Skip to content
The Believer's Library

Desiya Bible

Genesis 22 Saa25

Show Saa25 only
Verse × ×
1 Some time later, our Father tested Abraham. He said to him, "Abraham!" "Here I am," Abraham replied. ଏ ସବୁ ଗଟ୍‌ନା ଗଟ୍‌ଲା ପଚେ ପର୍‌ମେସର୍‌ ଅବ୍‌ରାଆମ୍‌କେ ବିସ୍‌ବାସର୍‌ ପରିକା କଲା, ସେ ତାକେ କଇଲା ଏ ଅବ୍‌ରାଆମ୍‌ । ତାର୍‌ପଚେ ଅବ୍‌ରାଆମ୍‌ ଉତର୍‌ ଦେଲା, ଦେକା, ମୁଇଁ ଇତି ଆଚି ।
2 Then our Father said, "Take your son, your only son, whom you love—Isaac. Go to the land of Moriah and offer him there as a burnt offering on one of the mountains I will name." ସେଡ୍‌କିବେଲେ ପର୍‌ମେସର୍‌ କଇଲା, ତୁଇ ଏବେ ନିଜର୍‌ ପିଲାକେ, ତମର୍‌ ଗଟେକ୍‌ ବଲି ପିଲାକେ, ତମେ ଜାକେ କି ଲାଡ୍‌ କଲୁସ୍‌ନି, ସେ ଇସାକ୍‌କେ ନେଇଁ ମରିଆ ଦେସେ ଜାଆ, ଆରି ଆମେ ସେ ଦେସେ ଜନ୍‌ ଡଙ୍ଗର୍‌ ବଲିକରି କଇଲୁନି, ସେ ଡଙ୍ଗର୍‌ ଉପ୍‌ରେ ତାକେ ଅମ୍‌ବଲି ଦେସ୍‌ ।
3 Early next morning Abraham saddled his donkey, took two of his young men and his son Isaac, split the wood for the burnt offering, and set out for the place our Father had told him about. ତାର୍‌ପଚେ ଅବ୍‌ରାଆମ୍‌ ସାକାଲ୍‌ ସାକାଲ୍‌ ଉଟି କରି ଗଦ ଉପ୍‌ରେ ଜିନିସ୍‌ପତର୍‌ ଲାଦିକରି ଦୁଇଟା ଦାସ୍‌ ଆରି ନିଜର୍‌ ପିଲା ଇସାକର୍‌ ସଙ୍ଗେ ଗାଲାଇ, ଆରି ଅମ୍‌ ପାଇଁ ଦାରୁକାଟି ପର୍‌ମେସରର୍‌ ଗଟେକ୍‌ ଜାଗାଇ ଗାଲାଇ ।
4 On the third day Abraham looked up and saw the place in the distance. ତାର୍‌ପଚେ ତିନ୍‌ଦିନ୍‌ ଗାଲାପଚେ ଅବ୍‌ରାଆମ୍‌ ଦୁରିକେ ଅନି ସେ ଜାଗାକେ ଦେକ୍‌ଲା ।
5 He told his young men, "Stay here with the donkey. The boy and I will go over there, worship, and return to you." ସେଡ୍‌କିବେଲେ ଅବ୍‌ରାମ୍‌ ସେ ଦାସ୍‌ ମନ୍‌କେ କଇଲା, ତମେ ଏ ଜାଗାଇ ଗଦ ସଙ୍ଗେ ରୁଆ, ମୁଇଁ ଆରି ପିଲା ଦୁଇଲକ୍‌ ସେ ଜାଗାଇ ଜାଇ ପାର୍‌ତନା କରି ସାର୍‌ଲା ପଚେ ତମର୍‌ ଲଗେ ବାଉଡି ଆଇବୁ ।
6 Abraham took the burnt offering wood and laid it on his son Isaac, carrying the fire and knife himself. The two walked on together. ତାର୍‌ପଚେ ଅବ୍‌ରାମ୍‌ ଜଗିଅ କର୍‌ବା ଦାରୁ ଦାରି ନିଜର୍‌ ପିଲା ଇସାକର୍‌ କନ୍ଦେ ବୁଆଇ ଦେଇ ନିଜର୍‌ ଆତେ ଜଇ ଆରି କାଟ୍‌ରା ଦାରିକରି ଦୁଇଲକ୍‌ ମିସ୍‌ତେ ଗାଲାଇ ।
7 Isaac said to his father Abraham, "My father?" "Here I am, my son," Abraham replied. "The fire and wood are here," Isaac said, "but where is the lamb for the burnt offering?" ଆରି ଇସାକ୍‌ ନିଜର୍‌ ବାବା ଅବ୍‌ରାଆମ୍‌କେ ଡାକି କଇଲା, ଏ ମର୍‌ ବାବା । ତେଇ ସେ ଉତର୍‌ ଦେଲା, ନୁନା, ଦେକ୍‌ ମୁଇଁ ଇତି ଆଚି, ସେଡ୍‌କିବେଲେ ସେ ପାଚାର୍‌ଲା, ଏଟା ଦେକ୍‌, ଜଇ ଆରି ଦାରୁ ଆଚେ, ମାତର୍‌ ଅମ୍‌ ପଡାଇବାକେ ମେଣ୍ଡାପିଲା କେନେ ?
