1Now Abraham was old, well advanced in years, and our Father had blessed Abraham in everything.Saa25ସେଡିକି ବେଲେ ଅବ୍ରାଆମ୍ କୁଲ୍କୁଲା ଡକ୍ରା ଅଇ ଜାଇ ରଇଲା , ଆରି ସବୁ ବେଲର୍ ମାପ୍ରୁ ଅବ୍ରାମ୍କେ ସବୁ ବିସଇରେ ଆସିର୍ବାଦ୍ କରି ରଇଲା ।
2Abraham said to his oldest servant, who managed all he owned, "Please put your hand under my thigh,Saa25ସେଟାର୍ ପାଇଁ ଗରର୍ ଡକ୍ରା ଦାସ୍କେ କଇଲା, ମୁଇଁ ବାବୁଜିଆ କଲିନି, ତୁଇ ମର୍ ଜଙ୍ଗେ ଆତ୍ ସଙ୍ଗ,
3I will have you swear by the Father of heaven and earth, not to take a wife for my son from the Canaanites' daughters, among whom I live,Saa25ମୁଇଁ ସରଗ୍ ଆରି ପୁର୍ତିବି ତିଆର୍ କଲା ସବୁବେଲର୍ ମାପ୍ରୁ ପର୍ମେସରର୍ ନାଉଁରେ ତମ୍କେ ପର୍ମାନ୍ କରାଇବି ଜେ, ଜନ୍ କିଣାନିୟ ଲକ୍ମନର୍ ବିତ୍ରେ ମୁଇଁ ବାସା ଅଇଆଚି, ତମେ ସେମନର୍ ବିତ୍ରେ ଅନି ମର୍ ପିଲା ବିବା ଅଇବାକେ କନ୍ ଦାଙ୍ଗ୍ଡିକେ ମିସା ନ ଆନୁସ୍ ।
4but go to my country and relatives, and get a wife for my son Isaac."Saa25ମାତର୍ ତମେ ମର୍ ଦେସର୍ କୁଟୁମର୍ ଲକ୍ମନର୍ ଲଗେ ଜାଇ ମର୍ ପିଲା ଇସାକର୍ ପାଇଁ ମାଇଁଜି ଆନ୍ସା ।
5The servant asked him, "What if the woman won't follow me to this land? Must I take your son back to the land you left?"Saa25ସେଡ୍କିବେଲେ ସେ ଦାସ୍ ତାକେ କଇଲା, ଜଦି କନ୍ ଟକି ମିସା ମର୍ ସଙ୍ଗେ ଏ ଦେସେ ଆଇବା ପାଇଁ ରାଜି ନ ଅଅତ୍, ତେବେ ଜନ୍ ଦେସେଅନି ତମେ ଆସିଆଚାସ୍, ସେ ଦେସେ କାଇ ତମର୍ ପିଲାକେ ନେଇଁ ଜାଇସା ?
6Abraham said to him, "See to it that you do not take my son back there.Saa25ତାର୍ପଚେ ଅବ୍ରାଆମ୍ କଇଲା, ଜାଗର୍ତା ଅଇ ରୁଆ , ମର୍ ପିଲାକେ କେବେ ମିସା ସିତି ନ ନେଉଁସ୍ ।
7Our Father, the Father of heaven, who took me from my father's house and the land of my relatives, who spoke to me and swore to me, 'I will give this land to your offspring'—he will send his angel ahead of you, and you will take a wife for my son from there.Saa25କାଇକେ ବଇଲେ ଜନ୍ ସରଗ୍ ତିଆର୍ କାରିଆ ସବୁବେଲର୍ ମାପ୍ରୁ ପର୍ମେସର୍ ମକେ ବାବାର୍ ଗର୍ ଆରି ଜନମ୍ ଦେସେ ଅନି ଆନିଆଚେ ଆରି ମର୍ ସଙ୍ଗେ କାତାବାର୍ତା କରିଆଚେ, ଆରି ଆମେ ତମର୍ କୁଲ୍କେ ଏ ଦେସ୍ ଦେବି ବଲି ପର୍ମାନ୍ କରିଆଚେ, ସେ ତମର୍ ଆଗେ ନିଜର୍ ଦୁତ୍କେ ପାଟାଇସି, ତାର୍ପଚେ ତମେ ମର୍ ପିଲାକେ ବିବା କର୍ବାକେ ସେ ଜାଗାଇ ଅନି ଗଟେକ୍ ଦାଙ୍ଗ୍ଡି ଆନ୍ସା ।
