Skip to content
The Believer's Library

Desiya Bible

Genesis 40 Saa25

Show Saa25 only
Verse × ×
1 After these things, the king of Egypt's cupbearer and baker sinned against their lord, the king of Egypt. ଏ ସବୁ ଗଟ୍‌ନା ଗଟ୍‌ଲା ପଚେ ମିସିରିଅ ରାଜାର୍‌ ମତ୍‌ରି ଆରି ରାନ୍ଦ୍‌ବା ଲକ୍‌ ମାଲିକ୍‌ ମିସିରିଅ ରାଜାର୍‌ ବିରୁଦେ ପାପ୍‌ କାମ୍‌ କଲା ।
2 Pharaoh was furious with his two officials, the chief cupbearer and the chief baker. ତାର୍‌ପଚେ ପାର ତାର୍‌ ବଡ୍‌ ମତ୍‌ରି ଆରି ରାନ୍ଦ୍‌ବା ଏ ଦୁଇ ଲକ୍‌ ତେଇ ବେସି ରିସା ଅଇଲାଇ ।
3 He put them in custody in the guard captain's house, the prison where Joseph was held. ଆରି ରକିଆ କରୁ ମାଲିକର୍‌ ଜନ୍‌ ବନ୍ଦିଗରେ ଜସେପ୍‌ ବନ୍ଦିଅଇ ରଇଲା, ତେଇ ସେମନ୍‌କେ ବନ୍ଦିକରି ସଙ୍ଗଇଲାଇ ।
4 The captain of the guard assigned Joseph to serve them; they remained in custody for some days. ତାର୍‌ପଚେ ରକିଆ କରୁ ମାଲିକ୍‌ ଜସେପର୍‌ ଆତେ ସେମନ୍‌କେ ସରପ୍‌ମାନ୍‌ କଲା, ଜସେପ୍‌ ସେମନର୍‌ ସେବା କର୍‌ବାକେ ଲାଗ୍‌ଲା । ଏନ୍ତାର୍‌ ସେମନ୍‌ କେତେ ଦିନ୍‌ ତାନାଇ ରଇଲାଇ ।
5 Then both of them, the cupbearer and baker of Egypt's king, imprisoned in the prison, each dreamed a dream in one night, each dream with its own meaning. ତାର୍‌ପଚେ ମିସିରିଅ ରାଜାର୍‌ ସେ ତାନାଇ ବନ୍ଦି ଅଇଲା ମତ୍‌ରି ଆରି ରାନ୍ଦାରି ଦୁଇଲକ୍‌ ଗଟେକ୍‌ ରାତି ଦୁଇ ରକାମର୍‌ ଅରତ୍‌ ରଇବା ଦୁଇଟା ସପନ୍‌ ଦେକ୍‌ଲାଇ ।
6 When Joseph came to them in the morning, he saw that they were troubled. ତାର୍‌ପଚେ ଜସେପ୍‌ ସାକାଲେ ସେମନର୍‌ ଲଗେ ଆଇଲା ବେଲେ ସେମନର୍‌ ମୁଁ ସୁକିଜାଇ ରଇଲାଟା ଦେକ୍‌ଲା ।
7 He asked Pharaoh's officials with him in custody in his master's house, "Why do you look downcast today?" ତେବର୍‌ ପାଇ ପାରର୍‌ ଜନ୍‌ ଗତିଦାଙ୍ଗ୍‌ଡା ଦାଙ୍ଗ୍‌ଡି ତାକର୍‌ ସଙ୍ଗେ ତାକର୍‌ ପର୍‌ବୁ ଜଇଲେ ବନ୍ଦି ଅଇ ରଇଲାଇ, ସେମନ୍‌କେ ସେ ପାଚାର୍‌ଲା, ଆଜି ତମେ କାଇକେ ମୁଁକେ ସୁକାଇ ଦେଇ ଆଚାସ୍‌ ?