8 Abraham answered, "Our Father himself will provide the lamb for the burnt offering, my son." And the two walked on together. ତାର୍‌ପଚେ ଅବ୍‌ରାମ୍‌ କଇଲା, ନୁନା, ସମାନ୍‌ ବେଲାଇ ଅମ୍‌ କର୍‌ବାକେ ପର୍‌ମେସର୍‌ ମେଣ୍ଡାପିଲା ଜାଗାଇସି । ତେଇ ଦୁଇଲକ୍‌ ମିସ୍‌ତେ ବାରଇ ଗାଲାଇ ।
9 When they reached the place our Father had told him about, Abraham built the altar, arranged the wood, tied up his son Isaac, and laid him on the altar atop the wood. ତାର୍‌ପଚେ ପର୍‌ମେସର୍‌ ବାଚି ରଇଲା ଜାଗାଇ କେଟ୍‌ଲା ପଚେ , ଅବ୍‌ରାମ୍‌ ସେ ଲଗେ ଗଟେକ୍‌ ଜଗିଅ କର୍‌ବା ବେଦି ତିଆର୍‌ କରି ତାର୍‌ ଉପ୍‌ରେ ଦାରୁ ରଚି ନିଜର୍‌ ପିଲା ଇସାକ୍‌କେ ବାନ୍ଦି ବେଦିର୍‌ ଦାରୁ ଉପ୍‌ରେ ସୁଆଇଲାଇ ।
10 Then Abraham reached out his hand and took the knife to kill his son. ତାର୍‌ପଚେ ଅବ୍‌ରାଆମ୍‌ ଆତ୍‌ ଟେକି ପିଲାକେ ମାର୍‌ବାକେ କାଟ୍‌ରା ବେଟ୍‌ଲା ।
11 But our Father's messenger called to him from heaven, "Abraham! Abraham!" "Here I am," he answered. ସେଡ୍‌କିବେଲେ ଆକାସେ ଅନି ସବୁବେଲର୍‌ ମାପ୍‌ରୁର୍‌ ଦୁତ୍‌ ତାକେ ଡାକି କଇଲା, ଏ ଅବ୍‌ରାଆମ୍‌, ଏ ଅବ୍‌ରାଆମ୍‌, ତେଇ ସେ କଇଲା, ଦେକ୍‌ ମୁଇଁ ଇତିଆଚି ।
12 "Don't lay a hand on the boy," he said. "Do nothing to him. Now I know you fear me, since you haven't held back your son, your only son, from me." ତାର୍‌ପଚେ ସେ କଇଲା, ତୁଇ ସେ ପିଲାର୍‌ ଉପ୍‌ରେ ଆତ୍‌ ଲାଗାଉ ନାଇଁ, ଆରି ତାକେ କାଇଟା କର୍‌ନାଇଁ, କାଇଟାକେ ବଇଲେ ପର୍‌ମେସର‌ର୍‌ ଉପ୍‌ରେ ତମର୍‌ ଡର୍‌ ଆଚେ, ଏଟା ଏବେ ମୁଇ ଜାନ୍‌ଲି, କାଇକେ ବଇଲେ ତୁଇ ମକେ ନିଜର୍‌, ତର୍‌ ଗଟେକ୍‌ବଲି ପିଲାକେ ଦେବାକେ ନ ଦେଇ ବଲି ମନା କରୁସ୍‌ ନାଇ ।
13 Abraham looked up and saw a ram behind him, caught by its horns in a thicket. He went, took the ram, and offered it as a burnt offering instead of his son. ସେଡ୍‌କିବେଲେ ଅବ୍‌ରାଆମ୍‌ ଆଁକି ବୁଲାଇ ପଚ୍‌ବାଟେ ଦେକ୍‌ଲା ବୁଟାର୍‌ ମାଲେ ଗାଡ୍‌ରା ମେଣ୍ଡାର୍‌ ସିଙ୍ଗ୍‌ ଦାରାଅଇ ରଇବାଟା ଦେକ୍‌ଲା, ତାର୍‌ପଚେ ଅବ୍‌ରାଆମ୍‌ ଜାଇ ସେ ମେଣ୍ଡାକେ ଆନି ନିଜର୍‌ ପିଲାର୍‌ ବାଦୁଲେ ମେଣ୍ଡାକେ ଅମ୍‌ ଦେବାକେ ତାକେ ସର୍‌ପି ଦେଲା ।
14 Abraham named that place "The Father Will Provide," meaning "our Father will provide." To this day it is said, "On his mountain it will be provided." ଆରି ଅବ୍‌ରାଆମ୍‌ ସେ ଜାଗାର୍‌ ନାଉଁ ଜିଅବାଜିରି ବଲିକରି ନାଉଁ ଦେଲା । ସେଟାର୍‌ ପାଇଁ ଆଜି ଏବେ ମିସା ଲକ୍‌ମନ୍‌ କଇଲାଇନି, ଡଙ୍ଗ୍‌ରେ ସବୁବେଲର୍‌ ମାପ୍‌ରୁ ଜାଗାଇସି ।