8But if she won't follow you, you're released from this oath of mine; only don't take my son back there."Saa25ଜଦି ସେ ଦେସେଅନି କନ୍ମିସା ଦାଙ୍ଗ୍ଡି ଆଇବାକେ ମନା କର୍ବାଇ, ତେବେ ତମେ ମର୍ ଏ ପର୍ମାନ୍ କଲାତେଇ ଅନି ମୁକଲ୍ସା, ମାତର୍ ତମେ ମର୍ ପିଲାକେ ସେ ଦେସେ ନିଆନାଇଁ ।
9The servant put his hand under Abraham his master's thigh and swore to him about this.Saa25ତାର୍ପଚେ ସେ ଦାସ୍ ନିଜର୍ ପର୍ବୁ ଅବ୍ରାମର୍ ଜଙ୍ଗେ ଆତ୍ସଙ୍ଗଇ କରି ସେ ବିସଇରେ ପର୍ମାନ୍ କଲା ।
10The servant took ten of his master's camels, and all his master's good things in hand, and set out for Aram-naharaim, the city of Nahor.Saa25ତାର୍ପଚେ ସେ ଦାସ୍ ନିଜର୍ ମାପ୍ରୁର୍ ଉଁଟ୍ମନର୍ ବିତ୍ରେ ଅନି ଦସ୍ଟା ଉଁଟ୍ ଆରି ନିଜର୍ ମାପ୍ରୁର୍ ସବୁରକାମର୍ ନିମାନ୍ ଜିନିସ୍ ଆତେ ଦାରି ଜାଇକରି ଅରାମନଅର୍ଇମ୍ ଦେସର୍ ନାଅଁର୍ ନଅଁରେ ଗାଲାଇ ।
11He had the camels kneel outside the city by the water well at evening, when women go out to draw water.Saa25ତାର୍ପଚେ ସଞ୍ଜ୍ ବେଲେ, ଜନ୍ ବେଲେ କି ଦାଙ୍ଗ୍ଡିମନ୍ ପାନି ଡୁମ୍ବାକେ ଆଇବାଇ, ସେବେଲେ ସେ ନଅଁରର୍ ବାଇରେ କୁଇଁକାଲ୍ ଲଗେ ଉଁଟ୍ମନ୍ ମାଣ୍ଡିକୁଟା ଦେଇ ସଇଲାଇ ।
12Then he prayed, "Father of my master Abraham, please grant me success today, and show your faithful love to my master Abraham.Saa25ତାର୍ପଚେ ଏ ରକାମ୍ ପାର୍ତନା କଲା, ଏ ମର୍ ମାଲିକ୍ ଅବ୍ରାମର୍ ସବୁବେଲର୍ ମାପ୍ରୁ ପର୍ମେସର୍, ବାବୁଜିଆ କଲିନି, ଆଜି ମାପ୍ରୁ ଅବ୍ରାମ୍କେ ମର୍ଆଗେ ଦୟା କର୍ ।
13Here I stand by the spring of water, and daughters of the town's men are coming out to draw water.Saa25ଦେକ୍ ମୁଇଁ ଏ କୁଇଁକାଲ୍ ଲଗେ ଟିଆ ଅଇ ରଇବି , ଆରି ଏ ନଅଁରର୍ ଦାଙ୍ଗ୍ଡିମନ୍ ପାନି ନେବାକେ ଆଇଲାଇନି,
14Let the young woman I say this to—'Please tip your jar so I may drink'—and who answers, 'Drink, and I will water your camels too'—be the one you have appointed for your servant Isaac. That is how I will know you have shown faithful love to my master."Saa25ସେମନର୍ ବିତ୍ରେ ଅନି କନ୍ମିସା ଦାଙ୍ଗ୍ଡିକେ, ତମେ ନିଜର୍ ଆଣ୍ଡି ଲୁଆଇଁ ମକେ ପାନି କୁଆଆ, ଏ କାତା କଇଲେ ସେ ଦାଙ୍ଗ୍ଡି ଜଦି କଇସି, କାଆ, ମୁଇଁ ତମର୍ ଉଁଟ୍ମନ୍କେ ମିସା ପାନି କୁଆଇବି, ତେବେ ସେ ତମର୍ ଦାସ୍ ଇସାକର୍ ପାଇଁ ତମର୍ ବାଚ୍ଲା ଦାଙ୍ଗ୍ଡି ଅଅ ତାର୍ପଚେ ତମେ ମର୍ ମାଲିକ୍ର୍ ଲାଗି ଦୟା କରିଆଚାସ୍, ବଲିକରି ମୁଇ ସେ କାତାକେ ଜାନ୍ବି ।
