Skip to content
The Believer's Library

Desiya Bible

Exodus 9 Saa25

Show Saa25 only
Verse × ×
1 Then our Father told Moses, "Go tell Pharaoh, 'This is what the Father of the Hebrews says: "Let my people go to worship me. ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ତୁଇ ଜାଆ ଆରି ମସାକେ କଅ,ଏବିରିଅ ଲକ୍‌ମନର୍‌ ସବୁବେଲର୍ ମାପ୍‌ରୁ ପର୍‌ମେସର୍ ଏ କାତା କଇଲା ଆଚେ, ଆମର୍ ଲକ୍‌ମନ୍‌କେ ପୁଜା କର୍‌ବାକେ ଚାଡି ଦେସ୍
2 For if you refuse to let them go and keep holding them, ମାତର୍‌ ଜଦି ଆମର୍ ଲକ୍‌ମନ୍‌କେ ନ ଚାଡ୍‌ଲେ ଏବେ ମିସା ତର୍ ଉପରେ ଡଣ୍ଡ୍ ଆଇସି ।
3 the hand of our Father will be on your livestock in the field: horses, donkeys, camels, herds, and flocks—a very severe plague. ତେବେ ଦେକ୍‌, ତମର୍ ଗରେ ରଇଲା ଗଡା, ଗରୁ, ଉଁଟ୍‌, ଗଦ ଆରି ଚେଲିମେଣ୍ଡା ସରତେ ମାପ୍‌ରୁ ତାର୍ ଆତେ ସର୍‌ତେ ଆଚେ, ଜଦି ସେ ଇଚା କଲେ ଡଣ୍ଡ୍‌ ଆଇସି ।
4 But our Father will distinguish Israel's livestock from Egypt's, so none of Israel's will die."'" ମାତର୍‌ ସବୁବେଲର୍ ମାପ୍‌ରୁ ଇସ୍‌ରାଏଲ୍‌ ଦେସର୍ ଲକର୍‌ ଆରି ମିସର୍ ଦେସର୍‌ ଲକର୍ ପସୁ ବେଗଲାଇ ଦେଇସି ଆରି ଇସ୍‌ରାଏଲର୍‌ ପସୁକେ ନ ମରାଏ
5 And our Father set a time, saying, "Tomorrow I will do this in the land." ସବୁବେଲର୍ ମାପ୍‌ରୁ ବେଲା ଦେକି କରି କଇସି, କାଲିକେ ସବୁବେଲର୍‌ ମାପ୍‌ରୁ ମିସର୍ ଦେସେ ଏକାମ୍ ଆଇସି ।
6 The next day our Father did this: all Egypt's livestock died, but Israel's livestock—not one died. ମାତର୍ ଆରି ଗଟେକ୍ ଦିନେ ସବୁବେଲର୍ ମାପ୍‌ରୁ ସେନ୍ତାରି କଲାକେ ମିସର୍ ଦେସର୍ ପସୁ ମଲାଇ, ମାତର୍ ଇସ୍‌ରାଏଲ୍ ଦେସର୍ କାଇଟା ଗଟେକ୍‌ ମରତ୍‌ ନାଇ ।
7 Pharaoh sent to check: not one of Israel's animals had died. Yet Pharaoh's heart stayed hard, and he refused to let the people go. ତର୍‌ପଚେ ପାରରାଜା ଲକକେ ପାଟାଇ ଦେକ୍‌ଲା, ଜେ ଇସ୍‌ରାଏଲ୍‌ ଲକର୍ କାଇଟା ଗଟେକ୍‌ ମରତ୍‌ ନାଇ । ଅଇଲେ ମିସା ପାର ରାଜା ଆଟ୍‌ ଅଇଲା ଆରି ସେ ଲକ୍‌ମନ୍‌କେ ଜିବାକେ ଦେଏନାଇ ।
