Skip to content
The Believer's Library

Desiya Bible

Mark 13 Saa25

Show Saa25 only
Verse × ×
1 Leaving the temple, one of his disciples said to him, "Teacher, look! What huge stones, what magnificent buildings!" ଜିସୁ, ଜିଉଦିମନର୍‌ ପାର୍‌ତନା ଗରେଅନି ବାରଇକରି ଜିବାବେଲେ ତାର୍‌ ଗଟେକ୍‌ ସିସ୍‌ ତାକେ କଇଲା, “ଏ ଗୁରୁ ଏଦେ ଦେକା ! ବଡ୍‌ ବଡ୍‌ ପାକ୍‌ନାଇ ମନ୍ଦିର୍‌ କେତେକ୍‌ ସୁନ୍ଦର୍‌ ଅଇ ତିଆର୍‌ ଅଇଲାଆଚେ !”
2 Jesus said to him, "Do you see these great buildings? Not one stone will remain here on another; all will be torn down." ଜିସୁ ତାକେ କଇଲା, “ତୁଇ ଏ ବଡ୍‌ ବଡ୍‌ ପାକ୍‌ନାଇ ତିଆର୍‌ ଅଇଲା ପର୍‌ମେସରର୍‌ ଗର୍‌ ଦେକ୍‌ଲୁସ୍‌ନି ? ଏ ସବୁ ଗର୍‌ ନସ୍‌ଟ ଅଇଜାଇସି । ସବୁ ପାକ୍‌ନାମନ୍‌ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍‌ ପାକ୍‌ନା ଆରି ଗଟେକ୍‌ ପାକ୍‌ନାର୍‌ ଉପ୍‌ରେ ନ ରଏ ।”
3 As he sat on the Mount of Olives facing the temple, Peter, James, John, and Andrew asked him privately, ତାର୍‌ପଚେ ଜିସୁ ପର୍‌ମେସରର୍‌ ଗରର୍‌ ମୁଆଟେ ରଇଲା ଜିତ୍‌ ନାଉଁର୍‌ ଗଚ୍‌ମନ୍‌ ରଇବା ଡଙ୍ଗ୍‌ରେ ବସିରଇଲା । ସେବେଲା ପିତର୍‌, ଜାକୁବ୍‌, ଜଅନ୍‌ ଆରି ଆନ୍ଦ୍‌ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍‌ଲାଇ ।
4 tell us, when will these things happen, and what sign shows all this is about to be fulfilled? “ଏ ସବୁ ଗଟ୍‍ନା କେବେ ଅଇସି ଆରି ସବୁ ଅଇବା ଚିନ୍‌ମନ୍‌ କାଇଟା, ଆମ୍‌କେ କଇଦେ ।” ବଲି କଇଲାଇ ।
5 Jesus began to tell them: "Watch out that no one deceives you. ଜିସୁ ସେମନ୍‌କେ କଇଲା, “ତମେ ଜାଗ୍‌ରତ୍‌ ଅଇକରି ରୁଆ, ତମ୍‌କେ କେ ମିସା ନ ନାଡାଅତ୍‌ ।
6 Many will come in my name, claiming, 'I am he,' and they will deceive many. କାଇକେବଇଲେ ବେସି ଲକ୍‌ମନ୍‌ ମର୍‌ ନାଉଁ ଦାରି, ସେମନ୍‌ କିରିସ୍‌ଟ ବଲି ବେସି ଲକ୍‌ମନ୍‌କେ ବୁଲ୍‌କାଇବାଇ ।
7 When you hear of wars and rumors of wars, don't be troubled—these must happen, but the end isn't yet. ମାତର୍‌ ଜେଡେବେଲେ ତମେ ଜୁଇଦର୍‌ ବିସଇ ନଇଲେ ଜୁଇଦ୍‌ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍‌ମନ୍‌ କଇବାଟା ସୁନ୍‌ଲେ, କିଲ୍‌ବିଲ୍‌ ନ ଉଆ । ଏ ସବୁ ଗଟ୍‍ନା ଅଇସି, ମାତର୍‌ ସେଦାପ୍‌ରେ ଆକା ଜୁଗ୍‌ ସେସ୍‌ ନଏଁ ।
