Skip to content
The Believer's Library

Desiya Bible

Acts 12 Saa25

Show Saa25 only
Verse × ×
1 About that time King Herod attacked some who belonged to the church, intending to harm them. ଏ ବେଲାଇ, ଏରଦ୍‌ ରାଜା ଜିରୁସାଲେମ୍‌ ମଣ୍ଡଲିର୍‌ କେତେକ୍‌ ବିସ୍‌ବାସିମନ୍‌କେ ତାଡ୍‌ନା ଦେବାର୍‌ ଦାର୍‌ଲା ।
2 He had James, the brother of John, put to death with the sword. ଜଅନର୍‌ ବାଇ ଜାକୁବ୍‌କେ କାଣ୍ଡା ସଙ୍ଗ୍‍ ମାରି ମରାଇଲା, ଜାକୁବ୍‌ ଜଅନର୍‌ ବଡ୍‌ ବାଇ ରଇଲା ।
3 Seeing that this pleased the Jews, Herod proceeded to seize Peter too, during the days of Unleavened Bread. ଜାକୁବ୍‌କେ ମରାଇଲାଟା ଜିଉଦିମନ୍‌କେ ସାର୍‌ଦା କରାଇଲା । ଏଟା ଦେକି ଏରଦ୍‌ ପିତର୍‌କେ ମିସା ବନ୍ଦି କର୍‌ବାକେ ତିଆର୍‌ଲା । ଏଟା ଜିଉଦିମନ୍‌ କମିର୍‌ ନ ମିସାଇତେ ରୁଟିକର୍‌ବା ପରବ୍‌ ବେଲେ ଅଇରଇଲା ।
4 He arrested him, put him in prison, and handed him to four squads of four soldiers to guard, intending to bring him out to the people after the Passover. ସଇନମନ୍‌ ପିତର୍‌କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍‌ ପଚେ ସବୁ ଲକର୍‌ ମୁଆଟେ ବିଚାର୍‌ନା କର୍‌ବି ବଲି ଏରଦ୍‌ ବାବି ରଇଲା । ସେଟାର୍‌ପାଇଁ ଗଟେକ୍‌ ଦଲେ ଚାରିଲକ୍‌ ଲାକା ଅଇ, ଚାରିଟା ଦଲ୍‌କରି ସନିଅମନ୍‌ ତାକେ ଜାଗିରଇଲାଇ ।
5 Peter was kept in prison, but the church prayed fervently to our Father for him. ପିତର୍‌ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍‌ ବିସ୍‌ବାସିମନ୍‌ ଗଟେକ୍‌ ଅଇକରି ତାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେରଇଲାଇ ।
6 That night, before Herod could bring him out, Peter slept between two soldiers, bound with two chains; guards before the door kept watch over the prison. ଜନ୍‌ ଦିନେ ଏରଦ୍‌ ପିତର୍‌କେ ଲକ୍‌ମନର୍‌ ମୁଆଟେ ଆନ୍‌ବାକେ କାତା ଦେଇରଇଲା, ତାର୍‌ ଆଗ୍‌ତୁର୍‌ ରାତି ପିତର୍‌ ବନ୍ଦିଗରେ ଦୁଇଟା ଜାଗୁଆଲ୍‌ମନର୍‌ ମଜାଇ ସଇରଇଲା । ତାକେ ସନିଅମନର୍‌ ମିସ୍‌ତେ ଦୁଇଟା ଆତେ ଦୁଇଟା ସିକ୍‌ଲି ସଙ୍ଗ୍‍ ବାନ୍ଦିରଇଲାଇ । ଆରି ଜାଗୁଆଲ୍‌ମନ୍‌ ବନ୍ଦିଗରର୍‌ ଦୁଆରେ ଜାଗିରଇଲାଇ ।
7 Suddenly an angel of our Father stood beside him, and light filled the cell. He struck Peter's side, woke him, and said, "Get up quickly." The chains fell from his hands. ସେ ଦାପ୍‌ରେ, ଏଦେ ଦେକା ! ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ଆସି ପିତରର୍‌ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍‌ରା ଉଜଲ୍‌ ଅଇଗାଲା । ସରଗର୍‌ ଦୁତ୍‌ ପିତର୍‌କେ କନ୍ଦେ ଦାରି ଚୁଲ୍‌ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍‌ରେ ଉଟ୍‌ !” ଉଟ୍‌ଲା ଦାପ୍‌ରେ ବାନ୍ଦି ଅଇରଇଲା ସିକ୍‌ଲି କୁସ୍‌ଲିଗାଲା ।
