Skip to content
The Believer's Library

Desiya Bible

Genesis 47 Saa25

Show Saa25 only
Verse × ×
1 Joseph came and told Pharaoh, "My father and my brothers, with their flocks, herds, and all they own, have come from Canaan. They are now in Goshen." ତାର୍‌ପଚେ ଜସେପ୍‌ ଜାଇ ପାରକେ କବର୍‌ ପାଟାଇ କଇଲା, “ମର୍‌ ବାବା ଆରି ବାଇମନ୍‌ କିଣାନ୍‌ ଦେସେ ଅନି ନିଜର୍‌ ଗାଇ ଗରୁ ରାସି ସଙ୍ଗେ ସର୍‌ତେ ଦାରି ଆସିଆଚତ୍‌, ସେମନ୍‌ ଗସମ୍‌ ପର୍‌ଦେସେ ଆଚତ୍‌ ।”
2 From among his brothers he took five men and presented them to Pharaoh. ଆରି ଜସେପ୍‌ ନିଜର୍‌ ବାଇମନର୍‌ ବିତ୍‌ରେ ଅନି ପାଞ୍ଚ୍‌ ଲକ୍‌କେ ଡାକି ନେଇ ପାରର୍‌ ସଙ୍ଗେ ବେଟ୍‌ଗାଟ୍‌ କରାଇଲା ।
3 Pharaoh asked Joseph's brothers, "What is your work?" They told Pharaoh, "Your servants tend sheep, we and our fathers alike." ତାର୍‌ପଚେ ପାରରାଜା ଜସେପର୍ ବାଇମନ୍‌କେ ପାଚାର୍‌ଲା, ତମେ କାଇ ବେବାର୍‌ କଲାସ୍‌ନି? ସେମନ୍‌ ପାରକେ କଇଲାଇ, ତର୍‌ ଏ ଦାସ୍‌ମନ୍‌ ଆନିଦାଦି ବେଲେ ଅନି ଗରୁ ଚାରାଇଲାଇନି।
4 They said to Pharaoh, "We came to live in this land as foreigners, since there's no pasture for your servants' flocks—the famine is severe in Canaan. Now please let your servants settle in Goshen." ସେମନ୍‌ ପାରରାଜାକେ ଆରିତରେକ୍‌ କଇଲାଇ, ଆମେ ସବୁ ଏ ଦେସେ ବାସା ଅଇବାକେ ଆସିଆଚୁ, ତେବେ ତର୍‌ ଏ ଦାସ୍‌ମନର୍‌ ପସୁ ରାସିକେ କାଇଟା କାଇବାକେ ନାଇ, କିଣାନ୍‌ ଦେସେ ବେସି ମର୍‌ଡି ଅଇଆଚେ, ତେବେ ଗୁଆରି କଲୁନି, ତମେ ଏ ଦାସ୍‌ମନ୍‌କେ ଗସନ୍‌ ପର୍‌ଦେସେ ବାସା ଆଇବାକେ ଆଦେସ୍‌ ଦେସ୍‌ ।
5 Pharaoh said to Joseph, "Your father and your brothers have come to you. ତାର୍‌ପଚେ ପାରରାଜା ଜସେପ୍‌କେ ଆଦେସ୍‌ ଦେଲା, ତମର୍‌ ବାବା ଆରି ବାଇମନ୍‌ ତର୍‌ ଲଗେ ଆସି ଆଚତ୍‌ ।
6 Egypt lies before you. Settle your father and brothers in the best of the land—let them live in Goshen. If you know capable men among them, put them in charge of my livestock." ମିସର୍‌ ଦେସ୍‌ ତର୍‌ ମୁଆଟେ ଆଚେ; ଦେସର୍‌ ସବୁ ଜାଗାଇ ନିଜର୍‌ ବାବା ଆରି ବାଇମନ୍‌କେ ବାସା କରାଆ, ଗସନ୍‌ ପର୍‌ଦେସେ ସେମନ୍‌ ବାସା କରତ୍‌, ଆରି ସେମନର୍‌ ବିତ୍‌ରେ ଅନି ଜାକେ ଜାକେ ସକ୍‌ତିସାଲି ବଲିକରି ଜାନି ଆଚାସ୍‌, ସେମନ୍‌କେ ଆମର୍‌ ପସୁ ରାସିର୍‌ ମାଲିକ୍‌ ନାଉଁରେ ଟିଆ କରା ।
7 Then Joseph brought his father Jacob in and presented him to Pharaoh, and Jacob blessed Pharaoh. ତାର୍‌ପଚେ ଜସେପ୍‌ ତାର୍‌ ବାବା ଜାକୁବକେ ଆନି ପାର ରାଜାର୍‌ ମୁଆଟେ ଟିଆ କରାଇଲା, ତାର୍‌ପଚେ ଜାକୁବ ପାରକେ ଆସିର୍‌ବାଦ୍‌ କଲା ।
8 Pharaoh asked Jacob, "How many years have you lived?" ସେଡ୍‌କିବେଲେ ପାରରାଜା ଜାକୁବକେ ପାଚାର୍‌ଲା, ତମ୍‌କେ କେତେ ବରସ୍‌ ଅଇଲା ଆଚେ ?
