Skip to content
The Believer's Library

Desiya Bible

Matthew 6 Saa25

Show Saa25 only
Verse × ×
1 "Take care not to practice your righteousness before others to be seen by them, or you have no reward from your Father in heaven. ଲକ୍‌ମନ୍‌କେ ଦେକାଇଅଇବାକେ ସବୁର୍‌ ମୁଆଟେ ନିକ କାମ୍‌ କରାନାଇ । ସେଟା କଲେ ସର୍‌ଗେ ରଇବା ତମର୍‌ ବାବାର୍‌ ଟାନେଅନି ପୁରୁସ୍‌କାର୍‌ ନ ପାଆସ୍‌ ।
2 So when you give to the needy, don't announce it with a trumpet, like the hypocrites do in synagogues and streets, to be praised by people. I assure you: they've already received their full reward. ତେବେ ଗଟେକ୍‌ ଗରିବ୍‌ ଲକ୍‌କେ ଦାନ୍‌ ଦେବା ବେଲେ କୁଟିଆଲ୍‌ମନର୍‌ ପାରା ଦେକାଇ ନ ଉଆ । ସେମନ୍‌ ଲକ୍‌ମନର୍‌ତେଇ ଅନି ଡାକ୍‌ପୁଟା ପାଇବାକେ ପାର୍‌ତନା ଗରେ ଆରି ସାଇ ମଜାଇ ଦାନ୍‌ଦରମ୍‌ ଦେକାଇବାଇ । ମୁଇ ସତ୍‌ କଇଲିନି ଜେ, ସେମନ୍‌ ଇତିଅନି ସେମନର୍‌ ବୁତି ପୁରାପୁରୁନ୍‌ ପାଇସାରି ଆଚତ୍‌ ।
3 But when you give to the needy, don't let your left hand know what your right hand does, ମାତର୍‌ ତମେ ଅବାବେ ରଇଲା ଲକ୍‌କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍‌ ଲଗର୍‍ ମଇତର୍‌ ମିସା ଏ କାତା ନାଜାନ ।
4 so that your gift stays secret. Your Father, who sees in secret, will repay you. ତମର୍‌ ଏ ଦାନ୍‌ ଲୁଚ୍‌ତେ ଅଇରଇଲେ ମିସା ସବୁ ଦେକ୍‌ବା ବାବା ପର୍‌ମେସର୍‌ ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।
5 "When you pray, don't be like hypocrites who love praying standing in synagogues and on street corners to be seen by others. Truly, I tell you: they've already received their full reward. ପାର୍‌ତନା କର୍‌ବା ବେଲେ କୁଟିଆଲ୍‌ ବିସ୍‌ବାସିମନର୍‌ ପାରା ଉଆନାଇ । କାଇକେ ବଇଲେ ସେମନ୍‌ ଲକ୍‌ମନ୍‌କେ ଦେକାଇ ଅଇବାକେ ପାର୍‌ତନା ଗର୍‌ମନ୍‌କେ ଆରି ଗାଉଁର୍‌ ମଜା ଡାଣ୍ଡେ ଟିଆ ଅଇକରି ପାର୍‌ତନା କର୍‌ବାକେ ମନ୍‌ କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ନିଜର୍‌ ନିଜର୍‌ ପୁରୁସ୍‌କାର୍‌ ପାଇଲାଇବେ ।
6 But when you pray, go into your room, shut the door, and pray to your Father in secret. Your Father who sees in secret will reward you. ମାତର୍‌ ତମେ ପାର୍‌ତନା କର୍‌ବାକେ ତମର୍‌ ବାକ୍‌ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍‌ ଡାବିଅଇଦିଆସ୍‌ ଆରି ନ ଡିସାଇ ଅଇବା ତମର୍‌ ସର୍‌ଗର୍‌ ବାବାର୍‌ ଲଗେ ପାର୍‌ତନା କରା । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମର୍‌ ବାବା ତମ୍‌କେ ପୁରୁସ୍‌କାର୍‌ ଦେଇସି ।
7 When you pray, don't babble like those who don't know the Father, because they think many words will get them heard. ପାର୍‌ତନା କର୍‌ବା ବେଲେ ପର୍‌ମେସର୍‌କେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ପାରା ଅରତ୍‌ ନଇଲା କାତା ତର୍‌କେ ତର୍‌ କଇ ଆଉଲି ନ ଉଆ, ବେସି ପର୍‌ ପାର୍‌ତନା କଲେ ସେ ପର୍‌ମେସର୍‌ ସୁନ୍‌ସି ବଲି, ସେମନ୍‌ ମନେ ବାବ୍‌ବାଇ ।
