Skip to content
The Believer's Library

Desiya Bible

Genesis 26 Saa25

Show Saa25 only
Verse × ×
1 Now there was a famine in the land, besides the earlier famine that occurred in the days of Abraham. So Isaac went to Abimelech king of the Philistines, to Gerar. ଆଗ୍‌ତୁ ଅବ୍‌ରାଆମର୍‌ ବେଲେ ଜନ୍‌ ରକାମ୍‌ ମର୍‌ଡି ଅଇରଇଲା, ସେ ଦେସେ ଆରିତରେକ୍‌ ସେନ୍ତାର୍‌ ପାରା ମର୍‌ଡି ଅଇଲା, ଇସାକ୍‌ ଗରାର ତେଇ ପଲେସ୍‌ଟିଅମନର୍‌ ରାଜା ଅବିମେଲକର୍‌ ଲଗେ ଗାଲା ।
2 Our Father appeared to him and said, "Do not go down to Egypt; settle in the land that I will tell you about. ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ତାକେ ଦର୍‌ସନ୍‌ ଦେଇ କଇଲା, ତୁଇ ମିସର୍‌ ଦେସେ ଜା ନାଇଁ, ମୁଇ ତମ୍‌କେ ଜନ୍‌ ଦେସେ ଜାଆ ବଲି କଇବୁ, ତେଇ ବାସାଉଆ ।
3 Stay in this land, and I will be with you and bless you, for I will give all these lands to you and your offspring, and I will fulfill the oath that I swore to Abraham your father. ତମେ ଏ ଦେସେ ବାସା କରା, ତାର୍‌ପଚେ ତମର୍‌ ସାଇଜ ଅଇ ତମ୍‌କେ ଆସିର୍‌ବାଦ୍‌ କର୍‌ବୁ, ଆରି ତକେ ଆରି ତର୍‌ କୁଲ୍‌କେ ଏ ସବୁ ଦେସ୍‌ଦେବୁ ଆରି ତର୍‌ ବାବା ଅବ୍‌ରାମର୍‌ ଲଗେ ନିଜର୍‌ କଲା ପର୍‌ମାନ୍‌ ସପଲ୍‌ କର୍‌ବୁ ।
4 I will multiply your offspring like the stars in the sky and will give to your offspring all these lands, and through your offspring all the nations of the earth will be blessed, ମୁଇ ଆକାସର୍‌ ତାରାମନର୍‌ ପାରା ତର୍‌ କୁଲ୍‌କେ ବୁତେକ୍‌ କରି ସେମନ୍‌କେ ଏସବୁ ଦେସ୍‌ ଦେବି ଆରି ତର୍‌ କୁଲର୍‌ ପାଇଁ ପୁର୍‌ତିବିର୍‌ ସବୁଜାତିର ଲକ୍‌ ଆସିର୍‌ବାଦ୍‌ ପାଇବାଇ ।
5 because Abraham obeyed my voice and kept my charge, my commandments, my statutes, and my laws." ମୁଇ ତକେ ଆସିର୍‌ବାଦ୍‌ କର୍‌ବି ଜେନ୍‌ତିକି ଅବ୍‌ରାଆମ୍‌ ମର୍‌ ବାକିଅର୍‌ କାତା ମାନିକରି ମର୍‌ ଆଗିଆଁ ବିଦି ଆରି ଆଦେସ୍‌ ପାଲନ୍‌ କରିଆଚେ ।
6 So Isaac settled in Gerar. ତାର୍‌ପଚେ ଇସାକ୍‌ ଗରାର ତେଇ ବାସା କଲାଇ ।
