Skip to content
The Believer's Library

Desiya Bible

Genesis 43 Saa25

Show Saa25 only
Verse × ×
1 Now the famine was severe in the land. ସେ ବେଲେ ମିସା କିଣାନ୍‌ ଦେସେ ବେସି ମର୍‌ଡି ଅଇଲା ।
2 When they'd eaten the grain brought from Egypt, their father said, "Go back and buy us a little food." ସେଟାର୍‌ ପାଇଁ ସେମନ୍‌ ମିସର୍‌ ଦେସେ ଅନି ଜନ୍‌ କାଦି ଆନି ରଇଲାଇ, ସେଟା ସବୁ ସାରି ଗାଲାକେ ସେମନର୍‌ ବାବା ସେମନ୍‌କେ କଇଲା, ତମେ ସବୁ ଆରିତରେକ୍‌ ଜାଇ ଆମର୍‌ ପାଇଁ କେତେକ୍‌ କାଦି ଗେନି ଆନା ।
3 But Judah told him, "The man firmly warned us: 'You won't see my face without your brother.' ତାର୍‌ପଚେ ଜିଉଦା ସେମନ୍‌କେ କଇଲା, ସେ ଲକ୍‌ ପର୍‌ମାନ୍‌ କରି କଇଆଚେ, ତମର୍‌ ବାଇ ତମର୍‌ ସଙ୍ଗେ ନ ଆନ୍‌ଲେ, ତମେ ମକେ ମୁଁ ଦେକାଇ ନାପାରାସ୍‌ ।
4 If you send our brother with us, we will go down and buy you food. ସେଟାର୍‌ ପାଇଁ ତୁଇ ଆମର୍‌ ବାଇକେ ସଙ୍ଗେ ପାଟାଇସା ବଇଲେ, ଆମେ ତର୍‌ ପାଇଁ କାଦିକଣ୍ଡା ଗେନ୍‌ବାକେ ଜିବୁ ।
5 But if you won't send him, we won't go, for the man said, 'You won't see my face without your brother.'" ମାତର୍‌ ଜେବେ ନ ପାଟାଉସ୍‌, ତେବେ ଆମେ ନ ଜାଉଁ, କାଇକେ ବଇଲେ ସେ ଲକ୍‌ କଇଆଚେ, ତମର୍‌ ବାଇ ତମର୍‌ ସଙ୍ଗେ ନ ରଇଲେ, ତମେ ଆମର୍‌ ମୁଁ ଦେକି ନାପାରାସ୍‌ ।
6 Israel said, "Why did you harm me by telling the man you had another brother?" ତାର୍‌ପଚେ ଜାକୁବ, କଇଲା, ତମର୍‌ ଆରି ଗଟେକ୍‌ ବାଇ ଆଚେ ବଲି , ସେ ଲକ୍‌କେ କଇ ମର୍‌ ଲଗେ ଏ ପାରା କରାପ୍‌ କାତା କାଇକେ କଲାସ୍‌ ?
7 They said, "The man questioned us closely about ourselves and our family: 'Is your father still alive? Do you have another brother?' We answered accordingly. How could we know he'd say, 'Bring your brother down'?" ସେମନ୍‌ କଇଲାଇ, ସେ ଆମର୍‌ ଆରି ଆମର୍‌ କୁଟୁମର୍ ବିସଇ ନିମାନ୍‌ ସଙ୍ଗ୍‌ ପାଚାରି କଇଲା, ତମର୍‌ ବାବା କାଇ ଆଜି ଜାକ ଜିଇ ଆଚେ ? ତମର୍‌ କାଇ ଆରି ଗଟେକ୍‌ ବାଇ ଗରେ ଆଚେ ? ତେବେ ଆମେ ସେ କାତା ପର୍‌ମାନ୍‌ କରି ଉତର୍‌ ଦେଇ ରଇଲୁ, ସେ ଜେବେ ତମର୍‌ ବାଇକେ ଇତି ଆନା ବଲି କଇସୁ, ଏ କାତାକେ ଆମେ କେନ୍ତି ଜାନି ପାର୍‌ବୁ ?
