Skip to content
The Believer's Library

Desiya Bible

Isaiah 66 Saa25

Show Saa25 only
Verse × ×
1 This is what our Father says: "Heaven is my throne, and the earth is my footstool. Where, then, is the house you would build for me? And where is the place of my rest? ସବୁବେଲର୍ ମାପ୍‌ରୁ ଏନ୍ତାରି ବଲିକରି କଇଲା ଆଚେ, ସରଗ୍ ଅଇଲାନି ମର୍ ସିଆଁସନ୍‌ ଆରି ପୁର୍‌ତିବି ଅଇଲାନି ମର୍ ପାଦ୍‌ ସଙ୍ଗଇବା ଜାଗା; ତମେ ମର୍ ପାଇଁ କେନ୍ତାର୍ ରକାମର୍ ଗର୍ ମର୍ ପାଇଁ ତିଆର୍ କର୍‌ସା ? ଆରି କନ୍ ଜାଗା ମର୍ ବିସ୍‌ରାମ୍ କର୍‌ବା ଗର୍ ଅଇସି ।
2 My hand has made all these things, and so they all came into being, declares our Father. But this is the one to whom I will look: the one who is humble and contrite in spirit, and who trembles at my word. କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍‌ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍‌ତାର୍ ବଲିକରି ସବୁବେଲର୍ ମାପ୍‌ରୁ କଇଲା ଆଚେ; ମାତର୍ ଏ ଲକ୍‌ମନର୍‌ ପାଇଁ , କଇବାକେ ଗାଲେ ଜନ୍‌ ଲକ୍‌ମନ୍ ଦୁକ୍‌ରେ ଆଚତ୍ ଆରି ଦରମ୍ ଲକ୍‌ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍‌ପାଇଁ ମୁଇ ଦେକ୍‌ବି ।
3 But whoever slaughters an ox is like one who kills a man; whoever sacrifices a lamb, like one who breaks a dog's neck; whoever offers a grain offering, like one who presents pig's blood; whoever burns frankincense, like one who blesses an idol. They have chosen their own ways, and their soul delights in their abominations. ଜନ୍ ଲକ୍ ଗରୁ ମାର୍‌ସି , ସେ ଅଇଲାନି ନର୍‌ମାରୁ ପାରା ଅଇସି; ଜେ ମେଣ୍ଡା ପିଲା ବଲିଦାନ୍ କର୍‌ସି, କୁକୁରର୍ ଟଟ୍‌ରି କାଟ୍‌ବା ଲକ୍‌ ପାରା ଅଇସି, ଜେ ଅମ୍‌ବଲି ତେଇ ବଲିଦାନ୍ ସରପ୍‌ସି, ସେ ସୁକର୍ ବନି ସରପ୍‌ଲା ପାରା ଲକ୍‌ ଅଇସି, ଜେ ଗନ୍ଦ୍ ଦୁପ୍‌ନି ଲାଗାଇସି , ସେ ଦେବ୍‌ତା ମନ୍‌କେ ଦନିଅବାଦ୍ କର୍‌ବା ଲକ୍ ପାରା ଅଇସି; ଉଁ ସେମନ୍ ନିଜର୍ ବାଟ୍ ବାଚ୍‌ଲାଇ ଆଚତ୍ ଆରି ସେମନର୍ ଜିବନ୍ ତମ୍‌କେ ଗିନ୍‌ କର୍‌ବା ବିସଇ ତେଇ ତାକର୍ ମନ୍ ସାନ୍‌ତି ଅଇସି;
4 So I also will choose harsh treatment for them and bring their dread upon them, because when I called, no one answered; when I spoke, they did not listen. They did what was evil in my eyes and chose what does not please me." ଆମେ ମିସା ତାକର୍ ବୁଲ୍‌କାଇବା ବିସୟ୍‌କେ ନିକ ବଲିକରି କଇବାର୍ ଅଇସି ଆରି ସେମନର୍ ଡରର୍ ଲାଗି ସେମନ୍‌କେ ଗଟାଇବାର୍ ଅଇସି ; କାଇକେ ବଇଲେ ମକେ ଡାକ୍‌ଲାବେଲେ କେ ମିସା କାଇ ବଲିକରି କଅତ୍‌ ନାଇ ; ଆରି ଆମେ କଇଲାବେଲେ କେ ମିସା ସୁନତ୍‌ ନାଇଁ ; ମାତର୍ ଜନ୍‌ଟା ମର୍ ଆକିର୍ ଆଗେ କାରାପ୍, ସେଟାକେ ସେମନ୍ କଲାଇ ଆରି ଜନ୍‌ତେଇକି ମର୍ ରାଜିନାଇ ସେଟାମନ୍‌କେ ସେମନ୍ ବାଚି ଅଇଲାଇ ।