7 The local men asked about his wife, and he answered, "She's my sister"—afraid to say "my wife," thinking, "The men here would kill me over Rebekah, since she's beautiful." ତାର୍‌ପଚେ ସେ ଜାଗାର୍‌ ଲକ୍‌ମନ୍‌ ତାର୍‌ ମାଇଁଜି ବିସଇରେ ପାଚାର୍‌ଲାକେ, ସେ କଇଲା, ସେ ମର୍‌ ବଇନି, କାଇକେବଇଲେ ସେ ଲଗର୍‌ ଲକ୍‌ମନ୍‌ ରିବିକାର୍‌ ପାଇଁ ବଲି ମକେ ମର୍‌ତେ ମାର୍‌ବାଇ, ଏନ୍ତାର୍‌ ବାବି ସେ ତାକେ ନିଜର୍‌ ମାଇଁଜି ବଲି କଇବାକେ ଡରିଗାଲା, କାଇକେବଇଲେ ରିବିକା ବେସି ସୁନ୍ଦ୍‌ରି ରଇଲା। ।
8 When Isaac had been there a long time, Abimelech king of the Philistines looked down through a window and saw Isaac caressing his wife Rebekah. ଆରି ସେ ଜାଗାଇ ବେସି ବରସ୍‌ ବାସା ଅଇ ରଇଲା ପଚେ ଗଟେଦିନ୍‌ ପଲେସ୍‌ଟିଅ ରାଜା ଅବିମେଲକ୍‌ ଜର୍‌କା ବାଟେ ଦେକି କରି ଇସାକ୍‌କେ ନିଜର୍‌ ମାଇଁଜି ରିବିକା ସଙ୍ଗେ ସୁଆବସା ଅଇତେ ରଇବାଟା ଦେକ୍‌ଲା ।
9 So Abimelech summoned Isaac and said, "She is certainly your wife! How could you say, 'She is my sister'?" Isaac said to him, "Because I thought I might die because of her." ତାର୍‌ପଚେ ଅବିମେଲକ୍‌ ଇସାକ୍‌କେ ଡାକାଇ କଇଲା, ସେ ମାଇଁଜି ସତ୍‌ରେ ତର୍‌ ମାଇଁଜି; ତେବେ ତୁଇ ତାକେ ନିଜର୍‌ ବଇନି ବଲି କେନ୍ତାର୍‌ କଇଲୁସ୍‌ ? ସେଡ୍‌କିବେଲେ ଇସାକ୍‌ ଉତର୍‌ଦେଲା, ମୁଇଁ ବାବ୍‌ଲି, କେଜାନେ ତାର୍‌ ପାଇଁ ବଲି କରି ମର୍‌ ଜିବନ୍‌ ଜାଇସି ।
10 Abimelech said, "What have you done to us? One of the people might easily have slept with your wife, and you'd have brought guilt on us." ତାର୍‌ପଚେ ଅବିମେଲକ୍ କଇଲା, ତୁଇ ଆମର୍‌ସଙ୍ଗେ ଏ କାଇ କାମ୍‌ କଲୁସ୍‌ ? କନ୍‌ମିସା ଲକ୍‌ ତର୍‌ ମାଇଁଜି ସଙ୍ଗେ ନାଜାନ୍‌ତେ ସୁଆବସା କର୍‌ତାଇ, ସେନ୍‌ତାର୍ ଆଲେ ତୁଇ ଆମ୍‌କେ ଦସ୍‌ ଦେଇତୁସ୍‌ ।
11 Abimelech ordered all the people, "Whoever touches this man or his wife will surely be put to death." ତାର୍‌ପଚେ ଅବିମେଲକ୍‌ ସବୁ ଲକ୍‌କେ ଏ ଆଗିଆଁ ଦେଇ କଇଲା, କେ ଜଦି ସେ ମୁନୁସ୍‌କେ କି ତାର୍‌ ମାଇଁଜିକେ ଚିଇସି, ତାର୍‌ ମରନ୍‌ ଅଇବାଟା ଅଇସି ।
12 Isaac sowed in that land and reaped a hundredfold that year, because our Father blessed him. ତାର୍‌ପଚେ ଇସାକ୍‌ ସେ ଦେସେ ଚାସ୍‌କାମ୍‌ କରି ସେ ବର୍‌ସେ ସଏ ଗୁନ୍‌ ଲାବ୍‌ କଲା, ଆରି ସବୁବେଲର୍‌ ମାପ୍‌ରୁ ତାକେ ଆସିର୍‌ବାଦ୍‌ କଲା ।
13 The man grew rich and kept growing richer until he became very wealthy. ସେଟାର୍‌ପାଇଁ ସେ ସାଉକାର୍‌ ଅଇଲା, ଆରି ସେ ଅଦିକ୍‌ ଅଦିକ୍‌ ବଡି କରି ବେସି ସାଉକାର୍‌ ଅଇଲା