8 Judah said to his father Israel, "Send the boy with me; let's go, so we may live and not die—we, you, and our children. ଜିଉଦା ନିଜର୍‌ ବାବା ଜାକୁବକେ ଆରି ତରେକ୍‌ କଇଲା, ତମେ ସେ ଦାଙ୍ଗ୍‌ଡାକେ ମର୍‌ ସଙ୍ଗେ ପାଟାଇ ଦିଆ, ଆମେ ଉଟି ବାରିଜୁ, ତାର୍‌ପଚେ ଆମେ ଆରି ତମେ ଆରି ପିଲାମନ୍‌, ସବୁ ଲକ୍‌ ବଞ୍ଚି ରଇବୁ , ନ ମରୁ ।
9 I pledge myself for him—demand him from me. If I don't bring him back and set him before you, I'll bear the blame before you forever. ମୁଇଁ ତାର୍‌ପାଇ ପର୍‌ମାନ୍‌ କରି କଇଲି ଆଚି , ମର୍‌ ଆତେ ଅନି ତାକେ ବୁଜି ନେଇସା ମୁଇଁ ଜେବେ ତାକେ ଆନି ତମର୍‌ ଲଗେ ନ ସଙ୍ଗଇବା ଜାକ, ସେ ଦସ୍‌ ସବୁବେଲେ ମର୍‌ ଉପ୍‌ରେ ପଡ ।
10 For if we had not delayed, surely by now we would have returned twice." ଜଦି ଆମର୍‌ ଏତେ ଅଲ୍‌ସମ୍‌ ନ ଅଇତା ବଇଲେ , ଆମେ ଦୁଇତର୍‌ ବାଉଡି ଆଇତୁ ବେ ।
11 Israel their father said to them, "If it must be so, do this: put the land's best products in your bags, and take the man a gift—a little balm, a little honey, spices, myrrh, pistachios, almonds. ତେବେ ସେମନର୍‌ ବାବା ଜାକୁବ ସେମନ୍‌କେ କଇଲା,ତେବେ ଏନ୍ତାର୍‌ ଅଇସି, ତେବେ ଗଟେକ୍‌ କାମ୍‌ କରା, ତମେ ସବୁ ନିଜର୍‌ ନିଜର୍‌ କଣ୍ଡିତେଇ ଏ ଦେସର୍‌ ନିମାନ୍‌ ଜିନିସ୍‌, ଆରି, ଦୁପ୍‌ନି , ମୁଁ ଚିକନ୍, ବାସ୍‌ନା ଜିନିସ୍‌, ବାସ୍‌ନା ଚିକନ୍‌, ଆରି ପେସ୍‌ତା ବାଦାମ୍‌ କଣ୍ଡେକ୍‌ କଣ୍ଡେକ୍‌ ନେଇ ସେ ଲକ୍‌କେ ଦାନ୍‌ ଦିଆସ୍‌ ।
12 Take double the money, and bring back what was returned in your sacks' mouths—perhaps an oversight. ଆରି ନିଜର୍‌ ନିଜର୍‌ ଆତେ ଦୁଇ ଗୁଣ୍‌ ଡାବୁ ନିଆ ଆରି ତମର୍‌ ମଟ୍‌ ଲଗେ ଜନ୍‌ ଡାବୁ ବାଉଡି ଆସି ଆଚେ, ସେଟା ମିସା ବଇ ନେଇଁ ଜାଆ, କେ ଜାନେ ସେଟା ବୁଲ୍‌ ଅଇଲେ ଅଇ ରଇସି ।
13 Take your brother also, and go back to the man. ଆରି ନିଜର୍‌ ବାଇ ବିନ୍‌ଜାମିନ୍‌କେ ନେଇଁ ଆରିତରେକ୍‌ ସେ ଲକର୍‌ ଲଗେ ଜାଆ ।
14 May El Shaddai—our Father Almighty—grant you mercy before the man, so he releases your other brother and Benjamin. And as for me, if I'm bereaved of my children, I'm bereaved." ସବୁର୍‌ ଟାନେଅନି ବପୁ ସାଲି ପର୍‌ମେସର୍‌ ତମ୍‌କେ ସେ ଲକର୍‌ ଲଗେ ଏ ରକାମ୍‌ ଆସିର୍‌ବାଦର୍‌ ଲକ୍‌ ଅଇସା , ଜେନ୍‌ତିକି ସେ ତମର୍‌ ଅଲ୍‌ଗା ବାଇକେ ଆରି ବିନିଆମିନ୍‌କେ ଚାଡି ଦେଇସି । ମାତର୍‌ କେବେ ମକେ ପିଲାନଇଲା ପାରା କଇବାକେ ଅଇସି, ତେବେ ପିଲା ନଇଲା ପାରା ଅଇଲି ।