9 Jacob answered Pharaoh, "My years as a wanderer are 130. Few and hard, they haven't reached my fathers' years of wandering." ଜାକୁବ ପାରକେ କଇଲା, ମର୍‌ ଜିଇଲା ଦିନ୍‌ ସଏ ତିରିସ୍‌ ବରସ୍‌ ଅଇଲାବେ , ମୁଇ ଅଲପ୍‌ ଦିନ୍‌ ଆକା ବଁଚ୍‌ଲି ଏଲେ ମିସା କସ୍‌ଟରେ , ମର୍‌ ଆନିଦାଦିମନର୍‌ ବାସା ଅଇ ଜିଇଲା କାଇଲା ଦିନ୍‌ ପାରା ନାଇଁ ।
10 Then Jacob blessed Pharaoh and went out from his presence. ତାର୍‌ପଚେ ଜାକୁବ ପାରକେ ଆସିର୍‌ବାଦ୍‌ କରି ତାର୍‌ ଲଗେଅନି ଗାଲା ।
11 So Joseph settled his father and brothers, giving them land in Egypt's best territory, the region of Rameses, as Pharaoh had ordered. ତାର୍‌ପଚେ ଜସେପ୍‌ ପାରରାଜାର୍‌ ଆଦେସ୍‌ ଇସାବେ ମିସର୍‌ ଦେସର୍‌ ସବୁ ଅଁଚଲେ କଇବାକେ ଗାଲେ ରାମିସେସ୍‌ ପର୍‌ଦେସେ ଅଦିକାର୍‌ ଦେଇ ନିଜର୍‌ ବାବା ଆରି ବାଇ ମନ୍‌କେ ବାସା କରାଇଲା ।
12 Joseph fed his father, his brothers, and all his father's household, by the number of their children. ଆରି ଜସେପ୍‌ ନିଜର୍‌ ବାବା ଆରି ବାଇମନ୍‌କେ ଆରି ସବୁ ବାବାର୍‌ କୁଟୁମ୍‌କେ ସବୁଲକର୍‌ କୁଟୁମ୍‌ ଇସାବେ କାଇବା କାଦିକଣ୍ଡା ଦେଇ ଲାଲନ୍‌ ପାଲନ୍‌ କଲା ।
13 No food remained in all the land, for the famine was very severe, and the land of Egypt and land of Canaan wasted from the famine. ସେ ବେଲେ ବେସି ମର୍‌ଡି ଆଇଲାକେ ସବୁ ଦେସେ କାଦିକଣ୍ଡା ଉନା ଅଇ ଗାଲା, ସେଟାର୍‌ ପାଇଁ ମିସର୍‌ ଦେସର୍‌ ଆରି କିଣାନ୍‌ ଦେସର୍‌ ଲକ୍‌ମନ୍‌ ମର୍‌ଡି ଆଇଲାକେ ବେସି ଲକ୍‌ମନ୍‌ ଆଲାସାଲା ପାରା ଅଇଗାଲାଇ ।
14 Joseph gathered all the silver found in the land of Egypt and the land of Canaan for the grain they were buying, and Joseph brought the silver into Pharaoh's house. ଆରି ମିସର୍‌ ଦେସେ ଆରି କିଣାନ୍‌ ଦେସେ ଜେତ୍‌କି ରୁପା ଡାବୁ ରଇଲା, ଲକ୍‌ମନ୍‌ ସେଟାକେ ଦେଇକରି କାଦି ଗେନ୍‌ଲାଇକେ ଜସେପ୍‌ ସେ ସବୁ ରୁପା ଡାବୁ ଟୁଲାଇ କରି ପାରର୍‌ ଗରେ ଆନ୍‌ଲା ।
15 When the silver ran out in the land of Egypt and land of Canaan, all the Egyptians came to Joseph, saying, "Give us food! Why should we die before you? Since silver is gone." ତାର୍‌ପଚେ ମିସର୍‌ ଦେସେ ଆରି କିଣାନ୍‌ ଦେସେ ରୁପା ଉନା ଅଇଲାକେ, ମିସ୍‌ରିୟ ଲକ୍‌ସବୁ ଜସେପର୍‌ ଲଗେ ଆସି କଇଲାଇ, ଆମ୍‌କେ କାଦିକଣ୍ଡା ଦିଆ, ଆମର୍‌ ରୁପା ଡାବୁ ସାରିଗାଲାବେ ବଲିକରି କାଇ ଆମେ ତମର୍‌ ଲଗେ ମର୍‌ବୁ ?
