ମାଟାନେ, ଆମର୍‌ ସତ୍‌ ଆଲାଦ୍‌ଟାନେ, ଆମେ ପର୍‌ମେସରର୍‌ ସେବା କାରିଆ ବଲିକରି ଜାନାଇ ଅଇଲୁନି ।
7 by truthful speech, by our Father's power, with weapons of righteousness for right hand and left, ଆମେ ସିକାଇବା ବାକିଅ ସତ୍‌ ବାକିଅ । ଆରି ଆମର୍‌ ସଙ୍ଗ୍‍ ପର୍‌ମେସରର୍‌ ବପୁ ଆଚେ । ପର୍‌ମେସର୍‌ ଦେକ୍‌ବା ଇସାବେ, ଆମର୍‌ ଦରମ୍‌ ବଲାଇ ଅଇବାଟା ଗଟେକ୍‌ ଆତ୍‌ଆତିଆର୍‌ ପାରା । ଆମର୍‌ ସତ୍‌ରୁମନର୍‌ ବିରୁଦେ ଜୁଜ୍‌ବାକେ ଆରି ନିଜ୍‌କେ ରକିଆ ପାଇବାକେ, ସେଟା ବାଇଲୁନି ।
8 through honor and dishonor, through slander and praise. We are treated as impostors, and yet are true; କେବେ କେବେ ଆମ୍‌କେ ସନ୍‌ମାନ୍‌ ମିଲ୍‌ଲାନି । ମାତର୍‌ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍‌ ବଲାଇଅଇଲୁନି । ମାତର୍‌ କେବେ କେବେ ଆମେ ନିନ୍ଦା ପାଇଲୁନି ।
9 as unknown, yet well known; as dying, and look, we live; as punished, yet not killed; ଆମେ ମିଚୁଆ ବଲାଇଅଇଲୁନି । ମାତର୍‌ ସତ୍‌ କାତା କଇଲୁନି । ନାଜାନ୍‌ତେ ରଇଲେ ମିସା ସବୁଲକ୍‌ ଜାନି ଆଚତ୍‌ । ମଲା ସମାନ୍‌ ରଇଲୁ, ମାତର୍‌ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍‌ ପାଇଲୁ ମିସା ମରୁନାଇ ।
10 as grieving, yet always joyful; as poor, yet enriching many; as owning nothing, yet possessing everything. ବେସି ଦୁକେ ରଇଲେ ମିସା ସାର୍‌ଦା ସଙ୍ଗ୍‍ ଆଚୁ । ଆମେ ଅର୍‌କିତ୍‌ ପାରା ଅଇରଇଲେ ମିସା, ବିନ୍‌ ଲକ୍‌ମନ୍‌କେ ସାଉକାର୍‌ କରାଇଆଚୁ । ଆମେ କାଇଟା ନ ରଇବା ଲକର୍‌ ପାରା ଆଚୁ, ମାତର୍‌ ସବୁଜାକ ଆମର୍‌ଟା ।
11 We have spoken freely to you, Corinthians; our heart is wide open to you. ଏ କରନ୍ତିଏ ରଇବା ଆମର୍‌ ମଇତର୍‌ମନ୍‌, କାଇ କପଟ୍‌ ନ କରି, ଆମର୍‌ ମନେ ଜାଇଟା ରଇଲା, ସେଟା ସବୁ ତମର୍‌ ମୁଆଟେ କଇଲୁଆଚୁ । ଆମେ ତମ୍‌କେ ବେସି ଆଲାଦ୍‌ କଲୁନି ।
12 You are not restricted by us, but you are restricted in your own hearts. ତମର୍‌ପାଇ ବଲିକରି ଆମର୍‌ ଆଲାଦ୍‌ ଉନା ଅଏ ନାଇ । ମାତର୍‌ ଆମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇଆଚେ ।
13 In return—I speak as to my children—open wide your hearts also. ନିଜର୍‌ ପିଲାମନ୍‌କେ କଇଲା ପାରା ତମ୍‌କେ କଇଲିନି, ଆମେ ଜେନ୍ତାରି କି ତମ୍‌କେ ଆଲାଦ୍‌ କଲୁନି, ସେନ୍ତାରିସେ ତମେ ଆମ୍‌କେ ଆଲାଦ୍‌ କରା ।