15 The men took the gift, twice the silver, and Benjamin, went down to Egypt, and stood before Joseph. ତାର୍‌ ପଚେ ସେମନ୍‌ ଚାନ୍ଦା ଜିନିସ୍‌ ଆରି ଦୁଇ ଗୁଣ୍‌ ଡାବୁ ଆରି ବିନିଆମିନ୍‌କେ ସଙ୍ଗେ ନେଇଁ ମିସର୍‌ ଦେସେ ଜସେପର୍‌ ଲଗେ ଟିଆ ଅଇଲାଇ ।
16 Seeing Benjamin with them, Joseph told his house steward, "Bring the men into the house, slaughter an animal, and prepare it—they'll eat with me at noon." ସେଡ୍‌କିବେଲେ ଜସେପ୍‌ ସେମନର୍‌ ସଙ୍ଗେ ବିନିଆମିନ୍‌ କେ ଦେକି ତାର୍‌ ଗରର୍‌ ମୁକିଆକେ କଇଲା, ଏ ଲକ୍‌ମନ୍‌କେ ଆମର୍‌ ଗରେ ଡାକି ନେ ଆରି ପସୁ ମାରି କାଇବା ପିଇବାକେ ରାନ୍ଦାବାଡା କରା, ଏ ମନ୍‌ ମୁଇଁଦାନିଆଁ ଆମର୍‌ ସଙ୍ଗେ କାଇବାଇ ।
17 The man did as Joseph said, and he brought the men into Joseph's house. ସେଟାର୍‌ ପାଇଁ ସେ ଲକ୍‌ ଜସେପର୍‌ ଆଗିଆଁ ଇସାବ୍‌ରେ କାମ୍‌କରି ସେମନ୍‌କେ ଜସେପର୍‌ ଗରେ ନେଲାଇ ।
18 The men were afraid because they were brought into Joseph's house. They said, "It's because of the money returned in our sacks the first time, that we're brought in—to attack us, fall on us, seize us as slaves, and take our donkeys." ଆରି ଜସେପ୍‌ର୍‌ ଗରେ ଗାଲାକେ ସେମନ୍‌ ଡରିକରି ଗଟେ ଲକ୍‌ ଆରି ଗଟେ ଲକ୍‌କେ କାତବାର୍‌ତା ଅଇ କଇଲାଇ, ଆଗ୍‌ତୁ ଆମର୍‌ ବାସ୍‌ତାଇ ଜନ୍‌ ଡାବୁ ବାଉଡି ଜାଇରଇଲା, ସେଟାର୍‌ ପାଇଁ ଆମ୍‌କେ ଇତିଆନି ଆଚେ, ଏବେସେ ଆମର୍‌ ଉପ୍‌ରେ ପଡି ମାର୍‌ବାକେ ଉଟିକରି ଆମର୍‌ ଗଦମନ୍‌ ସବୁନେଇ ଆମ୍‌କେ ଦାସ୍‌କରି ସଙ୍ଗଇସି ।
19 So they approached the steward of Joseph's house and spoke to him at the door, ତେବେ ସେମନ୍‌ ଜସେପ୍‌ର୍‌ ଗରର୍‌ ମୁକିଅର୍‌ ଲଗେ ଜାଇ ଗରର୍‌ ପୁର୍‌ବା ଡିଆଗଡି ଲଗେ ତାର୍‌ ସଙ୍ଗେ କାତାବାର୍‌ତା ଅଇ କଇଲାଇ,
20 and said, "Please, sir, we indeed came down the first time to buy food. ମାଲିକ୍‌, ଆମେ କାଦି ଗେନ୍‌ବାକେ ଆଗେ ଆସିରଇଲି ।
21 At the lodge, when we opened our sacks, each man's silver was there in full weight, in his sack's mouth. We've brought it back with us. ଆରି ଉତର୍‌ବା ଲଗେ ନିଜର୍‌ ନିଜର୍‌ ବାସ୍‌ତା କୁସ୍‌ଲାଇ ଦେକ୍‌ଲୁଜେ, ସବୁ ଲକର୍‌ ବାସ୍‌ତାଇ ଆମର୍‌ ଡାବୁ , ସମାନ୍‌ ଇସାବ୍‌ରେ ରଇଲା, ସେଟା ଆମେ ଆରିତରେକ୍‌ ବାଉଡାଇ ଆନିଆଚୁ ।