8 The angel told him, "Get dressed and put on your sandals." Peter complied. Then he said, "Wrap your cloak around you and follow me." ତାର୍‌ପଚେ ଦୁତ୍‌ କଇଲା, “ଆଁଟାଇ ତୁଆଲ୍‌ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍‌ ।” ପିତର୍‌ ସେନ୍ତି କଲା ପଚେ ଦୁତ୍‌ କଇଲା, “ଚାଦର୍‌ ଡାବିଅଇକରି ମର୍‌ ସଙ୍ଗ୍‍ ଆଉ ।”
9 So Peter went out and followed, not knowing the angel's actions were real—he thought he saw a vision. ପିତର୍‌ ଦୁତର୍‌ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍‌ ଜନ୍‌ଟା କର୍‌ତେରଇଲା, ସେଟା ସତ୍‌ କି ନଏଁ ବଲି ଜାନି ନାପାର୍‌ତେରଇଲା । “ଏଟା ଗଟେକ୍‌ ଦର୍‌ସନ୍‌ ଦେକ୍‌ଲିନି ।” ବଲି ବାବ୍‌ତେରଇଲା ।
10 Passing the first and second guard posts, they reached the iron gate to the city, which opened for them on its own. They went out, walked one street, and the angel suddenly left him. ସେମନ୍‌ ଜାଗୁଆଲ୍‌ମନ୍‌ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍‌ବା ଲୁଆ କାପାଟ୍‌ ରଇବା ଲଗେ ଆଇଲାଇ । ତାକର୍‌ପାଇ ଲୁଆ କାପାଟ୍‌ ତାର୍‌ମନ୍‌କେସେ ଉଗାଡିଅଇଗାଲା ଆରି ସେମନ୍‌ ବାରଇ ଉଟିଆଇଲାଇ । ସେମନ୍‌ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍‌ ସରଗର୍‌ ଦୁତ୍‌ ପିତର୍‌କେ ଚାଡି ମାୟା ଅଇଗାଲା ।
11 Then Peter came to himself and said, "Now I know for certain: our Father sent his angel and rescued me from Herod's hand and from everything the Jewish people expected." ତାର୍‌ପଚେ ଜାଇଟା ଗଟିରଇଲା, ସେଡ୍‌କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍‌ ଜାନିପାରି କଇଲା, “ଏଟା ସତ୍‌ ବଲି ମୁଇ ଜାନିଆଚି । ଏରଦର୍‌ ଟାନେଅନି ଆରି ଜିଉଦି ଲକ୍‌ମନ୍‌ ଜାଇଟା ଗଟ୍‌ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍‌ବାକେ ମାପ୍‌ରୁ ସରଗର୍‌ ଦୁତ୍‌କେ ପାଟାଇରଇଲା ।”
12 Aware of this, he went to Mary's house, mother of John also called Mark, where many were gathered praying. ନିଜର୍‌ ବିସଇ ଜାନିକରି ସେ ଜଅନ୍‌ ମାର୍‌କର୍‌ ଆୟା ମରିୟମର୍‌ ଗରେ ଗାଲା । ତେଇ ବେସି ବିସ୍‌ବାସିମନ୍‌ ରୁଣ୍ଡିକରି ପିତରର୍‌ ପାଇ ପାର୍‌ତନା କର୍‌ତେ ରଇଲାଇ ।
