Skip to content
The Believer's Library

Desiya Bible

Exodus 20 Saa25

Show Saa25 only
Verse × ×
1 Then our Father spoke all these words: ତାର୍‌ପଚେ ସବୁବେଲର୍‌ ମାପ୍‌ରୁ ଏ କାତା କଇଲା, ଜନ୍‌ଟା କି-
2 "I am your Father, who brought you out of Egypt's land, out of the house of slavery. ଜେ ତମ୍‌କେ ମିସର୍‌ ଦେସେ ଗତିଦାଙ୍ଗ୍‌ଡା ଅଇ ରଇଲା ଲକ୍‌କେ ବାର୍‌କରାଇ ଆନ୍‌ଲା, ତମର୍‌ ସେ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌, ମୁଇ ।
3 "Do not have any other gods before me. ତମର୍‌ ଲଗେ ମକେ ଚାଡି ଦେଲେ ଆରି କନ୍ ଦେବ୍‌ତା ନ ଅଅତ୍ ।
4 "Do not make yourself a carved image, or any likeness of what's in the heavens above, on earth below, or in water under the earth. ତମେ ନିଜର୍‌ ନିଜର୍‌ ପାଇ କାଇ ଦବ୍‌ତା ମୁର୍‌ତି ମିସା ତିଆର୍‌ ନ କରାସ୍‌; ସରଗ୍ ଉପ୍‌ରେ କି ଦର୍‌ତନି ତଲେ କି ଦର୍‌ତନିର୍‌ ପାନି ବିତରେ ରଇବା ମିସା କାଇ ବସ୍‌ତୁର୍‌ ମୁର୍‌ତି ତିଆର୍‌ କରା ନାଇ ।
5 Do not bow down to them or serve them; I, your Father, am a jealous Father, bringing the parents' sin down on children to the third and fourth generation of those who hate me, ତମେ ସେମନ୍‌କେ ଜୁଆର୍‌ କରା ନାଇ, କି ସେମନ୍‌କେ ପୁଜା କରା ନାଇ; କାଇକେବଇଲେ ଆମେ ତମର୍‌ ସବୁବେଲର୍ ମାପ୍‌ରୁ ପର୍‌ମେସର୍‌ ନିଜର୍‌ ମଇଁମାର୍‌ ଜଗିଅ ପର୍‌ମେସର୍‌, ଜନ୍‌ ଲକ୍ ଆମ୍‌କେ ଗିନ୍‌ କର୍‌ବାଇ ,ମୁଇ ତାକର୍‌ ତିନ୍‌ କି ଚାର୍ ବଁସ୍‌ ଜାକ ତାକର୍‌ ବଁସର୍‌ ପିଲା ଉପ୍‌ରେ ତାକ୍‌ର ବଁସ୍‌ ଅପରାଦର୍ ଡଣ୍ଡ୍ ପାଇବାଇ ।
6 but showing covenant love to thousands of those who love me and keep my commandments. ମାତର୍ ଜେ ଆମ୍‌କେ ଆଲାଦ୍‌ କର୍‌ସି, ଆରି ଆମର୍‌ ଆଦେସ୍‌ ମାନିକରି ରଇସି, ତାକେ ଅଜାର୍ ପୁରୁସ୍‌ ଜାକ ଦୟା କର୍‌ବି ।
7 "Do not take your Father's name in vain, for our Father will not hold guiltless anyone who takes his name in vain. ତମେ ତମର୍‌ ସବୁବେଲର୍‌ ମାପ୍‌ରୁର୍‌ ନାଅକେ ମିଚ୍‌ ବାବ୍‌ରେ ନିଆ ନାଇ, କାଇକେବଇଲେ ଜେ ତାର୍‌ ନାଅକେ ମିଚ୍‌ ବାବ୍‌ରେ ନେଇସି, ସବୁବେଲର୍‌ ମାପ୍‌ରୁ ତାକେ ଦସି ନ କରି ଚାଡେନାଇ।
8 "Remember the Sabbath day, to keep it holy. ବିସ୍‌ରାମ୍‌ ଦିନ୍‌କେ ସୁକଲ୍‌ ଦିନ୍ ବଲି ମାନ୍‌ବାକେ ଏତାଆ ।
9 Six days you shall labor and do all your work, ଚଅ ଦିନ୍‌ ନିଜର୍‌ ନିଜର୍‌ ସବୁ କାମ୍ ଦାମ୍ କର୍‌ସା ।