15 The messenger of our Father called to Abraham from heaven a second time, ଆରି ସବୁବେଲର୍‌ ମାପ୍‌ରୁର୍‌ ଦୁତ୍‌ ଆରି ଗଟେକ୍‌ ତର୍‌ ଆକାସେ ଅନି ଅବ୍‌ରାଆମ୍‌କେ ଡାକି କରି କଇଲା,
16 and said, "I swear by myself, declares our Father: because you have done this and not held back your son, your only son, ସବୁବେଲର୍‌ ମାପ୍‌ରୁ କଇଲାନି, ତୁଇ ନିଜର୍‌ ଗଟେକ୍‌ ବଲି ପିଲାକେ ନ ଦେଇ ବଲିକରି ମନା କରୁସ୍‌ ନାଇ,
17 I will surely bless you and surely multiply your offspring like the stars of the sky and the sand on the seashore. Your offspring will possess the gate of his enemies, ତର୍‌ ଏ କାମର୍‌ ପାଇଁ ବଲିକରି ଆମେ ନିଜର୍‌ ନାଉଁରେ ପର୍‌ମାନ୍‌ କରି କଇଲୁନି, ଆମେ ତମ୍‌କେ ଆରି ମିସା ଆସିର୍‌ବାଦ୍‌ କରି ଆକାସର୍‌ ତାରାମନ୍‌ ଆରି ସମ୍‌ଦୁରର୍‌ ବାଲି ପାରା ତମର୍‌ କୁଲ୍‌ ବେସି କର୍‌ବୁ, ତମର୍‌ କୁଲ୍‌ ସତ୍‌ରୁ ମନର୍‌ ନଅଁର୍‌କେ ଅଦିକାର୍‌ କର୍‌ବାକେ ଦେବୁ ।
18 and through your offspring all nations of the earth will be blessed, because you obeyed my voice." ଆରି ପୁର୍‌ତିବିର୍‌ ସବୁ ଜାତି ତମର୍‌ କୁଲର୍‌ ପାଇଁ ଆସିର୍‌ବାଦ୍‌ ପାଇବାଇ, କାଇକେବଇଲେ ତମେ ଆମର୍‌ ବାକିଅକେ ପାଲନ୍‌ କଲାସ୍‌ନି।
19 Abraham returned to his young men, and they set out together for Beersheba. Abraham settled in Beersheba. ତାର୍‌ପଚେ ଅବ୍‌ରାଆମ୍‌ ସେ ଦାସ୍‌ ମନର୍‌ ଲଗେ ଗାଲା, ଆରି ସେମନ୍‌ ଉଟି ସବୁ ଲକ୍‌ ବେର୍‌ସେବା ଲଗେ ଗାଲାଇ ଆରି ଅବ୍‌ରାମ୍‌ ବେର୍‌ସେବା ତେଇ ବାସା କଲା।
20 Some time later, Abraham was told, "Milcah too has borne sons to your brother Nahor: ଏ ଗଟ୍‌ନା ଗଟ୍‌ଲା ପଚେ ଅବ୍‌ରାଆମ୍‌କେ ଏ କବର୍‌ କଇଲା, ସୁନ୍‌, ମିଲ୍‌କା ତମର୍‌ ବାଇ ମିସା ନାଅରର୍‌ ପାଇଁ ପିଲାଟକି ଜନମ୍‌ ଦେଲା ଆଚେ।
21 Uz the firstborn, Buz his brother, Kemuel (the father of Aram), ତାର୍‌ ବଡ୍‌ପିଲା ଉସ୍‌ ଆରି ତାର୍‌ ବାଇ ବୁସ୍‌ ଆରି ଅରାମର୍‌ ବାବା କମୁଏଲ,
22 Chesed, Hazo, Pildash, Jidlaph, and Bethuel." ଆରି କେସଦ୍‌ ଆରି ଅସ୍‌ ଆରି ପିଲଦସ୍‌ ଆରି ଜିଦ୍‌ଲପ୍‌ ଆରି ବତୁଏଲ ।
23 Bethuel became the father of Rebekah. These were the eight sons Milcah bore to Nahor, Abraham's brother. ସେ ବତୁଏଲର୍‌ ଟକି ରିବିକା । ଅବ୍‌ରାମର୍‌ ବାଇ ନାଅରର୍‌ ବାଇ ମିଲ୍‌କା ଏ ଆଟ୍‌ ଲକ୍‌କେ ଜନମ୍‌ ଦେଲା।
24 Nahor's concubine, whose name was Reumah, also bore children: Tebah, Gaham, Tahash, and Maacah. ଆରି ନାଅଁରର୍‌ ରୁମା ନାଅଁର୍‌ ସାନ୍‌ଲି ମାଇଁଜିର୍‌ ତେଇ ଅନି ଟେବଅ ଆରି ଗଅମ୍‌ ଆରି ତଅସ୍‌ ଆରି ମାକା, ଏମନ୍‌ ଜାତ୍‌ ଅଇଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]