16 Joseph answered, "Turn over your livestock; I'll give you food in exchange for your livestock, since your silver's gone." ତେଇ ଜସେପ୍‌ କଇଲା, ତମର୍‌ ପସୁ ଦିଆ, ଜଦି ତମର୍ ରୁପା ଡାବୁ ସାରି ଜାଇ ରଇଲେ, ତେବେ ପସୁ ବାଦୁଲେ ତମ୍‌କେ କାଦି ଦେବି ।
17 They brought their livestock to Joseph, and he gave them bread for the horses, flocks, herds, and donkeys. He provided them bread that year for all their livestock. ତାର୍‌ପଚେ ସେମନ୍‌ ଜସେପ୍‌ଅର୍‌ ଲଗେ ନିଜର୍‌ ନିଜର୍‌ ପସୁ ଆନ୍‌ଲାଇ ତାର୍‌ପଚେ ଜସେପ୍‌ ଗଡା ଆରି ମେଣ୍ଡା ଆରି ଗରୁ ରାସି ଆରି ଗଦ ଆରି ବଲଦ୍‌ ନେଇ ସେମନ୍‌କେ କାଦି ଦେବାର୍‌ ଦାର୍‌ଲା , ଏ ରକାମ୍‌ ଜସେପ୍‌ ପସୁ ବାଦୁଲେ ସେମନ୍‌କେ କାଦି ଦେଇ ସେ ବରସ୍‌ ଚଲାଇ ନେଲା ।
18 That year ended, and they came to him the second year and said, "We can't hide from my lord that our silver is gone and the livestock belong to my lord; nothing is left for my lord but our bodies and our land. ଆରି ସେ ବରସ୍‌ କେଟ୍‌ଲାକେ,ଆରି ଗଟେବର୍‌ସେ ସେମନ୍ ଜସେପଅର୍ ଲଗେଆସି କଇଲାଇ,ଆମର୍ ସବୁ ରୁପା ଡାବୁ ସାରିଗାଲାବେ ,ସେଟା ମାପ୍‌ରୁ ପାରା ଲକର୍ ଲଗେ ଲୁଚାଉଁ ନାଇଁ; ଆରି, ଆମର୍‌ ପସୁଦନ୍‌ ମିସା ମାପ୍‌ରୁ ପାରା ଲକର୍‌ଟା ସେ ଅଇଲା ଆଚେ, ଏବେ ମାପ୍‌ରୁ ପାରା ଲକର୍‌ ମୁଆଁଟେ ଆମର୍‌ ଗାଗଡ୍‌ ଆରି ଜମିକେ ଚାଡିଦେଲେ ଆରି କାଇଟା ମିସା ଆମ୍‌କେ ନାଇଁ ।
19 Why die before your eyes—we and our land? Buy us and our land for food; we and our land will serve Pharaoh. Give us seed to live, not die, and keep the land from turning desolate." ସେଟାର୍‌ ପାଇଁ ଆମେ ଆରି ଆମର୍‌ ଜମି ମିସି କେନ୍ତାର୍‌ ତମର୍‌ ମୁଆଁଟେ ମର୍‌ ବୁ ? ତମେ କାଦି ଦେଇ ଆମ୍‌କେ ଆରି ଆମର୍‌ ଜମି ଗେନି ନିଆଁ, ତାର୍‌ପଚେ ଆମେସବୁ ପାରର୍‌ ଦାସ୍‌ ଅଇବୁ, ଏଟାର୍‌ ପାଇଁ ଆମ୍‌କେ ବିୟନ୍‌ ଦିଆ, ତେବେ ଜିଇବୁ , ନଇଁଲେ ଆମ ମର୍‌ବୁ, ଆରି ଜମି ମିସା ନସ୍‌ଟ ଅଇ ଜାଇସି ।