13 When Peter knocked at the door of the gateway, a servant girl named Rhoda came to answer. ପିତର୍‌ ବାଇରର୍‌ କାପାଟେ ଟକ୍‌ଟକ୍‌ କରି ମାର୍‌ଲାକେ, ରଦା ନାଉଁର୍‌ ଗଟେକ୍‌ ଗତିଦାଙ୍ଗ୍‌ଡି କାପାଟ୍‌ ଉଗାଡ୍‌ବାକେ ଆଇଲା ।
14 Recognizing Peter's voice, she was so overjoyed she ran in without opening the gate, announcing Peter stood there. ପିତରର୍‌ କଁଟ୍‌ସର୍‌ ଜାନିପାରି ସେ ଏତେକ୍‌ ସାର୍‌ଦା ଅଇଲା ଜେ କାପାଟ୍‌ ନ ଉଗାଡି ବିତ୍‌ରେ ପାଲାଇକରି ତେଇର୍‌ ବିସ୍‌ବାସିମନ୍‌କେ କଇଲା, “ପିତର୍‌ ବାଇରେ ଟିଆଅଇଲା ଆଚେ ।”
15 "You're out of your mind," they said. But she insisted it was true. So they said, "It's his angel." ସେମନ୍‌ ତାକେ କଇଲାଇ, “ତୁଇ ବାୟାଅଇଲୁସ୍‌ନି ! ମାତର୍‌ ‘ଏଟା ସତ୍‌ ।’ ବଲି ସେ ଡାଟ୍‌ ସଙ୍ଗ୍‍ କଇଲାଗ୍‌ଲାକେ, ସେମନ୍‌ ଏଟା ତାର୍‌ ଦୁତ୍‌ କାଇକି,” ବଲି ବାବ୍‌ଲାଇ ।
16 But Peter kept on knocking, and when they opened the door and saw him, they were astonished. ପିତର୍‌ ତର୍‌କେ ତର୍‌ କାପାଟେ ମାର୍‌ତେ ରଇଲା । ସାରାସାରି ସେମନ୍‌ କାପାଟ୍‌ ଉଗାଡି ତାକେ ଦେକି କାବାଅଇଗାଲାଇ ।
17 Signaling with his hand for quiet, he explained how our Father had led him out of prison. "Tell James and the brothers and sisters this," he said, then left for another place. ସେ ଆତ୍‌ ସାଗିଆକରି ସେମନ୍‌କେ ଚିମ୍‌ରା ଅଇବାକେ କଇଲା । ଆରି ମାପ୍‌ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍‌କରାଇ ଆନ୍‌ଲା, ସେ ବିସଇ ସେମନ୍‌କେ କଇଲା । ତାର୍‌ ପଚେ ଏ ସବୁ କାତା ଜାକୁବ୍‌ ଆରି ବିନ୍‌ ସବୁ ବାଇମନ୍‌କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍‌ବାଟେ ଉଟିଗାଲା ।
18 When morning came, there was no small commotion among the soldiers over what had become of Peter. ସାକାଲ୍‌ ପାଇଲାକେ “ପିତର୍‌ କେନେଗାଲା ?” ବଲି ଜାଗୁଆଲ୍‌ମନ୍‌ କିଲ୍‌ବିଲ୍‌ ଅଇଗାଲାଇ ।
19 Herod, after searching for him and not finding him, questioned the guards and ordered them executed. Then he went down from Judea to Caesarea and stayed there. ଏରଦ୍‌ ଏଟା ସୁନିକରି ପିତର୍‌କେ କଜ୍‌ବାକେ ତାର୍‌ ସନିଅମନ୍‌କେ ଆଦେସ୍‌ ଦେଲା । ମାତର୍‌ ସେମନ୍‌ ତାକେ ମିଲାଇ ନାପାର୍‌ଲାଇ । ତେବେ ସାରାସାରି ଜାଗୁଆଲ୍‌ମନ୍‌କେ ପାଚାର୍‌ଲା । କେନ୍ତି ଏଟା ଅଇଲାଟା କଇନାପାର୍‌ଲାକେ ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ଆଦେସ୍‌ ଦେଲା । ତାର୍‌ ପଚେ ଏରଦ୍‌ ଜିଉଦା ରାଇଜେଅନି ଜାଇ କେତେ ଦିନର୍‌ପାଇ କାଇସରିଆଇ ବାସା ଅଇରଇଲା ।