15Before he finished speaking, Rebekah came out—daughter of Bethuel, son of Milcah, wife of Nahor, Abraham's brother—her jar on her shoulder.Saa25ଏ କାତା କଉଁ କଉଁ ଅବ୍ରାଆମର୍ ନାଅଁର୍ ବାଇର୍ ମାଇଁଜି ମିଲ୍କାର ପିଲା ଜେ ବତୁଏଲ୍, ତାର୍ ଟକି ରିବିକା ମୁଣ୍ଡେ ଆଣ୍ଡି ବଇ କରି ଆଇଲା ।
16The girl was very beautiful, a virgin no man had known. She went down to the spring, filled her jar, and came up.Saa25ସେ ଟକି ବେସି ସୁନ୍ଦର୍ ରଇ ବିବା ଅଇ ନ ରଇଲା, ଆରି କାର୍ ସଙ୍ଗେ ମିସା ସୁଆବସା ଅଇ ନ ରଇଲା , ସେ କୁଇଁକାଲେ ଜାଇକରି ଆଣ୍ଡି ବର୍ତି ପାନି ବଇକରି ଚଗି ଆଇତେ ରଇଲା,
17The servant ran to meet her, saying, "Please let me sip a little water from your jar."Saa25ସେ ବେଲେ ସେ ଦାସ୍ ପାଲାଇଜାଇ ସେ ଟକିକେ ଦେକିକରି କଇଲା, ମୁଇଁ ବାବୁଜିଆ କଲିନି, ତର୍ ବଇଲା ଆଣ୍ଡିତେଇ ଅନି ମକେ ଗୁଡିକ୍ ପାନି କାଇବାକେ ଦେ ।
18"Drink, my lord," she said, and quickly lowered her jar from her shoulder and gave him a drink.Saa25ତାର୍ପଚେ ରିବିକା କଇଲା, ମଆସୟ ପାନି କାଆ ତେବେ, ଏନ୍ତାର୍ କଇକରି ସେ ଦାପ୍ରେ ମୁଣ୍ଡେଅନି ଆତେ ଉତ୍ରାଇ କରି ତାକେ କାଇବାକେ ଦେଲା ।
19When she finished giving him a drink, she said, "I'll draw water for your camels too, until they finish drinking."Saa25ଆରି ତାକେ କୁଆଇ ସାର୍ଲା ପଚେ କଇଲା , ତମର୍ ଉଁଟ୍ ମନ୍ ଜେତ୍କି ପାନି କାଇ ପାର୍ବାଇ ସେତ୍କି ଜାକ ମୁଇ ପାନି ଜିକି ଦେବି।
20She quickly emptied her jar into the trough, ran again to the well, and drew water for all his camels.Saa25ତାର୍ପଚେ ରିବିକା ଦାପ୍ରେ ଆଣ୍ଡିର୍ ପାନି କୁଣ୍ଡେ ଡାଲି ଦେଇ ଆରିତରେକ୍ ପାନି ଜିକ୍ବାକେ କୁଇଁକାଲେ ପାଲାଇଜାଇ ସବୁ ଉଁଟ୍ ମନର୍ ପାଇଁ ପାନି ଜିକି ଦେଲା ।
21The man watched her silently, to know if our Father made his journey succeed, or not.Saa25ତାର୍ପଚେ ସେ ଦାସ ରିବିକାକେ ନିକକରି ଦେକ୍ଲା, ଆରି ସବୁବେଲର୍ ମାପ୍ରୁ ତାର୍ ଜିବାଟା ସପଲ୍ କର୍ସି କି ନାଇଁ, ସେଟା ଦେକ୍ବାକେ ଚୁପ୍ଅଇ କରି ରଇଲା ।
22When the camels finished drinking, the man took a gold nose ring weighing about a fifth of an ounce, and two gold bracelets for her wrists weighing about four ounces,Saa25ଆରି ଉଁଟ୍ମନ୍ ପାନିକାଇ ସାର୍ଲା ପଚେ ନାକର୍ ପାଇ ଅଦ୍ତୁଲା ନାତ ଦସ୍ତୁଲା ମାଲି ଗାଲାର୍ ପାଇ ଆରି ଆତର୍ ପାଇ ଦସ୍ତୁଲା ଗାଜୁଲ୍ ଆନି କଇଲା,
23and said, "Whose daughter are you? Please tell me, is there room in your father's house for us to spend the night?"Saa25ବାବୁଜିଆ କଲିନି, ତୁଇ କାର୍ ଟକି, ମକେ କ । ତମର୍ ବାବାର୍ ଗରେ ଆମ୍କେ ରାତିକେ ରଇବାକେ କାଇ ଜାଗା ଆଚେକି ?