8 Then our Father told Moses and Aaron, "Take handfuls of soot from a kiln, and let Moses scatter it skyward before Pharaoh. ଆରି ସବୁବେଲର୍‌ ମାପ୍‌ରୁ ମସାକେ ଆରି ଆରଣକେ କଇଲା, ତମର୍ ଆତେ ମାଟିରୁଣ୍ଡାଇ ଆତ୍‌ ମୁଟା କରି ଦାରା ଆରି ମସା ପାର ରାଜାର୍‌ ତେଇ ଜାଇ ଆକାସ୍‌ତେଇ ବିଚିଦେସ୍ ।
9 It will become fine dust over all Egypt, breaking into festering boils on people and animals throughout Egypt." ତାର୍‌ପଚେ ସାନ୍‌ ସାନ୍‌ ଦୁଲି ଅଇ ସାରା ମିସର୍‌ ଦେସର୍ ପସୁ ଆରି ଲକ୍‌ମନର୍‌ ଉପ୍‌ରେ ବିଚି ଅଇଲେ ବାଲମନି ଅଇଲା ।
10 They took kiln soot and stood before Pharaoh. Moses threw it skyward, and boils broke out, festering on people and animals. ତେବେ ସେମନ୍‌ ମସା ଆରି ଆରନ୍ ଆତେ ମାଟି ରୁଣ୍ଡାଇ କରି ପାର ରାଜାର୍‌ ମୁଆଟେ ଜାଇ ଆକାସ୍ ଉପ୍‌ରେ ବିଚି ଦେଲା, ଦୁଲି ଲକ୍‌ମନର୍‌ ଆରି ପସୁମନର୍‌ ଉପରେ ଅଦର୍‌ଲାକେ ବଡ୍‌ ବଡ୍‌ ବାଲମନି ଅଇଲା ।
11 The magicians could not stand before Moses, for boils were on them and all Egyptians. ଏ ବାଲ୍‌ମନିର୍‌ ଲାଗି ଗୁନିଆଁମନ୍‌ ମିସା ମସାର୍ ମୁଆଟେ ଆସି ଟିଆ ଅଇ ନାପାର୍‌ଲାଇ, କାଇକେବଇଲେ ଦିସାରିମନ୍‌କେ ଆରି ମିସର୍ ଦେସର୍ ସରତେ ଲକକେ ଗାଗଡ୍ ବରତି ବାଲ୍‌ମନି ଉଟିରଇଲା।
12 But our Father hardened Pharaoh's heart; he wouldn't listen to them, as our Father had told Moses. ଅଇଲେମିସା ପାର ରାଜା ମନ୍‌ ଆଟ୍‌ କଲା, ମସାକେ କଇ ରଇବା ସବୁବେଲର୍ ମାପ୍‌ରୁ ବାକିଅ ଇସାବେ ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନ୍‌କେ ଚାଡେ ନାଇ ।
13 Then our Father told Moses, "Get up early in the morning, stand before Pharaoh, and say to him: 'This is what the Father of the Hebrews says: "Let my people go to worship me. ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ତମେ ସାକାଲ୍‌ ସାକାଲ୍ ଜାଇ ପାର ରାଜାକେ ବେଟ୍‌ଅଇ ଏକାତା କୁଆ, ଜେ ଏବ୍‌ରିଅ ଲକ୍‌ମନର୍‌ ସବୁବେଲର୍ ମାପ୍‌ରୁ ପର୍‌ମେସର୍‌ କଇଲାନି, ଆମର୍ ଲକ୍‌ମନ୍‌କେ ଚାଡି ଦେସ୍ ଆମର୍ ସେବା କର୍‌ବାକେ ।
14 This time I am sending all my plagues against you, your officials, and your people, so you know there is no one like me in all the earth. ନଇଲେ ଏ ତର୍ ଆମେ ତର୍‌ ମନ୍‌ ବିରଦେ ଆରି ଦାଙ୍ଗଡାମନ୍‌କେ ଆରି ତର୍‌ ଲକମନର୍‌ ଉପ୍‌ରେ ସବୁ ରକାମର୍‌ ଡଣ୍ଡ୍‌ ଆଇସି, ଜେ ସାରା ପୁରତିବି ଆମର୍ ପାରା ପର୍‌ମେସର୍‌ ନାଇ ଏଟା ତୁଇ ଜାନୁସ୍ ।