5 Hear the word of our Father, you who tremble at his word: "Your own brothers who hate you and cast you out for my name's sake have said, 'Let our Father be glorified, that we may see your joy'—but it is they who will be put to shame." ସବୁବେଲର୍ ମାପ୍‌ରୁର୍ ବାକିଅ ତେଇ ଲଦ୍‌ବଦି ଗାଲାନି ଜେ , ତମେ ତାର୍ ବାକିଅକେ ସୁନା ; ତମର୍ ଜନ୍ ବାଇମନ୍ ତମ୍‌କେ କାରାପ୍ ବାବ୍‌ବାଇ , ମର୍ ନାଉଁ ଇସାବ୍‌ରେ ସେମନ୍‌କେ ଦୁର୍ କର୍‌ସି, ସେମନ୍ କଇଲାଇ ଆଚତ୍ , ଆମେ ଜେନ୍‌ତିକି ତମର୍ ସାର୍‌ଦାରେ ରଇବାଟା ଦେକ୍‌ବୁ , ସେଟାର୍‌ପାଇଁ ସବୁବେଲର୍ ମାପ୍‌ରୁ ମଇଁମା ପାଅ; ମାତର୍ ସେମନ୍ ଲାଜ୍ ଅଇ ଜିବାଇ ।
6 A sound of uproar from the city! A voice from the temple! It is the voice of our Father, repaying his enemies what they have done! ସୁନା, ନଅଁର୍‌ ତେଇର୍‌ ଆଉଲି ଗଉଲି , ମନ୍ଦିରର୍ ତେଇର୍ ଆଉଲି, ସେଟା ମାତର୍ ସତ୍‌ରୁ ମନର୍ କଲାକାମର୍ ବାଦ୍‌ଲା ନେଇସି , ସେଟା ସବୁବେଲର୍ ମାପ୍‌ରୁର୍ କଇବା କାତା।
7 Before she was in labor, she gave birth; before her pain came upon her, she delivered a son. ଦୁକ୍‌ କସ୍‌ଟ ଆଇବା ଆଗ୍‌ତୁ ସେ ନିମାନ୍ ଅଇଲା; ପିଲା ଜନମ୍ କର୍‌ବା ବେଲା ନ ଆଇବା ଆଗ୍‌ତୁ ପିଲା ଜନମ୍ କଲା ।
8 Who has ever heard of such a thing? Who has ever seen such things? Can a land be born in a single day? Can a nation be brought forth in a moment? Yet no sooner was Zion in labor than she brought forth her children. ଏ ରକାମ୍ କାତା କେ ସୁନି ଆଚାସ୍ ? ଏ ରକାମ୍ ଗଟ୍‌ନା କେ ଦେକି ଆଚାସ୍ ? କାଇ ଗଟେକ୍ ଦିନେ କନ୍ ଦେସ୍‌ ଜନମ୍ ଅଇସି କି? କନ୍ କୁଟୁମର୍ ଲକ୍‌ କାଇ ଗଟେକ୍ ସମଇ ଜନମ୍ ଅଇବାଇ? ସିଅନ୍ ପିଲା ଜନମ୍ କର୍‌ବା ଦୁକା ପାଇବା ଦାପ୍‌ରେ, ସେ ନିଜର୍ ପିଲା ମନ୍‌କେ ଜନମ୍ ଦେଲା ।
9 "Will I bring to the moment of birth and not deliver?" says our Father. "Will I who deliver shut the womb?" says your Father. ସବୁବେଲର୍ ମାପ୍‌ରୁ କଇଲାନି, ଆମେ ପିଲା ଜନମ୍‌ କର୍‌ବା ଦିନ୍ କେଟାଇ କରି କାଇ ପିଲା ଜନମ୍ କରି ନାପାରୁ କି? ତମର୍ ପର୍‌ମେସର୍ କଇଲାନି, ପିଲା ଜନମ୍ କରାଇବା ଲକ୍‌ ଜେ , ମୁଇ କାଇ ପିଲା ଜନମ୍ ଅଇବାଟାକେ ବନ୍ଦ୍ କର୍‌ବି?
