Skip to content
The Believer's Library

Desiya Bible

1 Timothy 4 Saa25

Show Saa25 only
Verse × ×
1 The Holy Spirit clearly says: in later times some will abandon the faith, giving attention to deceiving spirits and teachings of demons, ସୁକଲ୍‌ ଆତ୍‌ମା ନିକସଙ୍ଗ୍‌ କଇଲାନି, ସାରାସାରି ଦିନେ, ଲକ୍‍ମନ୍‍ ସତ୍‌ ବିସଇ ବିସ୍‌ବାସ୍‌ କର୍‌ବାଟା ଚାଡିଦେବାଇ । କାରାପ୍‌ ଆତ୍‌ମାମନର୍‌ ସିକିଆ ମାନ୍‌ବାଇ । ଆରି ସେମନ୍‌ ସିକାଇବା ବୁଲ୍‌ ସିକିଆ ବିସ୍‌ବାସ୍‌ କର୍‌ବାଇ ।
2 through the hypocrisy of liars whose own consciences have been seared as with a branding iron. ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍‌ ସିକିଆବଲି ଲକ୍‌ମନ୍‌ ମାନ୍‌ବାଇ । ମାତର୍‌ ସେଟା ମିଚ୍‌ ସିକିଆ ରଇସି । ସେମନ୍‌ ଟିକ୍‌ କଲାଇନି କି ବୁଲ୍‌ କଲାଇନି, ସେଟା ନିଜେ ଜାନି ନ ରଅତ୍‌ । ଜେନ୍ତାରି କି ତପ୍‌ଲା ଲୁଆସଙ୍ଗ୍‍ ମାଉଁସ୍‌ଟାନେ ଚାପ୍‌ଲେ ମରିଜାଇସି, ସେନ୍ତାରିସେ ।
3 They forbid marriage and demand abstaining from foods our Father made to be received with thanks by believers who know the truth. ସେମନ୍‌, ମାଇଜି ମନସ୍‌ ବିବା ଅଇବାର୍‌ ନାଇ ଆରି କାଇ କାଇ କାଦି କାଇବାର୍‌ ନାଇ ବଲି ବୁଲ୍‌ ସିକିଆ ଦେବାଇ । ସବୁ ରକାମର୍‌ କାଦି ପର୍‌ମେସର୍‌ ତିଆର୍‌ କଲାଆଚେ । ଜେନ୍ତି କି ଜେତ୍‌କି ସବୁ ଲକ୍‌ ତାର୍‌ ସତ୍‌ କବର୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସେ କାଦିର୍‌ ଲାଗି ତାକେ ଦନିଅବାଦ୍‌ ଦେବାଇ ।
4 For everything our Father made is good; nothing is to be rejected when received with thanks, ସେନ୍ତାରି ସିକିଆ ଦେଉମନ୍‌ ବୁଲ୍‌ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍‌ମେସର୍‌ ତିଆର୍‌କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍‌ କାଦି ମିସା ନିଚ୍‌ବାର୍‌ ନାଇ । ତାର୍‌ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍‌ ଦେବାର୍‌ ଆଚେ ।
5 for it is made holy by the word of our Father and by prayer. କାଇକେବଇଲେ ପର୍‌ମେସର୍‌ କଇରଇବା ବାକିଅ ଆରି ଆମର୍‌ ପାର୍‌ତନା ବିସଇ ସବୁ ସୁକଲ୍‌ ଅଇଆଚେ ।
6 Point these things out to the brothers and sisters, and you'll be a good servant of Christ Jesus, nourished on the words of the faith and the good teaching you've followed. ଏ ସବୁ ବିସଇ ତମେ ବିସ୍‌ବାସିମନ୍‌କେ ସିକାଇବାର୍‌ ଲାଗି, ତମେ ଜିସୁ କିରିସ୍‌ଟକେ ସେବା କଲାସ୍‌ନି । ତମର୍‌ ବିସ୍‌ବାସର୍‌ ଲାଗି ଆରି ସତ୍‌ ସିକିଆ ମାନ୍‌ଲାର୍‌ ଲାଗି ପର୍‌ମେସର୍‌ ତମ୍‌କେ ବଡାଇସି ।
7 Have nothing to do with irreverent, silly myths. Instead, train yourself to be godly. ଜନ୍‌ ସବୁ ସିକିଆ ମିଚ୍‌, ଆରି ଜନ୍‌ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍‌ ବାଦୁଲେ ନିଜେ ଜାଗ୍‌ରତ୍‌ ରଇକରି ପର୍‌ମେସର୍‌ ଜନ୍‌ଟା ମନ୍‍ କଲାନି, ସେନ୍ତାରି ଚଲାଚଲ୍‌ତି କରା ।