10 but the seventh day is a Sabbath to your Father. Do no work on it—you, your son, your daughter, your male or female servant, your livestock, or the foreigner within your gates. ମାତର୍‌ ସାତ୍‌ଦିନେ ସବୁବେଲର୍‌ ମାପ୍‌ରୁ ପର୍‌ମେସରର୍‌ ବିସ୍‌ରାମ୍ ଦିନ୍ ଅଇସି, ଆରି ସେ ଦିନେ ତମର୍‌ ପିଲାଟକି କି, ତମର୍‌ ଗତିଦାଙ୍ଗ୍‌ଡି କି ଦାଙ୍ଗ୍‌ଡା ଆରି ତମର୍‌ ଗରୁବାଚି, ଗଦ କି ବିନ୍‌ଦେସର୍‌ ଲକ୍‌ମିସା ତମର୍‌ ଗରେ କାଇ କାମ୍‌ ନ କରାସ୍‌ ।
11 For in six days our Father made the heavens, the earth, the sea, and all in them, then rested the seventh day; so our Father blessed the Sabbath day and made it holy. କାଇକେବଇଲେ ସବୁବେଲର୍‌ ମାପ୍‌ରୁ ଚଅ ଦିନ୍‌କେ ଆକାସ୍‌ ଆରି ପୁର୍‌ତିବି ଆରି ସମ୍‌ଦୁର୍‌ ଆରି ତାର୍‌ ବିତ୍‌ରେ ରଇବା ସବୁ ଜିନିସ୍‌ ତିଆର୍‌ କରି ସାତ୍‌ ଦିନେ ବିସ୍‌ରାମ୍‌ କଲା, ଆରି ସେଦିନ୍‌କେ ସୁକଲ୍ କରି ଆସିର୍‌ବାଦ୍‌ କରି ଆଚେ ।
12 "Honor your father and your mother, so your days are long in the land your Father is giving you. ତମେ ତମର୍‌ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍‌ପଚେ ତମର୍‌ ସବୁବେଲର୍‌ ମାପ୍‌ରୁ ପର୍‌ମେସର୍‌ ଜନ୍‌ ଦେସ୍‌ ଦେଇସି, ସେ ଦେସେ ତମେ ବେସି ଦିନ୍‌ ଜିଇସା ।
13 "Do not murder. ତମେ କାକେ ମରାଆ ନାଇ ।
14 "Do not commit adultery. ତମେ ବେସିଆ କାମ୍‌ କରା ନାଇ,
15 "Do not steal. ତମେ ଚରି କାମ୍‌ କରାନାଇ ।
16 "Do not give false testimony against your neighbor. ତମେ ତମର୍‌ ଗର୍‌ପାଲିର୍‌ ଲକ୍‌ର ବିରୁଦେ ମିଚ୍‌ ସାକି ଦିଆସ୍‌ ନାଇ ।
17 "Do not crave your neighbor's house. Do not crave your neighbor's wife, his male or female servant, his ox or donkey, or anything that is your neighbor's." ତମେ ତମର୍‌ ସାଇପଡିସାର୍ ଗର୍‌କେ ଲବ୍‌ କରା ନାଇ, ତମେ ନିଜର୍‌ ସାଇପଡିସାର୍‌ ମାଇଜିକେ କି ଦାସ୍‌, କି ଦାସିକେ, କି ତାର୍‌ ଗରୁ, କି ଗଦ, କି ତମର୍‌ ସାଇପଡିସାର୍‌ କାଇ ବସ୍‌ତୁ କେ ଲବ୍ ଉଆ ନାଇ।
18 All the people saw the thunder, the lightning flashes, the trumpet blast, and the mountain smoking. Seeing it, they trembled and stood at a distance. ସେଡ୍‌କିବେଲେ ସବୁଲକ୍‌ ବାଦଲ୍ ଗଡ୍‌ଗଡି ଆରି ବିଜ୍‌ଲି ଜଟ୍‌କି ଆରି ତୁରି ସବଦ୍‌ ଆରି ଦୁଆଁଅଇବାଟା ଡଙ୍ଗର୍‌ ଉପ୍‌ରେ ଦେକି ସର୍‌ତେ ଲକ୍ ଡରି ଦୁରିକେ ଟିଆଅଇଲାଇ ।
19 They said to Moses, "You speak with us, and we'll listen. But don't let our Father speak with us, or we'll die." ଆରି ସେମନ୍‌ ମସାକେ କଇଲାଇ, ତୁଇ ଆମର୍ ସଙ୍ଗ୍ କାତା କଅ, ଆମେ ସୁନ୍‌ବୁ, ମାତର୍‌ ପର୍‌ମେସର୍ ଆମର୍ ସଙ୍ଗ୍ କାତା ନ ଅଅ, ନଇଲେ ଆମେ ମର୍‌ବୁ ।