22 We also brought more money to buy food, but don't know who put it in our sacks." ଆରି, କାଦିକଣ୍ଡା ଗେନ୍‌ବାକେ ଆମେ ଡାବୁ ଆନିଆଚୁ, ସେ ଡାବୁ ଆମର୍‌ ବାସ୍‌ତା ବିତ୍‌ରେ ରଇଲାଟା ଆମେ ନାଜାନୁ ।
23 He said, "Peace to you, don't fear. Your Father and the God of your father gave you treasure in your sacks; your payment reached me." Then he brought Simeon out to them. ତାର୍‌ପଚେ ସେ ଗରର୍‌ ମୁକିଅ କଇଲା, ତମର୍‌ ସବୁ ଲକର୍‌ ମଙ୍ଗଲ୍‌ ଅ, ଡରା ନାଇଁ, ତମର୍‌ ପର୍‌ମେସର୍‌ ଆରି ତମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ତମର୍‌ ବାସ୍‌ତାଇ ତମ୍‌କେ ଡାବୁ ଲୁଚାଇ କରି ଦେଇ ଆଚେ, ତମର୍‌ ଡାବୁ ମର୍‌ ଲଗେ ରଇଲା । ତେବେ ସେ ସିମିଅନ୍‌କେ ବନ୍ଦିଗରେ ଅନି ବାର୍‌କରି ସେମନର୍‌ ଲଗେ ଆନ୍‌ଲା ।
24 The man brought them into Joseph's house and gave them water, and they washed their feet; and he fed their donkeys. ତାର୍‌ପଚେ ସେ ସେମନ୍‌କେ ଜସେପ୍‌ଅର୍‌ ଗର୍‌ବିତ୍‌ରେ ନେଇଁ ପାନି ଦେଲାକେ, ସେମନ୍‌ ଗଡ୍‌ ଦଇଲାଇ, ଆରି ସେ ସେମନର୍‌ ଗଦମନ୍‌କେ କାଇବାକେ ଦେଲା ।
25 So they readied the gift for Joseph's noon arrival, since they'd heard they would eat there. ଆରି ମଇଁଦାନ୍‌ ବେଲେ ଜସେପ୍‌ ଆଇସି ବଲି ସେମନ୍‌ ଚାନ୍ଦା ଜିନିସ୍‌ ସାଜାଡ୍‌ଲାଇ, କାଇକେବଇଲେ ସେମନ୍‌ ତେଇ କାଇବାଇ ବଲି ସୁନି ରଇଲା ।
26 When Joseph came home, they brought him the gift in their hands and bowed to him, to the ground. ତାର୍‌ପଚେ ଜସେପ୍‌ ଗରେ ଆଇଲାକେ, ସେମନ୍‌ ଆତେ ଦାର୍‌ଲା ଚାନ୍ଦା ଜିନିସ୍‌ ସବୁ ତାର୍‌ଲଗେ ଆନି ତାକେ ମୁଣ୍ଡିଆ ମାରି ଜୁଆର୍‌କଲାଇ ।
27 He asked how they were, then said, "Is your father—the old man you mentioned—well? Is he still alive?" ତେବେ ଜସେପ୍‌ ସେମନର୍‌ ମଙ୍ଗଲ୍‌ କବର୍‌ ପାଚାରି କଇଲା, ତମର୍‌ ବାବାକାଇ ସାନ୍ତିରେ ଆଚେ ? ତମେ ସବୁ ଜନ୍‌ ଡକ୍‌ରା ଲକର୍‌ କାତା କଇତେ ରଇଲାସ୍‌, ସେ କାଇ ଆଜିକେ ଜାକ କାଇ ଜିଇଆଚ ।
28 They said, "Your servant our father is well, still alive." They bowed and prostrated themselves. ସେମନ୍‌ କଇଲାଇ, ତମର୍‌ ଦାସ୍‌ ଆମର୍‌ ବାବା ସାନ୍ତିରେ ଆଚେ, ସେ ଆଜିକେ ଜାକା ଜିଇକରି ଆଚେ । ତେବେ ସେମନ୍‌ ମୁଣ୍ଡ୍‌ ତଲେ କରି ଜୁଆର୍‌ କଲାଇ ।