8 Do not be like them, for your Father knows what you need before you ask him. ସେମନର୍‌ ପାରା ଉଆ ନାଇ । ତମେ ମାଙ୍ଗ୍‌ବା ଆଗ୍‌ତୁ ଜାଇଟା ଦର୍‌କାର୍‌, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ସେଟା ସବୁ ଜାନ୍‍ସି ।
9 This, then, is how you should pray: 'Our Father in heaven, may your name be honored as holy, ସେଟାର୍‌ ପାଇ ତମେ ଏନ୍ତାରି ପାର୍‌ତନା କର୍‌ବାର୍‌ ଆଚେ । ଏ ଆମର୍‌ ସରଗର୍‌ ବାବା, ତମର୍‌ ସୁକଲ୍‌ ନାଉଁ ଡାକ୍‍ପୁଟା ପାଅ ।
10 your kingdom come, your will be done, on earth as it is in heaven. ତମର୍‌ ସାସନ୍‌ ଆସ । ସର୍‌ଗେ ତମର୍‌ ମନ୍‍ କଲାଟା ଜେନ୍ତାରି ସିଦ୍‌ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍‍ କଲାଟା ସିଦ୍‌ ଅ ।
11 Give us today our daily bread. ଆଜି ଆମ୍‌କେ ଦର୍‌କାର୍‌ ରଇଲା କାଦି କାଇବାକେ ଦିଆ ।
12 And forgive us our debts, as we also have forgiven our debtors. ଆମର୍‌ ବିରଦେ ଦସ୍‌ କରିରଇବା ଲକ୍‌ମନ୍‌କେ ଆମେ ଜେନ୍ତାର୍‌ କେମା କଲୁନି, ସେନ୍ତାରି ଆମର୍‌ ସବୁ ଦସ୍‌ କେମା କରା ।
13 And lead us not into temptation, but deliver us from the evil one.' ବେସି କସ୍‌ଟ ରଇବା ପରିକା ଆମ୍‍କେ ମୁରଚ୍‍ବାକେ ଦିଆ ନାଇ, ମାତର୍‌ କାରାପ୍‌ କାମେଅନି ରକିଆ କରା ଜେନ୍ତିକି ତମର୍‌ ରାଇଜ୍‌, ତମର୍‌ ବପୁ, ଆରି ଡାକ୍‌ପୁଟା ସବୁ ଜୁଗେଜୁଗେ ତମର୍‌ ଅଇକରି ରଅ । ଆମେନ୍‌ !
14 "For if you forgive others their sins, your heavenly Father will also forgive you. “ତମର୍‌ ବିରଦେ ଦସ୍‌ କରିରଇବା ବିନ୍‌ ଲକ୍‌ମନ୍‌କେ ଜଦି ତମେ କେମା କର୍‌ସା, ତମର୍‌ ସରଗର୍‌ ବାବା ପର୍‌ମେସର୍‌ ମିସା ତମ୍‌କେ କେମା କର୍‌ସି ।
15 But if you do not forgive others their sins, neither will your Father forgive your sins. ମାତର୍‌ ତମେ ଜଦି ବିନ୍‌ ଲକ୍‌ମନ୍‌କେ କେମା ନ କରାସ୍‌, ସରଗର୍‌ ବାବା ମିସା ତମେ କରିରଇବା ପାପ୍‌ଦସ୍‌ କେମା ନ କରେ ।”
16 "When you fast, don't look gloomy like the hypocrites—they disfigure their faces to show others they're fasting. Truly, I tell you, they have their full reward. “ଉପାସ୍‌ କର୍‌ବା ବେଲେ ଦରମ୍‌ ବଲି ଦେକାଇଅଇଲା ଲକର୍‌ ପାରା ବାଇରେ ସପାସୁତର୍‌ ଅଇବାଟା ଚାଡିଦେବାର୍‌ ନାଇ । ସେମନ୍‌ ଉପାସ୍‌ କଲୁନି ବଲି ଲକର୍‌ ଲଗେ ଦେକାଇ ଅଇବାକେ ସେନ୍ତାରି କର୍‌ବାଇ । ମୁଇ ତମ୍‌କେ ସତ୍‌ କଇଲିନି, ସେମନ୍‌ ଏନ୍ତି କର୍‌ବାର୍‌ ଲାଗି ନିଜର୍‌ ପୁରୁସ୍‌କାର୍‌ ସବୁ ପାଇଲାଇବେ ।
17 But when you fast, put oil on your head and wash your face, ମାତର୍‌ ତମେ ଉପାସ୍‌ କର୍‌ବା ବେଲେ, ମୁଣ୍ଡେ ଚିକନ୍‌ଲାଗାଇ ଅଇ ସପା ସୁତ୍‌ରା ରୁଆ ।
18 so you don't appear to others as fasting, but only to your Father, who is hidden. Then your Father, who sees what's hidden, will reward you. ଜେନ୍ତିକି ଉପାସ୍‌ କଲାସ୍‌ନି ବଲି ବିନ୍‌ ଲକ୍‌ମନ୍‌ ନାଜାନତ୍‌ । ମାତର୍‌ ତମର୍‌ ନ ଡିସ୍‌ବା ବାବା ସବୁ କାତା ଜାନେ । ତମେ ଲୁଚ୍‌ତେ ଜାଇଟା କର୍‌ସା, ସେଟା ଦେକି ତମ୍‌କେ ପୁରୁସ୍‌କାର୍‌ ଦେଇସି ।” ।