24She answered him, "I am the daughter of Bethuel, the son Milcah bore to Nahor."Saa25ତାର୍ପଚେ ସେ ଉତର୍ ଦେଲା, ନାଅରର୍ ଅଉରସରେ ମିଲ୍କାର୍ ଲଗେ ଅନି ଜାତ୍ ଅଇଲା ପିଲା ଜେ ବତୁଏଲ୍, ମୁଇଁ ତାକର୍ ଟକି ।
25She also said, "We have plenty of both straw and feed, and room to spend the night."Saa25ଆରି ସେ କଇଲା, ଆମର୍ ପାଲକୁଟା ଆରି କାଇବାଟା ବେସି ଲଚେକ୍ ଆଚେ, ଅରି ରାତିକେ ସଇବାକେ ମିସା ଜାଗା ଆଚେ ।
26Then the man bowed down and worshiped our Father.Saa25ସେଡ୍କି ବେଲେ ସେ ଲକ୍ ମୁଣ୍ଡ୍ ଲୁଆଇଁ ସବୁବେଲର୍ ମାପ୍ରୁର୍ ପାଇଁ ଜୁଆର୍ କରି କଇଲା,
27He said, "Blessed be our Father, the Father of my master Abraham, who has not abandoned his faithful love and faithfulness toward my master. As for me, he led me on the journey to my master's relatives' house."Saa25ମର୍ ବାବା ଅବ୍ରାମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ କରମ୍ ଅଅ, କାଇକେ ବଇଲେ ସେ ମର୍ ମାଲିକର୍ ତେଇ ଅନି ଦୟାକରି ସତ୍ କାତାବାର୍ତା କର୍ବାକେ ଚୁପ୍ ଅଏ ନାଇଁତା, ଆରି ସବୁବେଲର୍ ମାପ୍ରୁ ମକେ ମର୍ ମାଲିକର୍ ଜାତିମନର୍ ଗର୍ବାଟେ କାଡାଇ ଆନିଆଚେ ।
28Then the young woman ran and told her mother's household about these things.Saa25ଆରି ସେ ଟକି ପାଲାଇଜାଇ ନିଜର୍ ମାଆର୍ ଗରର୍ ଲକ୍ମନ୍କେ ଏ କାତା ଜାନାଇଲା ।
29Now Rebekah had a brother named Laban, and Laban ran out to the man at the spring.Saa25ଆରି ରିବିକାର୍ ଗଟେ ବାଇ ରଇଲା, ତାର୍ ନାଉଁ ଲାବନ୍, ସେ ଲାବନ୍ ସେ ଲକର୍ ପାଇଁ କୁଇଁକାଲ୍ ଲଗେ ପାଲାଇଗାଲା ।
30Seeing the nose ring and bracelets on his sister's wrists, and hearing his sister Rebekah say, "The man told me this," he went out to the man—there he was, standing by the camels at the spring.Saa25ଆରି ସେ ଲକ୍ ମକେ ଏ କାତା କଇଲା, ନିଜର୍ ବଇନି ରିବିକାର୍ ମୁଏଁ ଅନି ଏ କାତା ସୁନି ଆରି ବଇନିର୍ ନତ ଆରି ଆତେ ଗାଜୁଲ୍ ଦେକି ସେ ଲକର୍ ଲଗେ ଗାଲା, ଆରି ତାକେ କୁଇଁକାଲ୍ ଲଗେ ଉଁଟ୍ମନର୍ ସଙ୍ଗେ ଟିଆଅଇ ରଇବାଟା ଦେକି କଇଲା,
31He said, "Come in, blessed of God. Why stand outside? I've prepared the house and a place for the camels."Saa25ଏ ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇବା ଲକର୍, ବିତ୍ରେ ଆରି, ତମେ କାଇକେ ବାଇରେ ଟିଆଅଇ ଆଚୁସ୍ ? ମୁଇଁ ତା ଗର୍ ଆରି ଉଁଟ୍ମନର୍ ପାଇଁ ଜାଗା ତିଆର୍ କଲିଆଚି ।
32The man entered the house, and the camels were unloaded. Straw and feed were given to the camels, and water to wash his feet and the feet of the men with him.Saa25ତାର୍ପଚେ ସେ ଲକ୍ ଗରେ ପୁରି କରି ଉଁଟେ ଲାଦି ରଇବା ଦିନ୍ସୁ ଉତ୍ରାଇ ଦେଇକରି, ସେମନ୍କେ ପିରି ଆରି ଦାନା ଦେଲା, ଆରି ତାର୍ ସଙ୍ଗର୍ ଲକ୍ମନ୍କେ ଗଡ୍ ଦଇବାକେ ପାନି ଦେଲା ।
