Skip to content
The Believer's Library

Desiya Bible

Ecclesiastes 8 Saa25

Show Saa25 only
Verse × ×
1 Who is like the wise? Who knows what a thing means? A person's wisdom brightens their face; the hardness of their face is changed. ଗିଆନି ଲକ୍‌ର୍ ପାରା କେ ଆଚେ? ଆରି କେ, ଗଟେକ୍ ବିସଇକେ ବାବିଚିନ୍‌ତିକରି ଜାନ୍‌ଲାନି? ନର୍‌ଲକର୍ ଗିଆନ୍ ତାର୍ କାତା ବାର୍‌ତା ଟାନେ ଅନି ଜାନା ପଡ୍‌ସି ଆରି ତାର୍ ଟଣ୍ଡେଅନି କାରାପ୍ କାତା କଇବାକେ ନ ବାରଏ।
2 Keep the king's command, I say, because of your oath before God. ତମେ ରାଜାର୍ କାତାକେ ମାନା, ମୁଇଁ ଏନ୍‌ତାର୍ ବଲିକରି ସିକିଆ ଦେବି ଆରି ପର୍‌ମେସରର୍ ଲଗେ ସପତ୍‌ନେବା ବାଦୁଲେ ସେନ୍‌ତାରି କରା ।
3 Don't rush to leave his presence, or stand in an evil matter—the king does whatever he pleases. ତାର୍‌ଲଗେ ଅନି ଦୁରିକେ ଜିବାକେ ମନ୍‌କରାନାଇଁ, କାଇ କାରାପ୍‌କାମ୍ କର୍‌ବାକେ ମନ୍‌କରା ନାଇଁ; କାଇକେବଇଲେ ସେ ଜାଇଟା ଇଚା କର୍‌ସି, ସେଟାସେ କର୍‌ସି।
4 For the king's word holds supreme authority, and who can say to him, "What are you doing?" ଜେନ୍‌ତିକି ରାଜାର୍ କାତାବାର୍‌ତା ମନ୍‌କେ ବାଦ୍‌ଲାପାରା ଲାଗ୍‌ସି; ଆରି ତମେ କାଇଟା କଲାସ୍‌ନି ବଲିକରି, ତାକେ କେ ଜାନାଇ ଦେଇସି?
5 Whoever keeps a command knows no harm; a wise heart knows time and way. ଜନ୍‌ଲକ୍ କାତା ମାନିକରି ଚାଲ୍‌ସି; ସେ କାଇ କାମ୍‌କେ ମିସା ବାବି ବିଚାରି କରି କର୍‌ସି; କାରାପ୍ ଲକ୍‌ମନର୍ ମନର୍‌କାତା ଆରି ବୁଲିବୁଲିକରି ରଇବାଟା ସେ ବିଚାର୍ କର୍‌ସି ।
6 Every matter has its time and way, though one's trouble weighs heavy on him. କାଇକେବଇଲେ ସବୁଲକର୍ ପାଇଁ ସମୟ୍ ଆରି ବୁଦିବିଚାର୍ ଆଚେ; ଜେନ୍‌ତିକି ଲକ୍‌ମନର୍ ଦୁକ୍ ତାର୍‌ପାଇଁ ବେସି;
7 For no one knows what is to come, and who can tell them how it will be? କାଇକେବଇଲେ କାଇଟା ଗଟ୍‌ସି, ସେ ନିଜେ ମିସା ଜାନି ନାପାରେ ଆରି କେନ୍‌ତା ବିପଦ୍ ଆଇସି, ଏକାତା କେ ତାକେ ଜାନାଇଁ ଦେଇସି?
8 No one controls the wind to hold it back, or the day of death. No one is discharged from that war, and evil won't rescue those who practice it. ପୁଣ୍ଡା ଅଟ୍‌କାଇ କରି ସଙ୍ଗଇବାକେ ପୁଣ୍ଡା ଅଟ୍‌କାଇକରି ସଙ୍ଗଇବାକେ କାର୍ ମିସା ଅଦିକାର୍ ନାଇଁ, କି ମର୍‌ବାଦିନ୍‌କେ କେମିସା ଅଟ୍‌କାଇ କରି ରକିନାପାରେ ଅଇଲେମିସା ସେ ଜୁଇଦ୍‌କେ ଚାଡାନାଇଁ, କି କାରାପ୍‌ କାମେ ମାତି ରଇବା ଲକ୍‌କେ ସେ କାରାପ୍‌ କାମ୍ ଉଦାର୍ ନ କରେ ।
9 I saw all this, giving my heart to every deed done under the sun—a time one person ruled another to their harm. ଏଟାମନ୍ ସବୁ ଦେକ୍‌ଲି ଆଚି ଆରି ପୁର୍‌ତିବିଟାନେ ସବୁଜାକ କାମ୍‌ କରାଜାଇସି, ତେଇ ମୁଇଁ ମନ୍‌ଦେଲି ଆଚି; କେବେକେବେ ଗଟେକ୍‌ ଲକ୍ ଅଲ୍‌ଗା ଲକର୍ କାରାପ୍ କାମ୍ କର୍‌ବାକେ ଚିନ୍‌ତା କର୍‌ବାଇ।
10 Then I saw the wicked buried and laid to rest; they came and went from the holy place and were praised in the city where they had done so. This too is fleeting. ଆରି, କାରାପ୍‌ ଲକ୍‌ମନ୍‌କେ ମସ୍‌ନେ ତପିଅଇ କରି ମିସା ଅଲ୍‌ଗାଲକ୍ କେଟ୍‌ଲେ; ଆରି ବେସିକାମ୍ କର୍‌ବା ଲକ୍‌ମନ୍‌ ସୁକଲ୍ ଜାଗାଇ ଗାଲାଇ ଆରି ନଗରେ ଅନି ଅଲ୍‌ଗା ଅଇଲେ; ଏଟା ବେକାର୍‌ସେ।