10 Rejoice with Jerusalem and be glad for her, all you who love her; rejoice with her in joy, all you who mourn over her, ଏ ଜିରୁସାଲାମ୍‌କେ ଲାଡ୍‌ମୁଆସ୍ କର୍‌ବା ସବୁ ଲକ୍‌ମନ୍, ତମେ ତାର୍‌ ସଙ୍ଗେ ସାର୍‌ଦା କରା ଆରି ତାର୍ ପାଇଁ ବଲି କରି ଆଁସା ବକ୍‌ରା ଉଆ; ତାର୍ ବିସୟ୍ ନେଇକରି ଦୁକ୍‌ କର୍‌ବା ସବୁ ଲକ୍ ତମେ ସାର୍‌ଦା କର୍‌ବାର୍ ଲାଗି ତାର୍ ସଙ୍ଗେ ଆଁସା ବକ୍‌ରା କରା;
11 that you may nurse and be satisfied at her comforting breast, that you may drink deeply and delight in her overflowing glory. ତାର୍‌ପଚେ ଜେନ୍‌ତିକି ଗଟେକ୍ ପିଲା ଆୟାର୍ ଦୁଦ୍ କାଇ କରି ପେଟ୍‌ପୁରାଇ ସାନ୍‌ତି ଅଇସି , ସେ ରକାମ୍ ତମେ ମିସା ସେ ଦନ୍‌କେ ମିଲାଇ କରି ସାର୍‌ଦା ଉଆ ।
12 For this is what our Father says: "I will extend peace to her like a river, and the glory of the nations like an overflowing stream; you will nurse and be carried on her hip and bounced upon her knees. କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଏନ୍‌ତାର୍ ବଲିକରି କଇଲା ଆଚେ, ଦେକା, ମୁଇ ତାର୍ ଆଡ୍‌ଗଡ୍‌କେ ଗାଡ୍‌ପାରା ସାନ୍ତି ଆରି ପାଜ୍‌ରା ପାନି ବାର୍‌କରାଇ କରି ଉଚ୍‌ଲିଜିବା ପାରା ଜର୍‌ନା ପାନି ପାରା ବିନ୍‌ବିନ୍ ଦେସ୍‌ମନର୍ କାବା ଅଇଜିବା କାମ୍ କର୍‌ସା, ଆରି ତମେ ତେଇଅନି ଦୁଦ୍ କାଇସା ଆରି ତମେ କନ୍ଦେ ବୁଆ ଅଇସା ଆରି କଲେ ନାଟ୍ କର୍‌ସା।
13 As a mother comforts her child, so I will comfort you; and you will be comforted over Jerusalem." ଜେନ୍ତିକି ଗଟେକ୍ ପିଲାକେ ତାର୍ ଆୟା ଅଅ କରି ବୁଜାଇସି, ଟିକ୍ ସେନ୍‌ତି କରି ଆମେ ବୁଜାଇବୁ ଆରି ତମେ ଜିରୁସାଲାମ୍‌ ଟାନେ ସାନ୍ତି ପାଇସା ।
14 When you see this, your heart will rejoice, and your bones will flourish like new grass; the hand of our Father will be made known to his servants, but his fury to his enemies. ଆରି, ତମେ ଏଟା ଦେକ୍‌ସା ଆରି ତମର୍‌ ମନ୍ ବେସି ସାର୍‌ଦା ଅଇଜାଇସି , ଆରି ତମର୍ ଗାଗ୍‌ଡେ ରଇଲା ଆଡ୍ କଁଲି ଗାଁସ୍‌ ପାରା ଦପ୍‌ଦପା ଡିସ୍‌ସି ; ଆରି , ସବୁବେଲର୍ ମାପ୍‌ରୁର୍ ଆତ୍ ତାର୍ ଦାଙ୍ଗ୍‌ଡା ଲଗେ ଜାନା ପଡ୍‌ସି ଆରି ସେ ନିଜର୍ ସତ୍‌ରୁ ମନର୍ ବିରୁଦେ ରିସା ଅଇ ଜାଇସି।