33Food was set before him, but he said, "I won't eat until I've said what I have to say." "Go on," said Laban.Saa25ତାର୍ପଚେ ତାକର୍ ଲଗେ କାଇବା ଜିନିସ୍ ସଙ୍ଗଇଲାଇ, ମାତର୍ ସେ କଇଲା, ଆଗ୍ତୁ କାତା ନ କଇ ମୁଇଁ ନ କାଇ । ତାର୍ପଚେ ଲାବନ୍ କଇଲା, କ ।
34So he said, "I am Abraham's servant.Saa25ତେବ ସେ କଇଲା, ମୁଇଁ ଅବ୍ରାମର୍ ଦାସ୍ ।
35Our Father has greatly blessed my master and made him wealthy, giving him flocks, herds, silver, gold, male and female servants, camels, and donkeys.Saa25ସବୁବେଲର୍ ମାପ୍ରୁ ମର୍ ମାଲିକ୍କେ ବେସି ଆସିର୍ବାଦ୍ କରିଆଚେ, ତେବେ ସେ ବଡ୍ ଲକ୍ ଅଇଆଚେ, ଆରି ସବୁବେଲର୍ ମାପ୍ରୁ ତାକେ ରାସି ରାସି ଗରୁ ମେଣ୍ଡା ସବୁ ଆରି ରୁପା ସୁନା ଆରି ଦାସଦାସି, ଆରି ଉଁଟ୍ ଗଦ ଦେଇଆଚେ ।
36Sarah, my master's wife, bore him a son in her old age; Abraham has given Isaac all he owns.Saa25ଆରି ମର୍ ମାଲିକ୍ର୍ ମାଇଁଜି ସାରା ଡକ୍ରି ବେଲେ ତାର୍ ପାଇଁ ପିଲା ଜନମ୍ କରିଆଚେ, ଆରି ସେ ତାକେ ସବୁକିଚି ଦେଇଆଚେ ।
37My master made me swear, 'Don't take a wife for my son from the Canaanite women whose land I live in,Saa25ଆରି ମର୍ ମାପ୍ରୁ ମକେ ପର୍ମାନ୍ କରି କଇଲା, ଆମେ ଜନ୍ଲକ୍ମନର୍ ଲଗେ ବାସା କରିଆଚୁ, ତମେ ଆମର୍ ପିଲାର୍ ବିବାଅଇବାକେ ସେ କିଣାନ୍ ଦେସର୍ ଲକ୍ମନର୍ ବିତ୍ରେ ଅନି କନ୍ ମିସା ଦାଙ୍ଗ୍ଡି ଆନା ନାଇଁ,
38but go to my father's house, to my relatives, and take a wife for my son.'Saa25ମାତର୍ ଆମର୍ ବାବାର୍ କୁଲର୍ ଲକ୍ମନର୍ ଲଗେ ଜାଇ ମର୍ ପିଲାର୍ ପାଇଁ ଦାଙ୍ଗ୍ଡି ଆନା ।
39I said to my master, 'Perhaps the woman will not follow me.'Saa25ସେଡ୍କିବେଲେ ମୁଇଁ ମାଲିକ୍କେ କଇଲି, କେ ଜାନେ କନ୍ମିସା ଦାଙ୍ଗ୍ଡି ମର୍ ସଙ୍ଗେ ନ ଆଇଲେ ମୁଇ କାଇଟା କର୍ବି?
40But he said to me, 'Our Father, before whom I have walked, will send his angel with you and make your journey succeed, and you will take a wife for my son from my clan and from my father's house.Saa25ତାର୍ପଚେ ସେ କଇଲା, ମୁଇ ଜନ୍ ସବୁବେଲର୍ ମାପ୍ରୁର୍ ସାମ୍ନାଇ ଜିବା ଆଇବା କର୍ବି, ସେ ତମର୍ ସଙ୍ଗେ ନିଜର୍ ଦୁତ୍କେ ପାଟାଇ ତମର୍ ଇଣ୍ଡ୍ଲାଟା ସପଲ୍ କର୍ସି, ତାର୍ପଚେ ତମେ ମର୍ ଲକ୍ମନର୍ ଆମର୍ ବାବାର୍ କୁଲର୍ ଦାଙ୍ଗ୍ଡି ଆମର୍ ପିଲାର୍ ପାଇ ଆନ୍ସା,
41Then you'll be free of my oath once you reach my family; if they refuse to give her to you, you'll be free of my oath.'Saa25ଆରି ତୁଇ ଆମର୍ କୁଲର୍ ଲକ୍ମନର୍ ଲଗେ ଗାଲେ ଏ ପର୍ମାନ୍ ତେଇ ଅନି ମୁକ୍ତି ଅଇବାଇ, ଜଦି ସେମନ୍ ଦାଙ୍ଗ୍ଡି ନ ଦେଅତ୍, ଅଇଲେ ମିସା ପର୍ମାନ୍ ତେଇ ଅନି ମୁକ୍ତି ଅଇବାଇ ।