8 Nation will rise against nation, kingdom against kingdom, earthquakes in various places, famines—these are the beginning of birth pains. କାଇକେବଇଲେ, ଗଟେକ୍‌ ଦେସର୍‌ ଲକ୍‌ମନ୍‌ ଆରି ଗଟେକ୍‌ ଦେସର୍‌ ଲକ୍‌ମନର୍‍ ବିରଦେ ଜୁଇଦ୍‌ କର୍‌ବାଇ । ଗଟେକ୍‌ ରାଇଜ୍‌ ଆରିଗଟେକ୍‌ ରାଇଜର୍‌ ବିରଦେ ଉଟ୍‌ବାଇ । ବେସି ଜାଗାଇ ଦର୍‌ତନି ଚୁଲ୍‌ବୁଲ୍‌ସି, ଆରି ବେସି ଜାଗାଇ ମର୍‌ଡି ଅଇସି । ଏସବୁ ଗଟ୍‍ନା ଗଟେକ୍‌ ପିଲା ଜନମ୍‌ ଅଇବା ଆଗ୍‌ତୁ ଆଇବା ଦୁକାସୁକା ପାରା ଅଇସି ।”
9 Watch yourselves. They'll hand you to councils and beat you in synagogues. Because of me you'll stand before governors and kings, as a testimony to them. “ଏନ୍ତି ସବୁ ଅଇବା ବେଲା ତମେ ଜାଗ୍‌ରତ୍‌ ରୁଆ । ଲକ୍‌ମନ୍‌ ତମ୍‌କେ ବାନ୍ଦିକରି ବିଚାର୍‌ କର୍‌ବା ଲକ୍‌ମନ୍‍କେ ସର୍‌ପିଦେବାଇ । ସେମନ୍‌ ନିଆଇ କର୍‌ବା ଜାଗାଇ ତମ୍‌କେ ମାରିପାକାଇବାଇ । ତମେ ମର୍‌ ସିସ୍‌ ଅଇରଇବା ଲାଗି, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ ଆରି ରାଜାମନର୍‌ ମୁଆଟେ ଟିଆ କରାଇବାଇ । ତମେ ମର୍‌ଟାନେ ବିସ୍‌ବାସ୍‌ କଲା ବିସଇ ତେଇ ସାକି ଦେଇସା ।
10 And the gospel must first be proclaimed to all nations. ଏ ସବୁ ଗଟ୍‍ନା ଅଇଜିବା ଆଗ୍‌ତୁ, ସବୁ ଦେସର୍‌ ଲକ୍‌ମନର୍‌ ଲଗେ, ଏ ନିମାନ୍‌ କବର୍‌ କେଟ୍‌ବାର୍‌ ଆଚେ ।
11 When they arrest and hand you over, don't worry beforehand what to say. Say whatever you're given in that hour—it's not you speaking, but the Holy Spirit. ସେମନ୍‌ ତମ୍‌କେ ବନ୍ଦିକରି ବିଚାର୍‌ କର୍‌ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍‌ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍‌ ଆଚେ, ସେ କାତା ପର୍‌ମେସର୍‌ ତମ୍‌କେ ସମାନ୍‌ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍‌ ମାତର୍‌ ସୁକଲ୍‌ଆତ୍‌ମା ତମର୍‌ଟାନେଅନି କାତା କଇସି ।
12 Brother will betray brother to death, father his child. Children will rise against parents and have them put to death. ବାଇ ବାଇକେ ମରାଇବାତେଇ ସର୍‌ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍‌ପି ଦେବାଇ ଆରି ପିଲାଟକିମନ୍‌ ତାକର୍‌ ମାଆ ବାବା ବିରୁଦେ ଉଟିକରି ସେମନ୍‌କେ ମରାଇବାକେ ସର୍‌ପିଦେବାଇ ।
13 All will hate you for my name, but whoever endures to the end will be saved. ତମେ ମର ସିସ୍‌ ଅଇରଇଲାର୍‌ ଲାଗି ସବୁ ଲକ୍‌ମନ୍‌ ତମ୍‌କେ ଗିନ୍‌ କର୍‌ବାଇ । ମାତର୍‌ ଜେ ସାରାସାରି ଜାକ ମୁର୍‌ଚି କରି ରଇସି, ସେ ରକିଆପାଇସି ।”