29 He looked up, saw his brother Benjamin, his mother's son, and asked, "Is this your youngest brother you told me about?" Then he said, "May our Father be gracious to you, my son." ସେଡିକିବେଲେ ଜସେପ୍‌ ଏରି ଦେକି ନିଜର୍‌ ସଙ୍ଗର୍‌ ବିନିୟାମିନ୍‌କେ ଦେକି କଇଲା, ତମେ ଜନ୍‌ ସାନ୍‌ବାଇର୍‌ କାତା କଇରଇଲାସ୍‌, ସେ କାଇ ଏ ? ଆରି ସେକଇଲା, ଏ ଆମର୍‌ ବାଇ, ପର୍‌ମେସର୍‌ ତମ୍‌କେ ଦୟା କର ।
30 Joseph hurried out, moved with compassion toward his brother, seeking a place to weep; he went into his room and wept there. ତେବେ ବାଇର୍‌ ଲଗେ ଜସେପ୍‌ର୍‌ ମନ୍‌ ସବୁ ଲାଡ୍‌ରେ ଜିବନ୍‌ ଦୁକ୍‌ଲାକେ ସେ ଦାପ୍‌ରେ କାନ୍ଦ୍‌ବାକେ ଜାଗା କଜ୍‌ଲା, ଆରି ନିଜର୍‌ ବାକ୍‌ରାଇ ପୁରିକରି କାନ୍ଦ୍‌ଲା ।
31 Then he washed his face and came out; and he composed himself and said, "Serve the meal." ତାର୍‌ପଚେ ସେ ମୁଁ ଦଇକରି ବାଇରେ ଆଇଲା, ଆରି ନିଜ୍‌କେ ସାମାଲି କାଇବା ପିଇବାଟା ବାଟିଦିଆସ୍‌ ବଲି ଆଗିଆଁ ଦେଲା ।
32 They served him alone, his brothers alone, Egyptians eating with him alone—Egyptians can't eat bread with Hebrews, detestable to them. ତାର୍‌ପଚେ ବାଟାରିମନ୍‌ ଜସେପର୍‌ ପାଇଁ ତାକର୍‌ ବାଇମନର୍‌ ପାଇଁ, ଆରି ତାକର୍‌ ସଙ୍ଗେ କାଇଲା ମିସରିୟ ଲକ୍‌ମନ୍‌କେ ଅଲ୍‌ଗା ଅଲ୍‌ଗା ବାଟାକରି ଦେଲାଇ, କାଇକେ ବଇଲେ ଏବ୍‌ରିୟ ମନର୍‌ ସଙ୍ଗେ କାଇବା ନିଅମ୍‌ ନ ରଇଲା, ସେଟା ଅଇଲାନି ମିସରିୟ ମନର୍‌ ଇନ୍‌ କାମ୍‌ ।
33 They sat before him: the firstborn by his birthright, the youngest by his youth—the men were astonished at one another. ତାର୍‌ପଚେ ଜସେପର୍‌ ଲଗେ ସେମନର୍‌ ବଡବଡ ଜାଗାଇ ଆରି ସାନ୍‌ ସାନ୍‌ ଜାଗାଇ ବସ୍‌ଲାଇ, ତାର୍‌ପଚେ ସେମନର୍‌ ଗଟେ ଲକ୍‌ ଆରି ଗଟେ ଲକ୍‌ କାବା ଅଇ ଗାଲାଇ ।
34 He sent portions to them from his table, Benjamin's portion five times the others'. They drank and celebrated with him. ଆରି ସେ ନିଜର୍‌ ଲଗେ ଆନି ବାତ୍‌ ସାଗ୍‌ ଆନିକରି ସେମନ୍‌କେ ବାଟାକର୍‌ବାକେ କଇଲା, ମାତର୍‌ ସବୁ ଲକର୍‌ ବାଗେ ଅନି ବିନିୟାମିନ୍‌ର ପାଁଚ୍‌ ଗୁନ୍‌ ବେସି ରଇଲା । ସେଟାର୍‌ ପାଇଁ ସେମନ୍‌ କାଇକରି ତାକର୍‌ ସଙ୍ଗ୍‌ ସାର୍‌ଦା ଅଇଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]