8 Physical training helps a little, but devotion to God helps in every way—promising life now and the life to come. କାଇକେବଇଲେ ଗାଗଡ୍‌କେ ବୁଲାଚାଲା କରି ନିକ ସଙ୍ଗ୍‌ ସଙ୍ଗଇବାଟା କେତେଟା କାମର୍‌ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍‌ ଆତ୍‌ମାଇ ଚଲାଚଲ୍‌ତି କର୍‌ବାଟା ସବୁ କାମେ ନିକ ରଇସି ।
9 This is a trustworthy saying that deserves full acceptance. ଏଟା ବାଇଦରେ ସତ୍‌ ଆକା । ଏଟା ସବୁଲକ୍‌ ଅଇସି କି ନ ଅଏ ବଲିକରି ପୁରାପୁରୁନ୍‌ ବିସ୍‌ବାସ୍‌ କରିଅଇସି ।
10 For this we labor and strive, because we have hoped in the living Father, Savior of all people, especially believers. ଆମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ କସ୍‌ଟ ଅଇ କାମ୍‌ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍‌ ଜାତିର୍‌ ଉଦାର୍‌କାରିଆ, ଜେତ୍‌କି ସବୁ ତାକେ ବିସ୍‌ବାସ୍‌ କଲାଇନି, ତାକର୍‌ପାଇ ଅଦିକ୍‌ ।
11 Command and teach these things. ମୁଇ ତମ୍‌କେ ଜେତ୍‌କି ବିସଇ ଲେକ୍‌ଲିଆଚି ସେଟାସବୁ ବିନ୍‌ ଲକ୍‌ମନ୍‌କେ ସିକାଆ ଆରି ତିଆରା ।
12 Let no one despise you for your youth, but be an example to believers in speech, conduct, love, faith, and purity. ତକେ ଦାଙ୍ଗ୍‌ଡା ଆଚେ ବଲି କେ ମିସା ଇନ୍‌ ନ କର । ମାତର୍‌ ସବୁ ବିସ୍‌ବାସି ମନର୍‌ପାଇ ଗଟେକ୍‌ ସାକିପାରା ନିକ ଚଲାଚଲ୍‌ତି କର୍‌ । ସବୁ ବେଲେ ସତ୍‌ କାତା କଇତେର, ନିକସଙ୍ଗ୍‍ ଚଲାଚଲ୍‌ତି କର୍‌ତେରଇବା, ଲକ୍‌ମନ୍‌କେ ଆଲାଦ୍‌ କର୍‌ତେରଇବା, କିରିସ୍‌ଟକେ ବିସ୍‌ବାସ୍‌ କର୍‌ତେରଇବା, ପାପେ ରଅନାଇ ।
13 Until I come, devote yourself to the public reading of Scripture, to preaching, and to teaching. ମୁଇ ତର୍‌ଟାନେ ଆଇବା ଜାକ ବିସ୍‌ବାସିମନ୍‌ ରୁଣ୍ଡ୍‌ଲା ବେଲାଇ, ଜେନ୍ତାରି କି ସବୁଲକ୍‌ ନିକକରି ସୁନ୍‌ଲାପାରା ସାସ୍‌ତର୍‌ ପଡିଦେସ୍‌ । ତେଇର୍‌ ଅରତ୍‌ ସେମନ୍‌କେ ବୁଜାଇଦେସ୍‌ ।
14 Don't neglect the gift in you, given through prophecy, with the elders' hands laid on you. ପର୍‌ମେସର୍‌ ତର୍‌ପାଇସେ ବଲିକରି ଜନ୍‌ ଦାନ୍‌ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍‌ବକ୍‌ତାମନ୍‌ ଆରି ପାର୍‌ଚିନ୍‌ମନ୍‌ ତର୍‌ ମୁଣ୍ଡେ ଆତ୍‌ ସଙ୍ଗଇ ପାର୍‌ତନା କଲାବେଲେ, ତୁଇ ପର୍‌ମେସରର୍‌ ଟାନେଅନି ପାଇରଇଲୁସ୍‌ ।
15 Practice these things and give yourself fully to them, so that everyone may see your progress. ଏ ସବୁ ବିସଇ ପୁରାପୁରୁନ୍‌ ମନ୍‌ ଦିଆନ୍‌ ଦେଇ କର୍‌ । ଜେନ୍ତାର୍‌କି, ସୁବ୍‌କବର୍‌ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍‌ତୁ ଆଗ୍‌ତୁ ଗାଲୁସ୍‌ନି ବଲି ଲକ୍‌ମନ୍‌ ଦେକ୍‌ବାଇ ।
16 Watch yourself and your teaching closely. Continue in this, for doing so will save both you and your hearers. ତୁଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କର୍‌ । ଆରି ପର୍‌ମେସରର୍‌ ବିସଇ ଜନ୍‌ଟା ସିକାଇଲୁସ୍‌ନି, ସେ ବିସଇଟାନେ ଜାଗ୍‌ରତ୍‌ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍‌କେ ଆରି ତର୍‌ କାତା ସୁନ୍‌ବା ଲକ୍‌କେ ରକିଆ କର୍‌ସୁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]