14 When you see the abomination of desolation standing where it should not be (reader, take note), those in Judea must flee to the mountains. “ମାତର୍‌ ତମେ ଜେଡେବେଲା କେ ମନ୍‍ ନ କର୍‌ବାଟା ଆରି ନାସ୍‌ ଅଇବା ଦିନ୍‌ସୁ ଜନ୍‌ଟାକି ସୁକଲ୍‌ ଜାଗାଇ ସଙ୍ଗଇବାର୍‌ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍‌ଲେ, ତମେ ସେ ଜାଗାଇଅନି ପାଲାଇବାର୍‌ ଆଚେ । ଏ ବିସଇ ପଡ୍‌ବା ଲକ୍‌ମନ୍‌, ତମେ ଏ କାତା ବୁଜା । ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
15 Let no one on the housetop go down or enter the house to take anything out. ଜଦି କେ ଗରର୍‌ ଚାଉନି ଉପ୍‌ରେ ରଇସିବଇଲେ, ସେ ଗର୍‌ ବିତ୍‌ରେ ତାର୍‌ କାଇମିସା ଦିନ୍‌ସୁ ଆନ୍‌ବି ବଲିକରି ନ ଜାଅ ।
16 Let no one in the field go back to get their coat. ଜଦି କେ ଚାସ୍‌ ରଇବା ପଦାଇ ରଇସି, ସେ ତାର୍‌ ଚାଦର୍‌ ଆନ୍‌ବାକେ ଗରେ ବାଉଡି ନ ଜାଅ ।
17 How dreadful it will be in those days for pregnant women and nursing mothers! ଗାଗ୍‌ଡେ ରଇଲା ମାଇଜିମନର୍‌ପାଇ ଆରି ଦୁଦ୍‌ କୁଆଇବା ମାଇଜିମନର୍‌ ପାଇ ସେବେଲେ ପାଲାଇବାକେ ବେସି କସ୍‌ଟ ଅଇସି ।
18 Pray that it will not happen in winter, ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅଇବାକେ ପାର୍‌ତନା କରା ।
19 for those days will bring suffering unmatched since our Father created the world until now—and never to be matched again. କାଇକେବଇଲେ ପର୍‌ମେସର୍‌ ଏ ଦୁନିଆ ତିଆର୍‌କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍‌ କସ୍‌ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍‌ କସ୍‌ଟର୍‌ ଗଟ୍‍ନା ସେ ଦିନ୍‌ମନ୍‌କେ ଅଇସି ।
20 Had the Sovereign not shortened those days, no one would survive; but the Sovereign shortened them for the elect he chose. ଜଦି ପର୍‌ମେସର୍‌ ଅପର୍‌ବଲ୍‌ ଦୁକର୍‌ ଦିନ୍‌ମନ୍‌ ଉନା ନ କରି ରଇଲେ, ତେବେ ଦୁନିଆର୍‌ କେ ମିସା ରକିଆ ନ ପାଇକରି ମରି ଜିବାର୍‌ ଅଇତା । ମାତର୍‌ ସେ ଜନ୍‌ ଲକ୍‌ମନ୍‌କେ ବାଚିଆଚେ ସେ ଲକ୍‌ମନର୍‌ପାଇ ସେ ଦୁକର୍‌ ଦିନ୍‌ମନ୍‌ ଉନା କଲାଆଚେ ।”
21 Then if anyone tells you, 'Look, here is the Christ!' or 'Look, there!' don't believe it. ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