15 By now I could have raised my hand and struck you and your people with a plague, erasing you from the earth. କାଇକେ ବଇଲେ ଏବେ ଚାଇଲେ, ମୁଇ ଆତ୍‌ଟେକି କରି ମର୍‌ଡି ଦେଇ ତର୍ ଦାଙ୍ଗଡା ଆରି ତର୍ ଲକକେ ଡଣ୍ଡ୍‌ ଦେଇ ମାରି ଦେଇତିବେ ଆରି ତୁଇ ମିସା ପୁର୍‌ତିବି ଲଗେ ବାସା ଅଇ ନ ରଇତୁସ୍ ।
16 But I raised you up to show you my power and proclaim my name throughout all the earth. ମାତର୍ ଆମେ ତମ୍‌କେ ଆମର୍ ଡାକ୍‌ପୁଟା ଦେକାଇବୁ ଆରି ସାରା ପୁର୍‌ତିବିର୍ ଲକ୍‌ ଆମର୍ କିର୍‌ତନ୍ କର୍‌ବାଇ, ତାର୍‌ପଚେ ଜାନ୍‌ବାଇ ଜେ ସତ୍‌ ମାପ୍‌ରୁ ଗଟେକ୍ ଆଚେ ।
17 You are still setting yourself against my people and refusing to let them go. ଅଇଲେ ମିସା ଆମର୍‌ ଲକ୍‌ମନ୍‌କେ ନ ଚାଡି ତାକର୍‌ ଉପରେ ଗର୍‌ବ୍‌ କଲୁସ୍‌ନି ।
18 Tomorrow at this time I will rain down hail so severe none like it has hit Egypt from its founding until now. ଦେକା, ଆମେ କାଲିକେ ଏ ବେଲାଇ ମିସର୍‌ ଦେସେ କାରା ପାକନା ମାରାଇବି, ସବୁ ଜାକ ଦୁଲିସାତ୍ ଅଇଜାଇସି, ଏନ୍ତାର୍ କେବେ ମିସା ଅଇ ନ ରଏ ।
19 Now send: get your livestock and all you have in the field to safety, for the hail will fall on every person and animal left in the field, not brought inside, and they will die."'" ସେଟାର୍‌ପାଇଁ ଏବେ ଲକ୍‌ ପାଟାଇ ପଦାଇ ରଇବା ପସୁ ମନ୍‌କେ କେଦି ଆନା, କାଇକେବଇଲେ ଜନ୍‌ଲକ୍‌ କି ପସୁ ଜଦି ଗରେ ନ ରଇ ବାଇରେ ରଇବାଇ, ସେ କାରାପାକ୍‌ନା ମାଡ୍‌କେ ମରିଜିବାଇ ।
20 Those among Pharaoh's officials who feared the word of our Father hurried their servants and livestock indoors, ଏ କାତା ସୁନି ପାର ରାଜାର୍ କେତେଟା ଦାଙ୍ଗଡାମନ୍ ମାପ୍‌ରୁର୍‌ ବାକିଅ ସୁନ୍‌ତେ ରଇଲା ଲକ୍‌ ଜାଇ ତାକର୍ ଦାଙ୍ଗଡା ମନ୍‌କେ ଡାକ୍‌ଲା ଆରି ପସୁମନ୍‌କେ କେଦି ଗରେ ଆନ୍‌ଲା ।
21 but whoever ignored the word of our Father left his servants and livestock in the field. ମାତର୍‌ ଜନ୍ ଲକ୍‌ମନ୍‌ ସବୁବେଲର୍‌ ମାପ୍‌ରୁର୍ ବାକିଅ ସୁନତ୍ ନାଇ ତାକର୍ ଦାଙ୍ଗଡାମନ୍ ଆରି ପସୁ ମନ୍‌କେ ପାଦାଇ ଚାଡିଦେଲାଇ।