15 For look—our Father will come with fire, and his chariots like the whirlwind, to unleash his anger with fury and his rebuke with flames of fire. କାଇକେ ବଇଲେ ଦେକା , ବେସି ଜଇ ଲାଗ୍‌ଲା ପାରା ତାର୍ ରିସା ଅଇସି ଆରି ଲାଗ୍‌ବା ଜଇ ସଙ୍ଗ୍ କୁରୁପ୍‌ନାସ୍‌ କର୍‌ବାକେ ସବୁବେଲର୍ ମାପ୍‌ରୁ ଜୟ୍ ଆଇଲାପାରା ଆଇସି ତାର୍ ସବୁଜାକ ରତ୍ ବାଉପବନ୍ ପାରା ଅଇସି ।
16 For with fire and with his sword our Father will execute judgment on all flesh, and those slain by our Father will be many. କାଇକେ ବଇଲେ ସବୁବେଲର୍ ମାପ୍‌ରୁ ଜୟ୍‌ସଙ୍ଗେ ଆରି ନିଜର୍ କାଣ୍ଡାସଙ୍ଗେ ମଚ୍‌ପୁରେ ସର୍‌ତେ ଲକର୍ ବିଚାର୍‌ନା କର୍‌ସି ; ତାର୍‌ପଚେ ସବୁବେଲର୍ ମାପ୍‌ରୁ ମାରି ରଇବା ଲକ୍ ବେସି ଅଇବାଇ ।
17 "Those who consecrate and purify themselves to enter the gardens, following one in the midst, eating the flesh of pigs and vermin and mice, will come to an end together, declares our Father. ସବୁବେଲର୍ ମାପ୍‌ରୁ କଇଲାନି , ଜନ୍‌ ଲକ୍‌ମନ୍ ମଜାର୍ ଗଟେକ୍ ଲକ୍ ପଚ୍‌ବାଟର୍ ଉଦିଆନ୍ ବାଡେ ଜିବାକେ ତମ୍‌କେ ସୁକଲ୍ ଆରି ସୁଚି କର୍‌ସି, ଗୁସ୍‌ରି ମାଉଁସ୍ ଆରି ବେସି ଆସାର୍ ଜିନିସ୍ ଆରି ମୁସା ମାଉଁସ୍ କାଇବାଇ, ସେମନ୍‌ ଏକା ସଙ୍ଗେ କୁରୁପ୍ ନାସ୍ ଅଇଜିବାଇ ।
18 "For I know their deeds and thoughts. The time comes to gather all nations and tongues; they will come and see my glory. କାଇକେ ବଇଲେ ଆମେ ସେମନର୍ କାମ୍ ଆରି ବାବ୍‌ନାକେ ଜାନି ଆଚୁ ; ସବୁ ଦେସର୍ ଆରି ସବୁ ବାସାର୍‌ ଲକ୍‌ମନ୍‌କେ ଆମେ ଟୁଲିଆଇବା ସମୟ୍ ଆଇଲାନି ଆରି ସେମନ୍ ଆସିକରି ଆମର୍ ମଇମା ଦେକ୍‌ବାଇ ।
19 "I will set a sign among them and send survivors to the nations—Tarshish, Pul, Lud (who draw the bow), Tubal, Javan, and distant coastlands that never heard of me or saw my glory. They will declare my glory among the nations. ଆରି, ଆମେ ସେମନ୍‌ର୍ ବିତ୍‌ରେ ଗଟେକ୍ ଚିନ୍ ତିଆର୍ କର୍‌ବାର୍ ଅଇସି ଆରି ସେମନର୍ ବିତ୍‌ରେ ଅନି ରକିଆ ଅଇ ରଇବା ଲକ୍‌ମନ୍‌କେ ଆମେ ବିନ୍‌ବିନ୍ ଦେସର୍ ଲକ୍‌ମନର୍ ଲଗେ , ତର୍‌ସିସ୍, ପୁଲ୍, ଆରି ଲୁଦ୍‌, ଜନ୍ ଲକ୍‌ମନ୍‌କି ଦୁନୁଦାରୁମନ୍ ,ତୁବଲ୍‌ ଆରି ଜବନ୍ , ଏଟାମନ୍‌ସବୁ ଜନ୍ ଦୁରିକେ ରଇଲା କୁପ୍‌ଲିମନ୍ ଆମର୍ ସୁବ୍‌କବର୍‌କେ କେବେ ସୁନତ୍ ନାଇଁ , କି ଆମର୍ ଉଜଲ୍‌କେ କେବେ ଦେକତ୍‌ ନାଇ, ସେ ଲକ୍‌ମନର୍ ଲଗେ ପାଟାଉଁ ଆରି ସେମନ୍ ବିନ୍‌ବିନ୍ ଦେସର୍ ଲକ୍‌ମନର୍ ଲଗେ ଆମର୍ ମଇମାକେ ଜାନାଇବାଇ ।