42Today when I came to the spring, I said, 'Father of my master Abraham, if you will make my journey succeed,Saa25ସେଟାର୍ ପାଇଁ ଆଜି ମୁଇଁ ଏ କୁଇଁକାଲ୍ ଲଗେ ଆସି ଏ ପାର୍ତନା କଲି, ଏ ମର୍ ମାଲିକ୍ ଅବ୍ରାଆମର୍ ସବୁବେଲର୍ ମାପ୍ରୁ ପର୍ମେସର୍, ମୁଇ ଜିବା କାମ୍ ସପଲ୍ କର୍ସା;
43here I am, standing by the spring of water. So when a young woman comes out to draw water and I say to her, "Please give me a little water from your jar to drink,"Saa25ତେବେ ଏବେ ଦେକ୍, ମୁଇଁ ଏବେ ମୁଇ ମାରଲା କୁଇଁକାଲ୍ ଲଗେ ଟିଆ ଅଇଆଚି । ତେଇ ପାନି ଜିକ୍ବାକେ ଜଦି ଆଗ୍ତୁ କନ୍ମିସା ଦାଙ୍ଗ୍ଡିକେ ଜେବେ ମୁଇଁ କଇବି, ତର୍ ଆଣ୍ଡିତେଇ ଅନି ମକେ ଗୁଡିକ୍ ପାନି କାଇବାକେ ଦେ,
44and she says to me, "Drink, and I'll draw water for your camels too"—let her be the woman our Father appointed for my master's son.'Saa25ଆରି, ସେ ଦାଙ୍ଗ୍ଡି ଜଦି କଇସି, ତୁଇ ପାନି କାଆ ଆରି ତର୍ ଉଁଟ୍ମନର୍ ପାଇଁ ମିସା ପାନି ଜିକିଦେବି, ତେବେ ସେ ମର୍ ମାଲିକର୍ ପିଲାର୍ ପାଇଁ ସବୁବେଲର୍ ମାପ୍ରୁ ବାଚିରଇଲା ଦାଙ୍ଗ୍ଡି ଅଇସି ।
45Before I finished praying in my heart, Rebekah came out, her jar on her shoulder, went down to the spring, and drew water. I said to her, 'Please let me drink.'Saa25ଏ କାତା ମୁଇଁ ମନେ ମନେ ବାବ୍ତେ ରଇଲି, ତାର୍ପଚେ ରିବିକା ମୁଣ୍ଡେ ଗରିଆ ବଇ ବାଇଲେ ଆଇଲା । ଆରି ସେ କୁଇଁକାଲେ ଜାଇ ପାନି ଜିକ୍ବା ବେଲେ ମୁଇଁ କଇଲି, ଗୁଆରି କଲିନି, ମକେ ପାନି ଗୁଡିକ୍ କାଇବାକେ ଦେ ।
46Quickly lowering her jar from her shoulder, she said, 'Drink—I'll water your camels too.' So I drank, and she watered the camels too.Saa25ତାର୍ପଚେ ସେ ଦାପ୍ରେ ମୁଣ୍ଡେ ଅନି ଗରିଆ ଉତ୍ରାଇ କଇଲା, କାଆ, ଆରି ମୁଇଁ ତମର୍ ଉଁଟ୍ମନ୍କେ ମିସା ପାନି ଜିକି କୁଆଇବି,ତାର୍ପଚେ ମୁଇଁ କାଇଲି, ଆରି ସେ ଉଁଟ୍ମନ୍କେ ମିସା କୁଆଇଲା ।
47I asked, 'Whose daughter are you?' She said, 'Bethuel's daughter, son of Nahor, whom Milcah bore him.' Then I put the ring on her nose and the bracelets on her wrists.Saa25ତାର୍ପଚେ ମୁଇଁ ତାକେ ପାଚାର୍ଲି, ତୁଇ କାର୍ ଟକି ? ତାର୍ପଚେ ସେ କଇଲା, ନାଅରର୍ ଅରସରେ ମିଲ୍କାର୍ ପିଲା ବତୁଏଲ, ମୁଇଁ ତାର୍ ଟକି । ତାର୍ପଚେ ମୁଇଁ ତାର୍ ନାକେ ମୁଦି ଆରି ଆତେ ଗାଜୁଲ୍ ପିନ୍ଦାଇଲି ।
48I bowed and worshiped our Father, and blessed the Father of my master Abraham, who led me on the true path to take the daughter of my master's relative for his son.Saa25ଆରି ମୁଇଁ ସବୁବେଲର୍ ମାପ୍ରୁର୍ ଉଦେସେ ମୁଣ୍ଡ୍ ଲୁଆଁଇ ଜୁଆର୍ କଲି, ଆରି ଜେ ମର୍ ସାଉକାରର୍ ପିଲାର୍ ପାଇଁ ତାର୍ ବାଇର୍ ଟକିକେ ବିବାଅଇବାକେ ମକେ ସତ୍ ବାଟେ କାଡାଇ ଆନ୍ଲା, ମର୍ ମାଲିକ୍ ଅବ୍ରାଆମର୍ ସେ ସବୁବେଲର୍ ମାପ୍ରୁ ପର୍ମେସର୍କେ ଦନିଅବାଦ୍ କଲି ।