8 They told him, "We each had a dream, with no one to interpret it." Joseph replied, "Don't interpretations belong to our Father? Please tell them to me." ସେମନ୍‌ ଉତର୍‌ ଦେଲାଇ, ଆମେ ସପନ୍‌ ଦେକିଆଚୁ, ମାତର୍‌ ତେଇର୍‌ ଅରତ୍‌ କର୍‌ବାକେ କେ ନାଇ । ତେବର୍‌ ପାଇ ଜସେପ୍‌ ସେମନ୍‌କେ କଇଲା, ଅରତ୍‌ ଗିଆନ୍‌ କାଇ ପର୍‌ମେସରର୍‌ ଅଦିନ୍‌ ନାଇଁ ବାବୁଜିଆ କଲିନି, ତମର୍‌ ସପନ୍‌ ମକେ କୁଆ ।
9 The chief cupbearer told Joseph his dream: "In my dream a vine stood before me. ତେବେ ମୁକିଆ ଜସେପ୍‌କେ ନିଜର୍‌ ସପ୍‌ନର୍‌ କାତା କଇଲା, ଗଟେକ୍‌ ଅଙ୍ଗୁର୍‌ମାଲ୍‌ ମର୍‌ ସାମ୍‌ନାଇ ରଇଲା,
10 The vine had three branches; as it sprouted, its blossoms opened, and the clusters ripened into grapes. ସେ ଅଙ୍ଗୁର୍‌ମାଲେ ତିନ୍‌ଟା ଡିର୍‌ ରଇଲା, ଆରି କଅଁଲାଇ କରି , ତେଇ ପୁଲ୍‌ ପୁଟ୍‌ଲା, ଆରି ସବୁ ମାଲେ ଜୁପାଜୁପା ଅଙ୍ଗୁର୍‌ ଦାରି ପାଚ୍‌ଲା।
11 Pharaoh's cup was in my hand; I took the grapes, squeezed them into Pharaoh's cup, and put the cup in Pharaoh's hand." ସେଡ୍‌କିବେଲେ ମର୍‌ ଆତେ ପାରର୍‌ ଅଙ୍ଗୁର୍‌ କଣ୍ଡି ରଇଲାକେ ସେ କଣ୍ଡି ତେଇ ମୁଇଁ ସେ ଅଙ୍ଗୁର୍‌ପଲ୍‌ ପିଚ୍‌କି ଆତେ ସେ କଣ୍ଡି ଦେଲି ।
12 Then Joseph said to him, "This is its interpretation: the three branches are three days. ତାର୍‌ପଚେ ଜସେପ୍‌ ତାକେ କଇଲା, ଇତିର୍‌ ଅରତ୍‌ ଅଇଲାନି ଏଟା, ସେ ତିନ୍‌ଟା କେନ୍ଦିକେ ତିନ୍‌ ଦିନ୍‌କେ ବୁଜାଇସି ।
13 In three days Pharaoh will lift up your head, restore you to your position, and you will put Pharaoh's cup in his hand, as before, when you were his cupbearer. ତିନ୍‌ଦିନ୍‌ ବିତ୍‌ରେ ପାର ତମର୍‌ ମୁଣ୍ଡ୍‌ଉଟାଇ ତମ୍‌କେ ନିଜର୍‌ ପଦେ ଆରିତରେକ୍‌ ଟିଆ କର୍‌ବାଇ, ତାର୍‌ପଚେ ତମେ ଆଗର୍‌ ପାରା ମତ୍‌ରି ଅଇ ଆରିତରେକ୍‌ ପାରର୍‌ ଆତେ କାଇଲା କଣ୍ଡି ଦେଇସି ।
14 But remember me when it's well with you; please do me kindness—mention me to Pharaoh, so he may bring me out of this house. ମାତର୍‌ ତମର୍‌ ଆସିର୍‌ବାଦ୍‌ ଅଇଲେ, ମକେ ଏତାଇସା, ଆରି ମକେ ଦୟାକରି ପାରର୍‌ ଲଗେ ମର୍‌ ବିସଇ ମକେ ଏ ତାନାଇ ଅନି ମୁକ୍‌ଲାଇସା ।
15 For I was indeed kidnapped from the land of the Hebrews, and even here I've done nothing to deserve this dungeon." କାଇକେ ବଇଲେ ଏବ୍‌ରିଅ ଦେସେଅନି ମକେ ସତ୍‌ସେ ଚରାଇ ଆନି ଆଚତ୍‌, ଆରି ଏ ଜାଗାଇ ମିସା ମୁଇଁ କାଇଟା କରି ନାଇଁ, ଏଲେମିସା ସେମନ୍‌ ମକେ ଏ ତାନା କୁଇଁକାଲେ ବନ୍ଦ୍‌ କରିଆଚତ୍‌ ।