20 Moses said to the people, "Do not be afraid; our Father has come to test you, so his fear will remain with you, and you will not sin." ତାର୍‌ପଚେ ମସା ଲକ୍‌ମନ୍‌କେ କଇଲା, ଡରାନାଇ, କାଇକେବଇଲେ ତମର୍‌ ପରିକିଆ କର୍‌ବାକେ ଆରି ତମେ ଜେନ୍ତାର୍‌ ପାପ୍ ନ କରାସ୍, ସେଟାର୍‌ପାଇଁ ତମ୍‌କେ ଡର୍‌ ଆକିକେ ଦେକାଇବାକେ ପର୍‌ମେସର୍‌ ଆଇଲାଆଚେ ।
21 The people stayed back, while Moses approached the thick darkness where our Father was. ସେଟାର୍‌ପାଇଁ ଲକ୍‌ମନ୍‌ ଦୁରିକେ ଟିଆଅଇ ରଇଲାଇ, ମାତର୍ ଜନ୍‌ତେଇ ପର୍‌ମେସର୍‌ ରଇଲା, ସେ ବିତ୍‌ରେ ବେସି ଆନ୍ଦାର୍ ରଇଲା ତେଇ ମସା ପୁର୍‌ଲା ।
22 Then our Father said to Moses, "Tell the Israelites: You have seen for yourselves that I have spoken with you from heaven. ତାର୍‌ପଚେ ପର୍‌ମେସର୍‌ ମସାକେ କଇଲା, ଇସ୍‌ରାଏଲର୍‌ ଲକ୍‌କେ ଏକାତା କଅ, ଆମେ ଆକାସ୍‌ ଉପ୍‌ରେ ଅନି ତମ୍‌କେ କାତା କଇଲାଟା ତମେ ଦେକ୍‌ଲାସ୍‌
23 Do not make gods of silver to be alongside me, nor make for yourselves gods of gold. ସେଟାର୍‌ପାଇଁ ତମେ ଆମର୍ ପାରା ଆରି କାର୍‌ଟା ମିସା ମୁର୍‌ତି ତିଆର୍‌ ନ କରା; ଆରି ନିଜର୍‌ ନିଜର୍‌ ପାଇ ରୁପା କି ସୁନାର୍‌ କାଇ ମିସା ଦେବ୍‌ତାର୍‌ ମୁର୍‌ତି ତିଆର୍‌ ନ କରାସ୍‌ ।
24 Make me an altar of earth, and on it sacrifice your burnt and peace offerings, your flocks and herds. Wherever I have my name remembered, I will come to you and bless you. ତମେ ଆମର୍‌ ପାଇ ଗଟେକ୍ ବେଦି ତିଆର୍‌ କର୍‌ସା, ତେଇ ତମେ ଅମ୍‌ବଲି ଆରି ମଙ୍ଗ୍‌ଲର୍‌ ପସୁ ପୁଜା କର୍‌ସା, ଜନ୍‌ ଜାଗାଇ ମୁଇ ମର୍‌ ନାଉଁ ଏତାଇବାକେ କଇବି, ସେ ସବୁ ଜାଗାଇ ଲଗେ ମୁଇ ତମ୍‌ର ଲଗେ ଆସି ତମ୍‌କେ ଆସିର୍‌ବାଦ୍ କର୍‌ବି ।
25 If you make me an altar of stone, do not build it of cut stones, for wielding your tool on it desecrates it. ଜେବେ ତମେ ପାକ୍‌ନା ସଙ୍ଗ୍‌ ବେଦି କର୍‌ବୁ ବଲ୍‌ସା, ପାକ୍‌ନା ସଙ୍ଗ୍‌ କରାନାଇ, ତାରପାଚେ ବାନାଇବା ପାକ୍‌ନା ଲଗେ କରାନାଇ, କାଇକେବଇଲେ କାଣ୍ଡା ଗୁଚାଇଲେ ଅସୁକଲ୍ ଅଇସି ।
26 Do not go up steps to my altar, so your nakedness isn't exposed on it." ତମେ ବେଦି ତେଇ ଆଇବାବେଲେ ପାଉଚ୍‌ ତେଇକେ ଆସା ନାଇ , କାଇକେବ୍‌ଲେ ତୁମ୍‌ର ଡୁମ୍‌ଣ୍ଡା ସଙ୍ଗ୍‌ ନଜା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]