22 False christs and false prophets will appear, performing signs and wonders to deceive the elect, if possible. ସେଦିନ୍‌ମନ୍‌କେ ମୁଇଆକା କିରିସ୍‌ଟ । ବଲିକରି ମିଚ୍‌ କଇବା ବବିସତ୍‌ କଇବାଲକ୍‌, ବିନ୍‌ ବିନ୍‌ ରକାମର୍‌ ଚିନ୍‌ ଆରି କାବା ଅଇଜିବା କାମ୍‌ମନ୍‌ ଦେକାଇବାଇ । ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌ ତମ୍‌କେ ମିସା ନାଡାଇବାକେ ଚେସ୍‌ଟା କର୍‌ବାଇ ।
23 So be on your guard; I have told you everything ahead of time. ସେଦିନ୍‌ମନ୍‌କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍‌ରତ୍‌ ଅଇ ରୁଆ । ସେଟାର୍‌ପାଇଁ, ଦେକା ସେ ବେଲା ନ ଆଇବା ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
24 But in those days, after that suffering, the sun will darken, and the moon will not give its light; ସେଦିନ୍‌ମନ୍‌କେ, ସେ ଦୁକର୍‌ ଗଟ୍‍ନା ଅଇଲାପଚେ ବେଲ୍‌ ଉଜଲ୍‌ ନ ଦେଇକରି ଆନ୍ଦାର୍‌ ଅଇଜାଇସି ଆରି ଜନ୍‌ ମିସା ଉଜଲ୍‌ ନ ଦେଏ ।
25 the stars will fall from the sky, and the powers in the heavens will be shaken. ତାରାମନ୍‌ ବାଦ୍‌ଲେଅନି ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌କେ ପର୍‌ମେସର୍‌ ଆଲାଇଦେଇସି ।
26 Then they will see the Son of Man coming in clouds with great power and glory. “ସେବେଲା ନର୍‌ପିଲା ମୁଇ, ବେସି ବପୁତେଇ ଆରି ଡାକ୍‌ପୁଟା ସଙ୍ଗ୍‌ ବାଦଲ୍‌ଟାନେ ଆଇବାଟା ଲକ୍‌ମନ୍‌ ଦେକ୍‌ବାଇ ।
27 He will send his angels and gather his chosen from the four winds, from earth's ends to heaven's ends. ସେବେଲା ମର୍‌ ଦୁତ୍‌ମନ୍‌କେ ପାଟାଇକରି ଦୁନିଆ ସାର୍‌ଲାଅନି ଆରି ସରଗ୍‌ ଚିଡ୍‌ଲା ତେଇଅନି ପର୍‌ମେସର୍‌ ବାଚ୍‌ଲା ଲକ୍‌ମନ୍‌କେ ଟୁଲିଆଇବି ।”
28 Learn this from the fig tree: once its branch softens and leaves sprout, you know summer is near. “ଏବେ ଡୁମ୍‌ରି ଗଚର୍‌ ଉଦାଅରନ୍‌ ଅନି ଏ ବିସଇ ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କରି, କାଁଚାପତ୍‌ରିଆ ଡିସ୍‌ଲେ, କାରାଦିନ୍‌ କେଟ୍‌ଲା ବଲିକରି ତମ୍‌କେ କେ ନ କଇଲେମିସା ଜାନାସ୍‌ ।
29 So also, when you see these things happening, know it's near, at the door. ସେନ୍ତିସେ ତମେ ଏ ସବୁ ଗଟ୍‍ନା ଦେକ୍‌ବାବେଲେ, ମୁଇ ଆଇବା ଦିନ୍‌ କେଟ୍‌ଲା, ବଲିକରି ଜାନ୍‌ସା ।