19 "Do not store up treasures for yourselves on earth, where moth and rust destroy, and thieves break in and steal. “ଏ ଦୁନିଆଇ ନିଜର୍‌ପାଇ ଦନ୍‌ ଅର୍‌ଜା ନାଇ । ଇତି ସଙ୍ଗଇଲା ଦନ୍‌ ଅଲ୍‌ମା କାଇ ଚିଲମ୍‌ ଦାର୍‌ସି ଆରି ଚର୍‌ମନ୍‌ କତି କାଣା କରି ଚରାଇନେବାଇ ।
20 But store up treasures in heaven for yourselves, where neither moth nor rust destroys, and thieves can't break in and steal. ସର୍‌ଗେ ତମର୍‌ ପାଇ ଏନ୍ତାରି ଦନ୍‌ ଅର୍‌ଜି ସଙ୍ଗୁଆ । ତେଇ ଅଲ୍‌ମା ଆରି ଚିଲମ୍‌ ନ ଦାରେ । ଆରି ଚର୍‌ମନ୍‌ ମିସା କତି କାଣାକରି ଚରାଇ ନେଇ ନାପାରତ୍‌ । ଜାଗ୍‌ରତ୍‌ !
21 For where your treasure is, there your heart will be also. କାଇକେବଇଲେ ଜନ୍‌ଟାନେ ତମର୍‌ ଦନ୍‌, ତେଇସେ ତମର୍‌ ମନ୍‌ ।”
22 "The eye is the body's lamp. If your eye is clear, your whole body will be full of light. “ତମର୍‌ ଆଁକି ଅଇଲାନି ଗାଗଡର୍‌ ବତି । ଜେଡେବେଲା ଆଁକି ନିର୍‌ମଲ୍‌ ରଇସି, ତେବେ ତମର୍‌ ଗୁଲାଇ ଗାଗଡ୍‌ ମିସା ଉଜଲ୍‌ ବର୍‌ତି ଅଇରଇସି ।
23 But if your eye is bad, your whole body will be dark. If then the light in you is darkness, how great that darkness is! ମାତର୍‌ ଜେବେ ତମର୍‌ ଆଁକି ନସିରଇସି, ତେବେ ସବୁ ଗାଗଡ୍‌ ଆନ୍ଦାର୍‌ ଅଇସି । ତେବର୍‌ପାଇ ତମର୍‌ ମନ୍‌ ବିତ୍‌ରର୍‌ ଉଜଲ୍‌ ଜେବେ ଆନ୍ଦାର୍‌ ଅଇସି, ତେବେ ସେ ଆନ୍ଦାର୍‌ କେଡେକ୍‌ ବଡ୍‌ ବିପଦ୍‌ ।”
24 "No one can serve two masters: he'll hate one and love the other, or hold to one and despise the other. You can't serve our Father and money. “କେ ମିସା ଗଟେକ୍‌ ଲକ୍‌ ଦୁଇଟା ସାଉକାରର୍‌ ସେବାକରି ନାପାରେ । ସେ ଗଟେକ୍‌ ଲକ୍‌କେ ମାନ୍‌ସି ଆରି ଗଟେକ୍‍ ଲକ୍‌କେ ଗିନ୍‌ କର୍‌ସି । ନଇଲେ ଗଟେକ୍‌ ଲକ୍‌କେ ବିସ୍‌ବାସ୍‌ କର୍‌ସି ଆରି ଗଟେକ୍‍ ଲକ୍‌କେ ବିସ୍‌ବାସ୍‌ ନ କରେ । ତମେ ଏକାତର୍‌ ପର୍‌ମେସର୍‌କେ ଆରି ଡାବୁକାସୁକେ ସେବାକରି ନାପାରାସ୍‌ ।”
25 "So I tell you: don't worry about your life—what you'll eat or drink—or body—what you'll wear. Isn't life more than food, body more than clothes? ଏଟାର୍‌ପାଇ ମୁଇ ତମ୍‌କେ କଇଲିନି, ବଁଚ୍‌ବାକେ କାଇଟା କାଇବୁବେ ? ଆରି ଗାଗଡର୍‌ ପାଇ କାଇଟା ପିନ୍ଦ୍‌ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍‌ତେଇଅନି ଜିବନ୍‌, ଆରି ବସ୍‌ତର୍‌ ତେଇଅନି ଗାଗଡ୍‌ ମୁକିଅ ଆଚେ ।
26 Look at the birds in the sky: they don't plant, harvest, or store in barns, yet your heavenly Father feeds them. Aren't you worth more than they? ଚଡଇମନ୍‌କେ ଦେକା, ସେମନ୍‌ ନ ବୁନତ୍‌ କି ନ କାଟତ୍‌, କି କଲ୍‌କିତେଇ ନ ସଙ୍ଗଅତ୍‌, ଅଇଲେ ମିସା ସରଗର୍‌ ବାବା ସେମନ୍‌କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍‌ତେଇଅନି ମୁକିଅ ନୁଆସ୍‌ କି ?
