Skip to content
The Believer's Library

Desiya Bible

Luke 20 Saa25

Show Saa25 only
Verse × ×
1 One of those days, as Jesus taught the people in the temple and preached good news, the chief priests and scribes came up with the elders, ଦିନେକ୍‌ ଜିସୁ ମନ୍ଦିରେ ଲକ୍‌ମନ୍‌କେ ମାପ୍‌ରୁର୍‌ ନିମାନ୍‌ କାତାର୍‍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇଦେବା ଲକ୍‌ମନ୍‌ ଆରି ପାର୍‌ଚିନ୍‌ମନ୍‌ ଜିସୁର୍‌ ଲଗେ ଆସି ପାଚାର୍‌ଲାଇ ।
2 and asked him, "Tell us by what authority you do these things, or who gave you this authority." “ତୁଇ କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲୁସ୍‌ନି ? କେ ତକେ ଏ ଅଦିକାର୍‌ ଦେଲା ? ଆମ୍‌କେ କ ।”
3 He answered them, "I also will ask you a question. Tell me: ମାତର୍‌ ଜିସୁ କଇଲା, “ମୁଇ ମିସା ତମ୍‌କେ ଗଟେକ୍‌ କାତା ପାଚାର୍‌ବି, ତମେ ମକେ କୁଆ ।
4 Was the baptism of John from heaven, or from man?" ଜଅନ୍‌ କାର୍‌ ଅଦିକାର୍‌ ମିଲାଇ ଲକ୍‌ମନ୍‌କେ ଡୁବନ୍‌ ଦେଇତେ ରଇଲା ? ସରଗର୍‌ ପର୍‌ମେସର୍‌ ଦେଲାଟାନେ ଅନି କି, ଲକ୍‌ମନର୍‌ଟାନେ ଅନି ?”
5 They discussed among themselves: "If we say, 'From heaven,' he'll say, 'Why didn't you believe him?' ସେବେଲାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ଦଦାପେଲା ଅଇଲାଇ । ଜଦି ଜଅନର୍‌ ଡୁବନ୍‌ ସର୍‌ଗେଅନି ବଲି କଇଲେ, କାଇକେ ତାକେ ବିସ୍‌ବାସ୍‌ କରାସ୍‌ ନାଇ ? ବଲି କଇବାଇ ।
6 But if we say 'From man,' all the people will stone us, for they're convinced John was a prophet." ମାତର୍‌ ଆମେ ଲକ୍‌ମନର୍‌ତେଇଅନି ବଲି କଇଲେ ସବୁ ଲକ୍‌ ଆମ୍‌କେ ପାକ୍‌ନା ମାର୍‌ବାଇ । କାଇକେ ବଇଲେ, ଜଅନ୍‌ ସତ‍ଇସେ ପର୍‌ମେସରର୍‌ତେଇ ଅନି ଆଇଲା ବବିସତ୍‌ବକ୍‌ତା ବଲି ଆମର୍‌ ଜିଉଦି ଲକ୍‌ମନ୍‌ ବିସ୍‌ବାସ୍‌ କଲାଇନି ।
7 So they answered that they did not know where it came from. ଏଟା ବାବିକରି ସେମନ୍‌ “ଆମେ ନାଜାନୁ ।” ବଲି କଇଲାଇ ।
8 And Jesus said to them, "Neither will I tell you by what authority I do these things." ଆରି ଜିସୁ ସେମନ୍‌କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍‌ ଅଦିକାର୍‌ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍‌କେ ନ କଇ ।”
9 He began telling the people this parable: A man planted a vineyard, leased it to tenants, then went abroad for a long time. ତାର୍‌ ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ ଗଟେକ୍‌ କାତାନି କଇଲା । “ଗଟେକ୍‌ ଲକ୍‌ ତାର୍‌ ପଦାଇ ଅଙ୍ଗୁର୍‌ ତାସ୍‌ କରି, କେତେଟା ତାସିକେ ଆଦିବାଗ୍‌ କର୍‌ବାକେ ଦେଲା । ଦେଇକରି ସେ ବେସି ଦିନର୍‌ ପାଇ ଗଟେକ୍‌ ଦୁର୍‌ ଦେସେ ରଇବାକେ ଉଟିଗାଲା ।
10 "At harvest he sent a servant to the tenant farmers for his share of the vineyard's fruit, but they beat him and sent him away empty-handed. ଆରି ଅଙ୍ଗୁର୍‌ ତଲ୍‌ବାବେଲା କେଟ୍‌ଲାକେ ସାଉକାର୍‌ ତାର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ତାର୍‌ ବାଗ୍‌ ମାଙ୍ଗି ଆନ୍‌ବାକେ ପାଟାଇଲା । ମାତର୍‌ ସେ ଲକ୍‌ମନ୍‌ ତାର୍‌ ବାଗ୍‌ ନ ଦେଇ ତାର୍‌ ଦାଙ୍ଗ୍‌ଡାକେ କୁଟ୍‌କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