30 Truly I tell you, this generation will certainly not pass away until all these things have happened. ମୁଇ ତମ୍‌କେ ସତ୍‌କାତା କଇଲିନି, ଏ ଗଟ୍‍ନା ନ ଅଇବାଜାକ, ଏବେ ରଇଲା ଲକ୍‌ମନ୍‌ ନ ମରତ୍‌ ।
31 Heaven and earth will pass away, but my words will never pass away. ବାଦଲ୍‌ ଆରି ତେଇ ଉଜଲ୍‌ ଅଇ ରଇବାଟାମନ୍‌, ଦୁନିଆଇ ଆରି ତେଇରଇବା ସବୁ ଦିନ୍‌ସୁ ନାସ୍‌ ଅଇବା ସାରାସାରି ଦିନ୍‌ ଆଇସି, ମାତର୍‌ ମର୍‌ ବାକିଅ କେବେ ମିସା ନ ସାରେ ।”
32 But no one knows that day or hour—not the angels in heaven, not the Son, only the Father. “ମାତର୍‌ ସବୁ ଗଟ୍‍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍‌ । ସରଗର୍‌ ଦୁତ୍‌ କି ସତ୍‌ ମାପ୍‌ରୁର୍‌ ପିଲା ମୁଇ ମିସା ନାଜାନି । ମର୍‌ ବାବା ପର୍‌ମେସର୍‌ ଗଟେକ୍‌ ଲକ୍‌ସେ ଜାନିଆଚେ ।
33 Be on guard! Stay alert! For you do not know when that time will come. ସେ ଦିନ୍‌ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍‌ । ସେଟାର୍‌ପାଇଁ ତମେ ଜାଗ୍‌ରତ୍‌ ଅଇ ତିଆର୍‌ଅଇ ରୁଆ ।
34 Like a man on a journey: he leaves his house, gives his servants authority—each his own task—and orders the doorkeeper to stay alert. ମୁଇ ଆଇବା ଦିନ୍‌, ଏନ୍ତି ଗଟେକ୍‌ ଲକ୍‌ ତାର୍‍ ଗର୍‌ ଚାଡି ବିନ୍‌ ଦେସେ ଜିବା ବିସଇ ସମାନ୍‍ କରିଅଇସି । ସେ ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ ଡାକିକରି ସେମନ୍‌ କାଇ କାଇ କାମ୍‌ କର୍‌ବାର୍‌ଆଚେ, ସେ ସବୁ ବିସଇ ସେମନ୍‌କେ କଇଲା । ବାଟ୍‌ ଡିଆଗଡି ଜାଗ୍‌ବା ଗତିଦାଙ୍ଗ୍‌ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
35 So stay alert, since you don't know when the master of the house comes—evening, midnight, rooster's crow, or dawn. ତମେମିସା ଜାଗୁଆଲର୍‌ ପାରା ଜାଗ୍‌ରତ୍‌ ଅଇ ରୁଆ । କାଇକେବଇଲେ ସାଉକାର୍‌ ସଞ୍ଜ୍‌ବେଲା, କି ମଜାରାତି, କି କୁକ୍‌ଡାଡାକେ କି ସାକ୍‌ଲିଆ ଆଇସି ସେଟା ତମେ ନାଜାନାସ୍‌ ।
36 Otherwise, if he comes suddenly, he may find you sleeping. ଜଦି ସେ ଅଟାତ୍‌ ଆସିକରି ଦେକ୍‌ଲାବେଲେ, ତମେ ଇସ୍‌ରାଏଲର୍‌ ଲକ୍‌ମନର୍‌ ପାରା ରଇବାଟା ସେ ଦେକ୍‌ବାର୍‌ନାଇ ।
37 What I say to you, I say to everyone: Keep watch!" ମୁଇ ତମ୍‌କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍‌କେ କଇଲିନି । ମୁଇ ଆଇବା ଦିନ୍‌ପାଇ ତିଆର୍‌ ଅଇକରି ସବୁବେଲା ଜାଗ୍‌ରତ୍‌ ଅଇକରି ରୁଆ ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]