14 Don't team up with unbelievers. For what do righteousness and lawlessness share? Or what fellowship does light have with darkness? ତମେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ମିସିକରି କାମ୍‌ କରାନାଇ । ସେ କାମ୍‌ କେବେମିସା ନ ଅଏ । କାଇକେବଇଲେ ସତ୍‌ ଆରି ମିଚ୍‌ ମିସାଇ ନ ଅଏ । ଉଜଲ୍‌ ଆରି ଆନ୍ଦାର୍‌ ନ ମିସତ୍‌ ।
15 What harmony exists between Christ and the devil? What does a believer share with an unbeliever? କିରିସ୍‌ଟ ଆରି ସଇତାନ୍‌ କାଇ ବିସଇଟାନେ ମିସା ରାଜି ନ ଅଅତ୍‌ । ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ଆରି ଗଟେକ୍‌ ବିସ୍‌ବାସ୍‌ ନ କର୍‌ବା ଲକ୍‌, ଗଟେକ୍‌ ଟାନେ ମିସିକରି ନ ରଅତ୍‌ ।
16 What partnership does our Father's temple have with idols? For we are the temple of the living Father, as he said: "I will live among them and walk among them; I will be their Father, and they will be my children." ପର୍‌ମେସରର୍‌ ମନ୍ଦିରେ ପୁତ୍‌ଲା ପୁଜା କର୍‌ବାର୍‌ ନ ଅଏ । ଆମେ ପର୍‌ମେସରର୍‌ ମନ୍ଦିର୍‌ ପାରା । କାଇକେବଇଲେ ଜିବନ୍‌ ରଇବା ପର୍‌ମେସର୍‌ ଆମର୍‌ ବିତ୍‌ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ ଜନ୍‌ ଲକ୍‌ମନ୍‌ ମର୍‌ ଲକ୍‌, ମୁଇ ସେମନର୍‌ ସଙ୍ଗ୍‍ ରଇବି । ତାକର୍‌ ବିତ୍‌ରେ ଚାଲାବୁଲା କର୍‌ବି । ମୁଇ ସେମନର୍‌ ପର୍‌ମେସର୍‌ ଅଇବି । ଆରି ସେମନ୍‌ ମର୍‌ ଲକ୍‌ ଅଇବାଇ ।”
17 Therefore, "Come out from among them and be separate, says our Father, and touch no unclean thing; then I will welcome you, ତେବେ ମାପ୍‌ରୁ କଇଲାନି, “ ଜନ୍‌ ଲକ୍‌ମନ୍‌ ମର୍‌ ସଙ୍ଗ୍‍ ଆସତ୍‌ ନାଇ, ସେ ମାନ୍ଦାଇ ଅନି ଚାଡି କରି ବେଗ୍‌ଲି ଉଟିଆସା । ସୁକଲ୍‌ ନ ରଇବା କାଇଟା ମିସା ଚିଆନାଇ । ସେନ୍ତାର୍‌ଆଲେ ମୁଇ ତମ୍‌କେ ଡାକିନେବି ।”
18 and I will be a Father to you, and you will be sons and daughters to me, says our Father, the Almighty." ମୁଇ ତମର୍‌ ବାବା ଅଇବି ଆରି, ତମେ ମର୍‌ ପିଲାଜିଲା ଅଇସା । ଏଟା ସବୁର୍‌ଟାନେ ଅନି ବପୁ ରଇବା ମାପ୍‌ରୁ କଇଲାନି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]