22 Then our Father said to Moses, "Stretch your hand toward the sky, and hail will fall on all Egypt—on people, animals, and every plant in the field, throughout Egypt." ତାର୍‌ପଚେ ସବୁବେଲର୍ ମାପ୍‌ରୁ ମସାକେ କଇଲା, ତର୍‌ ଡାଙ୍ଗ୍‌ ବାଦଲ୍ ଉପରେ ଟେକ୍‌ ଆରି ମିସର୍‌ ଦେସ୍‌ର ଲକ୍‌ମନର୍‌ ଆରି ଦାଙ୍ଗଡାମନର୍‌ ଆରି ପସୁମନର୍‌ ଉପରେ କାରା ପାକ୍‌ନା ଅଦର୍‌ସି ।
23 Moses stretched his staff toward the sky, and our Father sent thunder and hail, and fire ran to the ground. Our Father rained hail on the land of Egypt. ତାର୍‌ପଚେ ମସାର୍‌ ଆତେ ରଇଲା ଡାଙ୍ଗ୍ ବାଦଲ୍‌ ବାଟେ ମୁର୍‌ଚି ଟେକ୍‌ଲାକେ, ସବୁବେଲର୍ ମାପ୍‌ରୁ ବାଦଲେ ଅନି ଗଡ୍‌ ଗଡି ମାରି କାରାପାକନା ଅଦର୍‌ଲା ଆରି ମାଟି ତେଇ ବିଜଲି ମାରଲା, ଏନ୍‌ତାର୍‌ ସବୁବେଲର୍‌ ମାପ୍‌ରୁ ମିସର୍ ଦେସେ କାରାପାକନା ମାରାଇଲା ।
24 There was hail, and fire flashing continually within the hail, so heavy that nothing like it had occurred in all the land of Egypt since it became a nation. ତାର୍‌ପଚେ କାରାପାକ୍‌ନା ଅଦର୍‌ଲା, କାରାପାକ୍‌ନା ସଙ୍ଗେ ସଙ୍ଗେ ଗଡ୍ ଗଡି ଆଇଲା, ଏନ୍ତାତାରି ମିସର୍‌ ଦେସେ ନାନା ଅବସ୍‌ତା କଲା, ପର୍‌ତୁମ୍ ଅନି ଏନ୍‌ତାରି କେବେ ଅଇ ନ ରଇଲା ।
25 Throughout Egypt hail struck everything in the field, both people and animals; it struck every plant of the field and shattered every tree of the field. ତାରପଚେ ସବୁ ମିସର୍‌ ଦେସର୍‌ ପଦାଇ ବାଟାଇ ରଇଲା ଲକ୍‌ ଆରି ପସୁ କାରାପାକ୍‌ନା ପାଇବାମାଡକେ ମଲାଇ, ଆରି ପଦାଇବାଟାଇ କରି ରଇଲା ଚାସ୍‌ବାସ୍‌ ନସଟ ଅଇଗାଲା, ପାଦାଇ ରଇଲା ଗଚ୍‌ମନ୍‌ ସରତେ ନସ୍‌ଲା ।
26 Only in the land of Goshen, where the people of Israel lived, was there no hail. ଆରି ଇସ୍‌ରାଏଲ୍ ଗସନ୍‌ ଦେସର୍ ଗରଦୁଆର୍ କି ପସୁ ଆରି ପଦାବାଟାର୍ ଚାସ୍ କାଇଟା ନସଟ ଅଏନାଇ ।
27 Pharaoh sent for Moses and Aaron and said, "This time I've sinned. God is right; I and my people are wrong. ତାର୍‌ପଚେ ପାର ରାଜା ଲକ୍‌ ପାଟାଇ ମସାକେ ଆରି ଆରଣକେ ଡାକାଇ କଇଲା, ଏତର୍ ଆମେ ପାପ୍ କଲୁ, ତମର୍ ସବୁବେଲର୍ ମାପ୍‌ରୁ ଦରମ୍, ମାତର୍ ଆମେ ଆକା ଦସ୍ କଲୁ ।
28 Plead with your Father—there's been enough of God's thunder and hail. I will let you go; stay no longer." ସବୁବେଲର୍‌ ମାପ୍‌ରୁର୍ ଲଗେ ପାରତନା କରା କାଇକେବଇଲେ, ପର୍‌ମେସର୍‌ ବେସି ଗଡ୍‌ଗଡି କରି କାରାପାକ୍‌ନା ଅଦ୍‌ରାଇଲାଇ, ଆମେ ତମ୍‌କେ ଦାପ୍‌ରେ ଚାଡି ଦେବୁ ଲେଟ୍‌ନ ନକରୁ।