11 He sent another servant; they beat him too, humiliated him, and sent him away empty-handed. ତାର୍‌ ପଚେ ସେ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ପାଟାଇଲା । ସେମନ୍‌ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍‌ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
12 And he sent yet a third, but they wounded this one too and threw him out. ତାର୍‌ ପଚେ ସାଉକାର୍‌ ଆରି ଗଟେକ୍‌ ଦାଙ୍ଗ୍‌ଡାକେ ସେମନର୍‌ ଲଗେ ପାଟାଇଲା । ମାତର୍‌ ସେ ଦାଙ୍ଗ୍‌ଡାକେ ମିସା ରଗ୍‍ରଗା ଅଇତେ ମାରି କେଦିଦେଲାଇ ।”
13 The vineyard owner said, 'What should I do? I will send my beloved son; perhaps they will respect him.' ତାର୍‌ ପଚେ ସାଉକାର୍‌ ମନେ ମନେ ବାବ୍‌ଲା, “ଏବେ ମୁଇ କାଇଟା କର୍‌ବି ? ମୁଇ ବେସି ଆଲାଦ୍‌ କର୍‌ବା ମର୍‌ ପିଲାକେ ପାଟାଇବି । ବାଇଦରେ ସେମନ୍‌ ତାକେ ମାନ୍‌ବାଇ ।”
14 But seeing him, the tenants reasoned among themselves: 'This is the heir. Let's kill him, so the inheritance becomes ours.' ମାତର୍‌ ସେମନ୍‌ ସେ ପିଲା ଆଇବାଟା ଦେକିକରି ତାକର୍‌ ବିତ୍‌ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍‌ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍‌ ଆମର୍‌ ଅଇଜାଇସି ।
15 They threw him out of the vineyard and killed him. What then will the vineyard owner do to them? ଆରି ସେମନ୍‌ ସାଉକାରର୍‌ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍‌ ସେ ଲକ୍‌ମନ୍‌କେ କାଇଟା କରିରଇସି ?
16 "He will come, destroy those tenants, and give the vineyard to others." Hearing this, they said, "Impossible!" ମୁଇ ତମ୍‌କେ କଇଲିନି, ସେ ଆସିକରି ସେ ଲକ୍‌ମନ୍‌କେ ମରାଇ ଦେଇସି । ଆରି ବଡ୍‌ ବିନ୍‌ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।” ମାତର୍‌ କାତାନି ସୁନ୍‌ତେ ରଇଲା ଲକ୍‌ମନ୍‌ କଇଲାଇ, “ଏନ୍ତାର୍‌ କେବେ ମିସା ନଅ ।”
17 He looked straight at them and asked, "Then what is this that's written: 'The stone the builders rejected became the cornerstone'? ମାତର୍‌ ଜିସୁ ଲକ୍‌ମନ୍‌କେ ନିକ ଦେକିକରି କଇଲା, “ଏନ୍ତି ବଇଲେ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଅରତ୍‌ କାଇଟା ? ଗର୍‌ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ‘ନଏଁ’ ବଲି ଚାଡି ଦେଇରଇଲାଇ ସେ ପାକ୍‌ନାସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲା ।
18 Everyone who falls on that stone will be broken to pieces, and when it falls on anyone, it will crush him." ଜନ୍‌ ଲକ୍‌ମନ୍‌ ସେ ପାକ୍‌ନା ଉପ୍‌ରେ ଅଦର୍‌ବାଇ, ସେମନ୍‌ କଣ୍ଡ୍‌ କଣ୍ଡ୍‌ ଅଇଜିବାଇ, ଆରି ସେ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେ ବିଲି ଆଜିଜାଇସି ।”
19 The scribes and chief priests wanted to arrest him then and there, knowing he'd told this parable against them—but they feared the people. ସେବେଲା ସାସ୍‌ତର୍‌ ସିକାଉମନ୍‌ ଆରି ମୁକିଅ ପୁଜାରିମନ୍‌ ଜିସୁର୍‌ କାତାନି ସୁନି, ତାକେ ଦାପ୍‌ରେ ବନ୍ଦି କର୍‌ବାକେ ବାଟ୍‌ କଜ୍‌ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍‌ ବାଡର୍‌ କାତା, ସେମନର୍‌ ବିସଇନେଇ କଇଲାନି ବଲି ବୁଜ୍‌ଲାଇ । ମାତର୍‌ ସେମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ ।