14 He had flocks and herds and a large household of servants, so that the Philistines envied him. ଆରି ତାକର୍‌ ମେଣ୍ଡା, ଗରୁ, ଆରି ଲଚେକ୍‌ ଦାସଦାସି ଅଇଲାଇ, ତେବେ ପଲେସ୍‌ଟିଅ ଲକ୍‌ମନ୍‌ ସେମନ୍‌କେ ଆଁକାର୍‌ ଅଇଲାଇ ।
15 The Philistines had filled in every well his father's servants dug in his father Abraham's days. ତାର୍‌ପଚେ ତାକର୍‌ ବାବା ଅବ୍‌ରାମର୍‌ ବେଲେ ତାକର୍‌ ବାବାର୍‌ ଦାସ୍‌ମନ୍‌ ଜନ୍‌ କୁଇଁକାଲ୍‌ ମାରି ରଇଲାଇ, ପଲେସ୍‌ଟିଅ ଲକ୍‌ମନ୍‌ ମାଟି ସଙ୍ଗେ ସେ ସବୁ ତପି ପାକାଇଲାଇ ।
16 Abimelech said to Isaac, "Leave us—you've grown far too strong for us." ତାର୍‌ପଚେ ଅବିମେଲକ୍‌ ଇସାକ୍‌କେ କଇଲା, ତୁଇ ଆମର୍‌ ଲଗେଅନି ଉଟିଜାଆ, କାଇକେବଇଲେ ତୁଇ ଆମର୍‌ଲଗେ ଅନି ଅଦିକ୍‌ ବପୁ ଅଇଆଚୁସ୍‌ ।
17 So Isaac left there and camped in the Valley of Gerar, and he settled there. ତାର୍‌ପଚେ ଇସାକ୍‌ ସେ ଜାଗାଇ ଅନି ଆସି କରି ଗରାର୍‌ ଜାଗାଇ ତମୁବାନ୍ଦିକରି ତେଇ ବାସାକଲା।
18 Isaac redug the water wells dug in his father Abraham's days, which the Philistines plugged after Abraham died, and called them by the names his father had called them. ଆରି ନିଜର୍‌ ବାବା ଅବ୍‌ରାଆମର୍‌ ବେଲେ ତିଆର୍‌କଲା ଜନ୍‌ଜନ୍‌ କୁଇଁକାଲ୍‌, ଅବ୍‌ରାଆମ୍‌ ମଲାକେ ପଲେସ୍‌ଟିଅମନ୍‌ ତପି ପାକାଇ ରଇଲାଇ, ସେ ସବୁ ଇସାକ୍‌ ଆରିତରେକ୍‌ କୁନି ନିଜର୍‌ ବାବା ଜନ୍‌ ନାଉଁ ଦେଇ ରଇଲା ସେନାଉଁ ଆରିତରେକ୍‌ ଦେଲାଇ ।
19 But when Isaac's servants dug in the valley and found there a well of fresh spring water, ଆରି ଇସାକର୍‌ ଦାସ୍‌ମନ୍‌ ଗେରା ପାଦାଇ କୁଇଁକାଲ୍‌ କୁନି ରଇଲାଇ ଆରି ତେଇ ବେସି ପାନି ବାରଇବା କୁଇଁକାଲ୍‌ ମିଲାଇଲାଇ।
20 Gerar's herders argued with Isaac's herders, saying, "The water is ours." He named the well Esek, for they argued with him. ତାର୍‌ପଚେ ଗରାର୍‌ ଦେସର୍‌ ପସୁ ଚାରାଉମନ୍‌ ଇସାକର୍‌ ପସୁ ଚାରାଉମନର୍‌ ସଙ୍ଗେ ବିରଦ୍‌ କରି କଇଲାଇ, ଏ ପାନି ଆମର୍‌ଟା, ତେବେ ସେ କୁଇଁକାଲର୍‌ ନାଉଁ ଏସକ ବଲିକରି ନାଅ ଦେଲାଇ , କାଇକେବଇଲେ ସେମନ୍‌ ତାକର୍‌ ସଙ୍ଗେ ବିରଦ୍‌ କଲାଇ ।