27 Can any of you by worrying add a single hour to your life? ବଁଚ୍‌ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍‌ ଅଇ ଜେ ତାର୍‌ କଣ୍ଡେକ୍‌ ମିସା ବଁଚ୍‍ବା ଦିନ୍‍ ପାର୍‌ସି କି ? ନାଇ ନାପାରେ ।
28 And why worry about clothing? Consider the lilies of the field, how they grow: they don't work or spin. ବସ୍‌ତର୍‌ ପାଇ କାଇକେ ବିକଲ୍‌ ଅଇଲାସ୍‌ନି ? ଦେକା, ବନର୍‌ ପୁଲ୍‌ମନ୍‌ କେନ୍ତି ବଡ୍‌ଲାଇନି, ସେମନ୍‌ କାମ୍‌ଦାମ୍‌ କରତ୍‌ ନାଇ କି ନିଜର୍‌ ପାଇ ବସ୍‌ତର୍‌ ତିଆର୍‌ କରତ୍‌ ନାଇ,
29 Yet I tell you: not even Solomon, in all his glory, was dressed like one of these. ମାତର୍‌ ମୁଇ ତମ୍‌କେ କଇଲିନି, ରାଜା ସଲ୍‌ମନ୍‌ ତାର୍‌ ସବୁ ଦନ୍‌ ସଁପତି ସଙ୍ଗ୍‍ ମିସା ଏ ପୁଲ୍‌ ପାରା ସୁନ୍ଦର୍‌ ବସ୍‌ତର୍‌ କେବେ ପିନ୍ଦି ନ ରଇଲା ।
30 If our Father clothes the field's grass like this—here today, thrown into the fire tomorrow—won't he much more clothe you, you of little faith? ଆଜି ପଦାଇ ରଇଲା ଗାଁସ୍‌ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍‌ମେସର୍‌ ଏନ୍ତି ସୁନ୍ଦର୍‌ ବେସ୍‌ ଦେଇସି, ତେବେ ଏ ଅଲପ୍‌ ବିସ୍‌ବାସିମନ୍‌, ସେ ବାଇଦରେ ତମ୍‌କେ ଅଦିକ୍‌ ନିମାନ୍‌ ବସ୍‌ତର୍‌ ନ ଦେଏ କି ? ଦେଇସିସେ ।
31 "So don't worry, asking, 'What will we eat?' or 'What will we drink?' or 'What will we wear?' ଏଟାର୍‌ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍‌ବି ବଲି ଚିନ୍ତା କରାନାଇ ।
32 For those who don't know the Father chase all these things, but your heavenly Father knows you need them. କାଇକେବଇଲେ ପର୍‌ମେସର୍‌କେ ନାଜାନ୍‌ଲା ଲକ୍‌ମନ୍‌ ଏ ସବୁ କଜିବୁଲ୍‌ବାଇ । ଆରି ଏ ସବୁ ବିସଇ ଜେ ତମ୍‌କେ ଲଡା, ସେଟା ତମର୍‌ ସରଗର୍‌ ବାବା ଜାନେ ।
33 But seek first our Father's kingdom and his righteousness, and all these will be added to you. ମାତର୍‌ ତମେ ତାର୍‌ ରାଇଜ୍‌ ଆରି ସେ ତମର୍‌ଟାନେଅନି କାଇଟା ମନ୍‍ କଲାନି, ସେ ବିସଇ କଜା । ସେନ୍ତାର୍‌ କଲେ, ସେ ତମ୍‌କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
34 So don't worry about tomorrow—it will worry about itself. Each day has enough trouble of its own." ଆରି, କାଲିକର୍‌ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିକର୍‌ ଚିନ୍ତା କାଲିକେ କରା । ଜନ୍‌ ଦିନର୍‌ କସ୍‌ଟ, ସେଦିନର୍‌ପାଇ ଅଦିକ୍‌ ଅଇସି ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]