20 Watching closely, they sent spies pretending to be honest, to catch him in his words, so as to hand him over to the governor's rule and authority. ସେଟାର୍‌ପାଇଁ ସେମନ୍‌ ତାର୍‌ ବୁଲ୍‌ ଦାର୍‌ବାକେ ଗଟେକ୍‌ ସୁଜଗ୍‌ କଜ୍‌ତେ ରଇଲାଇ । ସେମନ୍‌ କେତେଟା ଚର୍‌ମନ୍‌କେ ଲାଁଚ୍‍ଦେଇ ଦରମ୍‌ ଲକ୍‌ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍‌ ଟଣ୍ଡେଅନି ବୁଲ୍‌କାତା ବାର୍‌କରାଇ, ଦସ୍‌ ଦାରି, ରମିୟ ସାସନ୍‌କାରିଆକେ ସର୍‌ପି ଦେବାକେ ମନ୍‌କର୍‌ତେ ରଇଲାଇ ।
21 They asked him, "Teacher, we know you speak and teach rightly, favor no one, but truly teach God's way. ସେଟାର୍‌ପାଇଁ ସେ ଚର୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍‌ନି ଆରି ଟିକ୍ ସିକାଇଲାସ୍‌ନି ବଲି ଆମେ ଜାନିଆଚୁ । କାର୍‌ବାଟେ ନ ଅଇ ଲକ୍‌ମନର୍‌ ଜିବନର୍‌ପାଇ ପର୍‌ମେସରର୍‌ ସତ୍‌ ବିସଇସେ ସିକାଇଲୁସ୍‌ନି ।
22 Is it lawful for us to pay taxes to Caesar, or not?" ଏବେ ତୁଇ ଆମ୍‌କେ କଅ, ରମିୟ ସର୍‌କାରର୍‌ ରାଜା କାଇସର୍‌କେ ସିସ୍‌ତୁ ଦେବାଟା ଆମର୍‌ ନିୟମ୍‌ ଇସାବେ ଟିକ୍‌ କି ନାଇ ?”
23 But he saw through their cunning and said, ମାତର୍‌ ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କାତା ଜାନିକରି କଇଲା,
24 "Show me a coin worth a day's wages. Whose image and inscription is on it?" They said, "Caesar's." “ମକେ ଗଟେକ୍‌ ରମିୟ ସର୍‌କାରର୍‌ ଅଦ୍‌ଲି ଡାବୁ ଦେକାଆ । ତେଇ କାର୍‌ ମୁର୍‌ତି ଆରି କାର୍‌ ନାଉଁ ଆଚେ ?” “କାଇସରର୍‌ ମୁର୍‌ତି ଆରି ନାଉଁ ଆଚେ ।” ବଲି ସେମନ୍‌ କଇଲାଇ ।
25 He said to them, "Then give Caesar what's Caesar's, and our Father what's our Father's." “ସେନ୍ତାର୍‌ ରଇଲେ ଜନ୍‌ଟା କାଇସରର୍‌ଟା ସେଟା କାଇସର୍‌କେ ଦିଆସ୍‌, ଜନ୍‌ଟା ପର୍‌ମେସରର୍‌ଟା ସେଟା ପର୍‌ମେସର୍‌କେ ଦିଆସ୍‌ ।” ବଲି କଇଲା ।
26 They could not trap him in his words before the people, and amazed at his answer, they fell silent. ଏ କାତା ସୁନି ସବୁଲକର୍‌ ମୁଆଟେ ସେମନ୍‌ ଜିସୁର୍‌ ବୁଲ୍‌ ଦାର୍‌ବାର୍‌ ନାପାର୍‌ଲାଇ । ଆରି ଜିସୁର୍‌ କାତା ସୁନି ସେମନ୍‌ କାବାଅଇଜାଇ, ଚୁପ୍‌ଅଇ ରଇଲାଇ ।
27 Some Sadducees, who deny there is a resurrection, came and asked him, ତାର୍‌ ପଚେ କେତେଟା ସାଦୁକି ଲକ୍‌ମନ୍‌ ଜିସୁର୍‌ ଲଗେ ଗାଲାଇ । ସେମନ୍‌, ମଲା ଲକ୍‌ମନ୍‌ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ବା ବିସଇ ବିସ୍‌ବାସ୍‌ ନ କର୍‌ତେ ରଇଲାଇ ।
28 "Teacher, Moses wrote for us: if a man dies leaving a wife but no children, his brother must marry the widow and raise offspring for him. ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏ ଗୁରୁ, ମସା ଆମର୍‌ ପାଇ ଏନ୍ତି ନିୟମ୍‌ ଲେକିଆଚେ ଜେ, ଗଟେକ୍‌ ଲକ୍‌ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍‌ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍‌ ବଡ୍‌ବାଇର୍‌ କୁଟୁମ୍‌ ରକିଆ ଅଇସି ।