49Now, if you will deal in faithful love and truth with my master, tell me; if not, tell me, so I can turn right or left."Saa25ସେଟାର୍ପାଇଁ ତମେ ଜେବେ ମର୍ ମାପ୍ରୁର୍ ଦୟା ଆରି ସତ୍ ସଙ୍ଗେ ଚାଲିଚଲନ୍ କର୍ସୁ, ତେବେ ସେଟା କୁଆ, ଆରି ଜେବେ ମନ୍ ନ କଲେ ମିସା କୁଆ, ସେଟା ମିସା କୁଆ, ତାର୍ପଚେ ମୁଇଁ ଦକିଣ୍ବାଟେ କି ଡେବ୍ରି ବାଟେ ବାଉଡିଜିବି ।
50Laban and Bethuel answered, "This is from God; we can't say good or bad.Saa25ସେଡ୍କିବେଲେ ଲାବନ୍ ଆରି ବତୁଏଲ୍ ଉତର୍ କଲାଇ, ସବୁବେଲର୍ ମାପ୍ରୁର୍ ତେଇ ଅନି ଏ ଗଟ୍ନା ଅଇଆଚେ, ତେବେ ଆମେ ନିମାନ୍ କି ଆସାର୍ କଇ ନାପାରୁ ।
51Rebekah is before you; take her and go—let her be your master's son's wife, as our Father has spoken."Saa25ଦେକା, ରିବିକା ତମର୍ ମୁଆଟେ ଆଚେ, ତାକେ ନେଇଁ କରି ଜା, ସବୁବେଲର୍ ମାପ୍ରୁର୍ ବାକିଅ ଅନୁସାରେ ସେ ତମର୍ ମାଲିକର୍ ପିଲାର୍ ମାଇଁଜି ଅଅ ।
52When Abraham's servant heard their words, he bowed down to the ground before our Father.Saa25ସେଡ୍କିବେଲେ ଅବ୍ରାଆମର୍ ଦାସ୍ ସେମନର୍ ତେଇ ଅନି ଏ କାତା ସୁନ୍ବା ଦାପ୍ରେ ସବୁବେଲର୍ ମାପ୍ରୁର୍ ଉଦେସେ ମାଣ୍ଡିକୁଟା ଦେଇ ଜୁଆର୍କଲା ।
53The servant brought out silver and gold objects and clothing, gave them to Rebekah, and gave costly gifts to her brother and mother.Saa25ତାର୍ପଚେ ସେ ଦାସ୍ ରୁପା ଆରି ସୁନାର୍ ଦିନ୍ସୁ ଆରି ଲୁଗା ବାର୍କରି ରିବିକାକେ ଦେଲା, ଆରି ତାର୍ ବାଇ ଆରି ଆୟାକେ ମିସା ବେସି ଦାମର୍ ଜିନିସ୍ ଦେଲା ।
54He and the men with him ate, drank, and spent the night there. In the morning they rose, and he said, "Send me to my master."Saa25ତାର୍ପଚେ ସେ ଆରି ତାର୍ ସାଙ୍ଗମନ୍ କାଇପିଇ କରି ସେ ରାତିଆ ରଇଲାଇ, ତାର୍ପଚେ ସେମନ୍ ସାକାଲେ ଉଟ୍ଲା ଆରି, ସେ ଦାସ୍ କଇଲା, ମର୍ ମାଲିକ୍ର୍ ଲଗେ ଜିବାକେ ବାଟ୍ ଚାଡା।
55But her brother and her mother said, "Let the young woman stay with us ten days or so; then she may go."Saa25ତାର୍ପଚେ ରିବିକାର୍ ବାଇ ଆରି ଆୟା କଇଲା, ଏ ଟକି ଆମର୍ ଲଗେ ଗଟେ ଆଟ୍, ନଇଲେ ଦସ୍ଦିନ୍ ରଅତା, ତାର୍ପଚେ ସେ ଜାଇସି ।
56But he said, "Don't delay me—our Father has made my journey succeed. Send me away, let me go to my master."Saa25ମାତର୍ ସେ ସେମନ୍କେ କଇଲା, ମକେ ଲେଟ୍ କରାନାଇଁ, କାଇକେବଇଲେ ସବୁବେଲର୍ ମାପ୍ରୁ ମର୍ ଇଣ୍ଡ୍ବାଟା ସପଲ୍ କର୍ସି, ଏବେ ନିଜର୍ ମାଲିକର୍ ଲଗେ ଜିବାକେ ମକେ ବାଟ୍ଚାଡା ।
57They said, "Let us call the young woman and ask her about it."Saa25ତାର୍ପଚେ ସେମନ୍ କଇଲାଇ, ଆମେ ଟକିକେ ଡାକି ତାର୍ ସାମ୍ନାଇ ପାଚାରୁ ।