29 Moses told him, "Once I leave the city, I'll spread my hands to our Father. The thunder will stop and hail will end, so you'll know the earth is our Father's. ସେଡ୍‌କିବେଲେ ମସା ରାଜାକେ କଇଲା, ମୁଇ ନଅଁରେ ଅନି ବାରଇ ଜାଇ ପାର୍‌ତନା କରବି, ଗଡ୍‌ଗଡି ନ ଗଡ୍‌ଗଡି ଆରି କାରାପାକନା ନ ଅଦରେ, ତେବେ ତୁଇ ଜାନି ପାରସୁ ଜେ ଏ ପୁରତିବି ସବୁବେଲର୍ ମାପ୍‌ରୁର୍‌ଟା ଏଟା ତମେ ଜାନି ପାରାସ୍।
30 But as for you and your officials, I know that you still do not fear our Father." ମାତର୍ ମୁଇ ଜାନି ,ତୁଇ ଆରି ତର୍ ଦଙ୍ଗଡାମନ୍‌ ଏବେ ମିସା ସବୁବେଲର୍ ମାପ୍‌ରୁକେ ଡରାସ୍ ନାଇ ।
31 (Flax and barley were ruined, because barley had headed and flax was blooming. ସେ ବେଲାଇ ପେସି ଆରି ଗଅମ୍‌ ସର୍‌ତେ ନସ୍‌ଟ ଅଇଲା, କାଇକେ ବଇଲେ, ଗଅମ୍‌ ମୁପୁଟି ବାଲେଙ୍ଗା ଅଇରଇଲା ଆରି ବିଗସ୍‌ଲା ପୁଲ୍ ପୁଟ୍‌ବାର୍‌ ଆରାମ୍ ଅଇରଇଲା ।
32 But the wheat and the emmer wheat were not ruined, because they ripen later.). ମାତର୍‌ ଗଅମ୍‌ ଆରି ଜନା ସାନ୍‌ ସାନ୍ ରଇଲାକେ ନସେ ନାଇ ।
33 Moses left Pharaoh, went out of the city, and spread his hands to our Father. The thunder and hail stopped, and rain no longer poured on the land. ତାର୍‌ପଚେ ମସା ପାର ରାଜାର୍‌ ଲଗେ ଅନି ନଅଁରର୍ ବାଇଲେ ଜାଇ ସବୁବେଲର୍ ମାପ୍‌ରୁ ମୁଆଟେ ନିଜର୍‌ ଆତ୍‌ ଟେକ୍‌ଲାକେ ଗଡ୍‌ଗଡି ଆରି କାରାପାକ୍‌ନା ବନ୍ଦ୍‌ ଅଇଲା, ବୁଏଁ ଆରି ପାନି ଅଦ୍‌ରେ ନାଇ ।
34 When Pharaoh saw the rain, hail, and thunder had stopped, he sinned again, hardening his heart—he and his officials. ସେଡ୍‌କିବେଲେ ଗଡ୍‌ଗଡି, କାରାପାକ୍‌ନା ଆରି ପାନି ମାରେ ନାଇକେ, ପାର ରାଜା ଆରିତରେକ୍ ପାପ୍ କଲା ଆରି ତାର୍‌ ଦାଙ୍ଗ୍‌ଡାମନ୍ ନିଜର୍‌ ନିଜର୍ ମନ୍‌କେ ଡାଟ୍‌ କଲାଇ ।
35 So Pharaoh's heart hardened; he refused to let Israel go, as our Father had said through Moses. ତାର୍‌ପଚେ ପାର ରାଜାର୍ ମନ୍‌ ଡାଟ୍‌ ଅଇ କଇଲା ଆରି ସବୁବେଲର୍ ମାପ୍‌ରୁର୍‌ ବାକିଅ ଇସାବେ ମସାର୍‌ କାତା ନ ସୁନି ଇସ୍‌ରାଏଲ୍‌ ଦେସର୍‌ ଲକ୍‌କେ ଚାଡତ୍‌ ନାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]