20 Herod was enraged at Tyre and Sidon. Together they came to him, and having won over Blastus, the king's chamberlain, they requested peace, since their land depended on the king's land for food. ସେ ବେଲାଇ ଏରଦ୍‌ ସର୍‌ ଆରି ସିଦନର୍‌ ଲକ୍‌ମନ୍‌କେ ବେସି ରିସା ଅଇରଇଲା । ସେଟାର୍‌ ପାଇ ତେଇର୍‌ ଲକ୍‌ମନ୍‌ ଗଟେକ୍‌ ଦଲ୍‌, ତାକେ ବେଟ୍‌ ଅଇବାକେ ଗାଲାଇ । ପର୍‌ତୁମ୍‌ ସେମନ୍‌ ରାଜା ସଇବା ଗର୍‌ ଦାଇତେ ରଇଲା ବାଲସ୍‌ଟସ୍‌କେ ବୁଜାଇ, ତାର୍‌ ସାଇଜ ପାଇଲାଇ । ତାର୍‌ ପଚେ ସେମନ୍‌ ଏରଦର୍‌ ଲଗେ ଜାଇ ସାନ୍ତିସଙ୍ଗ୍‍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍‌ ରାଇଜେଅନି ସେମନର୍‌ ଦେସେ କାଇବା ଜିନିସ୍‌ ଜାଇତେରଇଲା ।
21 On the set day Herod dressed in royal robes, sat on the throne, and made a speech to them. ଜନ୍‌ ଦିନେ ଏରଦର୍‌ ସଙ୍ଗ୍‍ ସେମନ୍‌ ବେଟ୍‌ ଅଇବାକେ ଟିକ୍‌ କରିରଇଲାଇ, ସେ ରାଜାମନ୍‌ ପିନ୍ଦ୍‌ବା ବସ୍‌ତର୍‌ ପିନ୍ଦ୍‌ଲା ଆରି ତାର୍‌ ବସ୍‌ବା ଜାଗାଇ ବସି ଲକ୍‌ମନ୍‌କେ ଗଟେକ୍‌ ବାସନ୍‌ ଦେଲା ।
22 And the crowd kept shouting, "This is the voice of a god, not of a man!" ସୁନ୍‌ବା ଲକ୍‌ମନ୍‌ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍‌ ନଏଁ, ମାତର୍‌ ପର୍‌ମେସର୍‌ !”
23 Instantly an angel of our Father struck him down for not giving our Father the glory, and worms ate him and he died. “ମୁଇ ପର୍‌ମେସର୍‌ ନଇ,” ବଲି କଏ ନାଇକେ ଦାପ୍‌ରେ ମାପ୍‌ରୁର୍‌ ଦୁତ୍‌ ଏରଦ୍‌କେ ରଗି କରାଇଲା । ସେଟାର୍‌ପାଇଁ ତାର୍‌ ଗୁଲାଇଗାଗଡ୍‌ କିଡା କାଇଲାଇ ଆରି ମରିଗାଲା ।
24 But the word of our Father continued to grow and spread. ଏ ବେଲାଇ ବିସ୍‌ବାସିମନ୍‌ ପର୍‌ମେସରର୍‌ ବାକିଅ ସୁନ୍‌ଲାଇ ଆରି ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ ବଡିଗାଲାଇ ।
25 Barnabas and Saul returned from Jerusalem, having finished their mission, taking with them John, also called Mark. ଜିଉଦା ଦେସର୍‌ ବିସ୍‌ବାସିମନ୍‌କେ ଡାବୁ ଦେଇ ସାରାଇକରି ବର୍‌ନବା ଆରି ସାଉଲ୍‌, ଆନ୍‌ଟିଅକିଆଇ ଆଇଲାଇ । ଜଅନ୍‌ ଆରି ମାର୍‌କକେ ମିସା ସେମନ୍‌ ସଙ୍ଗ୍‍ ନେଇ ଜିରୁସାଲମେ ବାଅଡ୍‌ଲାଇ ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

Saa25

The Desiya Bible © The Word for the World International and Desiya Translation Samithi, Koraput, Odisha. 2025
Desiya Bible · Creative Commons - Attribution-ShareAlike [CC BY-SA]