58They called Rebekah and asked, "Will you go with this man?" "I will go," she said.Saa25ତାର୍ପଚେ ସେମନ୍ ରିବିକାକେ ଡାକି କଇଲାଇ, ତୁଇ କାଇ ଏ ଲକର୍ ସଙ୍ଗେ ଜାଇସୁ ? ତେବର୍ ପାଇ ସେ କଇଲା ଉଁ ଜିବି ।
59So they sent off their sister Rebekah and her nurse, along with Abraham's servant and his men.Saa25ସେଡ୍କିବେଲେ ସେମନ୍ ନିଜର୍ ବଇନି ରିବିକାକେ ଆରି ଦାସିକେ , ଆରି ଅବ୍ରାଆମର୍ ଦାସ୍କା ଆରି ତାର୍ ଲକ୍ମନ୍କେ ପାଟାଇ ଦେଲାଇ ।
60They blessed Rebekah, saying, "Our sister, may you become mother of thousands upon thousands; may your offspring capture the cities of those who hate them."Saa25ଆରି ରିବିକାକେ ଆସିର୍ବାଦ୍ କରି କଇଲାଇ, ତୁଇ ଆମର୍ ବଇନି, ଅଜାର୍ ଅଜାର୍ ଲକର୍ ଆୟା, ତମର୍ କୁଲ୍ ନିଜର୍ ସତ୍ରୁ ମନର୍ ନଅଁର୍ ଅଦିକାର୍ କରତ୍ ।
61Rebekah and her attendants got up, mounted the camels, and followed the man. So the servant took Rebekah and went on.Saa25ତାର୍ପଚେ ରିବିକା ଆରି ତାର୍ ଦାସିମନ୍ ଉଟି ଉଁଟ୍ଉପ୍ରେ ଚଗି ସେ ଲକର୍ ପଚ୍ ପଚ୍ ଗାଲାଇ । ଏରକାମ୍ ସେ ଦାସ୍ ରିବିକାକେ ଡାକିନେଲା ।
62Now Isaac had come from Beer-lahai-roi, for he was living in the Negev.Saa25ସେ ବେଲେ ଇସାକ୍ ଦକିନ୍ ଦେସେ ବାସା କର୍ବାକେ ବେରଲଅଇରଇ ନାଉଁର୍ ଜାଗାଇ ଜାଇ ବାଉଡି ଆଇଲା ।
63Isaac went out to meditate in the field at evening; looking up, he saw camels coming.Saa25ଆରି ଇସାକ୍ ସଞ୍ଜ୍ବେଲେ ବୁଲ୍ବାକେ ପାଦାଇ ଜାଇତେ ରଇଲା, ତାର୍ପଚେ ଦେକ୍ଲା ଜେ ଉଁଟ୍ମନ୍ ଆଇବାଟା ଦେକ୍ଲା ।
64Rebekah also looked up, and when she saw Isaac, she got down from her camel.Saa25ସେଡ୍କିବେଲେ ରିବିକା ପାସ୍ଲି ଇସାକ୍କେ ଦେକି ଉଁଟ୍ ଉପ୍ରେ ଅନି ଉତର୍ଲା ।
65She asked the servant, "Who is that man walking across the field to meet us?" "My master," he answered. So she took her veil and covered herself.Saa25ଆରି ସେ ଅବ୍ରାଆମର୍ ଦାସ୍କେ ପାଚାର୍ଲା, ଆମର୍ ସଙ୍ଗେ ବେଟ୍ଗାଟ୍ ଅଇବାକେ ଜେ ପାଦାଇ ଆଇଲାନି, ସେମନୁସ୍ କେ ? ତାର୍ପଚେ ସେ ଦାସ୍ ଉତର୍ ଦେଲା, ସେ ମର୍ ମାଲିକ୍, ସେଡ୍କିବେଲେ ରିବିକା ମୁଁକେ ଡାବି ଦେଲା ।
66Then the servant told Isaac everything he had done.Saa25ତାର୍ପଚେ ସେ ଦାସ୍ ଇସାକ୍କେ ନିଜର୍ କଲା କାମର୍ ସବୁକାତା କଇଲା ।
67Isaac brought her into his mother Sarah's tent, married Rebekah, and loved her. So Isaac was comforted after his mother's death.Saa25ସେଡ୍କିବେଲେ ଇସାକ୍ ରିବିକାକେ ଆତେଦାରି କରି ତାର୍ ଆୟା ସାରାର୍ ତମୁ ତେଇ ଡାକି ନେଇ ତାକେ ବିବାଅଇଲା, ଆରି ସେ ତାକେ ଲାଡ୍ କଲା । ତାର୍ପଚେ ଇସାକ୍ ଆୟା ମଲା ଦୁକର୍ ଲାଗି ସାନ୍ତି ପାଇଲା ।