16 Seeing the interpretation was good, the chief baker said to Joseph, "I too had a dream: three baskets of white bread on my head. ତାର୍‌ପଚେ ସେ ନିମାନ୍‌ସଙ୍ଗେ ଉତର୍‌ ଦେଲାଇ , ମୁକିଆ ରାନ୍ଦାରି ଏଟାଦେକି ଜସେପ୍‌କେ କଇଲା, ମୁଇଁ ମିସା ସପନ୍‌ ଦେକିଆଚି, ଦେକା ମର୍‌ ମୁଣ୍ଡ୍‌ ଉପ୍‌ରେ ଦବ୍‌ଲା ରଙ୍ଗର୍‌ ତିନ୍‌ଟା ଡାଲା ।
17 The top basket held all kinds of baked goods for Pharaoh, but birds were eating them from the basket on my head." ସବୁକେ ଉପ୍‌ରର୍‌ ଡାଲାଇ ପାର କାଇବାକେ ସବୁ ରକାମର୍‌ କାଇବାଟା ରଇଲା, ଆରି ଚଡଇମନ୍‌ ଆସି ମର୍‌ ମୁଣ୍ଡେ ରଇବା ଡାଲାର୍‌ ସର୍‌ତେ ଦିନ୍‌ସୁ ନେଇ କାଇଲାଇ ।
18 Joseph replied, "This is its interpretation: the three baskets are three days. ସେଡ୍‌କିବେଲେ ଜସେପ୍‌ ଉତର୍‌ କଲା, ଇତିର୍‌ ଅରତ୍‌ ଅଇଲାନି ଏଟା, ସେ ତିନ୍‌ଡାଲା ତିନ୍‌ ଦିନ୍‌କେ ବୁଜାଇସି ।
19 In three days Pharaoh will lift your head off you and hang you on a tree—birds will eat the flesh off you. ତିନ୍‌ଦିନ୍‌ ବିତ୍‌ରେ ପାର ତମର୍‌ କନ୍ଦେ ଅନି ତର୍‌ ମୁଣ୍ଡ୍‌ ଟେକି ତକେ ଗଚ୍‌ ଉପ୍‌ରେ ଅଲାଇସି, ଆରି ଚଡଇମନ୍‌ ଆସି ତମର୍‌ ଗାଗ୍‌ଡର୍‌ ମାଉଁସ୍‌ କାଇବାଇ ।
20 On the third day, Pharaoh's birthday, he gave a feast for all his officials, and lifted the head of his chief cupbearer and the head of his chief baker among them," ତାର୍‌ପଚେ ତିନ୍‌ଲମର୍‌ ଦିନେ ପାରର୍‌ ଜନମ୍‌ ଦିନ୍‌ କେଟ୍‌ଲାକେ ସେ ନିଜର୍‌ ସବୁ ଦାସ୍‌ମନର୍‌ ପାଇଁ ବଜିକଲା । ତାର୍‌ପଚେ ସେ ସବୁ ଦାସ୍‌ମନର୍‌ ସାମ୍‌ନାଇ ବଡ୍‌ ମତ୍‌ରି ଆରି ବଡ୍‌ ରାନ୍ଦାରିକେ ମିସା ଡାକାଇ ଲାଇ।
21 restoring the chief cupbearer to his position, so he placed the cup in Pharaoh's hand. ଆରି ଜସେପର୍‌ କଇଲା କାତା ଇସାବ୍‌ରେ ପାର ବଡ୍‌ ମତ୍‌ରି ତାର୍‌ ନିଜର୍‌ ପଦେ ଆରି ତରେକ୍‌ ଟିଆ ଅଇଲା, ତାର୍‌ପଚେ ସେ ପାରର୍‌ ଆତେ କାଇବା କଣ୍ଡି ଦେବାର୍‌ ଦାର୍‌ଲା ।
22 But he hanged the chief baker, just as Joseph had interpreted to them. ମାତର୍‌ ସେ ବଡ୍‌ ରାନ୍ଦାରିକେ ଗଚେ ଅଲାଇଲାଇ ।
23 Yet the chief cupbearer did not remember Joseph—he forgot him. ଏଲେ ମିସା, ବଡ୍‌ ମତ୍‌ରି କଣ୍ଡି ବଉ ଜସେପ୍‌କେ ଏତାଏ ନାଇ, ମାତର୍‌ ତାକେ ପାସ୍‌ରି ଗାଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]