20 So Joseph bought all Egypt's land for Pharaoh, because each Egyptian sold his field—the famine was too severe for them. The land became Pharaoh's. ଏ ରକାମ୍ ମର୍‌ଡି ସେମନର୍‌ ତେଇ ବେସି ଅଇଗାଲାକେ ମିସ୍‌ରିୟମନ୍‌ ସବୁ ଲକ୍‌ ନିଜର୍‌ ନିଜର୍‌ ଜମି ବିକିଦେଲାଇ, ତାର୍‌ପଚେ ଜସେପ୍‌ ପାରର୍‌ ପାଇଁ ମିସର୍‌ ଦେସର୍‌ ସବୁ ଜମି ଗେନ୍‌ଲା, ତେବେ ସବୁ ଜମି ପାରରାଜାର୍‌ଟା ଅଇଲା ।
21 He moved the people into the cities, from one end of Egypt to the other. ତାରପଚେ ସେ ମିସରର୍‌ ଗଟେ ଜାଗାଇ ଅନି ଅଲ୍‌ଗା ଜାଗା ଜାକ ନଅଁରେନଅଁରେ ଲକ୍‌ମନ୍‌କେ ବାସା କରାଇଲା ।
22 Only he did not buy the priests' land, since Pharaoh gave them a fixed portion they lived on; so they did not sell their land. ସେ ଚୁଚା ପୁଜାରିମନର୍‌ ଜମି ଗେନେ ନାଇଁ କାଇକେ ବଇଲେ ପୁଜାରିମନ୍‌ ପାରରାଜାର୍‌ ତେଇ ଅନି ବୁତି ପାଇତେ ରଇଲାଇ, ତେବେ ପାର ଦେଲା ବୁତି ସଙ୍ଗେ ସେମନ୍‌ ଚଲ୍‌ବାକେ ଅଇତେ ରଇଲାକେ ସେମନ୍‌ ନିଜର୍‌ ନିଜର୍‌ ଜମିକେ ବିକତ୍‌ ନାଇଁ ।
23 Joseph told the people, "Look, I have bought you and your land for Pharaoh today. Here's seed—sow the land. ତାର୍‌ପଚେ ଜସେପ୍‌ ଲକ୍‌ମନ୍‌କେ କଇଲା, ଦେକା ଆମେ ପାରରାଜାର୍ ପାଇଁ ତମ୍‌କେ ଆରି ତମର୍‌ ଜମିକେ ଚିଡ୍‌ତେ ଗେନ୍‌ଲି, ଏବେ ଏ ବିୟନ୍‌ ନେଇକରି ଜମିତେଇ ବୁନା ।
24 At harvest, give Pharaoh a fifth; keep four parts as seed for the field and food for you, your households, and your children." ତେଇ ଜେତ୍‌କି ପସଲ୍‌ ଅଇସି, ତାର୍‌ ପାଞ୍ଚ୍‌ବାଗେ ଅନି ଗଟେକ୍‌ ବାଗ୍‌ ପାରରାଜାକେ ଦିଆସ୍‌ ଆରି ଚାରିବାଗ୍‌ ବୁଇଁର୍‌ ପାଇ ଆରି ନିଜର୍‌ ନିଜର୍‌ କୁଟୁମ୍‌ ଆରି ପିଲାମନର୍‌ ପାଇଁ ସଙ୍ଗଆ ।
25 They said, "You saved our lives. May we find favor in my lord's eyes, and we will be Pharaoh's slaves." ତାର୍‌ପଚେ ସେମନ୍‌ କଇଲାଇ, ତମେ ଆମର୍‌ ଜିବନ୍‌ ରକିଆ କଲାସ୍‌, ତମେ ଆସିର୍‌ବାଦ୍ କଲେ, ଆମେ ପାରର୍‌ ଦାସ୍‌ ଅଇବୁ ।