20 They will bring all your brothers from every nation as an offering to our Father—on horses, in chariots and wagons, on mules and camels—to my holy mountain Jerusalem, says he, as Israel brings a grain offering in a clean vessel to the house of our Father. ଆରି, ସବୁବେଲର୍ ମାପ୍‌ରୁ କଇଲାନି ଏ ଇସ୍‌ରାଏଲ୍ ଦେସର୍ ଲକ୍‌ମନ୍ ଜେନ୍‌ତିକି ସୁଚି ଗିନା ତେଇ ସବୁବେଲର୍ ମାପ୍‌ରୁର୍ ଗରେ ଇନାମ୍ ଆନ୍‌ବାଇ, ସେ ରକାମ୍ ସେମନ୍ ତମର୍ ବାଇ ସବୁ ଲକ୍‌କେ ସବୁବେଲର୍ ମାପ୍‌ରୁର୍ ଇସାବ୍‌ରେ ଇନାମ୍ ଇସାବେ , ସବୁ ଦେସ୍‌ମନର୍ ବିତ୍‌ରେ ଅନି ସେମନ୍‌କେ ଗଡା , ରତ୍,ଉଟ୍, ମାଇଗଡା ଆରି ବେସି ପାଲାଇତେ ରଇବା ପସୁମନର୍ ଉପ୍‌ରେ ଆମର୍ ସୁକଲ୍ ପର୍‌ବତ୍ ଜିରୁସାଲାମେ ଆନ୍‌ବାଇ ।
21 And some of them I will take to be priests and Levites, says our Father. ଆରି ମୁଇ ସେମନର୍ ଲଗେ ଅନି ଜାଜକ୍ ଆରି ଲେବିଅ ଅଇବାକେ ଲକ୍‌ମନ୍‌କେ ଡାକ୍‌ବି ଏ କାତା ସବୁବେଲର୍ ମାପ୍‌ରୁ କଇଲାନି ।
22 "For just as the new heavens and the new earth that I make will endure before me, declares our Father, so will your offspring and your name endure. କାଇକେ ବଇଲେ ଆମେ ଜନ୍ ନୁଆଁ ଆକାସ୍‌ମଣ୍ଡଲ୍ ମର୍ ବପୁ ସଙ୍ଗେ ତିଆର୍ କର୍‌ବି, ସେଟା ଜେନ୍‌ତିକି ମର୍ ମୁଆଟେ ସବୁବେଲର୍ ପାଇଁ ରଇସି, ସେ ରକାମ୍ ମର୍ ବଁସ୍‌ କୁଲ୍ ଆରି ତମର୍ ନାଉଁ ଜୁଗ୍‌ଜୁଗ୍ ରଇସି, ଏନ୍‌ତାର୍ ବଲିକରି ସବୁବେଲର୍ ମାପ୍‌ରୁ କଇଲାନି।
23 From new moon to new moon, and from Sabbath to Sabbath, all flesh will come to worship before me, says our Father. ଆରି ଗଟେକ୍ ଉଆଁସ୍‌ ରାତି ଦିନେଅନି ଆର୍‌ଗଟେକ୍ ଉଆଁସ୍ ରାତି ଆଇବା ଜାକ ଆରି ଗଟେକ୍ ବିସ୍‌ରାମ୍ ଦିନେ ଅନି ଆରିଗଟେକ୍ ବିସ୍‌ରାମ୍ ଦିନ୍‌ ଆଇବା ଜାକ ପୁର୍‌ତିବି ମର୍ ମୁଆଟେ ଜୁଆର୍ କର୍‌ବାକେ ଆଇବାଇ, ଏ କାତା ସବୁବେଲର୍ ମାପ୍‌ରୁ କଇଲାନି ।
24 "And they will go out and look on the corpses of those who rebelled against me; for their worm will not die, and their fire will not be quenched, and they will be a horror to all flesh." ଆରି ସେମନ୍ ବାଇଲେ ଜାଇ କରି , ଜନ୍ ଲକ୍‌ମନ୍ ମର୍ ବିରୁଦେ ଅନିଆଇ କରି ଆଚତ୍ , ସେ ଲକ୍‌ମନର୍ ମଲା ମଡ୍ ଦେକ୍‌ବାଇ ; କାଇକେ ବଇଲେ ସେମନ୍‌କେ କାଇବା କିଡା ନ ମରତ୍ କି ଜଇ ଲାଗ୍‌ବାଟା ନ ଲିବେ; ଆରି ସେ ସବୁଲକ୍‌ ଜାକ ତେଇ ଚଟ୍‌ପଟି ଚଟ୍‌ପଟି କରି ରଇବାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]