21 Then they dug another well, and they quarreled over that one too, so he named it Sitnah. ତାର୍‌ପଚେ ଇସାକର୍‌ ଦାସ୍‌ମନ୍‌ ଆରିଗଟେ କୁଇଁକାଲ୍‌ କୁନ୍‌ଲାକେ, ସେମନ୍‌ ତେଇର୍‌ ପାଇଁ ମିସା ବିରଦ୍‌ କଲାଇ, ତେବେ ଇସାକ୍‌ ସେ ଜାଗାର୍‌ ନାଉଁ ସିଟ୍‌ନା ବଲିକରି ନାଉଁ ଦେଲାଇ ।
22 From there he moved and dug another well; they did not quarrel over it, so he named it Rehoboth, saying, "Now our Father has made room for us; we will be fruitful in the land." ଆରି, ଇସାକ୍‌ ତେଇଅନି ଜାଇକରି ଅଲ୍‌ଗା ଗଟେ କୁଇଁକାଲ୍‌ କୁନ୍‌ଲାଇ । ସେଟାର୍‌ ପାଇ ସେମନ୍‌ ବିରଦ୍‌ ନ କର୍‌ବାକେ ତେଇର୍‌ ନାଉଁ ରଅବତ୍‌ ବଲିକରି ପାକ୍‌ନା ଜାଗାର୍‌ ନାଉଁ ଦେଲାଇ , କାଇକେବଇଲେ ସେ କଇଲା, ଏବେ ସବୁବେଲର୍‌ ମାପ୍‌ରୁ ଆମ୍‌କେ ଜାଗା ଦେଲା, ଆମେ ଏ ଦେସେ ବଡ୍‌ ଅଇ ଉପର୍‌କେ ଉଟ୍‌ବାର୍‌ ଅଇସି ।
23 From there he went up to Beersheba. ତାର୍‌ପଚେ ସେ ସେ ଜାଗଅନି ବେର୍‌ସେବା ତେଇ ଗାଲା ।
24 That night our Father appeared to him and said, "I am the God of your father Abraham. Don't be afraid, for I am with you. I will bless you and multiply your offspring, for my servant Abraham's sake." ସେ ରାତିଆଇ ସବୁବେଲର୍‌ ମାପ୍‌ରୁ ତାକେ ଦର୍‌ସନ୍‌ ଦେଇ କଇଲା, ମୁଇ ତର୍‌ ବାବା ଅବ୍‌ରାଆମର୍‌ ପର୍‌ମେସର୍‌ ଅଇବି , ଡର୍‌ନାଇଁ, କାଇକେବଇଲେ ମୁଇ ନିଜର୍‌ ଦାସ୍‌ ଅବ୍‌ରାଆମର୍‌ ପାଇଁ ତମର୍‌ ସାଇଜ ଆଚୁ ଆରି ତମ୍‌କେ ଆସିର୍‌ବାଦ୍‌ କରି ତମର୍‌ କୁଲ୍‌କେ ଅଦିକ୍‌ କର୍‌ବୁ ।
25 There he built an altar and called on the name of our Father, pitched his tent, and there Isaac's servants dug a well. ତାର୍‌ପଚେ ଇସାକ୍‌ ସେ ଜାଗାଇ ଜଗିଅଁ କର୍‌ବା ବେଦି ତିଆର୍‌ କରି ସବୁବେଲର୍‌ ମାପ୍‌ରୁର୍‌ ନାଉଁରେ ପାର୍‌ତନା କଲା । ତାର୍‌ପଚେ ସେ ଜାଗାଇ ତମୁ ତିଆର୍‌କଲାକେ, ତାର୍‌ ଦାସ୍‌ମନ୍‌ ଗଟେକ୍‌ କୁଇଁକାଲ୍‌ କୁନ୍‌ଲାଇ ।
26 Abimelech came to him from Gerar with Ahuzzath his adviser and Phicol, head of his army. ତାର୍‌ପଚେ ଅବିମେଲକ୍‌ ଅଉସତ୍‌ ନାଉଁର୍‌ ନିଜର୍‌ ମଇଁତର୍‌କେ ଆରି ପିକଲ୍‌ ନାଉଁର୍‌ ସେନାପତିକେ ସଙ୍ଗେ ଡାକି ଗରାର ତେଇ ଅନି ଇସାକ୍‌ ବେଟ୍‌ ଅଇବାକେ ଗାଲାଇ ।
27 Isaac said to them, "Why come to me, since you hated me and sent me away from you?" ତାର୍‌ପଚେ ଇସାକ୍‌ ସେମନ୍‌କେ କଇଲା, ତମେମନ୍‌ତା ମକେ ଗିନ୍‌ କଲାସ୍‌ନି, ଆରି ତମର୍‌ ଲଗେଅନି ମକେ ଦୁର୍‌ କରି ଦେଇରଇଲାସ୍‌, ଏବେ ମର୍‌ ଲଗେ କାଇକେ ଆଇଲାସ୍‌ ?