11 Because sentence for an evil deed is not carried out quickly, people's hearts are fully set on doing evil. କାରାପ୍ କାମ୍ କଲେ ମିସା ଦାପ୍‌ରେ ଡଣ୍ଡ୍ ନ ଦେବାର୍ ଲାଗି ଲକ୍‌ମନ୍ କରାପ୍‌ କାମ୍ କର୍‌ବାକେ ନ ଚାଡତ୍ ।
12 Though a sinner does evil one hundred times and still lives long, yet I know it will go well for those who fear God, who fear before him. ଏଲେମିସା ପାପିଲକ୍ ସଏ ତର୍ କାରାପ୍‌କାମ୍ କରି ମିସା ଅଦିକ୍‌ ଦିନ୍ ବଁଞ୍ଚ୍‌ସି, ଅଇଲେମିସା ମୁଇଁ ଟିକ୍‌ବାବ୍‌ରେ ଜାନି ଆଚି, ପର୍‌ମେସର୍‌କେ ଡରିକରି ରଇବାଇ ସେମନ୍ ଜନ୍‌କାମ୍ କଲେମିସା ସିଦ୍ଅଇସି ।
13 The wicked will not fare well, nor lengthen their days like a shadow, since they do not fear God. ମାତର୍ କାରାପ୍‌ ଲକର୍ କାମ୍ ସିଦ୍ ନ ଅଏ, କି ସେ ନିଜର୍ ଚାଇଁପାରା ନିଜର୍ ବଇସ୍‌କେ ବଡାଇ ନାପାରେ; କାଇକେବଇଲେ ସେ ପର୍‌ମେସର୍‌କେ ନ ଡରେ ।
14 Something fleeting happens on earth: righteous people getting what the wicked deserve, and wicked people getting what the righteous deserve. I said this too is fleeting. ପୁର୍‌ତିବି ଟାନେ ଏଟା ଗଟେକ୍ ବେକାର୍‌ କାମ୍ ଦେକ୍‌ଲି କେବେକେବେ ଦରମ୍‌ ଲକ୍‌କେ କାରାପ୍ ଲକର୍ ଲାଗି କସ୍‌ଟ ମିଲ୍‌ସି, ଆରି କେବେକେବେ ଦରମ୍ ଲକର୍‌ ଲାଗି କାରାପ୍‌ ଲକ୍‌କେ କସ୍‌ଟ ମିଲ୍‌ସି; ମୁଇଁ କଇଲିନି, ଏଟାମନ୍ ସବୁ ବେକାର୍‌ସେ ।
15 So I praised enjoyment: nothing is better for a person under the sun than eating, drinking, and being glad. This accompanies them through their labor, the days of life God gave them under the sun. ତେବର୍‌ ପାଇଁ ମୁଇଁ ସାର୍‌ଦାର୍ ମଇମା କଲି, କାଇକେବଇଲେ କାଇବା ପିଇବାଟା ଆରି ସାଇସାର୍‌ଦା କର୍‌ବାଟାକେ ଚାଡିକରି ଆର୍‌ କାଇ ବିସୟ୍‌ ମିସା ଏ ଲକ୍‌ମନ୍‌କେ ପୁର୍‌ତିବିଟାନେ ନିମାନ୍ ନାଇଁ; ତେବେ ସେ ପୁର୍‌ତିବି ତଲେ ପର୍‌ମେସର୍‌ତେଇ ଅନି ଆଇଲା ତାର୍ ବଇସ୍ ବିତ୍‌ରେ ଜେ ଜେ କସ୍‌ଟ କର୍‌ସି, ସେ ସବୁତେଇ ଏଟା ସେ ତାର୍ ସଙ୍ଗ୍ ଅଇସି ।
16 When I set my heart to know wisdom and see the work done on earth, though one's eyes see no sleep day or night. ଜେଡେବେଲେ ମୁଇଁ ଗିଆନର୍ ବିସୟ୍ ଜାନ୍‌ବାକେ ଆରି ପୁର୍‌ତିବିଟାନେ ତିଆର୍ ଅଇଲାଟାକେ ଦେକ୍‌ବାକେ ମନ୍‌ଦେଲି; କାଇକେବଇଲେ ଦିନ୍‌ରାତି ଜାକେ ନିଦ୍‌ନାଇଁ, ସେନ୍‌ତାରି ଲକ୍‌ମିସା ଆଚତ୍;
17 Then I saw all God's work: no one can find out the work done under the sun. However hard they search, they won't find it; even if the wise claim to know, they can't find it out. ସେବେଲେ ମୁଇଁ ପର୍‌ମେସରର୍ ନିମାନ୍ କାମ୍ ବିସୟ୍‌ରେ ଜାନ୍‌ଲି ଜେ, ନର୍‌ଲକ୍ ପୁର୍‌ତିବିଟାନେ କୁଟ୍‌କୁଟା କାମ୍‌ କରିମିସା କାମର୍ ପଲ୍ ପାଇ ନାପାରେ; କାଇକେବଇଲେ ସେଟା କଜ୍‌ବାକେ ନର୍‌ଲକ୍ କେତେକ୍ କସ୍‌ଟ କଲେମିସା ସେଟାକେ ମିଲାଇ ନାପାରେ; ଆରି ଗିଆନି ଲକ୍ ସେଟା ଜାନ୍‌ବାକେ ବଲିକରି ଚିନ୍‌ତା କଲେମିସା ତାର୍ ବିସୟ୍‌କେ ଜାନି ନାପାରେ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]