26 So Joseph made it law in Egypt—still in force today—that a fifth goes to Pharaoh. Only the priests' land did not become Pharaoh's. ପାଞ୍ଚ୍‌ବାଗେ ଅନି ଗଟେକ୍ ବାଗ୍‌ ପାର ପାଇସି, ମିସରର୍‌ ସବୁ ଜମି ବିସଇରେ ଜସେପ୍‌ କରି ରଇଲା ଏ ନିଅମ୍‌ ଏବ୍‌କେ ଜାକ ଆଚେ, କାଲି ପୁଜାରିମନର୍ ଜମି ପାରର୍‌ଟା ଅଏ ନାଇଁ ।
27 Israel lived in Egypt's land, in Goshen's land. They gained property there, and were fruitful and multiplied greatly. ସେ ବେଲେ ଇସ୍‌ରାଏଲର୍‌ ଲକ୍‌ମନ୍‌ ମିସରର୍‌ ଗସନ୍‌ ପର୍‌ଦେସେ ବାସା ଅଇଲାଇ, ଆରି ତେଇ ସେମନ୍‌ ଅଦିକାର୍‌ ପାଇ ବେସି ବେଲି ଅଇଲାଇ , ଆରି ସେ କୁଲର୍‌ ଲକ୍‌ ବେସି ଅଇଲାଇ ।
28 Jacob lived in Egypt seventeen years; his life totaled 147 years. ଜାକୁବ ମିସର୍‌ ଦେସେ ସତ୍‌ର ବରସ୍‌ ଜାକ ରଇଲା, ସେ ସଏ ସତ୍‌ଚାଲିସ୍‌ ବରସ୍‌ ଜିଇ କରି ରଇଲା ।
29 When Israel's time to die drew near, he called his son Joseph and said, "If I have found favor with you, please put your hand under my thigh and show me faithful love and loyalty. Please don't bury me in Egypt, ଜାକୁବ ମରନ୍‌ ଦିନ୍‌ କେଟ୍‌ଲାକେ ସେ ନିଜର୍‌ ପିଲା ଜସେପ୍‌କେ ଡାକାଇ କଇଲା, ମୁଇଁ ଜନ୍‌ ଦିନେ ତର୍‌ ମୁଆଟେ ଆସିର୍‌ବାଦ୍‌ ପାଇଲି, ତେବେ ବାବୁଜିଆ କଲିନି, ତମେ ମର୍‌ ସଙ୍ଗେ ଆତ୍‌ ସଙ୍ଗଇ ପର୍‌ମାନ୍‌ କର୍‌, ଆରି ମର୍‌ତେଇ ଦୟା ଆରି ସତ୍‌ କାତାବାର୍‌ତା କରି ଏ ମିସର୍‌ ଦେସେ ମକେ ତପାନାଇଁ ।
30 but let me lie with my fathers. Carry me out of Egypt and bury me in their tomb." Joseph said, "I will do as you say." ମାତର୍‌ ମୁଇଁ ନିଜର୍‌ ଆନିଦାଦିମନର୍‌ ସଙ୍ଗେ ସଇଲେ, ତମେ ମକେ ଏ ମିସର୍‌ ଦେସେ ଅନି ଦାରିଜାଇ ସେମନ୍‌କେ ତପ୍‌ଲା ଲଗେ ତପା । ତାର୍‌ପଚେ ଜସେପ୍‌ କଇଲା, ତମର୍‌ ଆଦେସ୍‌ ଇସାବ୍‌ରେ କର୍‌ବି ।
31 Jacob said, "Swear to me." Joseph swore to him. Then Israel bowed at the head of his bed. ତାର୍‌ପଚେ ଜାକୁବ ଜସେବ୍‌କେ ପର୍‌ମାନ୍‌ କର୍‌ବାକେ କଇଲାକେ , ସେ ତାର୍‌ଲଗେ ସପତ୍‌ କଲା । ସେଡ୍‌କି ବେଲେ ଅଚ୍‌ନାର୍‌ ମୁଣ୍ଡିସା ବାଟେ ଅନି ଜୁଆର୍‌ କଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]