28 They said, "We clearly saw that God has been with you, so we said, 'Let there be an oath between us—between you and us—and let us make a covenant with you, ତାର୍‌ପଚେ ସେମନ୍‌ ଉତର୍‌ ଦେଲାଇ, ସବୁବେଲର୍‌ ମାପ୍‌ରୁ ତମର୍‌ ସଙ୍ଗେ ଆଚେ, ଏଟା ଆମେ ସତ୍‌ରେ ଜାନି ପାର୍‌ଲୁ, ସେଟାର୍‌ ପାଇଁ କଇଲୁ, ଆମର୍‌ ବିତ୍‌ରେ ଗଟେକ୍‌ ରାଜିନାମା ରଅ ଆରି ଆମର୍‌ ସଙ୍ଗେ ତମର୍‌ ଏ ନିଅମ୍‌ ଅଅ,
29 that you'll do us no harm—just as we didn't touch you but did you only good—and sent you away in peace. You are now blessed by God.'" ଆମେ ଜେନ୍ତାର୍‌ ତମ୍‌କେ ଚିଉଁ ନାଇଁ ଆରି ତମର୍‌ ମଙ୍ଗଲ୍‌ ବିନା କାଇଟା ମିସା କରୁ ନାଇଁ, ତମ୍‌କେ ସୁସ୍‌ତା ସଙ୍ଗେ ପାଟାଇଲୁ ଆଚୁ,ସେନ୍ତାର୍‌ ତମେ ଆମ୍‌କେ ଇସା କରା ନାଇଁ, ତମେ ତ ସବୁବେଲର୍‌ ମାପ୍‌ରୁର୍‌ ଆସିର୍‌ବାଦର୍‌ ଲକ୍‌ ।
30 So Isaac made them a feast, and they ate and drank. ସେଡ୍‌କିବେଲେ ଇସାକ୍‌ ସେମନର୍‌ ପାଇଁ କାଦି ତିଆର୍‌ କଲାକେ, ସେମନ୍‌ କାଇଲାଇ ପିଇଲାଇ ।
31 Early the next morning they swore an oath to each other; Isaac sent them off, and they left him in peace. ତାର୍‌ପଚେ ସେମନ୍‌ ଦାପ୍‌ରେ ସାକାଲେ ଉଟି ଗଟେ ଲକ୍‌ ଆରିଗଟେଲକର୍‌ ସଙ୍ଗ୍‌ ପର୍‌ମାନ୍‌ କଲାଇ । ଆରି ଇସାକ୍‌ ସେମନ୍‌କେ ପାଟାଇଦେଲା, ସେମନ୍‌ ସାନ୍ତିରେ ତାକର୍‌ ଲଗେ ଅନି ବାରଇ ଗାଲାଇ ।
32 That day Isaac's servants came and told him about the well they'd dug and said, "We found water!" ସେ ଦିନେ ଇସାକର୍‌ ଦାସ୍‌ମନ୍‌ ଆସି ନିଜର୍‌ କୁନ୍‌ଲା କୁଇଁକାଲ୍‌ ବିସଇରେ କବର୍‌ ଦେଇ ତାକେ କଇଲାଇ, ପାନି ମିଲ୍‌ଲା ।
33 So he named it Shibah; therefore the name of the city is Beersheba to this day. ତେବେ ସେ କୁଇଁକାଲର୍‌ ନାଉଁ ସିବା ବଲିକରି ନାଅ ଦେଲାଇ, ଆରି ଆଜିକେ ଜାକ ସେ ଜାଗାର୍‌ ନାଅଁ ବେର୍‌ସେବା ବଲିକରି ଡାକ୍‌ ପୁଟା ଅଇଲାଆଚେ
34 At forty, Esau married Judith daughter of Beeri the Hittite, and Basemath daughter of Elon the Hittite. ତାର୍‌ପଚେ ଏସଉ ଚାଲିସ୍‌ ବରସ୍‌ ବଇସେ ଇତିଅବେରିର୍‌ ଜିଉଦିତ୍‌ ନାଉଁର୍‌ ଦାଙ୍ଗ୍‌ଡିକେ ଆରି ଇତିଅ ଏଲନର୍‌ ବାସମତ୍‌ ନାଉଁର୍‌ ଦାଙ୍ଗ୍‌ଡିକେ ବିବା ଅଇଲା ।
35 And they were a source of grief to Isaac and Rebekah. ମାତର୍‌ ସେମନ୍‌ ଇସାକ୍‌ ଆରି ରିବିକାର୍‌ ମନର୍‌ ଦୁକର୍‌ କାରନ୍‌ ଅଇଲା ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]