Skip to content
The Believer's Library

Desiya Bible

Genesis 15 Saa25

Show Saa25 only
Verse × ×
1 After these things, our Father's word came to Abram in a vision: "Don't fear, Abram. I'm your shield, your very great reward." ସେ ଗଟ୍‌ନା ପଚେ ଦର୍‌ସନ୍‌ ଦେଇ ସବୁବେଲର୍‌ ମାପ୍‌ରୁର୍‌ ବାକିଅ ଅବ୍‌ରାମର୍‌ ଲଗେ ଆଇଲା, ଏ ଅବ୍‌ରାମ୍‌, ଡର୍‌ ନାଇ, ମୁଇ ତର୍‌ ତର୍‌ ଆଡ୍‌ନା କର୍‌ବା ଲକ୍‌ ଆରି ବଡ୍‌ ଇନାମ୍‌ ଦେବା ଲକ୍‌ ।
2 But Abram said, "My Sovereign Father, what will you give me, since I'm childless, and my heir is Eliezer of Damascus?" ତାର୍‌ପଚେ ଅବ୍‌ରାମ୍‌ ଉତର୍‌ ଦେଲା, ଏ ସବୁବେଲର୍‌ ମାପ୍‌ରୁ, ତୁଇ ମକେ କାଇଟା ଦେଇସୁ ? ମୁଇତା ପିଲାଜିଲା ନଇଲା ଲକ୍‌ ଅଇ ଆଚି, ଆରି ଦମେସକିଅ ଇଲିଏଜର୍‌ ମର୍‌ ଗରର୍‌ ଦନର୍‌ ଅଦିକାରି ଅଇସି ।
3 Abram said, "You've given me no offspring; a servant born in my house will inherit from me." ଆରି ଅବ୍‌ରାମ୍‌ କଇଲା, ଦେକ୍‌, ତୁଇ ମକେ ପିଲା ଦେଉସ୍‌ ନାଇ, ତେବେ ମର୍‌ ଗରର୍‌ ଦାଙ୍ଗ୍‌ଡା କେ ଦନ୍‌ସଁପ୍‌ତିର୍‌ ଅଦିକାରି ଅଇସି ।
4 The word of our Father came to him: "This man won't be your heir; a son from your own body will be your heir." ସେଡ୍‌କିବେଲେ ତାକେ ସବୁବେଲର୍‌ ମାପ୍‌ରୁ କଇଲା, ତମର୍‌ ଗରର୍‌ ଅଦିକାରି ଅଇ ନାପାରେ । ମାତର୍‌ ଜେ ତମର୍‌ତେଇ ଅନି ଜାତ୍‌ ଅଇସି, ସେ ତମର୍‌ ଗରର୍‌ ଅଦିକାରି ଅଇସି।
5 He brought him outside and said, "Look at the sky and count the stars, if you're able." Then he said, "So will your descendants be." ତାର୍‌ ପଚେ ସବୁବେଲର୍‌ମାପ୍‌ରୁ ତାକେ ବାଇଲେ ଆନି କଇଲା, ତୁଇ ବାଦଲ୍‌ ବାଟେ ଦେକି କରି କାଇ ତାରା ମନ୍‌କେ ଏଜି ପାରୁସ୍‌, ତେବେ ଏଜି କଅ । ସେ ଆରି କଇଲା, ଏନ୍ତାର୍‌ ଅଇବାଇ ତର୍‌ ବଁସ୍‌ ।
6 Abram believed our Father, and our Father credited it to him as righteousness. ସେଡ୍‌କିବେଲେ ସେ ସବୁବେଲର୍‌ ମାପ୍‌ରୁର୍‌ ଲଗେ ବିସ୍‌ବାସ୍‌ କଲାକେ ସବୁବେଲର୍‌ ମାପ୍‌ରୁ ଅବ୍‌ରାମ୍‌କେ ଦରମ୍‌ଟା ବଲିକରି ଏଜ୍‌ଲା ।
7 He said to him, "I am your Father, who brought you from Ur of the Chaldeans to give you this land to possess." ତାର୍‌ପଚେ ସେ ତାକେ କଇଲା, ସେ ତର୍‌ ଅଦିକାର୍‌ ପାଇ ଏ ଦେସ୍‌ ଦେବାକେ କଲ୍‌ଦିଅମନର୍‌ତି ଅନି ଆନ୍‌ଲାଇ, ସେ ସବୁବେଲର୍‌ ମାପ୍‌ରୁ ମୁଇ ।
8 But Abram said, "My Sovereign Father, how can I know that I will take possession of it?" ତାର୍‌ପଚେ ସେ କଇଲା, ଏ ମାପ୍‌ରୁ, ସବୁବେଲର୍‌ ମାପ୍‌ରୁ, ମୁଇ ଜେ ଏ ଦେସର୍‌ ଅଦିକାରି ଅଇବି, ସେଟା ମୁଇ କେନ୍‌ତି ଜାନ୍‌ବି ?
9 He said to him, "Take me a three-year-old heifer, goat, and ram, a turtledove, and a young pigeon." ସବୁବେଲର୍‌ ମାପ୍‌ରୁ କଇଲା, ତମେ ତିନ୍‌ ବର୍‌ସର୍‌ ଗଟେକ୍‌ ବାଚି ଆରି ତିନ୍‌ ବର୍‌ସର୍‌ ଗଟେକ୍‌ ଚେଲି ଆରି ତିନ୍‌ ବର୍‌ସର୍‌ ଗଟେକ୍‌ ମେଣ୍ଡା ଆରି ଗଟେକ୍‌ ପାଣ୍ଡ୍‌କା ଆରି ଗଟେକ୍‌ ପରୁଆ ପିଲା ମର୍‌ ଲଗେଆନା ।