29 Now there were seven brothers. The first took a wife and died childless. ଏନ୍ତି ସାତ୍‌ବାଇ ରଇଲାଇ । ପର୍‌ତୁମ୍‌ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
30 And the second, ତାର୍‌ ପଚେ ବଡ୍‌ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍‌ ସେ ମିସା ପିଲାଟକି ନଇତେ ମରିଗାଲା ।
31 and the third took her, and likewise all seven left no children and died. ତାର୍‌ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍‌ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
32 Finally the woman also died. ସାରାସାରି ପଚେ ସେ ମିସା ମରିଗାଲା ।
33 At the resurrection, then, whose wife will she be? For all seven had married her." ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି ? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”
34 And Jesus said to them, "The people of this age marry and are given in marriage, ଜିସୁ ସେମନ୍‌କେ କଇଲା, “ଏ ଜୁଗର୍‌ ମାଇଜି ମନସ୍‌ ବିବା ଅଇବାଇ,
35 "But those considered worthy to reach that age and the resurrection from the dead neither marry nor are given in marriage. ମାତର୍‌ ଜନ୍‌ ମାଇଜିମନସ୍‌ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍‌, ସେମନ୍‌ ବିବା ନ ଅଅତ୍‌ ।
36 For they can no longer die, because they are like angels and children of our Father, children of the resurrection. ସେମନ୍‌ ପର୍‌ମେସରର୍‌ ଦୁତ୍‌ମନର୍‌ପାରା ଅଇ ଆରି କେବେମିସା ନ ମରତ୍‌ । ପଚେ ମଲାଟାନେଅନି ଉଟି ପର୍‌ମେସରର୍‌ ପିଲାଟକି ଅଇ ରଇବାଇ ।
37 But even Moses showed the dead are raised, at the bush passage, calling our Father the God of Abraham and of Isaac and of Jacob. ମସା ବଲ୍‌ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍‌ମନ୍‌ ଜିବନ୍‌ ଅଇ ଉଟ୍‌ବାଇ । ଲାଗ୍‌ତେ ରଇବା ବୁଟାର୍‌ କାତାଇ, ମସା ଅବ୍‌ରାଆମର୍‌ ପର୍‌ମେସର୍‌, ଇସାକର୍‌ ପର୍‌ମେସର୍‌ ଆରି ଜାକୁବର୍‌ ପର୍‌ମେସର୍‌ ବଲି ପର୍‌ମେସର୍‌କେ ଜାନାଇ ଆଚେ ।
38 He isn't God of the dead but of the living, for all are alive to him." ପର୍‌ମେସର୍‌ ମଲା ଲକ୍‌ମନର୍‌ ମାପ୍‌ରୁ ନଏଁ, ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ପର୍‌ମେସରର୍‌ ଦେକ୍‌ବା ଇସାବେ ତେଇ ସେମନ୍‌ ସବୁ ଲକ୍‌ ଜିବନ୍‌ ଅଇଆଚତ୍‌ ।”
39 Then some of the scribes answered, "Teacher, you have spoken well." ତାର୍‌ ପଚେ କେତେଟା ସାସ୍‌ତର୍‌ ସିକାଉମନ୍‌ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍‍ ଉତର୍‌ ଦେଇଆଚୁସ୍‌ !” ବଲି ଜିସୁକେ କଇଲାଇ ।
40 For they no longer dared to ask him anything. କାଇକେବଇଲେ ଜିସୁକେ ଆରି କେ ମିସା ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରତ୍‌ ନାଇ ।
41 But he said to them, "How can they say that the Christ is the son of David? ତାର୍‌ ପଚେ ଜିସୁ ତାର୍‌ କାତା ସୁନ୍‌ବା ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର ବାଚିପାଟାଇଲା କିରିସ୍‌ଟ ଦାଉଦ୍‌ ରାଜାର୍‌ ନାତିତିତି ବଲି ଲକ୍‌ମନ୍‌ କାଇକେ କଇଲାଇନି ?”
42 For David himself says in the Psalms, 'Our Father said to my Lord, "Sit at my right hand, କାଇକେ ବଇଲେ ଦାଉଦ୍‌ ରାଜା ଗିତ୍‌ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା,
43 until I make your enemies a footstool for your feet."' ମୁଇ ତର୍‌ ବିରଦିମନ୍‌କେ ଆରାଇକରି ତର୍‌ ପାଦ୍‌ତଲେ ସଙ୍ଗଇବା ପିଡାପାରା ନ କର୍‌ବା ଜାକ, ତୁଇ ମର୍‌ ଉଜାବାଟେସେ ବସି ର ।
44 David then calls him Lord—how is he his son?" ଜଦି ଦାଉଦ୍‌ ରାଜା କିରିସ୍‌ଟକେ ମାପ୍‌ରୁ ବଲି ଡାକି ରଇଲେ ଆରି କିରିସ୍‌ଟ କେନ୍ତି ଦାଉଦ୍‌ ରାଜାର୍‌ ନାତିତିତି ଅଇସି ? ବଲି ପାଚାର୍‌ଲା ।
45 While all the people were listening, he said to his disciples, ସେବେଲା ସବୁ ଲକ୍‌ମନ୍‌ ଜିସୁ ସିକାଇବା ବିସଇ ସୁନ୍‌ତେ ରଇଲାବେଲେ, ସେ ତାର୍‌ ସିସ୍‌ମନ୍‌କେ କଇଲା,
46 "Watch out for the scribes, who want to walk in long robes, and love greetings in the marketplaces, the best seats in synagogues, and places of honor at feasts, “ନିୟମ୍‌ ସିକାଇବା ଲକ୍‌ମନର୍‌ତେଇଅନି ଜାଗ୍‌ରତ୍‌ ରୁଆ । ସେମନ୍‌ ନିମାନ୍‌ ପଚିଆ ପିନ୍ଦି ବୁଲ୍‌ବାକେ ମନ୍‌ କର୍‌ବାଇ । ଆଟେବାଟେ ଜୁଆର୍‌ ପାଇବାକେ, ପାର୍‌ତନା ଗରର୍‌ ମୁକିଆ ଜାଗାଇ ବସ୍‌ବାକେ, ଆରି ବଜିତେଇ ସବୁ ଲକର୍‌ଟାନେଅନି ଆଗ୍‌ତୁ ବସ୍‌ବାକେ ମନ୍‌ କର୍‌ବାଇ ।
47 who devour widows' houses and pray long prayers for show. They will receive greater condemnation." ସେମନ୍‌ ଲାଜ୍‌ ନଅଇ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ମାତର୍‌ ସେମନ୍‌ ନିମାନ୍‌ ଲକର୍‌ପାରା ଦେକାଇଅଇବାଇ । ଆରି ଲକ୍‌ମନର୍‌ ମୁଆଟେ ବେସି ଲମାଇକରି ପାର୍‌ତନା କର୍‌ବାଇ । ଏନ୍ତାରି ଲକ୍‌ମନ୍‌କେ ପର୍‌ମେସର ବେସି ବଡ୍‌ ଡଣ୍ଡ୍‌ ଦେଇସି ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]