10 Abram brought all these to him, cut them in half, and set each half opposite the other; but did not cut the birds. ତାର୍‌ପଚେ ସେ ସବୁ ତାର୍‌ ଲଗେ ଆନି ଦୁଇମୁକା କରି ଆଗ୍‌ତୁ ଅଲ୍‌ଗା ମୁକା ସଙ୍ଗଇଲା, ମାତର୍‌ ଚଡଇମନ୍‌କେ ଦୁଇମୁକା କରେନାଇ ।
11 When birds of prey came down on the carcasses, Abram drove them away. ତାର୍‌ପଚେ ସେ ରାବନ୍‌ ଚଡଇ ଆସି ମଲା ମଡ୍‌ ଉପ୍‌ରେ ବସ୍‌ଲାକେ, ଅବ୍‌ରାମ୍‌ ସେମନ୍‌କେ ଉଡାଇ ଦେଲା ।
12 As the sun set, deep sleep fell on Abram, and great terror and darkness fell over him. ଆରି, ବେଲ୍‌ବୁଡି ଆଇବା ବେଲେ ଅବ୍‌ରାମ୍‌ ସଇରଇ ଉଆଁସ୍‌ ଆନ୍ଦାର୍‌କେ ବେସି ଡରିଗାଲା ।
13 Then our Father told Abram, "Be certain: your descendants will live as foreigners in a land not theirs, enslaved and oppressed 400 years. ସେଡ୍‌କିବେଲେ ସବୁବେଲର୍‌ ମାପ୍‌ରୁ ଅବ୍‌ରାମ୍‌କେ କଇଲା, ତମର୍‌ ପିଲାଟକି ଚାରି ସ ବରସ୍‌ ପର୍‌ଦେସେ ଦାଙ୍ଗ୍‌ଡା ଅଇ ଗତି କଟି କରି ଦୁକ୍‌ ବଗ୍‌ବାଇ, ଏଟା ବାଇଦରେ ଜାନ୍‌ସା,
14 I will also judge the nation they serve, and afterward they will come out with great wealth. ମାତର୍‌ ସେମନ୍‌ ଜନ୍‌ ଦେସର୍‌ ଲକ୍‌ମନର୍‌ ଲଗେ ଗତିକାମ୍‌ କର୍‌ବାଇ, ଆମେ ସେମନର୍‌ ବିଚାର୍‌ କର୍‌ବି, ତାର୍‌ପଚେ ସେମନ୍‌ ବେସି ଦନ୍‌ ଦାରି ସେ ଦେସେ ଅନି ବାରଇ ଆଇବାଇ ।
15 You will go to your fathers in peace, buried at a good old age. ମାତର୍‌ ତମେ ନିମାନ୍‌ ସଙ୍ଗେ ନିଜର୍‌ ଆନିଦାଦିମନର୍‌ ଲଗେ ଜାଇସା ଆରି ଡକ୍‌ରା ଅଇ ମଲା ବେଲେ ସମାଦି ପାଇସା।
16 In the fourth generation they will return here, for the Amorites' guilt is not yet complete." ଆରି ତମର୍‌ ବଁସର୍‌ ଚାର୍‌ ପୁରୁସ୍‌ ଜାକ ଏ ଦେସେ ବାଉଡି ଆଇବାଇ, କାଇକେ ବଇଲେ ଇମରିଅ ଲକ୍‌ମନର୍‌ ପାପ୍‌ ଏବ୍‌କେ ଜାକ ପୁରାପୁରୁନ୍‌ ଅଏ ନାଇତା ।
17 After sunset, in the dark, a smoking firepot and blazing torch appeared and passed between the pieces. ତାର୍‌ପଚେ ବେଲ୍‌ ବୁଡ୍‌ଲା ଆରି ଆନ୍ଦାର୍‌ ଅଇଲା, ଗଟେକ୍‌ ଦୁଆଁ ବାରଇବା ଚୁଲିର୍‌ ଆରି ରଗ୍‌ରଗ୍‌ଗା ଜଇ ଅଇ ସେ ପସୁମନର୍‌ ଦୁଇବାଟେ ଦେଇ ବାରଇ ଗାଲା ।
18 That day our Father covenanted with Abram: "I give your descendants this land, from Egypt's river to the great river, the Euphrates, ଆରି, ସେ ଦିନେ ସବୁବେଲର୍‌ ମାପ୍‌ରୁ ଅବ୍‌ରାମର୍‌ ସଙ୍ଗେ ନିଅମ୍‌ କରି କଇଲା, ମୁଇ ଏ ମିସ୍‌ରିଅ ଗାଡେଅନି ପରାତ୍‌ ନାଅଁର୍‌ ବଡ୍‌ଗାଡ୍‌ ଜାକ ମୁଇ ଏଦେସ୍‌ ତର୍‌ ବଁସ୍‌କେ ଦେଲୁ,
19 the land of the Kenites, the Kenizzites, the Kadmonites, ଆର୍‌ସଙ୍ଗେ କେନିଅ, କନଜିଅ ଆରି କଦ୍‌ମନିଅ,
20 the Hittites, the Perizzites, the Rephaites, ଇତିଅମନର୍‌ ଆରି ପରିସିଅମନର୍‌ ଆରି ରପାଇଅମନର୍‌
21 the Amorites, the Canaanites, the Girgashites, and the Jebusites." ଆରି ଇମରିଅମନର୍‌, କିଣାନିଅ ଆରି ଗିର୍‌ଗାସିଅ ଆରି ଜିବୁସିଅମନର୍‌ ଦେସ୍‌ ମିସା ଦେଲୁ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]